Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ରାଜ୍ୟରେ ପୁଣି ୨ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ; ମୋଟ୍ ସଂଖ୍ୟା ୧୪ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ରବିବାର ଦିନ ଆଉ ଦୁଇଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ମୋଟ୍ ସଂଖ୍ୟା ୧୪ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ବରଗଡ ଜିଲ୍ଲାର ଜଣେ ୭୬ ବର୍ଷ ବୟସ୍କ ବ୍ୟକ୍ତି ଡାକ୍ତରଖାନାରେ ଚିକିସଧୀନ ଅବସ୍ଥାରେ ମୃତ୍ୟୁବରଣ…

୪୨ ଏନଡିଆରଏଫ୍‌/ଅଗ୍ନିଶମ କର୍ମୀଙ୍କ ସମେତ ଓଡିଶାରେ ସର୍ବାଧିକ ୩୦୪ ପଜିଟିଭ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୩୦୪ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୧୬୦ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

ନବରଙ୍ଗପୁରର ୨ ଗାଁ କଣ୍ଟେନମେଣ୍ଟ ଜୋନ୍ ଘୋଷିତ

ନବରଙ୍ଗପୁର: କରୋନା ପଜିଟିଭ ଚିହ୍ନଟ ହେବାପରେ ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକର ଦୁଇଟି ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି । ଜିଲ୍ଲାପାଳ ଅଜିତ କୁମାର ମିଶ୍ରଙ୍କ ସୂଚନାଅନୁଯାୟୀ କରଗନ ମାଝି ସାହି ଏବଂ ଭଣ୍ଡାରିଗୁଡା ଗାଁର ଦୁଇଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ରକୁ…

ସାତ ଦିନରେ ଗଞ୍ଜାମ ଜିଲ୍ଲାରୁ ୨୦୦ ପଜିଟିଭ୍

ଗଞ୍ଜାମ: ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୯ଶହ । ବର୍ତ୍ତମାନ ସୁଦ୍ଧା ଭୂତାଣୁ ସଂକ୍ରମିତ ହୋଇଛନ୍ତି ୮୯୧ ଜଣ । ଗତ ସପ୍ତାହେ ଭିତରେ ଚିହ୍ନଟ ହୋଇଛନ୍ତି ନୂଆ ୨୦୧ ପଜିଟିଭ୍ । ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଗତ ୧୫ ତାରିଖରେ ୮ ପଜିଟିଭ୍ ବାହାରିଥିବା ବେଳେ…

ଦେଶରେ ୪ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ରବିବାର ଦିନ ଏହି ସଂଖ୍ୟା ୪,୧୦,୪୬୧ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର…

୧୦ କରୋନା ଯୋଦ୍ଧାଙ୍କ ସମେତ ଗଞ୍ଜାମରେ ୩୮ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମରୁ ୩୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଗଞ୍ଜାମ ପ୍ରଶାସନ ।…

ଅନଲକ୍-୧ ପରେ ଲକ୍ଷେ ନୂଆ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ଟପିଛି । ମୃତ୍ୟୁବରଣ କଲେଣି ୧୩ ହଜାର ଲୋକ । ଆମେରିକା, ବ୍ରାଜିଲ, ଋଷିଆ ପରେ ଭାରତ ହେଉଛି ବିଶ୍ୱରେ ଚତୁର୍ଥ ସର୍ବାଧିକ ପ୍ରଭାବିତ ଦେଶ । ଦେଶର କରୋନା ଗ୍ରାଫ ଦର୍ଶାଉଛି ଦେଶରେ ଲକଡାଉନ୍ କଟକଣା କୋହଳ, ପ୍ରବାସୀ ଫେରିବା ପରେ…

କୋଭିଡ-୧୯ ଔଷଧ, ଗୋଟିଏ ଟାବଲେଟକୁ ୧୦୩ ଟଙ୍କା

ଭାରତରେ କରୋନା ଚିକିତ୍ସା ପାଇଁ ଔଷଧ । ମହାରାଷ୍ଟ୍ର ସ୍ଥିତ ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ କରୋନା ଭୂତାଣୁ ଚିକିତ୍ସା ପାଇଁ ଔଷଧର ଶୁଭାରମ୍ଭ କରିଛି । ଗ୍ରୀନ ସିଗନାଲ ଦେଇଛି ଭାରତୀୟ ଔଷଧ ମହାନିୟନ୍ତ୍ରକ ବା ଡିଜିସିଆଇ । ଏହି ଆଣ୍ଟି ଭାଇରାଲ୍ ଔଷଧର ନା ରହିଛି FabiFlu। ଏହାର ଗୋଟିଏ…

ସୌରଭ ଗାଙ୍ଗୁଲିଙ୍କ ଭାଇଙ୍କ ସମେତ ପରିବାରର ୪ ଜଣ କୋଭିଡ ପଜିଟିଭ୍

କୋଲକାତା: ଭାରତୀୟ କ୍ରିକେଟର ପୂର୍ବତନ ଅଧିନାକୟ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ବଡ ଭାଇ ସମେତ ପରିବାରର ୪ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ସୌରଭ ଗାଙ୍ଗୁଲିଙ୍କ ବଡ ଭାଇ ତଥା କ୍ରିକେଟ୍ ଆସୋସିଏସନ୍ ଅଫ୍ ବଙ୍ଗଳାର ସଚିବ ସ୍ନେହାଶିଷ ଗାଙ୍ଗୁଲି ଏବଂ ତାଙ୍କ ପତ୍ନୀ କରୋନା…

କରୋନାରେ ଓଡିଆ ଡାକ୍ତରଙ୍କ ଦିଲ୍ଲୀରେ ମୃତ୍ୟୁ

ନୂଆଦିଲ୍ଲୀ : ଓଡିଆ ଡାକ୍ତରଙ୍କ ଦିଲ୍ଲୀରେ ମୃତ୍ୟୁ । ବ୍ରହ୍ମପୁର ଏମକେସିଜିରୁ ପାସ କରିଥିବା ଏହି ଡାକ୍ତରଙ୍କର ଆଜି ଦିନ ୧୧ଟା ରାଜୀବ ଗାନ୍ଧି ସୁପର ସ୍ପେଶାଲିଟି ହସ୍ପିଟାଲରେ ମୃତ୍ୟୁ ହୋଇଛି । ମୃତ ଡାକ୍ତରଙ୍କ ବୟସ ୩୯ ବର୍ଷ ହେବ । ଏନଏଚ୍‌ଏସଆରସିରେ ସେ ସିନିଅର କନସଲଣ୍ଟାଟ୍ ଭାବେ କାମ…