Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

କରୋନା ପଜିଟିଭ ଚିହ୍ନଟ ହେଲେ ଏସ୍‌ସିବି ମେଡିକାଲ୍‌ କଲେଜର ଡାକ୍ତରୀ ଛାତ୍ରୀ

କଟକ: କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି କଟକ ସ୍ଥିତ ଏସ୍‌ସିବି ମେଡିକାଲ୍‌ କଲେଜର୍ ଏମ୍‌ବିବିଏସ୍‌ ଶେଷ ବର୍ଷର ଜଣେ ଛାତ୍ରୀ । ଏହି ଛାତ୍ରୀଙ୍କ ସ୍ୱାବ୍‌ ନମୁନା ପଜିଟିଭ୍‌ ଆସିଥିଲା । ଏହାପରେ ବୁଧବାର ଦିନ ତାଙ୍କୁ ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଛାତ୍ରୀ ଜଣକ…

ଆଇନଜୀବୀ ପଜିଟିଭ ଚିହ୍ନଟ ହେବା ପରେ ପୁରୀ ଜିଲ୍ଲା କୋର୍ଟରେ ପଡିଲା ତାଲା

ପୁରୀ: ପୁରୀ ଜିଲ୍ଲା କୋର୍ଟର ଜଣେ ଆଇନଜୀବୀ ଓ ତହସିଲ କାର୍ଯ୍ୟାଳୟର ଜଣେ ‘ମୋହରିର’ କରୋନା ପଜିଟିଭ୍ ଚିହ୍ନଟ ହେବା ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଡିଏସଆର ଅଫିସ ବନ୍ଦ କରାଯାଇଛି | ଗଣମାଧ୍ୟମକୁ ସୂଚନା ଦେଇ ପୁରୀ ସବ୍-କଲେକ୍ଟର ଭବତରନା ସାହୁ କହିଛନ୍ତି ଯେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…

ଭାରତରେ ୨୪ ଘଣ୍ଟାରେ ୨ ହଜାରରୁ ଉର୍ଦ୍ଧ୍ବ ମୁଣ୍ଡ ନେଲା କରୋନା, ସାଢ଼େ ୩ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ତାଣ୍ଡବ ରଚୁଛି କରୋନା । ୨୪ ଘଣ୍ଟାରେ ନେଇଛି ସର୍ବାଧିକ ୨୦୦୩ ମୁଣ୍ଡ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ…

ମାଲକାନଗିରିରେ ୨୧ କରୋନା ପଜିଟିଭ୍ ଚିିହ୍ନଟ

ମାଲକାନଗିରି: ମାଲାକାନଗିରିରେ ୨୪ ଘଣ୍ଟା ମଧ୍ୟରେ ୨୧ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ମଙ୍ଗଳବାର ଦିନ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୭କୁ ବୃଦ୍ଧି ପାଇଛି । ମିଳିଥିବା ସୂଚନାନୁଯାୟୀ, ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଏକ ସଂଗରୋଧ କେନ୍ଦ୍ରରେ ଆଜି ୨୧ଟି…

ବଜାରରେ ବଢ଼ୁଛି ମୋଦୀ-ରାହୁଲ ମାସ୍କର ଚାହିଦା

ଭୋପାଲ: ଦେଶରେ ଦିନକୁ ଦିନ କାୟା ମେଲାଇବାରେ ଲାଗିଛି କରୋନା । ଏହି କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ମାସ୍କ ପିନ୍ଧିବା ନିହାତି ଜରୁରୀ । ପ୍ରତ୍ୟେକ ଲୋକ ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଏନେଇ ସକରାର ମଧ୍ୟ ଗାଇଡଲାଇନ୍ ଜାରି କରିଛନ୍ତି । ତେବେ ଏପରି ସମୟରେ…

ମୋଦୀଙ୍କ ବୈଠକରେ ସାମିଲ ହେବେନି ମମତା

ନୂଆଦିଲ୍ଲୀ: ଆଜି ଦେଶରେ କରୋନା ସ୍ଥିତିକୁ ନେଇ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତାକାଲି କରୋନା ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ଆଲୋଚନା କରିବେ ।…

ସୁସ୍ଥ ହେଲେ ଆଉ ୧୨୦ କରୋନା ସଂକ୍ରମିତ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୨୦ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ ୨୯୭୪ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । 4 each from Balasore, Dhenkanal, Kendrapara and Jharsuguda 3 each from Keonjhar, Ganjam & Puri 2 each from…

ଦେଶରେ ସୁଧୁରୁଛି ଅର୍ଥନୈତିକ ସ୍ଥିତି : ମୋଦୀ

ନୂଆଦିଲ୍ଲୀ: ଦେଶରେ ଧୀରେ ଧୀରେ ସୁଧୁରୁଛି ଅର୍ଥନୈତିକ ସ୍ଥିତି । ଏନେଇ ସଂକେତ ମିଳୁଛି । ବିଗତ ସପ୍ତାହରେ ସରକାରଙ୍କର ଉଦ୍ୟମ ଯୋଗୁଁ ଅର୍ଥନୀତିରେ ସୁଧାର ଆସୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଦେଶରେ କରୋନା ସ୍ଥିତିକୁ ନେଇ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀଙ୍କ ସହ…

ପତଞ୍ଜଳିର ‘କରୋନିଲ୍‌’ ଭଲ କରୁଛି କରୋନା ରୋଗ !

ନୂଆଦିଲ୍ଲୀ: ବାବା ରାମଦେବଙ୍କ ‘ପତଞ୍ଜଳି’ ଦାବି କରିଛି ଯେ, କରୋନା ରୋଗୀ ସୁସ୍ଥ ହୋଇପାରିବେ । ପ୍ରାୟ ୧୦୦ ଜଣ କରୋନା ରୋଗୀଙ୍କର କରୋନା ଚିକିତ୍ସା କରାଯାଇଥିବା ବେଳେ ଶତ ପ୍ରତିଶତ ରୋଗୀ ଏହି ଚିକିତ୍ସାରେ ସଫଳ ହୋଇଥିବା ନେଇ ଦାବି କରିଛନ୍ତି ‘ପତଞ୍ଜଳି’ ଅନୁଷ୍ଠାନର ସିଇଓ ଆଚାର୍ଯ୍ୟ…

ନିବୁଲାଇଜର କିଣାରେ ଦୁର୍ନୀତି ଅଭିଯୋଗ ଆଣିଲା କଂଗ୍ରେସ

ଭୁବନେଶ୍ୱର: ମାସ୍କ ଓ ପିପିଇ କିଟ ପରେ ଏବେ ନିବୁଲାଇଜର କିଣାରେ ଦୁର୍ନୀତି ଅଭିଯୋଗ ଆଣିଛି କଂଗ୍ରେସ । କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି ନିବୁଲାଇଜର କିଣିବା ସମୟରେ ଗୋଟିଏ କମ୍ପାନୀ ୨ଥର କୋଟେସନ ଦେଇଥିଲା । ୨୧ ତାରିଖରେ ଦେଇଥିବା ପ୍ରଥମ କୋଟେସନରେ ଏହାର ଦାମ ୩୧ଶହ ଟଙ୍କା ଥିବା…