Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

କରୋନା ମୁକାବିଲା: ୯୫୦୦୦ କୁ ବୃଦ୍ଧି ପାଇଲା ଭାରତର ଦୈନିକ ସ୍ୱାବ ପରୀକ୍ଷଣ କ୍ଷମତା

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଶନିବାର କହିଛନ୍ତି ଯେ, କରୋନାଭାଇରସ ପାଇଁ ପରୀକ୍ଷଣ କ୍ଷମତା ଭାରତରେ ଦିନକୁ ପ୍ରାୟ ୯୫୦୦୦କୁ ବୃଦ୍ଧି କରାଯାଇଛି। ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଶୁକ୍ରବାର ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ୩୩୨ ଟି…

କରୋନା ମ୍ୟାପରେ ଯୋଡ଼ି ହେଲା ଅନୁଗୁଳ ଜିଲ୍ଲା; ଗୋଟିଏ ଦିନରେ ୧୩ ପଜିଟିଭ ଚିହ୍ନଟ

ଅନୁଗୁଳ: ଜିଲ୍ଲା ପରେ ଜିଲ୍ଲା ବ୍ୟାପି ଚାଲିଛି କରୋନା । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୦ ଟି ଜିଲ୍ଲାକୁ ବ୍ୟାପି ସାରିଛି ଏହି ମହାମାରୀ । ରବିବାର ଦିନ ରାଜ୍ୟରେ ୫୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୩ ଜଣ ଅନୁଗୁଳରୁ ଚିହ୍ନଟ ହୋଇଛନ୍ତି ।…

ରାଜ୍ୟରେ ତୃତୀୟ କରୋନା ମୃତ୍ୟୁ

ଭୁବନେଶ୍ୱର: ଜିଲ୍ଳା ପରେ ଜିଲ୍ଲା ବ୍ୟାପି ଚାଲିଛି ମହାମାରୀ କରୋନା । ଆଜି ଗୋଟିଏ ଦିନରେ ସର୍ବାଧିକ ୫୮ ଜଣ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । କରୋନାରେ ମୃତ୍ୟୁ ଘରିଥିବା ଏହି ବ୍ୟକ୍ତି ଗଞ୍ଜାମ ଜିଲ୍ଲାର ବୋଲି ସ୍ୱାସ୍ଥ୍ୟ ଓ ପରିବାର ପକ୍ଷରୁ ସୂଚନା ମିଳିଛି । ରାଜ୍ୟରେ…

ରାଜ୍ୟ ପାଇଁ ବଢୁଛି ଚିନ୍ତା: ଚିହ୍ନଟ ହେଲେ ଆଉ ୫୮ କରୋନା ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୫୮ ଜଣ କରୋନା ପଜିଟିଭ । ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଏକକାଳୀନ ୫୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୨ ରେ…

ରବିବାରଠାରୁ ହେବ ସିବିଏସଇ ଦଶମ ଓ ଦ୍ୱାଦଶ ଖାତା ମୂଲ୍ୟାୟନ

ଭୁବନେଶ୍ୱର : ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖାତା ମୂଲ୍ୟାୟନ ରବିବାର ଠାରୁ ଆରମ୍ଭ ହେବ । ଏ ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ମଗାଯାଇଥିବା ଅନୁମତିକୁ ଗୃହ ମନ୍ତ୍ରଣାଳୟ ସବୁଜ ସଙ୍କେତ ଦେଇଛି । ତିନି ହଜାର ସ୍କୁଲକୁ ଏହି ଅନୁମତି ଦିଆଯାଇଥିବା କେନ୍ଦ୍ର ମାନବ…

ବିସ୍ଫୋରକ ପରିସ୍ଥିତି; ପ୍ରବାସୀ ଆକ୍ରାନ୍ତଙ୍କ ମଧ୍ୟରେ ୧୧୨ ସୁରଟ ଫେରନ୍ତା !

ଭୁବନେଶ୍ୱର: ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ଓଡ଼ିଶାରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟ ସରକାର ଆରମ୍ଭରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହିତ ସଂକ୍ରମଣକୁ ଏକରକମ ରୋକି ପାରିଥିଲେ । ମାତ୍ର ଯେବେଠାରୁ ବିଭିନ୍ନ ରାଜ୍ୟରୁ ପ୍ରବାସୀ ଓଡ଼ିଆମାନଙ୍କ ଓଡ଼ିଶା ଅଭିମୁଖେ ସୁଅ…

ପୂର୍ବରୁ ପ୍ରବାସୀ ଫେରି ଆସିଲେ ସମ୍ଭାଳି ହେବ ସ୍ଥିତି: ବାଗଚୀ

ଭୁବନେଶ୍ୱର: ରାଜ୍ୟକୁ ଫେରୁଛନ୍ତି ପ୍ରବାସୀ । ଏହାଦ୍ୱାରା ସଂକ୍ରମଣ ସଂଖ୍ୟା ମଧ୍ୟ ବଢ଼ୁଛି । ଏଣୁ ପ୍ରବାସୀଙ୍କ ଘର ବାହୁଡା ନେଇ ଅନେକ ପ୍ରଶ୍ନ ଉଠୁଛି । ଏନେଇ ଆଜି ଉତ୍ତର ରହିଖିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରୋତ ବାଗଚୀ । ସେ କହିଛନ୍ତି, ଦେଶରେ ୨୫ମାର୍ଚ୍ଚରୁ…

ଗଂଜାମ ଜିଲ୍ଲାର ସମସ୍ତ ସରପଞ୍ଚଙ୍କ ସହ ଆଲୋଚନା କଲେ ୫ଟି ସଚିବ

ଭୁବନେଶ୍ୱର : କ୍ୱାରେଣ୍ଟାଇନ ସେଣ୍ଟରଗୁଡିକର ସୁପରିଚାଳନା ନେଇ ଗଂଜାମ ଜିଲ୍ଲାର ସମସ୍ତ ସରପଞ୍ଚଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହେଲେ ରାଜ୍ୟ ସରକାରଙ୍କ ୫ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ । ଜିଲ୍ଲାର ସମସ୍ତ କ୍ୱାରେଣ୍ଟାଇନ ବା ସଙ୍ଗରୋଧ କେନ୍ଦ୍ରରେ ବାହାର ରାଜ୍ୟରୁ…

ଚିନ୍ତା ବଢ଼ାଇଲେଣି ସୁରତ ଫେରନ୍ତା, ଗଂଜାମରେ ପୁଣି ଜଣେ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଗଞ୍ଜାମରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛି । ଜଣେ ୨୬ ବର୍ଷୀୟ ସୁରଟ ଫେରନ୍ତା ଯୁବକଙ୍କ ଦେହନ୍ତରେ ଭୂତାଣୁ ଥିବା ଜଣାପଡିଛି । ସେ କ୍ୱାରେଂଟିନ୍ ସେଂଟରରେ ଥିଲେ । 4th Health Update, 9th May One positive in Ganjam 26 yr Male (Surat returnee.…

ଆଜି ଓଡ଼ିଶା ଅଭିମୁଖେ ୩ଟି ରାଜ୍ୟରୁ ଛାଡ଼ିବ ୫ଟି ସ୍ପେଶାଲ୍ ଟ୍ରେନ୍‌

ଭୁବନେଶ୍ୱର: ଲକ୍‌ଡାଉନରେ ଫସିରହିଥିବା ପ୍ରବାସୀ ଓଡ଼ିଆ ମାନଙ୍କୁ ଓଡ଼ିଶା ଆସିବା ଲାଗି ସରକାର ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରିଛନ୍ତି । ଯେଉଁ ତିନୋଟି ରାଜ୍ୟରୁ ପ୍ରବାସୀ ଓଡ଼ିଆମାନେ ଆଜି ୫ଟି ସ୍ୱତନ୍ତ୍ର ଟ୍ରେନ ଯୋଗେ ଫେରିବେ ସେହି ରାଜ୍ୟ ଗୁଡ଼ିକ ହେଲା – ଗୁଜରାଟ, ମହାରାଷ୍ଟ୍ର ଓ…