Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଘରୋଇ କଲେଜ ଛାତ୍ରଛାତ୍ରୀଙ୍କ ଫି’ ଛାଡ ହେବନି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଘରୋଇ କଲେଜ ଛାତ୍ରଛାତ୍ରୀଙ୍କ ଫି ଛାଡ ହେବନି । ଫି ଛାଡ ନେଇ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ମାନ୍ୟବର ସର୍ବୋଚ୍ଚ ଅଦାଲତ । ସୁପ୍ରିମକୋର୍ଟ କହିଛନ୍ତି ଯେ, ଫି ନଦିଅନ୍ତି ତେବେ କଲେଜ୍ କେମିତି ଚାଲିବ। କଲେଜ୍ ନିଜର କର୍ମଚାରୀଙ୍କୁ ଦରମା କେମିତି ଦେବ। ଓକିଲ କଲେଜ୍…

ହସ୍ପିଟାଲ ବେଡ୍‌ରେ ୧୫ ମାସର କରୋନା ଶିଶୁ, ଡାକ୍ତରଙ୍କୁ ଦେଉଛି ଫ୍ଲାଇଂ କିସ୍‌

ଚଣ୍ଡିଗଡ: କରୋନା ସହ ଲଢ଼ୁଛି କୁନି ଛୁଆ । ହସ୍ପିଟାଲ ବେଡ୍ ଉପରେ ସେ ଡାକ୍ତରଙ୍କୁ ଦେଉଛି ଫ୍ଲାଇଂ କିସ୍ । ହ୍ୟାଣ୍ଡ ସେକ୍ ମଧ୍ୟ କରୁଛି । କେବଳ ସେତିକି ନୁହେଁ ତା’ ପାଖରେ ଠିଆ ହୋଇଥିବା ଡାକ୍ତର ତାକୁ ଯେପରି କହୁଛନ୍ତି ସେ ସେପରି କରୁଛି । ଆଉ ଡାକ୍ତର ମଧ୍ୟ ତା ସହ ଖେଳୁଛନ୍ତି, ତାକୁ…

ରାଜ୍ୟର ୫ଟି ଜିଲ୍ଲାରୁ କେବଳ ୮୪ ପ୍ରତିଶତ କରୋନା ପଜିଟିଭ୍

ଭୁବନେଶ୍ୱର : କିଛି ଦିନ ହେଲା ରାଜ୍ୟରେ କରୋନା ପଜିଟିଭ ରୋଗୀଙ୍କ ସଂଖ୍ୟା ମାତ୍ରାଧିକ ବୃଦ୍ଧି ପାଇଛି । ପ୍ରଥମେ ପ୍ରଥମେ ସ୍ୱାବ ପରୀକ୍ଷା ବେଳେ ଦିନକୁ ଏକ ଅଙ୍କ ଭିତରେ ପଜିଟିଭଙ୍କ ସଂଖ୍ୟା ସୀମିତ ରହୁଥିବା ବେଳେ ଏବେ ପ୍ରତିଦିନ ଦୁଇ ଅଙ୍କରୁ କମୁନାହିଁ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୮୭…

୧୭ କରୋନା ପଜିଟିଭ ସୁରଟ ଫେରନ୍ତା, ସୂଚନା ଦେଲେ ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ଓଡ଼ିଶାର ୪ଟି ଜିଲ୍ଲାରୁ ଶନିବାର ଦିନ ୧୭ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୭ ଛୁଇଁଛି। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ଟ୍ବିଟ ଅନୁଯାୟୀ ସମସ୍ତ ୧୭ ରୋଗୀ ପୁରୁଷ ଏବଂ ସୁରଟ ଫେରନ୍ତା। ନୂତନ ମାମଲାଗୁଡ଼ିକ…

କରୋନା ଅପଡ଼େଟ୍‌: ଓଡ଼ିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଓଡ଼ିଶାରେ ଶନିବାର ସକାଳ ୬ଟା ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୭କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୬୩ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି ।…

କୋଭିଡ ୧୯ରେ ପ୍ରାଣ ହରାଇଲେ ସାମ୍ବାଦିକ

ଆଗ୍ରା : କରୋନାରେ ପ୍ରାଣ ହରାଇଲେ ସାମ୍ବାଦିକ । ଖବର ସଂଗ୍ରହ ବେଳେ କରୋନାରେ ଆକ୍ରାନ୍ତ ହୋଇଥିବା ଆଗ୍ରାର ଜଣେ ସାମ୍ବାଦିକଙ୍କର ଗତ ସାତ ତାରିଖରେ ମୃତ୍ୟୁ ହୋଇଛି । ଏ ନେଇ ସୂଚନା ଦେଇଛନ୍ତି ଆଗ୍ରାର ଜିଲ୍ଲାପାଳ ପ୍ରଭୁ ଏନ୍ ସିଂହ । ସାମ୍ବାଦିକ ଜଣଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା…

ଭାରତରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୫୯,୬୬୨ ଏବଂ ୧୯୮୧ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଶନିବାର ଦିନ ୫୯,୬୬୨ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଯାବତ୍ କରୋନା ସଂକ୍ରମଣର ପ୍ରାୟ ୩୯,୮୩୪ ସକ୍ରୀୟ ମାମଲା ରହିଥିବା ବେଳେ ପାଖାପାଖି ୧୯୮୧ ଜଣ…

ରାଜ୍ୟରେ ଆଉ ତିନି କରୋନା ପଜିଟିଭ୍ ଚିହ୍ନଟ, ମୋଟ ସଂଖ୍ୟା ୨୮୭ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ଆଉ ୩ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ସମ୍ପୃକ୍ତ ବ୍ୟକ୍ତିମାନେ ମୟୂରଭଞ୍ଜ ଜିଲ୍ଲାର ବାସିନ୍ଦା। ଏଥିସହିତ ଜିଲ୍ଲାରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୭ ଛୁଇଁଛି। ଏହାଛଡା ସ୍ବାସ୍ଥ୍ୟ ଓ…

ଓଡ଼ିଶାରେ ଆଉ ୧୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ଶୁକ୍ରବାର ଦିନ ଆଉ ୧୪ଟି ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୨୮୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆହୁରି ମଧ୍ୟ ଏହି କରୋନା…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ତାବଲିଗି ଜମାତିଙ୍କ ଅଭଦ୍ରାମୀ, ଇସ୍ତଫା ଦେଲେ ୧୦୦ ମହିଳା ସ୍ୱାସ୍ଥ୍ୟକର୍ମୀ !

ଭୁବନେଶ୍ୱର:୨୮ ଅପ୍ରେଲ୍‌, ୨୦୨୦ । ଖବର ଆସିଥଲା ରାଜସ୍ଥାନର ଝଲାୱାର୍ଡ ମେଡିକାଲ କଲେଜ ଓ ହସ୍ପିଟାଲରେ ଚାକିରୀ ଛାଡିଥିଲେ ୧୦୦ ନର୍ସ । ଏହା ପଛରେ କାରଣ ସାଜିଥିଲା ତାବଗିଲିଗି ଜମାତିଙ୍କ ଅଭଦ୍ରାମୀ । ଏହି ଖବରକୁ ଲୋକେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ୍ କରିଥିଲେ । ହେଲେ…