Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ପ୍ରବାସୀ ଓଡିଆଙ୍କ ରାଜ୍ୟକୁ ଫେରିବା ପ୍ରସଙ୍ଗ: ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ଭୁବନେଶ୍ୱର : ବାହାର ରାଜ୍ୟରେ ଫସିି ରହିଥିବା ପ୍ରବାସୀ ଓଡିଆ ପାଇଁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି । ବିନା କୋଭିଡ୧୯ ପରୀକ୍ଷାରେ ଓଡିଶା ନ ଆଣିବା ପାଇଁ ଗତକାଲି ଓଡିଶା ହାଇକୋର୍ଟ ଦେଇଥିବା ରାୟ ଉପରେ ରହିତାଦେଶ ଜାରି କରିଛି ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ । ହାଇକୋର୍ଟଙ୍କ ରାୟ…

ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ୨୭୦, ସଂଶୋଧନ କଲେ ସରକାର

ଭୁବନେଶ୍ୱର : ଓଡିଶାରେ କରୋନା ପଜିଟିଭଙ୍କ ସଂଖ୍ୟା ୨୭୧ ନୁହେଁ ୨୭୦ । ଏ ନେଇ ଆଜି ସରକାର ସ୍ପଷ୍ଟ କରିଛନ୍ତି । ଆଜି ଅପରାହ୍ନରେ ୨୫ ଜଣ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଥିଲେ । ସେଥିରୁ ୨୪ ଜଣ ଗଂଜାମର ହୋଇଥିବା ବେଳେ ଅନ୍ୟ ଜଣେ ଭୁବନେଶ୍ୱରର ବୋଲି ଦର୍ଶାଯାଇଥିଲା । ଏହାକୁ ମିଶାଇ ମୋଟ…

କୋଭିଡ଼-19 ପରିସ୍ଥିତି ନେଇ ଜାପାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କଲେ ରାଜନାଥ ସିଂହ

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଟେଲିଫୋନ ଯୋଗେ ଜାପାନ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ଟାରୋ କୋନୋଙ୍କ ସହ କୋଭିଡ଼-୧୯ ମହାମାରୀ ସଂକ୍ରମଣ ସଂପର୍କରେ କଥାବାର୍ତ୍ତା ହୋଇଛନ୍ତି । ଉଭୟ ରାଷ୍ଟ୍ରର ପ୍ରତିରକ୍ଷା ମନ୍ତ୍ରୀ ବୈଶ୍ୱିକ ମହାମାରୀ କରୋନା ସଂକ୍ରମଣ ଏବଂ ଏହାର…

ଦେଶର ଅଗମ୍ୟ ଅଞ୍ଚଳରେ ଭାରତୀୟ ଡାକବିଭାଗ ପହଞ୍ଚାଉଛି କୋଭିଡ-19 ନମୁନା ପରୀକ୍ଷା କିଟ୍‌

ନୂଆଦିଲ୍ଲୀ: ଭାରତୀୟ ଡାକବିଭାଗ କୋଭିଡ-୧୯ ନମୁନା ପରୀକ୍ଷଣ ସରଞ୍ଜାମ ଦେଶର ବିଭିନ୍ନ ସ୍ଥାନରେ ପହଞ୍ଚାଇବା ପାଇଁ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) ସହ ଏକ ରାଜିନାମା କରିଛି । ଏହି ରାଜିନାମା ବଳରେ ଆଇସିଏମଆରର ୧୬ଟି ଆଞ୍ଚଳିକ ଡିପୋରୁ କୋଭିଡ-୧୯ ନମୁନା ପରୀକ୍ଷଣ ସରଞ୍ଜାମଗୁଡିକୁ…

ବନ୍ଦ ହେବ ମଦ ଦୋକାନ; ଅନଲାଇନ, ହୋମ୍ ଡେଲିଭରି ବିକ୍ରି ଲାଗି ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଚେନ୍ନାଇ: ତାମିଲନାଡୁରେ ମାଡ୍ରାସ ହାଇକୋର୍ଟ ଶୁକ୍ରବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି । ଲକ୍‌ଡାଉନ ସମୟରେ ରାଜ୍ୟରେ ସମସ୍ତ ମଦଦୋକାନ ବନ୍ଦ କରିବା ସହିତ ହୋମ୍ ଡେଲିଭରି କିମ୍ବା ଅନଲାଇନ୍ ମାଧ୍ୟମରେ ମଦ ବିକ୍ରି ଲାଗି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଆଜି ସୁପ୍ରିମକୋର୍ଟ…

ତୃଣମୂଳ କଂଗ୍ରେସ ଏମପି ଅପରୂପା ମାଆ ହେଲେ, ଝିଅର ନାମ ରଖିଲେ କରୋନା

ହୁଗଳି:  ପଶ୍ଚିମବଙ୍ଗ ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି)ଏମ୍‌ପି ଅପରୂପା ପୋଦାର ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସବୁଠାରୁ ମଜାର କଥା ସେ ସ୍ନେହରେ ଝିଅର ଡାକ ନାମ କରୋନା ରଖିଛନ୍ତି । ଏମ୍‌ପିଙ୍କ ସ୍ବାମୀ ମହମ୍ମଦ ସକିର ଅଲି କହିଛନ୍ତି, ସେ ତାଙ୍କ ଜନ୍ମିତ କନ୍ୟା ଓ ଅନ୍ୟମାନଙ୍କୁ…

ବାଦୁଡିଠାରୁ କରୋନା ବ୍ୟାପିଛି, ବିଲେଇ ପ୍ରଜାତିଙ୍କୁ ବିପଦ ରହିଛି: ଡବ୍ଲ୍ୟୁଏଚଓ

ଜେନେଭା: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) କରୋନା ଭାଇରସ ବାଦୁଡିଙ୍କଠାରୁ ବ୍ୟାପିଛି ବୋଲି ଶୁକ୍ରବାର ସ୍ପଷ୍ଟ କରିଛି । ମଣିଷ ବ୍ୟତୀତ ବିଲେଇ ପ୍ରଜାତିଙ୍କୁ ଏହା ସଂକ୍ରମିତ କରିବା ଆଶଙ୍କା ରହିଛି । ତେବେ ବାଦୁଡିଙ୍କଠାରୁ ଏହା କିପରି ମନୁଷ୍ୟଙ୍କୁ ବ୍ୟାପିଲା ତାହା ସ୍ପଷ୍ଟ ହୋଇ…

ବଢିଲା ସଙ୍ଗରୋଧର ଅବଧି, ଏଣିକି ୧୪ ନୁହେଁ ୨୮ ଦିନ

ଭୁବନେଶ୍ୱର : ରାଜ୍ୟ ସରକାର ସଙ୍ଗରୋଧର ଅବଧିକୁ ବୃଦ୍ଧି କରିଛନ୍ତି । ଏଣିକି ୧୪ ନୁହେଁ ୨୮ ଦିନ ଯାଏଁ ସଙ୍ଗରୋଧରେ ରହିବା ପାଇଁ ପଡିବ । ସରକାରୀ ସଙ୍ଗରୋଧ କେନ୍ଦ୍ରରେ ୨୧ ଦିନ ଓ ପରେ ଘରେ ୭ ଦିନ ସଙ୍ଗରୋଧରେ ରହିବାକୁ ପଡିବ । ଏ ନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ କୋଭିଡ୧୯…

କରୋନା ପଜିଟିଭଙ୍କ ସଂଖ୍ୟାରେ ଗଂଜାମ ଜିଲ୍ଲାର ରେକର୍ଡ, ପୁଣି ଚିହ୍ନଟ ହେଲେ ୨୪

ଭୁବନେଶ୍ୱର : ଗଂଜାମ ଜିଲ୍ଲାରେ ହୁ ହୁ ହୋଇ ବଢି ଚାଲିଛି କରୋନା ପଜିଟିଭଙ୍କ ସଂଖ୍ୟା । ଅପରାହ୍ନରେ ଜିଲ୍ଲାର ଆଉ ୨୪ ଜଣଙ୍କ ସ୍ୱାବ ନମୁନା ପଜିଟିଭ୍ ଆସିଛି । ମୋଟ ୨୫ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୨୭୦ ରେ ପହଞ୍ଚିଛି । ଗଂଜାମ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ…

ଗଞ୍ଜାମରେ କ୍ୱାରେଣ୍ଟାଇନ ସେଣ୍ଟରରେ ସୁରତ ଫେରନ୍ତାଙ୍କ ମୃତ୍ୟୁ

ପୋଲସରା : ଗଂଜାମ ଜିଲ୍ଲା ପୋଲସରା ବ୍ଲକର ଢ଼ୁଙ୍କାପଡ଼ା କ୍ୱାରେଣ୍ଟାଇନ ସେଣ୍ଟରରେ ଅଘଟଣ । ଏହି ସେଣ୍ଟରରେ ଜଣେ ସୁରତ ଫେରନ୍ତାଙ୍କ ଆଜି ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ମୃତ୍ୟୁର କାରଣ ଏ ଯାଏଁ ସ୍ପଷ୍ଟ ହୋଇନାହିଁ । ମୃତକ ଦୁଇ ଦିନ ତଳେ ସୁରତରୁ ଟ୍ରେନରେ ଓଡିଶା ଫେରିଥିଲେ । ଘଟଣା…