Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ମାସ୍କ ପିନ୍ଧିବାକୁ ଥଟ୍ଟା କରି କରିଥିଲେ ଟିକ୍‌ଟକ୍ ଭିଡିଓ, ମାଡି ବସିଲା କରୋନା

ଭୋପାଳ : କରୋନାକୁ ନେଇ ଯୁବପିଢି ବିଭିନ୍ନ ପ୍ରକାର ଟିକ୍‌ଟକ୍ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ଏକ ପ୍ରକାର ଟ୍ରେଣ୍ଡ ହୋଇଛି । ଏହି କ୍ରମରେ ମଧ୍ୟ ପ୍ରଦେଶ ସାଗର ଜିଲ୍ଲାର ସମୀର ଖାନ ବି ପ୍ରସ୍ତୁତ କରିଥିଲେ ଏକ ଟିକ୍ ଟକ୍ ଭିଡିଓ । ଏହି ଭିଡିଓରେ ତାଙ୍କୁ ଅନ୍ୟ ଜଣେ କରୋନା…

ଓଡିଶାରେ ଆଉ ଚାରି ନୂଆ କରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା ୫୪ ରେ ପହଞ୍ଚିଲା

ଭୁବନେଶ୍ୱର : ରାଜ୍ୟରେ ଶନିବାର ଆଉ ୪ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥି ସହ ଓଡିଶାରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୫୪ରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ, ଏ ପର୍ଯ୍ୟନ୍ତ ରାଜ୍ୟରେ ଚିହ୍ନଟ ହୋଇଥିବା କରୋନା ପଜିଟିଭ ରୋଗୀଙ୍କ…

ତାସ୍‌ ଓ ପଶା ଖେଳରୁ ଦୂରେଇ ରହନ୍ତୁ, କରୋନା ବ୍ୟାପି ପାରେ :ବାଗ୍‌ଚୀ

ଭୁବନେଶ୍ୱର : ଲକ୍ ଡାଉନ ବେଳେ ଗ୍ରାମାଞ୍ଚଳରେ ଅନେକ ଲୋକ ଏକାଠି ହୋଇ ତାସ୍‌ ଓ ପଶା ଖେଳୁଥିବା ଦେଖିବାକୁ ମିଳୁଛି । ତେବେ ଏଥି ନେଇ ଆଜି ସତର୍କ କରାଇଛନ୍ତି ରାଜ୍ୟ ସରକାରଙ୍କ କରୋନା ମୁକାବିଲା ମୁଖପାତ୍ର ସୁବ୍ରତ ବାଗ୍‌ଚୀ । କରୋନା ବ୍ୟାପିବାର ଅଧିକ ଆଶଙ୍କା ଥିବାରୁ ଲୋକଙ୍କୁ ତାସ୍‌ ଓ…

ଓଡିଶାରେ ୮୦ ପ୍ରତିଶତ କରୋନା ପଜିଟିଭ୍ ରୋଗୀଙ୍କଠାରେ କୌଣସି ଲକ୍ଷଣ ନାହିଁ: ଶାଳିନୀ ପଣ୍ଡିତ୍‌

ଭୁବନେଶ୍ୱର: ଓଡିଶାରେ ଚିହ୍ନଟ ହୋଇଥିବା ୫୦ ଜଣ କରୋନା ପଜିଟିଭ ରୋଗୀଙ୍କ ମଧ୍ୟରୁ ୮୦ ପ୍ରତିଶତଙ୍କଠାରେ କୌଣସି ପ୍ରକାରର ଲକ୍ଷଣ ଦେଖାଯାଇନଥିବା ରାଜ୍ୟ ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି । ଏହି ଦୃଷ୍ଟିରୁ ସମସ୍ତଙ୍କୁ ସତର୍କ ରହିବା ପାଇଁ ସେ…

କରୋନା ସହ ଲଢେଇ: ଭଦ୍ରକରେ ଖୋଲିଲା କୋଭିଡ୍‌-୧୯ ହସ୍ପିଟାଲ୍‌

ଭଦ୍ରକ: କରୋନା ମହାମାରୀର ମୁକାବିଲା ଲାଗି ଭଦ୍ରକ ସହରରେ ଶନିବାର ଦିନ କୋଭିଡ୍‌-୧୯ ହସ୍ପିଟାଲର ଶୁଭାରମ୍ଭ ହୋଇଛି । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏହି ହସ୍ପିଟାଲଟି ଏକ ସଂପ୍ରସାରିତ ଅଂଶ । ଏହି କୋଭିଡ୍‌-୧୯ ହସ୍ପିଟାଲରେ ୧୨୦ଟି ଶଯ୍ୟା ରହିଛି । ହସ୍ପିଟାଲରେ ଭେଣ୍ଟିଲେଟର୍ ସହିତ…

ରାଜ୍ୟ ସରକାର ୪୯ ଓ ୫୦ ନମ୍ବର କରୋନା ଆକ୍ରାନ୍ତଙ୍କ ତଥ୍ୟ ପ୍ରକାଶ କଲେ

ଭୁବନେଶ୍ୱର: ରାଜ୍ୟ ସରକାର ଶନିବାର ଦିନ ୪୯ ଓ ୫୦ ନମ୍ବର କୋଭିଡ୍‌-୧୯ ରୋଗୀଙ୍କ ସମ୍ପୂର୍ଣ୍ଣ ତଥ୍ୟ ପ୍ରକାଶ କରିଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ଜଣାଇଛନ୍ତି ଯେ, ଏହି ଦୁଇଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ୩୫ ବର୍ଷୀୟା ମହିଳା ଏବଂ…

ଘରେ ମାସ୍କ ତିଆରି କଲେ ଅଭିନେତ୍ରୀ ଅର୍ଚ୍ଚିତା

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟରେ ଏବେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ତେବେ ବଜାରରେ ମାସ୍କର ଅଭାବ ଦେଖାଦେଇଛି । ଏହାରି ଭିତରେ ମାସ୍କ ତିଆରି କରିବାକୁ ଆଗେଇ ଆସିଛନ୍ତି ଓଲିଉଡର ଚୁଲବୁଲି ନାୟିତା ଅର୍ଚ୍ଚିତା ସାହୁ। Commendable effort by…

ବ୍ରିଟେନରେ କରୋନା ଚିକିତ୍ସା କରୁଥିବା ଓଡ଼ିଆ ଡାକ୍ତରଙ୍କ ମୃତ୍ୟୁ !

ଲଣ୍ଡନ: ସାରା ବିଶ୍ୱରେ କରୋନା ମହାମାରୀର ଭୟାବହତା ବଢି ବଢି ଚାଲିଛି । ଆମେରିକା ଓ ୟୁରୋପରେ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ଗତ ୨ ଦିନ ହେଲା ବୃଦ୍ଧି ପାଇଛି । ବ୍ରିଟେନରେ କରୋନା ରୋଗ ଚିକିତ୍ସା କରୁଥିବା ୨ ଜଣ ଭାରତୀୟ ଡାକ୍ତରଙ୍କ ଏହି ଭୂତାଣୁ ସଂକ୍ରମଣରେ…

କରୋନା ମୁକାବିଲା: ସ୍ୱତନ୍ତ୍ର ଟ୍ରେନରେ ଓଡ଼ିଶା ଆସିଲା ଔଷଧ ଓ ଜରୁରୀ ସାମଗ୍ରୀ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଷ୍ଟେସନରେ ପହଁଚିଛି ଔଷଧ ସମେତ ଜରୁରୀ ସାମଗ୍ରୀ । ପଲାସା, ବ୍ରହ୍ମପୁର, ବଲାଙ୍ଗୀର, ବରଗଡ, ସମ୍ବଲପୁର ଏବଂ ରାୟଗଡା ଷ୍ଟେସନରେ ଆଜି କାର୍ଟୁନରେ ଭର୍ତି ବିଭିନ୍ନ ଔଷଧ ପହଁଚିଛି । ବିଶାଖାପାଟଣା ଷ୍ଟେସନରୁ ସ୍ୱତନ୍ତ୍ର ପାର୍ସଲ ଏକ୍ସପ୍ରେସ ଟ୍ରେନରେ ଏସବୁ ଔଷଧ…

ଜର୍ମାନୀରେ ଫଶିଯାଇଛନ୍ତି ଟେନିସ ତାରକା ସୁମିତ

ନୂଆଦିଲ୍ଲୀ:ଭାରତର ଉଦୀୟମାନ ଟେନିସ ଖେଳାଳି ସୁମିତ ନଗଲ ଜର୍ମାନୀରେ ଫଶିଯାଇଛନ୍ତି । କରୋନା ମହାମାରୀ ଭାବେ ଘୋଷଣା ହେବା ପରେ ସେ ଏଠାରେ ରହି ଯାଇଥିଲେ । ସୁମିତ ବିଏନ୍‌ପି ପାରିବାସ ଓପନ୍‌ରେ ଭାଗ ନେବା ଲାଗି କାଲିଫର୍ନିଆର ଇଣ୍ଡିଆନ୍ ୱେଲ୍ସରେ ପହଞ୍ଚିଥିଲେ। ଏହି ପ୍ରତିଯୋଗିତା ମାର୍ଚ…