Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ବଣ୍ଡାଘାଟିରେ ୭୦୦ ଜଣଙ୍କୁ ଦିଆ ଯାଇଛି କରୋନା ଟିକା

ମାଲକାନଗରି: ମାଲକାନଗିରି ବଣ୍ଡାଘାଟିରେ କୋଭିଡ ଟିକାକରଣ ହୋଇଛି। ବର୍ତମାନ ସୁଦ୍ଧା ୭୦୦ରୁ ଅଧିକ ଲୋକଙ୍କୁ ଦିଆ ଯାଇଛି କରୋନା ଟିକା। କୋରୋନ ସେକେଣ୍ଡ ୱେଭରେ ବଣ୍ଡାଘାଟିରେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସଂକ୍ରମଣ ରୋକିବା ପାଇଁ ବ୍ୟାପକ ପଦକ୍ଷେପ ନେଇଥିଲା ଜିଲ୍ଲା ପ୍ରଶାସନ। ଆଦିମ…

ବିହାରରେ କୋହଳ ହେଲା ଲକଡାଉନ୍ କଟକଣା, ସଂଧ୍ୟା ୬ ପର୍ଯ୍ୟନ୍ତ ଖୋଲିବ ଦୋକାନ ବଜାର

ପାଟନା : ଦେଶରେ କମୁଛି କରୋନା ସଂକ୍ରମଣ । ପ୍ରତିଦନ ମାମଲା ହ୍ରାସ ପାଉଥିବାରୁ ଏବେ ବିହାରରେ କୋହଳ ହୋଇଛି କରୋନା କଟକଣା । ସଂକ୍ରମଣ ହ୍ରାସକୁ ଦୃଷ୍ଟିରେ ରଖି ସପ୍ତାହକ ପାଇଁ ଲକଡାଉନ କଟକଣା କୋହଳ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ନୂଆ ନିଷ୍ପତ୍ତି ଅନୁଯାୟୀ ଏଣିକି…

କରୋନାରେ ପିତାମାତାଙ୍କୁ ହରାଇଥିବା ଶିଶୁଙ୍କୁ ସହାୟତା ପ୍ରଦାନ କଲେ ଜିଲ୍ଲାପାଳ

କେନ୍ଦ୍ରାପଡ଼ା: କରୋନା ମହାମାରୀରେ ବାପା-ମାଆଙ୍କୁ ହରାଇ ଥିବା ଆଳି ବ୍ଲକ ଅନ୍ତର୍ଗତ ଚଣ୍ଡିଆଗଡ଼ି ଗ୍ରାମର ୩ ଶିଶୁଙ୍କୁ ଜିଲ୍ଲାପାଳ ସହାୟତା ପ୍ରଦାନ କରିଛନ୍ତି। ବାପା-ମାଆଙ୍କୁ ହରାଇବା ପରେ ଏହି ଶିଶୁ ମାନେ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶାସନ ଗ୍ରାମରେ ଥିବା ନିଜ ମାମୁଁ ଘରେ ଆଶ୍ରୟ…

କୋଭିଡ ହସ୍ପିଟାଲରେ ରଜ ପାଳିଲେ କରୋନା ରୋଗୀ

ବାରିପଦା: କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ରଜ ପର୍ବ ନିରାଡମ୍ବର ଭାବେ ପାଳନ କରାଯାଉଛି। ଏଭଳି ସମୟରେ ମୟୂରଭଞ୍ଜ ଜିଲ୍ଲାର ଏକ କୋଭିଡ ଡାକ୍ତରଖାନାର କର୍ମୀ ଓ ରୋଗୀମାନେ ରଜ ପାଳନ କରୁଥିବା ନଜର ଆସିଛି। ପିପିଇ କିଟ୍ ଏବଂ ମାସ୍କ ପିନ୍ଧି ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀମାନେ ସୋମବାର…

ଆଜିଠୁ ଏମ୍ସରେ ୬-୧୨ ବର୍ଷ ପିଲାଙ୍କ ଉପରେ ଟିକା ଟ୍ରାଏଲ୍

ନୂଆଦିଲ୍ଲୀ: ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ ହେଲାଣି । ଛୋଟ ପିଲା ବେଶୀ ସଂକ୍ରମିତ ହେବା ଆଶଙ୍କା କରୁଛନ୍ତି ବିଶେଷଜ୍ଞ । ଏହାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଆଗୁଆ ଟିକାକରଣ ଦିଗରେ ପଦକ୍ଷେପ ନିଆଯାଉଛି । ଆରମ୍ଭ ହୋଇଛି ଟିକା ଟ୍ରାଏଲ । ଆଜି ୬-୧୨ ବର୍ଷ ପିଲାଙ୍କ…

୭୫ ଦିନ ପରେ ଖସିଲା କରୋନା ସଂକ୍ରମଣ, ଦିନକରେ ୬୦ ହଜାର ପଜିଟିଭ

ନୂଆଦିଲ୍ଲୀ: ଦେଶରେ ୭୫ ଦିନ ପରେ ଖସିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ସାରା ଦେଶରେ ୬୦ ହଜାର ୪୭୧ ଜଣ । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୫ ଲକ୍ଷ ୭୦ ହଜାର ୮୮୧କୁ ବୃଦ୍ଧି ପାଇଛି।…

ଭାରତରେ ଦ୍ବିତୀୟ ପ୍ରବାହ ପାଇଁ ଦାୟୀ ସାମାଜିକ ସମାବେଶ: ଡବ୍ଲ୍ୟୁଏଚଓ

ଲଣ୍ଡନ: ୟୁକେରେ ଜି-୭ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସମୟରେ ଭାରତରେ ବଢୁଥିବା ସଂକ୍ରମଣ ପାଇଁ ଚିନ୍ତା ପ୍ରକଟ କରିଛନ୍ତି ‘ଡବ୍ଲ୍ୟୁଏଚଓ’ର ଜରୁରୀକାଳୀନ ସ୍ବାସ୍ଥ୍ୟ ଯୋଜନାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମାଇକେଲ ରିଆନ୍‌। ସୂଚନା ଅନୁଯାୟୀ, ଭାରତରେ କରୋନାର ଦ୍ବିତୀୟ ପ୍ରବାହ…

ଓଡ଼ିଶାର ୫ ଜିଲ୍ଲାରେ ୧୭ ତାରିଖରୁ ଖୋଲି ନପାରେ ତାଲା, ଏସବୁ ଜିଲ୍ଲା ହୋଇପାରେ ଅନଲକ୍

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କ୍ରମାଗତ ଖସୁଛି । ୬ ପ୍ରତିଶତ ତଳକୁ ହ୍ରାସ ପାଇଛି ପଜିଟିଭିଟି ରେଟ୍ । ଦିନ ପରେ ସରୁଛି ଲକଡାଉନ୍ । ୧୭ରୁ କଣ ହେବ । ରାଜ୍ୟରୁ ଉଠିବ କି ଲକଡାଉନ୍ ? କେଉଁସବୁ ଜିଲ୍ଲା ଅନଲକ୍ ହେବ ? କେଉଁଠି ବଳବତ୍ତର ରହିବ କଟକଣା ? ଆଜିର କରୋନା ଗ୍ରାଫ ଦର୍ଶାଉଛି,…

ସଂକ୍ରମଣ ୪ ହଜାର ତଳକୁ ଖସିଲା, ମୃତ୍ୟୁସଂଖ୍ୟା ୪୦ରୁ କମୁନି

ଭୁବନେଶ୍ୱର: ରାଜ୍ୟରେ କେବେ ୪୦ରୁ ଖସିବ ଦୈନିକ କରୋନା ମୃତ୍ୟୁସଂଖ୍ୟା ? ଦୈନିକ ମୃତ୍ୟୁସଂଖ୍ୟା ବଢୁଛି । ୨୪ ଘଣ୍ଟାରେ ଆଉ ୪୨ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ୧୮ ଜିଲ୍ଲାରୁ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । କଟକ, ଝାରସୁଗୁଡ଼ା, ଖୋର୍ଦ୍ଧା, ପୁରୀରୁ ୪ ଜଣ ଲେଖାଏ…

ଓଡ଼ିଶାରୁ ଆଜି ୩୪୦୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧ ଜିଲ୍ଲାରେ ଶହେରୁ କମ୍ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ତଳକୁ ତଳକୁ ଖସୁଛି କରୋନା ସଂକ୍ରମଣ । ଆଜି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ତଳକୁ ଖସିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩ହଜାର ୪୦୫ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୯ଶହ ୪୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୪ଶହ ୬୩ । ଖୋର୍ଦ୍ଧା ଜିଲ୍ଲାରୁ…