Latest Odisha News
Browsing Category

କରୋନା ଅପଡ଼େଟ୍‌

Coronavirus Update

ଦେଶରୁ ୬୨ ହଜାର କରୋନା ପଜିଟିଭ୍, ୭୧ ଦିନରେ ସର୍ବନିମ୍ନ ସ୍ତରକୁ ଖସିଲା ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସୁଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଏବେ ୭୦ ହଜାର ତଳରେ ରହିଛି । ମୃତ୍ୟୁସଂଖ୍ୟା ୩ ହଜାରରୁ କମ୍ । ଗତ ୨୪ ଘଣ୍ଟାରେ ଦେଶରୁ ୬୨ହଜାର ୨୦୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ କରୋନା ନେଇଛି ଆଉ ୨ହଜାର ୩୩୦ ଜୀବନ । ଦେଶରେ…

ରାଜ୍ୟରେ ୧୨ ଦିନ ପରେ ୪୦ ତଳକୁ ଖସିଲା କରୋନା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ୧୨ ଦିନ ପରେ ୪୦ ତଳକୁ ଖସିଲା ଦୈନିକ କରୋନା ମୃତ୍ୟୁସଂଖ୍ୟା । ୨୪ ଘଣ୍ଟାରେ ଆଉ ୩୯ ଜୀବନ ନେଇଛି କରୋନା । ୧୪ ଜିଲ୍ଲାରୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଗତ ୪ ତାରିଖରେ ରାଜ୍ୟରୁ ୩୯ ଜଣ ପ୍ରାଣ ହରାଇଥିଲେ । ତାପରଠରୁ ପ୍ରତିଦିନ ୪୦ରୁ ଅଧିକ…

ଆଜି ଓଡ଼ିଶାରୁ ୩୬୩୧ କରୋନା ଆକ୍ରାନ୍ତ ଚିହ୍ନଟ, ୧୮ ଜିଲ୍ଲାରେ ଶହେରୁ କମ୍ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଏବେ ଦୈନିକ ୫୦ ହଜାରରୁ ଅଧିକ କୋଭିଡ୍ ଟେଷ୍ଟ ହେଉଛି । ଚିହ୍ନଟ ହେଉଛନ୍ତି ୪ ହଜାରରୁ କମ୍ ସଂକ୍ରମିତ । ଗତ ୨୪ ଘଣ୍ଟାରେ ବାହାରିଛନ୍ତି ୩ହଜାର ୬୩୧ ନୂଆ ଆକ୍ରାନ୍ତ । କ୍ୱରେଣ୍ଟାଇନରୁ ୨ହଜାର ୬୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୫ଶହ ୬୨ । ଖୋର୍ଦ୍ଧାରୁ ସର୍ବାଧିକ…

ଦିନ ସାଢ଼େ ଗୋଟାଏରେ ମୁଖ୍ୟ ସଚିବଙ୍କ ପ୍ରେସ ବିବୃତ୍ତି, ଘୋଷଣା ହୋଇପାରେ ଅନଲକ୍/ଲକଡାଉନ୍

ଭୁବନେଶ୍ୱର: ରାଜ୍ୟରେ ଆଜି ସରୁଛି ଲକଡାଉନ୍ । ଆସନ୍ତାକାଲି ସକାଳ ୭ଟା ପରେ କଣ ହେବ । ଅନଲକ୍ ନେଇ ଘୋଷଣା କରିପାରନ୍ତି ସରକାର । ଆଜି ଦିନ ସାଢ଼େ ଗୋଟାଏରେ ଏସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି ପାରନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର । ସେ ପ୍ରେସ ବିବୃତ୍ତି ଦେବେ । କଣ କହିବେ ମୁଖ୍ୟ…

ଦେଶରୁ ୬୨ ହଜାର କରୋନା ପଜିଟିଭ୍ ଚିହ୍ନଟ, ୯ ଲକ୍ଷ ତଳେ ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ କରୋନା କାୟା କମିବାରେ ଲାଗିଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ଖସୁଛି ଆକ୍ଟିଭ୍ କେସ୍ । ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୬୨ହଜାର ୨୨୪ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି । ଗତକାଲି ଚିହ୍ନଟ…

ଓଡ଼ିଶାରୁ ଆଉ ୪୪ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା । କିନ୍ତୁ ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗୁନି । ୨୪ ଘଣ୍ଟାରେ କରୋନା ନେଇଛି ଆଉ ୪୪ ଜୀବନ । ଚିକିତ୍ସାଧୀନ ଅବସ୍ଥାରେ ୧୮ ଜିଲ୍ଲାରୁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୫ ଜଣଙ୍କର ଜୀବନ ଯାଇଛି ।…

ଓଡ଼ିଶାରେ ନିମ୍ନଗାମୀ କରୋନା ସଂକ୍ରମଣ: ଆଜି ୩୫୩୫ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ । କ୍ରମାଗତ ଖସୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ୪ହଜାର ତଳକୁ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ହଜାର ୫୩୫ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୨ହଜାର ୧୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୫ଶହ ୧୯ ।…

ବଣ୍ଡାଘାଟିରେ ୭୦୦ ଜଣଙ୍କୁ ଦିଆ ଯାଇଛି କରୋନା ଟିକା

ମାଲକାନଗରି: ମାଲକାନଗିରି ବଣ୍ଡାଘାଟିରେ କୋଭିଡ ଟିକାକରଣ ହୋଇଛି। ବର୍ତମାନ ସୁଦ୍ଧା ୭୦୦ରୁ ଅଧିକ ଲୋକଙ୍କୁ ଦିଆ ଯାଇଛି କରୋନା ଟିକା। କୋରୋନ ସେକେଣ୍ଡ ୱେଭରେ ବଣ୍ଡାଘାଟିରେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସଂକ୍ରମଣ ରୋକିବା ପାଇଁ ବ୍ୟାପକ ପଦକ୍ଷେପ ନେଇଥିଲା ଜିଲ୍ଲା ପ୍ରଶାସନ। ଆଦିମ…

ବିହାରରେ କୋହଳ ହେଲା ଲକଡାଉନ୍ କଟକଣା, ସଂଧ୍ୟା ୬ ପର୍ଯ୍ୟନ୍ତ ଖୋଲିବ ଦୋକାନ ବଜାର

ପାଟନା : ଦେଶରେ କମୁଛି କରୋନା ସଂକ୍ରମଣ । ପ୍ରତିଦନ ମାମଲା ହ୍ରାସ ପାଉଥିବାରୁ ଏବେ ବିହାରରେ କୋହଳ ହୋଇଛି କରୋନା କଟକଣା । ସଂକ୍ରମଣ ହ୍ରାସକୁ ଦୃଷ୍ଟିରେ ରଖି ସପ୍ତାହକ ପାଇଁ ଲକଡାଉନ କଟକଣା କୋହଳ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ନୂଆ ନିଷ୍ପତ୍ତି ଅନୁଯାୟୀ ଏଣିକି…

କରୋନାରେ ପିତାମାତାଙ୍କୁ ହରାଇଥିବା ଶିଶୁଙ୍କୁ ସହାୟତା ପ୍ରଦାନ କଲେ ଜିଲ୍ଲାପାଳ

କେନ୍ଦ୍ରାପଡ଼ା: କରୋନା ମହାମାରୀରେ ବାପା-ମାଆଙ୍କୁ ହରାଇ ଥିବା ଆଳି ବ୍ଲକ ଅନ୍ତର୍ଗତ ଚଣ୍ଡିଆଗଡ଼ି ଗ୍ରାମର ୩ ଶିଶୁଙ୍କୁ ଜିଲ୍ଲାପାଳ ସହାୟତା ପ୍ରଦାନ କରିଛନ୍ତି। ବାପା-ମାଆଙ୍କୁ ହରାଇବା ପରେ ଏହି ଶିଶୁ ମାନେ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶାସନ ଗ୍ରାମରେ ଥିବା ନିଜ ମାମୁଁ ଘରେ ଆଶ୍ରୟ…