Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

କରୋନା କବଳରୁ ସୁସ୍ଥ ହୋଇ ଫେରିଲେ ଆଉ ୭୬୧୬ ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନା ସ୍ଥିତିରେ ଆସୁଛି ସୁଧାର । ଧିରେ ଧିରେ ସଂକ୍ରମଣ ହ୍ରାସ ପାଉଥିବା ବେଳେ, ବଢ଼ି ଚାଲିଛି ସୁସ୍ଥତା ସଂଖ୍ୟା । ଏହି କ୍ରମରେ ଆଜି ସାରା ରାଜ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଆଉ ୭ ହଜାର ୬୧୬ ଜଣ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ…

ଭୁବନେଶ୍ବରରେ ଆକ୍ରାନ୍ତ ଅପେକ୍ଷା ସୁସ୍ଥ ହେଉଛନ୍ତି ଅଧିକ

ଭୁବନେଶ୍ବର : ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି କରୋନା ମହାମାରୀ । ପୂର୍ବ ଅପେକ୍ଷା ଏବେ କମିବାରେ ଲାଗିଛି ସଂକ୍ରମଣ ସଂଖ୍ୟା । ତେବେ ହଟସ୍ପଟ ପାଲଟିଥିବା ଭୁବନେଶ୍ବର ପାଇଁ ଆଶ୍ବସ୍ତି ଆଣିଦେଇଛି କରୋନା । ଏବେ ରାଜଧାନୀ ଭୁବନେଶ୍ବରରେ ହ୍ରାସ ପାଉଛି କରୋନା ସଂକ୍ରମଣ । ଏହି କ୍ରମରେ ଆଜି…

କଟକରେ ଗଡିଲା ସଚେତନ ରଥ

କଟକ: କରୋନାକୁ ନେଇ ସଚେତନ କରିବ ସଚେତନ ରଥ । ଏଥିପାଇଁ କଟକ ଜିଲ୍ଲା ପ୍ରଶାସନ ସଚେତନ ରଥର ଶୁଭାରମ୍ଭ କରିଛି । ଯହାକୁ ପତାକା ଦେଖାଇ ଉଦଘାଟନ କରିଥିଲେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ । କରୋନାର ଦ୍ୱିତୀୟ ଲହରରେ ଧନ୍ଦି ହୋଇଥିଲା କଟକ ସହର । ଅମାନିଆଙ୍କ ପାଇଁ ବଢିଚାଲିଥିଲା ସଂକ୍ରମଣ…

ଆପ୍ ବିଧାୟକଙ୍କ ନିଆରା ଅନ୍ଦାଜ: ବଲିଉଡ୍ ବିଟରେ ଟିକାକରଣ ନେଇ କରୁଛନ୍ତି ସଚେତନ

ନୂଆଦିଲ୍ଲୀ: କରୋନା ସହ ସମସ୍ତେ ଏବେ ଲଢ଼େଇ କରୁଛନ୍ତି । ମୁକାବିଲା ପାଇଁ ସରକାର ଅଣ୍ଟା ଭିଡିଥିବା ବେଳେ ଲୋକ ବି ସଚେତନ ହୋଇଛନ୍ତି । ଟିକାକରଣ ଅଭିଯାନ ଚାଲିଛି । ଏହାରି ଭିତରେ ଆଗକୁ ଆସିଛନ୍ତି ଦିଲ୍ଲୀର ଆପ ବିଧାୟକ ରୋହିତ ମେହରୌଲିଆ । ରାଜରାସ୍ତା, ଗଳିକନ୍ଦିରେ ପଶି ଲୋକଙ୍କ ଭିତରେ…

ଲକ୍ଷେ ୨୦ ହଜାର ଟପିଲା ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ସାରା ଦେଶରେ ଲକ୍ଷେ ୨୦ ହଜାର ଟପିଛି ଦୈନିକ କରୋନା ସଂକ୍ରମଣ ସଂଖ୍ୟା। ଯାହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୮୬ ଲକ୍ଷ ୯୪ ହଜାର ୮୭୯କୁ ବୃଦ୍ଧି ପାଇଛି। ଦିନକରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ଆଉ ୩୩୮୦ କରୋନା ଆକ୍ରାନ୍ତ ।…

ଚିଡ଼ିଆଖାନରେ କରୋନା ନେଲା ସିଂହର ଜୀବନ ! କ୍ୱାରେଣ୍ଟାଇନରେ ଅନ୍ୟ ସିଂହ

ଚେନ୍ନାଇ: ମଣିଷ ପରେ ଏବେ ପ୍ରାଣୀଙ୍କୁ ବ୍ୟାପୁଛି କରୋନା ଭାଇରସ୍ । ଚେନ୍ନାଇରେ ଗୋଟିଏ ଚିଡ଼ିଆଖାନରେ କରୋନା ସଂକ୍ରମିତ ହୋଇ ଗୋଟିଏ ସିଂହ ମୃତ୍ୟୁବରଣ କରିଥିବା ଖବର ସାମନାକୁ ଆସିଛି । ଚେନ୍ନାଇ ସ୍ଥିତ ଭଣ୍ଡାଲୁରୁ ପ୍ରାଣୀ ଉଦ୍ୟାନର ଏହି ଘଟଣା । ଗତ ବୁଧବାର ଦିନ ଚିଡ଼ିଆଖାନର ଗୋଟିଏ…

କରୋନା ମାନଚିତ୍ରରେ ବଦଳିଲା ଓଡ଼ିଶାର ରଙ୍ଗ, ରେଡ୍ ଜୋନରୁ ବାହାରିଲେ ଏସବୁ ଜିଲ୍ଲା

ଭୁବନେଶ୍ୱର: ଓଡ଼ିଶାରେ କରୋନାର ଦୈନିକ ସଂକ୍ରମଣ ୧୦ ହଜାର ତଳକୁ ଖସିଛି । ଏବେ ୮ ହଜାର ଭିତରେ ରହୁଛି । ପ୍ରତିଦିନ ଅଧିକ ସୁସ୍ଥ ହେଉଛନ୍ତି । ଆକ୍ଟିଭ୍ କେସ୍ ଖସୁଛି । ପଜିଟିଭ୍ ହାର ୧୦ ପ୍ରତିଶତରୁ ହ୍ରାସ ପାଇଛି । ସଂକ୍ରମଣ ଓ ଆକ୍ଟିଭ୍ କେସ୍ କମୁଥିବା ବେଳେ ବଦଳିଛି କରୋନା ମାନଚିତ୍ରରେ…

ବଢୁଛି କରୋନା ମୃତ୍ୟୁସଂଖ୍ୟା: ୨୪ ଘଣ୍ଟାରେ ଓଡ଼ିଶାରୁ ଗଲା ୪୦ ଜୀବନ

ଭୁବନେଶ୍ୱର: କରୋନା ନେଉଛି ଜୀବନ । ଓଡ଼ିଶାରେ ସଂକ୍ରମଣ କମୁଥିଲେ ବି ମୃତ୍ୟୁସଂଖ୍ୟା ଉପରମୁହାଁ । ୨୪ ଘଣ୍ଟାରେ ଆଉ ୪୦ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି । ୧୫ ଜିଲଲାରୁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଖୋର୍ଦ୍ଧାରେ ମୃତ୍ୟୁସଂଖ୍ୟା ପାଞ୍ଚ ଶହ ପାଖାପାଖି ହେଲାଣି…

ଓଡ଼ିଶାରେ ୮ ଲକ୍ଷ ଟପିଲା କରୋନା କେସ୍: ଆଜି ୭୩୯୫ ପଜିଟିଭ୍, ୯ ଜିଲ୍ଲାରେ ଶହେରୁ କମ୍ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ ଖସୁଛି କରୋନା କାୟା । ଦୈନିକ ସଂକ୍ରମଣ କମୁଛି । ସୁସ୍ଥ ହେଉଛନ୍ତି ଅଧିକ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୭ହାଜର ୩୯୫ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୪ହଜାର ୧୬୯ ପଜିଟିଭି ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି…

ଭୁବନେଶ୍ବରରେ ହ୍ରାସ ପାଉଛି ସଂକ୍ରମଣ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଧୀରେ ଧୀରେ ହ୍ରାସ ପାଉଛି କରୋନା ସଂକ୍ରମଣ । ଗତକାଲି ଅପେକ୍ଷା ଆଜି କମିଛି ପଜିଟିଭ୍ ସଂଖ୍ୟା । ଆଜି ବିଏମସି ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ୭୫୩ ଜଣ ନୂଆ ସଂକ୍ରମିତ । କ୍ବାରେଣ୍ଟାଇନରୁ ୧୨୬ ଜଣ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ରହିଛନ୍ତି…