Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

କୋଭିଡ-୧୯ ଲାଗି ଜାରି ହେଲା ଅତିରିକ୍ତ ମାର୍ଗଦର୍ଶିକା

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଏନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଏପରିକି ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି ଅତିରିକ୍ତ ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି । ୨୦୨୦…

ଭାରତରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୧୯୫କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶୁକ୍ରବାର ଦିନ ଏହି ସଂଖ୍ୟା ୧୯୫ରେ ପହଞ୍ଚିଛି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଏଯାବତ୍ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁ ଘଟିଥିବା ୪ର୍ଥ ବ୍ୟକ୍ତି ଜଣକ ପଞ୍ଜାବର ହୋଇଥିବା…

ଓଡିଶାରେ କରୋନାଭାଇରସ ସତର୍କତା; ଆଜିଠୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ: ରାଜ୍ୟରେ କରୋନାଭାଇରସ ଦ୍ୱାରା ସଂକ୍ରମିତ ଦୁଇଟି ମାମଲା ଦେଖାଦେଇଥିବା ବେଳେ ଆଜିଠୁ ଶ୍ରଦ୍ଧାଳୁଙ୍କ ଲାଗି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ବନ୍ଦ କରିଦିଆଯାଇଛି । ପ୍ରାପ୍ତ ସୂଚନାନୁଯାୟୀ କୋଭିଡ-୧୯ରୁ ଦୂରେଇ ରହିବା ତଥା ସତର୍କତା ଅବଲମ୍ବନ କରିବା ଲାଗି ସରକାରଙ୍କ ପକ୍ଷରୁ…

କରୋନା ମୁକାବିଲା: ଆଜି ମୋଦୀଙ୍କ ସହ ଭିଡିଓ କନଫରେନ୍ସିଂ ଆଲୋଚନାରେ ଯୋଗଦେବେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏକ ଭିଡିଓ କନଫରେନ୍ସିଂରେ ଯୋଗଦେଇ କୋରୋନା ଭାଇରସ ମୁକାବିଲା ରଣନୀତି ଉପରେ ଆଲୋଚନା କରିବେ ବୋଲି ସରକାରୀ ସୂତ୍ରରୁ ପ୍ରକାଶ। ମିଳିଥିବା ସୂଚନା ମୁତାବକ, ଆଜି ଅପରାହ୍ନ ୪ ଟାରେ…

ଓଡ଼ିଶାରେ ଦ୍ଵିତୀୟ କୋଭିଡ୧୯ ପଜିଟିଭ ରୋଗୀ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ଦ୍ବିତୀୟ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଥିବା ଜଣାଯାଇଛି । ଗୁରୁବାର ଆରଏମ୍ଆରସି ଭୁବନେଶ୍ୱରରେ କରାଯାଇଥିବା ୧୪ ଜଣ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷଣରୁ ଜଣଙ୍କର କୋଭିଡ୧୯ ପଜିଟିଭ ଆସିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା…

ଧାମରା ବନ୍ଦରରେ ଲାଗିଥିବା ଜାହାଜର ଚୀନ କିମ୍ବା କୋଭିଡ୧୯ ପ୍ରଭାବିତ ଦେଶ ସହିତ ସମ୍ପର୍କ ନାହିଁ

ଭଦ୍ରକ: ଧାମରା ବନ୍ଦରରେ ଚୀନରୁ ପାଇପ ନେଇ ଜାହାଜ ଆସିଥିବା ଖବରର କୌଣସି ସତ୍ୟତା ନଥିବା ଅଦାନି ଗ୍ରୁପ ପକ୍ଷରୁ ଭଦ୍ରକ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରାଯାଇଛି। ଏହି ଜାହାଜ କିମ୍ବା ଚାଳକ ଦଳ ମଧ୍ୟରୁ କାହାର ବି ଚୀନ କିମ୍ବା ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ…

ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୧୭୩କୁ ବୃଦ୍ଧି

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ଆତଙ୍କର କାରଣ ପାଲଟିଥିବା କରୋନାଭାଇରସ ଦିନକୁ ଦିନ ଜଟିଳ ସ୍ଥିତି ସୃଷ୍ଟି କରୁଛି । ଦେଶରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବାବେଳେ ଏହା ୧୭୩ରେ ପହଞ୍ଚିଛି । କରୋନାଭାଇରସ ଭାରତରେ ଆଜି ସୁଦ୍ଧା ୪ଟି ଜୀବନ ନେଲାଣି । ଆଜିର ନୂଆ ରିପୋର୍ଟ…

୨୨ ମାର୍ଚ୍ଚ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦେଶବ୍ୟାପୀ ଜନତା କର୍ଫ୍ୟୁ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ(କୋଭିଡ-୧୯)ର ଭୟାବହତାକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୨୨ ତାରିଖରେ ଦେଶବ୍ୟାପୀ ଜନତା କର୍ଫ୍ୟୁ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାର୍ଚ୍ଚ ୨୨ ତାରିଖ ଅର୍ଥାତ ରବିବାର ଦିନ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ସାରା ଦେଶରେ ଜନତା…

କରୋନା ବିରୁଦ୍ଧରେ ଲଢେଇ: ରାଜଧାନୀର ୪ଟି ଗେମ୍ ଜୋନ୍ ବନ୍ଦ

ଭୁବନେଶ୍ୱର: ଭୁବନେଶ୍ୱର ନଗର ନିଗମ(ବିଏମସି)ର ପ୍ରବର୍ତ୍ତନ ସ୍କ୍ୱାର୍ଡ କରୋନାଭାଇରସ ପାଇଁ ଜାରି ଏସଓପିର ଉଲ୍ଲଙ୍ଘନ କରିଥିବାରୁ ସହରର ୪ଟି ଗେମ୍ ଜୋନ୍ ଓ ଗୋଟିଏ ସାଇବର କାଫେକୁ ବନ୍ଦ କରିଦେଇଛି । ସହିଦ ନଗରର ଗେମ୍ ଜୋନ୍ ରିପବ୍ଲିକ ଅଫ୍ ର୍ମ୍ସେ ଓ କ୍ରେଜି ଗେମର, ବାପୁଜୀ ନଗରର ସିଏନସି…

କରୋନା ଭୟ: କାଲିଠୁ ରାଜ୍ୟର ସମସ୍ତ ଧାର୍ମିକ ଅନୁଷ୍ଠାନକୁ ଭକ୍ତଙ୍କ ପ୍ରବେଶ ମନା

ଭୁବନେଶ୍ୱର: ଓଡିଶା ସରକାର ଆସନ୍ତା କାଲିଠାରୁ ରାଜ୍ୟର ସମସ୍ତ ମନ୍ଦିର, ମସଜିଦ, ଚର୍ଚ୍ଚ, ଗୁରୁଦ୍ୱାର ସହିତ ଧାର୍ମିକ ଅନୁଷ୍ଠାନ ଗୁଡିକୁ ଜନତାଙ୍କ ପ୍ରବେଶ ବନ୍ଦ କରିବା ପାଇଁ କହିଛନ୍ତି । କିନ୍ତୁ ଧାର୍ମିକ ଅନୁଷ୍ଠାନରେ ଆବଶ୍ୟକୀୟ ପୂଜା ଗୁଡିକ ଜାରି ରହିବ । ଆସନ୍ତା କାଲିଠାରୁ ପୁରୀ…