Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଓଡ଼ିଶାର ୧୫ ଜିଲ୍ଲାରୁ କରୋନା ନେଲା ଆଉ ୩୩ ଜୀବନ, ଅନୁଗୋଳରୁ ଅଧିକ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଏଣିକି ପ୍ରତିଦିନି ୩୦ରୁ ଅଧିକ ଆକ୍ରାନ୍ତ ପ୍ରାଣ ହରାଉଛନ୍ତି । ଗତ ୨୪ ଘଣ୍ଟାରେ ଆଉ ୩୩ ଜଣଙ୍କର ଜୀବନ ନେଇଛି ପ୍ରାଣଘାତୀ କରୋନା । ମୋଟ୍ ୧୫ ଜିଲ୍ଲାରୁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଅନୁଗୋଳ ଜିଲ୍ଲାରେ ସର୍ବାଧିକ ୫ ଜଣ ସଂକ୍ରମିତ…

ରାଜ୍ୟରେ ପୁଣି ୧୦ ହଜାର ମୁହାଁ କରୋନା ସଂକ୍ରମଣ, ଆଜି ୯୫୪୧ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ପୁଣି ୧୦ ହଜାର ମୁହାଁ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୯ହଜାର ୫୪୧ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ୫ହଜାର ୩୪୩ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪ହଜାର ୧୯୮ । ବିଭିନ୍ନ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି ।…

କରୋନାରେ ଆଖି ବୁଜିଲେ ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ ମହାରଥୀ

ଭୁବନେଶ୍ୱର: ଦିଂବଗତ ବିଜେଡି ନେତା ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ ମହାରଥୀଙ୍କର କରୋନାରେ ଦେହାନ୍ତ ହୋଇଛି । ୬୪ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ସେ ମୃତ୍ୟୁବରଣ କରିଛନ୍ତି । ଏନେଇ ତାଙ୍କ ପୁଅ ଶାକ୍ୟ ପ୍ରତାପ ସୂଚନା ଦେଇଛନ୍ତି । ନିକଟରେ କରୋନା ସଂକ୍ରମିତ ହୋଇଥିଲେ ପ୍ରଣୟ ମହାରଥୀ ।…

ଉପହାସ ନୁହେଁ, କରୋନାରୁ ବର୍ତ୍ତିବା ପାଇଁ ଅଭିନବ ଉପାୟ

ଭୁବନେଶ୍ୱର: କରୋନା ମହାମାରୀର ଦ୍ୱିତୀୟ ଲହର ସହ ଲଢୁଛି ଭାରତ । ଅନେକ ଲୋକ ସଂକ୍ରମଣରୁ ବର୍ତ୍ତିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ହେଲେ ନିକଟରେ ଏକ ଦେଶୀ ଯୁଗାଡ ସୋସିଆଲ୍ ମିଡିଆରେ ଖୁବ ଚର୍ଚ୍ଚା ସାଉଣ୍ଟିଛି । #ଦେଶୀଯୁଗାଡ କରୋନାରୁ ବର୍ତ୍ତିବା ପାଇଁ ଅଭିନବ ଉପାୟ…

ଭୁବନେଶ୍ବରରୁ ଆଜି ୮୭୧ କରୋନା ପଜିଟିଭ୍

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବର ପାଇଁ ଚିନ୍ତା ବଢ଼ାଇଛି ମହାମାରୀ କରୋନା । ପ୍ରତିଦିନ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଏହି କ୍ରମରେ ଆଜି ଭୁବେଶ୍ବର ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ୮୭୧ ଜଣ ପଜିଟିଭ୍ । କ୍ବାରେଣ୍ଟାଇନରୁ ୧୮୨ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୬୮୯ । ସେହିପରି…

କରୋନାରୁ ସୁସ୍ଥ ହେଲେ ଆଉ ୧୧ ହଜାର ୫୧୩ ସଂକ୍ରମିତ

ଭୁବନେଶ୍ବର : ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ । ଯାହାକି ଲୋକଙ୍କ ପାଇଁ ଆଶ୍ବସ୍ତି ଆଣିଛି । ସଂକ୍ରମଣ କମିଥିବା ବେଳେ, ବୃଦ୍ଧି ପାଉଛି ସୁସ୍ଥତା ସଂଖ୍ୟା । ଆଜି ସାରା ରାଜ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଆଉ ୧୧ ହଜାର ୫୧୩ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ…

କରୋନାରେ ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ପରଲୋକ

ଭୁବନେଶ୍ୱର: ନିଷ୍ଠୁର କରୋନା ରାଜ୍ୟରୁ ଆଉ ଜଣେ ସାମ୍ବାଦିକଙ୍କ ଜୀବନ ନେଇଛି । କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି ବରିଷ୍ଠ ସାମ୍ବାଦିକ ତଥା ଲେଖକ ବସନ୍ତ ଦାସ । ୮୧ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ । ମୁଖ୍ୟମନ୍ତ୍ରୀ…

ବୁର୍ଲା ଭୀମସାରରେ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ଖୋଲିବାକୁ ଯୋଜନା

ସମ୍ୱଲପୁର: କରୋନାର ଦ୍ୱିତୀୟ ଲହରରେ ବହୁ ଶିଶୁ ସଂକ୍ରମିତ ହେଉଛନ୍ତି । ବିଶେଷଜ୍ଞ ଆକଳନ କରୁଛନ୍ତି ତୃତୀୟ ଲହରରେ ଶିଶୁ ବେଶୀ ସଂକ୍ରମିତ ହେବେ । ବୁର୍ଲୀ ଭୀମସାରରେ ଅଧିକ ଶିଶୁ କରୋନା ଆକ୍ରାନ୍ତ ହେବା ପରେ ସେଠାରେ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ଖୋଲିବା ପାଇଁ ଚିନ୍ତା କରୁଛନ୍ତି ମେଡିକାଲ୍…

ଦେଶରେ ଖସୁଛି ଦୈନିକ କରୋନା ଟ୍ରେଣ୍ଡ: ସୁସ୍ଥ ହେଲେଣି ୯୦% ଆକ୍ରାନ୍ତ, ୨୨ ଲକ୍ଷକୁ ଖସିଲା ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି । ୨ ଲକ୍ଷ ତଳେ ରହୁଛି ଦୈନିକ ସଂକ୍ରମଣ । ନୂଆ ଆକ୍ରାନ୍ତଙ୍କ ଅପେକ୍ଷା ଅଧିକ ସୁସ୍ଥ ହେଉଛନ୍ତି । ବଢୁଛି ସୁସ୍ଥ ହାର । ଆକ୍ଟିଭ୍ କେସ୍ ସଂଖ୍ୟା ବି ଦ୍ରୁତ କମିବାରେ ଲାଗିଛି । ଦୈନିକ ପଜିଟିଭିଟି ରେଟ୍ କ୍ରମାଗତ ପଞ୍ଚମ…

କରୋନା ମୃତ୍ୟୁରେ ଲାଗୁନି ବ୍ରେକ: ଆଜି ଗଲା ଆଉ ୩୫ ଜୀବନ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ଏବେ କମିଛି । କିନ୍ତୁ ମୃତ୍ୟୁସଂଖ୍ୟାରେ ଲାଗୁନି ଲଗାମ । ବଢୁଛି ଦୈନିକ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ କରୋନା ଆଉ ୩୫ ଜଣଙ୍କର ଜୀବନ ନେଇଛି । ୧୪ ଜିଲ୍ଲାରୁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଅନୁଗୋଳ ଜିଲ୍ଲାରୁ ସର୍ବାଧିକ ୫…