Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

କରୋନା ରେଡ୍ ଜୋନରୁ ବାହାରିଲା ନୂଆପଡ଼ା ଜିଲ୍ଲା, ରେଡ୍ ଜୋନରେ ୨୫ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢୁଛି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୦ରୁ ୧୨ ହଜାର ରହୁଛି । କିନ୍ତୁ ନୂଆପଡ଼ା ଜିଲ୍ଲାରେ ଏବେ ଖସିବାରେ ଲାଗିଛି ଦୈନିକ ସଂକ୍ରମଣ । କରୋନା ରେଡ୍ ଜୋନରୁ ବାହାରିଛି ନୂଆପଡ଼ା ଜିଲ୍ଲା । ୟେଲୋ ଜୋନକୁ ଆସିଛି । ଅର୍ଥାତ କରୋନାକୁ ତାବୁ ପାଉଛି…

ଆଜି ଓଡ଼ିଶାରୁ କରୋନା ନେଇଛି ରେକର୍ଡ ୩୫ ଜୀବନ, ସପ୍ତାହେ ଭିତରେ ୨୦୦ ମୃତ

ଭୁବନେଶ୍ୱର: କରୋନା ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ୍ । ରାଜ୍ୟରେ ବଢୁଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୩୫ ଜୀବନ ନେଇଛି କରୋନା । ଯାହାକି ବର୍ତ୍ତମାନ ସୁଦ୍ଧା ଦିନକରେ ସର୍ବାଧିକ । ୧୬ ଜିଲ୍ଲାରୁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଖୋର୍ଦ୍ଧା ଓ ଅନୁଗୋଳ…

କାଲି କମିଥିଲା, ଆଜି ବଢ଼ିଲା: ଦେଶରେ ପୁଣି ୨ ଲକ୍ଷ ପାର କଲା ଦୈନିକ ସଂକ୍ରମଣ, ମୃତ୍ୟୁସଂଖ୍ୟା ୪ ହଜାର

ନୂଆଦିଲ୍ଲୀ: କାଲି କମିଥିଲା । ଆଜି ବଢ଼ିଲା । ଦେଶରେ ଗତକାଲି ଦୈନିକ ସଂକ୍ରମଣ ୪୦ ଦିନ ପରେ ୨ ଲକ୍ଷ ତଳକୁ ଖସିଥିଲା । ସେହିପରି ମୃତ୍ୟୁସଂଖ୍ୟା ବି ୪ ହଜାର ତଳକୁ ହ୍ରାସ ପାଇଥିଲା । ଆଜି ପୁଣି ଥରେ ବଢ଼ିଛି । ଗତ ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୮ହଜାର ୯୨୧ ନୂଆ ଆକ୍ରାନ୍ତ ।…

ଆଜି ଓଡ଼ିଶାରୁ ୧୧୬୨୩ ପଜିଟିଭି ଚିହ୍ନଟ, ଖୋର୍ଦ୍ଧାରେ ପୁଣି ୨ହଜାର ପାର୍

ଭୁବନେଶ୍ୱର: ଗତକାଲି ଅପେକ୍ଷା ରାଜ୍ୟରେ ଆଜି ବଢ଼ିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୧ହଜାର ୬୨୩ ନୂଆ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୧୦ହଜାର ୯୩୯ । ଅର୍ଥାତ ଗତକାଲି ଅପେକ୍ଷା ଆଜି ଆଉ ୬୮୪ ଅଧିକ ସଂକ୍ରମିତ ବାହାରିଛନ୍ତି । ୨୪ ଘଣ୍ଟାରେ କ୍ୱାରେଣ୍ଟାଇନରୁ…

ଭୁବନେଶ୍ୱରରେ ବୁଧବାର ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର: ବାତ୍ୟା 'ୟାସ୍'କୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ପକ୍ଷରୁ ଆସନ୍ତା ଶନିବାର ଯାଏଁ ଟୀକାକରଣକୁ ସ୍ଥଗିତ ରହିବ। “ଆସନ୍ତାକାଲି ତଥା ମେ ୨୬ ତାରିଖରେ ହେବାକୁ ଥିବା ଟୀକାକରଣ ଆଗାମୀ ୨୯ ତାରିଖରେ କରାଯିବ ବୋଲି ଧାର୍ଯ୍ୟ କରାଯାଇଛି। ବିଏମସି…

ବାତ୍ୟା ‘ୟସ୍’ ପାଇଁ ୬ ଜିଲ୍ଲାରେ ୨୭ ଯାଏଁ ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର: ବାତ୍ୟା 'ୟସ' ପାଇଁ ରାଜ୍ୟରେ ବାଧାପ୍ରାପ୍ତ ହେବାକୁ ଯାଉଛି ଟିକାକରଣ । ୬ଟି ଜିଲ୍ଲାରେ ୨୫ରୁ ଆସନ୍ତା ୨୭ ତାରିଖ ଯାଏଁ ବନ୍ଦ ରହିବ କୋଭିଡ୍ ଟେଷ୍ଟିଂ ଓ ଟିକାକରଣ। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ପୁରୀ, କଟକ, ଢେଙ୍କାନାଳ, ଅନୁଗୁଳ, ସୁନ୍ଦରଗଡ ଓ ଖୋର୍ଦ୍ଧା ଆଦି ଜିଲ୍ଲା…

ରାଜ୍ୟରେ ସୁସ୍ଥ ହେଲେ ୧୧ ହଜାର ୭୬୯ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ୧୦ ହଜାର ତଳକୁ ଖସୁନି ମହାମାରୀ କରୋନା ସଂକ୍ରମର । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଥିବାରୁ ଭୟଭୀତ ଅବସ୍ଥାରେ ଲୋକେ । ତେବେ ଏହାରି ଭିତରେ ଆକ୍ରାନ୍ତ ସଂଖ୍ୟା ପରି ବୃଦ୍ଧି ପାଇବାରେ ଲାଗିଛି ସୁସ୍ଥତା ସଂଖ୍ୟା । ଏହି କ୍ରମରେ ଆଜି ସାରା ରାଜ୍ୟରୁ ସୁସ୍ଥ…

ଭୁବନେଶ୍ବରରୁ ଚିହ୍ନଟ ହେଲେ ୧୦୬୨ କରୋନା ଆକ୍ରାନ୍ତ

ଭୁବନେଶ୍ବର : ଥମିବାର ନାଁ ନେଉନି ମହାମାରୀ କରୋନା । ରାଜ୍ୟରେ ୧୦ ହଜାର ଉପରେ ସଂକ୍ରମିତଙ୍କ ସଂଖ୍ୟା ରହୁଛି । ତେବେ ସବୁଠୁ ଅଧିକ ଚିନ୍ତା ବଢ଼ାଇଛି ରାଜଧାନୀ ଭୁବନେଶ୍ବର । ଭୁବନେଶ୍ବରରେ ଆଜି ଚିହ୍ନଟ ହୋଇଛନ୍ତି ୧୦୬୨ କରୋନା ପଜିଟିଭ୍ । କ୍ବାରେଣ୍ଟାଇନରୁ ୧୭୨ ଜଣ ଥିବା ବେଳେ, ଲୋକାଲ…

ବାବା ରାମଦେବଙ୍କ କ୍ଲାସ୍ ନେଲେ ଡାକ୍ତର ଲେଲେ

ନୂଆଦିଲ୍ଲୀ: ଏଲୋପାଥିକୁ ବେକାର କହି ଚର୍ଚ୍ଚାକୁ ଆସିଛନ୍ତି ବାବା ରାମଦେବ । ଏହି ମନ୍ତବ୍ୟକୁ ନେଇ ମୁହାଁମୁହିଁ ହୋଇଛନ୍ତି ବାବା ରାମଦେବ ଓ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍‌ଏ) । ନିକଟରେ ଏକ ଟିଭି ଡିବେଟ୍‌ରେ ଆଇଏମ୍‌ଏର ସେକ୍ରେଟାରୀ ଜନେରାଲ୍ ଡାକ୍ତର ଜୟେଶ ଲେଲେଙ୍କଠାରୁ ବାବା…

ଦେଶରେ ୨ ଲକ୍ଷ ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କାବୁ ପାଉଛି କରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ଖସୁଛି । ସେକେଣ୍ଡ ଓ୍ୱେଭରେ ୪ ଲକ୍ଷ ପାର କରିଥିବା ସଂକ୍ରମଣ ଆଜି ୨ଲକ୍ଷ ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ଲକ୍ଷେ ୯୬ ୪୨୭ ପଜିଟିଭ୍ । ଏହି ସମୟରେ ୨୦ ଲକ୍ଷରୁ ଅଧିକ କୋଭିଡ୍ ଟେଷ୍ଟ ହୋଇଛି…