Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଜୁନ୍ ୧ରୁ ଏହି ରାଜ୍ୟରେ ଅନଲକ୍-୧, ନିୟନ୍ତ୍ରଣକୁ ଆସୁଛି କରୋନା

ଭୋପାଳ: ମଧ୍ୟପ୍ରଦେଶରେ କାବୁ ପାଉଛି କରୋନା । ଲକଡାଉନରୁ ସୁଫଳ ମିଳିଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଓ ପଜିଟିଭିଟି ରେଟ୍ ହ୍ରାସ ପାଉଛି । ସ୍ଥିତି ନିୟନ୍ତ୍ରଣକୁ ଆସୁଥିବା ବେଳେ ଆସନ୍ତା ୧ ତାରିଖରୁ ରାଜ୍ୟରେ ଅନଲକ୍ ୧.୦ ନେଇ ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ…

ଜେଲରେ ବ୍ୟାପୁଛି କରୋନା: ଓଡ଼ିଶାର ଏହି ଜେଲରୁ ୮୩ ପଜିଟିଭ୍

ବରଗଡ଼: ଜେଲରେ ବ୍ୟାପୁଛି କରୋନା । ଓଡ଼ିଶାର ଗୋଟିଏ ପରେ ଗୋଟିଏ ଜେଲରୁ କଏଦୀ ସଂକ୍ରମିତ ହେଉଛନ୍ତି । ବରଗଡ଼ ଜିଲ୍ଲା ପଦ୍ମପୁର ସବ୍-ଜେଲରେ ୮୩ ଜଣ କଏଦୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ପଦ୍ମପୁର ଏସଡିଏମଓ । ସଂକ୍ରମିତଙ୍କୁ ଆଇସୋଲେସନ୍ ଓ୍ୱାର୍ଡରେ ରଖି ଚିକିତ୍ସା…

ଆଉ ଜଣେ ମହାରଣା ଓ ଭୋଇ ସେବକ କରୋନା ପଜିଟିଭ୍

ପୁରୀ: ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥ ନିର୍ମାଣ କାମ ଆଗେଇ ଚାଲିଥିବା ବେଳେ ଜଣଙ୍କ ପରେ ଜଣେ ସେବାୟତ କରୋନା ସଂକ୍ରମିତ ହେଉଛନ୍ତି । ପୁଣି ଜଣେ ମହାରଣା ଓ ଭୋଇ ସେବକ କରୋନା ପଜିଟିଭ୍ ବାହାରିଛନ୍ତି । ତେବେ ନୂଆ ସଂକ୍ରମିତ ସେବାୟତ ରଥ ନିର୍ମାଣ କରୁ ନଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।…

ବାହାଘରରେ ସାମିଲ ୯୫ ଜଣ କରୋନା ପଜିଟିଭ୍, ଆଖି ବୁଜିଲେ କନ୍ୟା ପିତା

ଜୟପୁର: କରୋନା କାଳରେ ବାହାଘର ଓ ଅସାବଧାନ ହେଲେ ପରିଣାମ ଭୟଙ୍କର ହେଉଛି । ବାହାଘର ଖୁସିକୁ ବେଳେବେଳେ ପାଣିଚିଆ କରି ଦେଉଛି ଘାତକ କରୋନା । କରୋନା ପଶି ଯାଉଛି । ବାହାଘରରେ ସାମିଲ ୯୫ ଜଣ ଦିନକରେ ସଂକ୍ରମିତ ହୋଇଛନ୍ତି । ରାଜସ୍ଥାନର ଝୁନଝୁନ ଜିଲ୍ଲା ଅନ୍ତର୍ଗତ ସିଆଲୁକାଲା ଗାଁରେ ବାହାଘରରେ…

କରୋନା ଦେଇଛି ଦାରୁଣ ଦୁଃଖ: ଗୋଟିଏ ଗାଁରୁ ୨୨ ମୃତ

ଲକ୍ଷ୍ନୌ: ଆଉ କେତେ ଦୁଃଖ ଦେବ କରୋନା । ଏପ୍ରଶ୍ନର ଉତ୍ତର କାହା ପାଖରେ ନାହିଁ । ଜୀବନ ପାଇଁ ଏବେ ଧାଁ ଦୌଡ଼ ଚାଲିଛି । କେଉଁଠି ଆଗପଛ ହୋଇ ବାପା-ମାଆ ଓ ପିଲା ଛୁଆ ଆରପାରିକୁ ଗଲେଣି ତ ଆଉ କେଉଁଠି ଗୋଟିଏ ଗୋଟିଏ ଗାଁରେ କରୋନା ମୃତ୍ୟୁର ତାଣ୍ଡବ ରଚୁଛି । ଉତ୍ତରପ୍ରଦେଶରୁ ଏଭଳି ଏକ ଘଟଣାକୁ…

ରାଜ୍ୟରୁ ୧୧ ହଜାର ୧୦୮ ସଂକ୍ରମିତ ଚିହ୍ନଟ, ଲୋକାଲ କେସ୍ ରହିଛି ୪୮୮୯

ଭୁବନେଶ୍ୱର: ଦିନକରେ ଓଡ଼ିଶାରୁ ଚିହ୍ନଟ ହୋଇଛନ୍ତି ୧୧ ହଜାର ୧୦୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୬୨୧୯ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୮୮୯ଟି। https://twitter.com/IPR_Odisha/status/1395940265290985474?s=19 ଏନେଇ ଟ୍ବିଟ୍ କରି…

ଦେଶରେ ନୂଆ ଆକ୍ରାନ୍ତ କମ୍ ଓ ସୁସ୍ଥ ହେଉଛନ୍ତି ଅଧିକ, ୪୦୦୦ ଉପରେ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ସଂକ୍ରମଣ । କିନ୍ତୁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ତିନି ଲକ୍ଷ ତଳେ ରହିଛି । କିନ୍ତୁ ପ୍ରତିଦିନ ଆକ୍ରାନ୍ତଙ୍କ ଅପେକ୍ଷା ଅଧିକ ସୁସ୍ଥ ହେଉଛନ୍ତି । ଗତ ୨୪ ଘଣ୍ଟାରେ ଦେଶରେ ୨୦ଲକ୍ଷ ୬୬ ହଜାର କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୫୭ହଜାର ୨୯୯…

ଆଜି ରାଜ୍ୟରୁ କରୋନା ନେଲା ଆଉ ୨୬ ଜୀବନ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୨୬ ଜଣଙ୍କର ଜୀବନ ନେଇଛି ପ୍ରାଣଘାତୀ କରୋନା । ୧୧ ଜିଲ୍ଲାରୁ ଚିକିତ୍ସାଧୀନ ଅବସ୍ଥାରେ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । କଳାହାଣ୍ଡି ଜିଲ୍ଲାରୁ…

ପୁରୀରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ମେଡିକାଲ୍ କଲେଜ ପରିସରରେ କୋଭିଡ୍ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଉଦଘାଟନ କରିଛନ୍ତି । ଏହି ହସ୍ପିଟାଲରେ ୧୫୦ ଶଯ୍ୟା ରହିଛି । ଏହି ହସ୍ପିଟାଲକୁ ଭୁବନେଶ୍ୱରର ସମ୍ ହସ୍ପିଟାଲ୍ ପରିଚାଳନା କରିବ । ହସ୍ପିଟାଲରେ ୯୦ଟି ସାଧାରଣ…

ଲାଲଗଡ ମାଟିରେ ପାଦ ଥାପିଲା ସ୍ୱାସ୍ଥ୍ୟ ବିଭାଗ

ମାଲକାନଗିରି: ବର୍ତ୍ତମାନର ସ୍ଥିତି କାହାକୁ ବି ଅଜଣା ନାହିଁ । କରୋନା ପାଇଁ ଚାରିଆଡେ ଲୋକେ ଜୀବନ ସହ ସଂଘର୍ଷ କରୁଛନ୍ତି । ଏପରି ସ୍ଥିତିରେ ସବୁଠୁ ପ୍ରମୁଖ ଭୂମିକା ତୁଲାଉଛନ୍ତି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ । କଥାରେ ଅଛି କଲିକତାରେ ରାତି ନାହିଁ । ଠିକ୍ ସେମିତି ସ୍ୱାସ୍ଥ୍ୟ ବିଭାଗକୁ ବି…