Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ବ୍ଲାକ ଫଙ୍ଗସ ଚିହ୍ନଟ ପାଇଁ ଗଠନ ହେଲା କମିଟି

ଭୁବନେଶ୍ବର : ମହାମାରୀ କରୋନା ମଧ୍ୟରେ ଏବେ ଚିନ୍ତା ବଢ଼ାଇଲାଣି ବ୍ଲାକ୍ ଫଙ୍ଗସ ସଂକ୍ରମଣ । ରାଜ୍ୟରେ ବ୍ଲାକ୍ ଫଙ୍ଗସ ସଂକ୍ରମିତ ଚିହ୍ନଟ ହେବା ପରେ ତତ୍ପର ହୋଇଛନ୍ତି ସରକାର । ବ୍ଲାକ୍ ଫଙ୍ଗସ ଚିହ୍ନଟ ପାଇଁ ରାଜ୍ୟସ୍ତରୀୟ କମିଟି ଗଠନ କରିଛନ୍ତି ସରକାର । ଏହି କମିଟି ବ୍ଲାକ ଫଙ୍ଗସ୍‌…

ଭୁବନେଶ୍ବରରୁ ଚିହ୍ନଟ ହେଲେ ୯୮୮ ପଜିଟିଭ୍

ଭୁବନେଶ୍ବର : କରୋନା ମହାମାରୀ ସମୟରେ ଚିନ୍ତା ବଢ଼ାଇଛି ରାଜଧାନୀ ଭୁବନେଶ୍ବର । ହଟସ୍ପଟ ପାଲଟିଥିବା ଭୁବନେଶ୍ବରରୁ ପ୍ରତିଦିନ ଚିହ୍ନଟ ହେଉଛନ୍ତି ସର୍ବାଧିକ ଆକ୍ରାନ୍ତ । ଯାହାକୁ ନେଇ ରାଧାନୀବାସୀଙ୍କ ଚିନ୍ତା ବଢ଼ିଛି । ଏଭଳିସ୍ଥିତିରେ ଆଜି ପୁଣି ଚିହ୍ନଟ ହୋଇଛନ୍ତି ୯୮୮ ସଂକ୍ରମିତ ।…

ରାଜ୍ୟରୁ ସୁସ୍ଥ ହେଲେ ୯୩୨୯ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଉପରମୁହାଁ କରୋନା ସଂକ୍ରମଣ । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢୁଥିବାରୁ ଭୟଭୀତ ହେଲେଣି ଲୋକେ । ବଢୁଥିବା ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଥିବା ବେଳେ, ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଆଉ ଆଉ ୯୩୨୯ କରୋନା ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ…

ମାଲକାନଗିରିରେ ଆରମ୍ଭ ହେଲା ହୋମ୍ ଡେଲିଭରି ବ୍ୟବସ୍ଥା

ମାଲକାନଗିରି: କରୋନା ମହାମାରୀରେ ରାଜ୍ୟର ଅନ୍ୟ ଜିଲ୍ଲାଠାରୁ ଢେର ଆଗରେ ରହିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ପ୍ରଥମେ ସଂକ୍ରମଣ ରୋକିବାକୁ ସୀମା ସିଲ୍‌, ପରେ କରୋନା ରୋଗୀଙ୍କ ସମ୍ବନ୍ଧରେ ସଂପର୍କୀୟ କିମ୍ବା ପରିବାର ଲୋକଙ୍କୁ ଅବଗତ କରାଇବା ପାଇଁ ଇ-ସାକ୍ଷାତ ବ୍ୟବସ୍ଥା । ଆଉ ଏବେ…

କୋଭିଡ୍ କଟକଣାରେ ପାଳନ ହେଲା ପବିତ୍ର ଇଦ ପର୍ବ

କେନ୍ଦ୍ରାପଡା: କରୋନା ମହାମାରୀର ଦ୍ୱିତୀୟ ଲହରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଦତ୍ତ କୋଭିଡ୍ କଟକଣାକୁ ସମ୍ମାନ ଜଣାଇଛନ୍ତି କେନ୍ଦ୍ରାପଡାର ଇସଲାମ ଧର୍ମୀ । କୋଭିଡ୍ କଟକଣା ଅନୁଯାୟୀ କେନ୍ଦ୍ରାପଡା ସହରରେ ପବିତ୍ର ଇଦ ପର୍ବ ପାଳନ କରିଛନ୍ତି ମୁସଲିମ୍ ସମ୍ପ୍ରଦାୟ । ଗୋଟିଏ ମାସ…

କଟକରେ ଆଜି ହେବନି ଟୀକାକରଣ

କଟକ: ଇଦ୍-ଉଲ୍-ଫିତର ଛୁଟିଦିନକୁ ଦୃଷ୍ଟିରେ ରଖି ଶୁକ୍ରବାର ଦିନ କଟକ ସହରରେ ଟୀକାକରଣ କରାଯାଉ ନାହିଁ। ଏନେଇ କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି) କମିଶନର ଅନନ୍ୟା ଦାସ ଟ୍ବିଟ କରି ସୂଚନା ଦେଇଛନ୍ତି। ଏହା କେବଳ କଟକ ସହରରେ ହୋଇଥିବା ନେଇ ସେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ,…

ଭାରତରେ ୨୪ ଘଣ୍ଟାରେ ୩ ଲକ୍ଷ ୪୩ ହଜାରରୁ ଉର୍ଦ୍ଧ୍ୱ କରୋନା ପଜିଟିଭ, ୪ ହଜାର ମୃତ

ନୂଆଦିଲ୍ଲୀ: ଭାରତରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶୁକ୍ରବାର ଦିନ ଏହି ସଂଖ୍ୟା ୨,୪୦,୪୬,୮୦୯କୁ ଛୁଇଁଥିବା ନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି। କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା…

ରାଉରକେଲାରେ ୧୮+ ବର୍ଗଙ୍କୁ ଟିକାକରଣ, ଦ୍ୱିତୀୟ ଦିନରେ ନେଲେ ୩୨୬୩ ଜଣ

ରାଉରକେଲା: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଉରକେଲା ମହାନଗର ନିଗମରେ ୧୮ରୁ ୪୪ ବର୍ଷ ବର୍ଗଙ୍କୁ କୋଭିଡ୍ ଟିକା ଦିଆଯାଉଛି। ଗୁରୁବାର ଦିନ ମୋଟ ୩୨୬୩ ଜଣ ଟିକା ନେଇଛନ୍ତି। ସୂଚନା ଅନୁଯାୟୀ, ଟିକାକରଣ ପାଇଁ ରାଉରକେଲା ସହରରେ ୮ଟି କେନ୍ଦ୍ର କରାଯାଇଛି। ଯେଉଁମାନେ ଅନଲାଇନ ପଞ୍ଜୀକରଣ…

ଦୈନିକ ସଂକ୍ରମଣ ସହ ମୃତ୍ୟୁରେ ବି କରୋନାର ନୂଆ ରେକର୍ଡ, ୨୪ ଘଣ୍ଟାରେ ୨୨ ମୃତ

ଭୁବନେଶ୍ୱର: ରାଜ୍ୟରେ କରୋନାର ପ୍ରକୋପ ଜାରି ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ସର୍ବାଧିକ ୧୨ ହଜାର ୩୯୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସର୍ବାଧିକ ୨୨ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୨୭୩କୁ ବୃଦ୍ଧି ପାଇଛି । ରାଜ୍ୟର କରୋନ ମୃତ୍ୟୁହାର ଜାତୀୟ ହାରର…

ସବୁ ରେକର୍ଡ ଭାଙ୍ଗିଲା ଦୈନିକ ସଂକ୍ରମଣ, ସପ୍ତାହକ ପରେ ପୁଣି ୧୨ ହଜାରରୁ ଅଧିକ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ମାମଲା ଆଜି ସବୁ ରେକର୍ଡକୁ ଅତିକ୍ରମ କରିଛି । ସପ୍ତାହକ ପରେ ପୁଣି ଥରେ ରାଜ୍ୟରେ ଦୈନିକ ସଂକ୍ରମଣ ମାମଲା ୧୨ ହଜାର ପାର୍ କରିଛି । ଗତ ୭ ତାରିଖରେ ରାଜ୍ୟରେ ୧୨ ହଜାର ୨୩୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଗତ ୨୪ ଘଣ୍ଟାରେ ୧୨ ହଜାର ୩୯୦ଟି ସଂକ୍ରମଣ…