Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଆଜି ଓଡ଼ିଶାରୁ ୧୧,୮୦୭ କରୋନା ସଂକ୍ରମିତ ଚିହ୍ନଟ, ପଜିଟିଭ୍ ହାର ୨୩%

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା ବିସ୍ତାର କରୁଛି । ଏବେ ୧୦ ହଜାର ଉପରେ ରହୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ଅପେକ୍ଷା ଆଜି ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୧ହଜାର ୮୦୭ ନୂଆ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୧୨ହଜାର ୨୩୮…

୧୪ ଦିନ ପାଇଁ ପୂରା ଲକଡାଉନ୍ ହେବ କର୍ଣ୍ଣାଟକ

କର୍ଣ୍ଣାଟକ : ଦେଶରେ ଏବେ ଚିନ୍ତା ବଢ଼ାଇଛି ମହାମାରୀ କରୋନା। ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ପ୍ରଶାସନର ଚିନ୍ତା ବି ବଢ଼ିଲାଣି । ମୁକାବିଲା ପାଇଁ ଲକଡାଉନ ସାଙ୍ଗକୁ କର୍ଫ୍ୟୁ ବି ଲାଗୁ ହୋଇଛି । ତେବେ କର୍ଣ୍ଣାଟକରେ ମାମଲା ବଢୁଥିବାରୁ କଡ଼ା ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ…

ରବିବାରରୁ ଗୋଆରେ ୧୫ ଦିନିଆ କର୍ଫ୍ୟୁ

ପାଣାଜୀ : ଦେଶରେ ଦିନକୁ ଦିନ ବଢୁଛି ମହାମାକରରୀ କରୋନାର ପ୍ରକୋପ । ଆକ୍ରାନ୍ତ ସଂଖ୍ୟା ସାଙ୍ଗକୁ ବଢ଼ି ଚାଲିଛି ମୃତ୍ୟୁସଂଖ୍ୟା । ଏଭଳି ସ୍ଥିତିରେ କିପରି ସଂକ୍ରମଣକୁ ରୋକାଯିବ ସେଥିପାଇଁ ଅନେକ ରାଜ୍ୟରେ ଲାଗୁ ହେଲାଣି ଲକଡାଉନ୍ । ଏବେ ମହାମାରୀ କରୋନାକୁ ମୁକାବିଲା କରିବା ପାଇଁ ଗୋଆରେ…

[ଭିଡିଓ] ଇସ୍ରାଏଲରେ ଭାରତ ପାଇଁ ଶୁଭୁଛି “ଓମ୍ ନମଃ ଶିବାୟ”

ଭୁବନେଶ୍ୱର: କୋଭିଡ୍‌-୧୯ର ଦ୍ୱିତୀୟ ଲହରି ସହ ଜୁଝୁଛି ଭାରତ । ଏପରି ସ୍ଥିତିରେ ଅନେକ ଦେଶ ଭାରତକୁ ବଢାଇଛନ୍ତି ସହାନୁଭୂତି ଓ ସହାୟତାର ହାତ । ଏହି ଧାରାରେ ସାମିଲ ହୋଇ ଗୁରୁବାର ଇସ୍ରାଏଲ୍ ମଧ୍ୟ ଅକ୍ସିଜେନ୍ କନ୍‌ସିଣ୍ଟ୍ରେଟର୍ସ ଓ ରେସ୍ପାଇରେଟର୍ସ ଭାରତକୁ ପଠାଇଛି । ହେଲେ ଏବେ ସେଠିକାର…

ଭୁବନେଶ୍ବରରୁ ଆଉ ୧୦୪୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ମହାମାରୀ ଦୃତ ଗତିରେ ବୃଦ୍ଧି ପାଉଛି । ପ୍ରତିଦିନ ସଂକ୍ରମଣ ସଂଖ୍ୟା ବଢୁଥିବା ବେଳେ, ହଟସ୍ପଟ ପାଲଟିଛି ଭୁବନେଶ୍ବର । ଏହି କ୍ରମରେ ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ଆଉ ୧୦୪୮ କରୋନା ଆକ୍ରାନ୍ତ । କ୍ବାରେଣ୍ଟାଇନରୁ ୧୫୧ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି…

ଟ୍ରେନ୍ ଯାତ୍ରା ପାଇଁ ରେଳବାଇ ଜାରି କଲା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ୍

ଭୁବନେଶ୍ବର : ସାରା ଦେଶରେ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରାଇବା ଉଦ୍ଦେଶ୍ୟରେ ରେଳ ଯାତ୍ରୀମାନଙ୍କ ପାଇଁ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ୍ ବା ଏସଓପି ଜାରି କରିଛି ରେଳ ମନ୍ତ୍ରଣାଳୟ । ୱେଟିଂ ଲିଷ୍ଟରେ ଥିବା ଯାତ୍ରୀମାନଙ୍କୁ ଟ୍ରେନରେ ଯାତ୍ରା କରିବା ଏବଂ ଷ୍ଟେସନରେ ପ୍ରବେଶ କରିବାକୁ…

କରୋନା ଆତଙ୍କ ଭିତରେ ‘ବ୍ଲାକ ଫଙ୍ଗସ୍’ ସଂକ୍ରମଣ ଚିନ୍ତା, କ’ଣ ଏହି ନୂଆ ରୋଗ ?

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରକୁ ନେଇ ଦେଶରେ ଏବେ ହାହାକାର ସ୍ଥିତି । ଏଭଳି ସ୍ଥିତିରେ ଭାରତରେ ଆଉ ଏକ ନୂଆ ସଂକ୍ରମଣ ଚିନ୍ତା ବଢ଼ାଇଲାଣି । ଯାହାକୁ ବ୍ଲାକ ଫଙ୍ଗସ୍ ବା ମ୍ୟୁକରମାଇକୋସିସ୍ ରୋଗ ବୋଲି କୁହାଯାଉଛି । ଦିଲ୍ଲୀରେ ଚିକିତ୍ସାଧୀନ କରୋନା ଆକ୍ରାନ୍ତଙ୍କ ପାଖରେ ଏହି ସଂକ୍ରମଣ…

ଲକ୍‌ଡାଉନ ସମୟରେ ସହରାଞ୍ଚଳର ବୁଲା ପଶୁଙ୍କୁ ଖାଦ୍ୟ ଯୋଗାଇବାକୁ ଅନୁରୋଧ କଲା ପ୍ରଶାସନ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଲକ୍‌ଡାଉନ ଘୋଷଣା ହୋଇଛି । ରାସ୍ତାରେ ଯାନବାହାନ ଚଳାଚଳ ଉପରେ କଟକଣା ସହ ଅତ୍ୟାବଶ୍ୟକ ଜିନିଷ ମିଳୁଥିବା ଦୋକାନକୁ ଛାଡି ଦେଲେ ଅନ୍ୟ ସବୁ ବନ୍ଦ ରହୁଛି । ଫଳରେ ବୁଲା ଗାଇଗୋରୁ ଓ କୁକୁର ଖାଦ୍ୟ ପାଇ ପାରୁ ନ ଥିବା ଦେଖିବାକୁ ମିଳୁଛି ।…

ସଂକ୍ରମଣ ଭଳି ରାଜ୍ୟରେ ସବୁ ରେକର୍ଡ ଭାଙ୍ଗିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ ୮୪୦୧ ଜଣ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ମାମଲା ପ୍ରତିଦିନ ନୂଆ ନୂଆ ରେକର୍ଡ କରି ଚାଲିଛି । ସେହିଭଳି କରୋନାରୁ ସୁସ୍ଥ ସଂଖ୍ୟା ମଧ୍ୟ ସବୁ ରେକର୍ଡ ଭାଙ୍ଗିଛି । ଆଜି ରାଜ୍ୟରୁ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟାରେ କରୋନାରୁ ୮ ହଜାର ୪୦୧ ଜଣ ସୁସ୍ଥ ହୋଇଛନ୍ତି…

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇ ଏମ୍ସରେ ଚିକିତ୍ସାଧୀନ ଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ଏ ନେଇ ଏମ୍ସ ନିର୍ଦ୍ଦେଶିକା ବି.ଗୀତାଞ୍ଜଳି ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ, ଏକ ୪ ଜଣିଆ ଡାକ୍ତରୀ ଟିମ୍ ପ୍ରଦୀପ୍ତଙ୍କ ସ୍ୱାସ୍ଥ୍ୟବସ୍ଥା…