Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ଗୁଜୁରାଟର ଅଡାଲଜ୍ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା

ଅହମଦାବାଦ: ଗୁଜୁରାଟର ଅଡାଲଜ୍ ଠାରେ ଥିବା ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ପର୍ବ ମହାସମାରୋହରେ ପାଳନ କରାଯାଇଛି। କୋଭିଡ଼ ବାଧକତା ଯୋଗୁଁ ଗତ ଦୁଇ ବର୍ଷ ହେଲା ରଥଯାତ୍ରା ଉତ୍ସବ କେବଳ ସାଙ୍କେତିକ ଢଙ୍ଗରେ ପାଳନ କରାଯାଉଥିଲା। ଚଳିତ ବର୍ଷ କଟକଣା ଲାଘବ କରାଯାଇଥିବାରୁ ଭକ୍ତ ମାନଙ୍କ…

ଦିଲ୍ଲୀରେ ଭକ୍ତ-ଭଗବାନ ମିଳନ; ହଜ୍ ଖାସରେ ରଥଯାତ୍ରା

ନୂଆଦିଲ୍ଲୀ: ହଜ୍ ଖାସ ଭିଲେଜ୍ ସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ଜଗନ୍ନାଥ ମନ୍ଦିରଠାରେ ୪୪ତମ ପବିତ୍ର ରଥଯାତ୍ରା ପର୍ବ ମହାସମାରୋହରେ ପାଳନ କରାଯାଇଛି। କୋଭିଡ୍ ବାଧକତା ଯୋଗୁଁ ଗତ ଦୁଇ ବର୍ଷ ହେଲା ସାଙ୍କେତିକ ଢଙ୍ଗରେ ପାଳନ କରାଯାଉଥିଲା। ଚଳିତ ବର୍ଷ କଟକଣା ଲାଘବ କରାଯାଇଥିବାରୁ ଭକ୍ତଙ୍କ…

ତାଳଧ୍ୱଜ ଓ ଦର୍ପଦଳନ ପରେ ବଡ଼ଦାଣ୍ଡରେ ଗଡ଼ିଲା ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ

ପୁରୀ: ପ୍ରଥମେ ପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ତାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗଡ଼ିବା ପରେ ଏବେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣା ଆରମ୍ଭ ହୋଇଛି। ଏହି ରଥକୁ ଭକ୍ତମାନେ ଟାଣି ନେଉଛନ୍ତି। ଶ୍ରୀକ୍ଷେତ୍ରରେ ପ୍ରବଳ ଜନଗହଳି ପରିଲକ୍ଷିତ ହୋଇଛି। ଏଣେ ଜୟ ଜଗନ୍ନାଥ ଧ୍ବନିରେ…

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା: ତିନି ରଥରେ ’ଛେରାପହଁରା’ ନୀତି କରୁଛନ୍ତି ଗଜପତି ମହାରାଜା

ପୁରୀ: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଘୋଷଯାତ୍ରା ପାଇଁ ଚଳଚଚଞ୍ଚଳ ଶ୍ରୀକ୍ଷେତ୍ର । ଦୀର୍ଘ ଦୁଇ ବର୍ଷ ପରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳିନ ହେଉଥିବାରୁ ବାଡ଼ଦାଣ୍ଡରେ ଲକ୍ଷାଧିକ ଲୋକଙ୍କ ଜନସମାଗମ । ତେବେ ଆଜି ସକାଳୁ ତିନି ଠାକୁର ଧାଡ଼ି ପହଣ୍ଡିରେ ଆସି ରଥାରୁଢ଼ ହେବା ପରେ ତିନି…

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା: ଝୁଲି ଝୁଲି ରଥାରୁଢ଼ ହେଲେ କାଳିଆ ସାଆନ୍ତେ

ପୁରୀ: ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ମହାପ୍ରଭୁଙ୍କ ନୀତିକାନ୍ତି ୩ ଘଣ୍ଟା ଆଗୁଆ ଚାଲିଛି । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ପହଣ୍ଡି କରି ଦେବଦଳନ ରଥରେ ବିଜେ କରାଯାଇଥିଲା । ଏହା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୨୦  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ପୁରୁଷୋତ୍ତମ ପୁରୀରେ ନୀଳଚକ୍ର ଉପରେ ଉଡୁଥିବା ପତିତପାବନ ବାନା ପତିତ ଉଦ୍ଧାର କରିବା ସହ ପୁରୀକୁ ଆସିଥିବା ସମସ୍ତ ସାଧୁ, ସନ୍ଥ, ଯୋଗୀ, ମୁନିଙ୍କ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୧୯ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ବା ପୃଥବୀ ପ୍ରସିଦ୍ଧ ରଥଯାତ୍ରା ଆରମ୍ଭ ହେବାକୁ ଯାଉଛି। ଶ୍ରୀଜୀଉମାନେ ସମ୍ପୁର୍ଣ୍ଣ ସୁସ୍ଥ ହୋଇ ଭକ୍ତମାନଙ୍କୁ ନବଯୌବନ ଦର୍ଶନ ଦେଇ…

ମହାପ୍ରଭୁଙ୍କ ନବଯୌବନ ବେଶ ଦର୍ଶନ କଲେ ଭକ୍ତ

ପୁରୀ: କରୋନା ଥମିଗଲା। ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଦୀର୍ଘ ଦୁଇ ବର୍ଷ ପରେ ବଡ଼ ଦାଣ୍ଡକୁ ଆସିବେ ମହାପ୍ରଭୁ । ଏବେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ। ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ମହାପ୍ରଭୁଙ୍କ ନବଯୌବନ ବେଶ ଦେଖି ଆତ୍ମହରା ହୋଇପଡ଼ୁଛନ୍ତି ଶ୍ରଦ୍ଧାଳୁ । ଅଣସର ପରେ ମହାବାହୁଙ୍କୁ ଦର୍ଶନ କରି କୃତାର୍ଥ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୧୮  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅଣସର ନୀତି ସରି ଯାଇଛି । ବନକ ଲାଗି ପରେ ଶ୍ରୀଜୀଉମାନେ ଅମାବାସ୍ୟା ସକାଳୁ ପ୍ରସ୍ତୁତ ହୋଇ ବସିଛନ୍ତି ନିଜର ନବ ଯୌବନ ବେଶରେ ଦର୍ଶନ ଦେବା ପାଇଁ। ଏହି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୧୭ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପତିତପାବନ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଯେପରି ପାପ ହରଣ କରେ, ସେହିପରି ନୀଳଚକ୍ରରେ ସର୍ବଦା ଫର ଫର ଉଡୁଥିବା ପତିତପାବନ ବାନା ସେପରି ପାପୀ ଓ ପତିତ ଦର୍ଶନ ଯେପରି ପାପ ହରଣ କରେ। ।…