Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

[ଦେଖନ୍ତୁ ଭିଡିଓ] ଗାଁରୁ ସହର ସବୁଠି ରଜ ମଉଜ: ରଜ ଦୋଳି ସହ ପିଠା, ମିଠା ପାନର ଜମୁଛି ଆସର

ଯାଜପୁର  : ଓଡ଼ିଆ ପରମ୍ପରା ଭିତରେ ରଜର ସ୍ଥାନ ସ୍ୱତନ୍ତ୍ର । ୩ ଦିନ ପାଳନ ହେଉଥିବା ଏକ ମାତ୍ର ପର୍ବ ହେଉଛି ରଜ। ଆଧୁନିକତାର ପ୍ରଭାବରେ ଏହି ରଜ ପର୍ବର ଆକର୍ଷଣ କମି କମି ଆସୁଥିବା ବେଳେ ଏହି ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଉଦ୍ୟମ  ଜାରି ରହିଛି  । ଯାଜପୁରର ମଙ୍ଗଳପୁରରେ ଏହି ରଜ…

ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଗଜାନନ ବେଶ ଏବଂ ଏହାର କିମ୍ଵଦନ୍ତୀ

- ଦେବଦତ୍ତ ରଥ ଶ୍ରୀମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରା ମଧ୍ୟରୁ ସ୍ନାନ ଯାତ୍ରା ଅନ୍ୟତମ । ଏହାକୁ ଦେବସ୍ନାନ ପୂର୍ଣ୍ଣିମା କୁହାଯାଏ। ପ୍ରତି ବର୍ଷ ଜ୍ୟୈଷ୍ଠ ମାସ ପୂର୍ଣ୍ଣିମା ତିଥିରେ ଏହା ପାଳିତ ହୋଇଥାଏ । ଏହି ଅବସରରେ ଚତୁର୍ଦ୍ଧାମୂର୍ତ୍ତି ପହଣ୍ଡି ବିଜେରେ ଆନନ୍ଦବଜାର ସ୍ଥିତ…

ଆଜି ପହିଲି ରଜ : ଦୁଇ ବର୍ଷ ପରେ ପୁଣି ଥରେ ଗାଁ ଆମ୍ବ ତୋଟାରେ ଝୁଲୁଛି ଦୋଳି, ଘରେ ଘରେ ପିଠାପଣାରେ ଆସର

ଭୁବନେଶ୍ବର: କରୋନା କାୟା ଥମିବାପରେ ଦୁଇ ବର୍ଷ ପରେ ପୁଣି ଶୁଭିଛି ରଜ ଦୋଳି ଗୀତ। ପୁଣି ସମସ୍ତେ ବେଶ ଧୁମଧାମରେ ପାଳୁଛନ୍ତି ରଜ। ଏଥର ରଜ ସଜବାଜ ଖୁବ ଜମୁଛି ଓଡିଶାର ଗଣପର୍ବ ରଜ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସମସ୍ତ ପର୍ବପର୍ବାଣି ଓ ଯାନୀଯାତ୍ରା ମଧ୍ୟରେ ପ୍ରାଧାନ୍ୟ ବିସ୍ତାର କରିଥିବା ଦ୍ୱାଦଶ ଯାତ୍ରା ହେଉଛି, ସ୍ନାନଯାତ୍ରା , ରଥଯାତ୍ରା, .ଶୟନ, ଦକ୍ଷିଣାୟନ, ପାର୍ଶ୍ଵ…

ଆମ ଐତିହ୍ୟର ପର୍ବ ‘ରଜ’

ରଜ ଉପଲକ୍ଷେ ରାଜଲକ୍ଷ୍ମୀ ତ୍ରିପାଠୀଙ୍କ ସ୍ୱତନ୍ତ୍ର ଆଲେଖ୍ୟ ଆଦ୍ୟ ଆଷାଢ଼ର ସଂକ୍ରାନ୍ତିରେ ଓଡ଼ିଶାର ପୁରପଲ୍ଲୀଠାରୁ ଆରମ୍ଭ କରି ସହରୀ ଜୀବନଚର୍ଯ୍ୟାରେ ପାଳିତ ହୁଏ ରଜପର୍ବ। ପଲ୍ଲୀ ଜୀବନରେ ରଜ ଏକ ଉତ୍ସବ ନୁହେଁ ଏକ ସଂସ୍କୃତି। ସହରରେ ରଜ ଟିକେ ନିଆରା, କିଛି କୃତ୍ରିମ। ମାଟି ପ୍ରତି…

ରଜରେ ପାନଖିଆ ଏକ ନିଆରା ଓଡ଼ିଆ ପରମ୍ପରା…

- ଦେବଦତ୍ତ ରଥ ଆସନ୍ତା କାଲିଠାରୁ ଆରମ୍ଭ ହୋଇଯିବ ରଜ । କାଲି ପହଲି ରଜ ପୂର୍ବରୁ ଆଜିଠାରୁ ଆରମ୍ଭ ହୋଇଗଲାଣି ରଜ ପାଇଁ ସଜବାଜ । ରଜରେ ପାନଖିଆ ଏକ ନିଆରା ଓଡ଼ିଆ ପରମ୍ପରା । ପ୍ରୀତିର ବନ୍ଧନ ହେଉଛି ପାନ। ପ୍ରୀତି, ପ୍ରେମ, ବନ୍ଧୁତାକୁ ଆଦି ଛଅଟି ଲକ୍ଷଣ ନିର୍ଦ୍ଧାରିତ କରାଯାଇଛି । ଦିଏ,…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୦୨ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନାରାୟଣ ନାମ ଆଲୋଚନାର ଅନ୍ୟ ଏକ ଦିଗକୁ ଆଜି ବିଶ୍ଳେଷଣ କରିବା, କାରଣ ଏହା କେବଳ ଏକ ନାମ ନୁହେଁ ଏହା ହେଉଛି ମୁକ୍ତିପଥ ମନ୍ତ୍ର। ଅଜାମିଳ ପ୍ରସଙ୍ଗ ଏହା…

ରାଧା ହିଁ କୃଷ୍ଣ ହିଁ ରାଧା: ଯେବେ ରୁକ୍ମିଣୀ ନେବାକୁ ଚାହିଁଲେ ରାଧାରାଣୀଙ୍କ ପ୍ରେମ ପରୀକ୍ଷା…

- ଦେବଦତ୍ତ ରଥ ଦିନେ ରୁକ୍ମିଣୀ ଭୋଜନ ପରେ ଶ୍ରୀକୃଷ୍ଣଙ୍କୁ କ୍ଷୀର ପିଇବାକୁ ଦେଲେ। କ୍ଷୀର ଗରମ ଥିବା ହେତୁ ଏହା ଶ୍ରୀକୃଷ୍ଣଙ୍କ ହୃଦୟରେ କଷ୍ଟ ଅନୁଭୂତ ହେଲା ଏବଂ ତାଙ୍କ ଶ୍ରୀମୂଖରୁ ବାହାରିଲା, “ହେ ରାଧେ”! ରୁକ୍ମିଣୀ କହିଲେ, ହେ ପ୍ରଭୁ, ରାଧାଜୀଙ୍କ ଠାରେ ଏପରି କ’ଣ ଅଛି ଯେ ଆପଣଙ୍କ…

[ଦେଖନ୍ତୁ ଭିଡିଓ] ରୁକ୍ମିଣୀଙ୍କ ପ୍ରେମପତ୍ର: କ’ଣ ଲେଖିଥିଲେ ରୁକ୍ମିଣୀ ତାଙ୍କ ପ୍ରେମ ପତ୍ରରେ…

- ଦେବଦତ୍ତ ରଥ ଦ୍ୱାରକାର ନୃପତି ପ୍ରଭୁ ଶ୍ରୀକୃଷ୍ଣଙ୍କର ଷୋଳ ସହସ୍ର ଏକ ଶହ ରାଣୀଙ୍କ ସହିତ ରୁକ୍ମିଣୀ ଓ ସତ୍ୟଭାମା ଆଦି ଅଧିକା ଆଠ ପାଟରାଣୀ ଥିଲେ। ଦିବ୍ୟ ସୁନ୍ଦରୀ, ଗୁଣବତୀ ଓ ପବିତ୍ରତାର ପ୍ରତୀକ ଦେବୀ ରୁକ୍ମିଣୀ ଶ୍ରୀକୃଷ୍ଣଙ୍କ ରୂପ, ଗୁଣରେ ଆକୃଷ୍ଟ ହୋଇ ତାଙ୍କୁ ବିବାହ ପାଇଁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୦୧  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନାରାୟଣ ନାମ ଉପରେ ଆଲୋଚନା ଜାରିରଖି, ନାରାର ଦ୍ଵିତୀୟ ଅର୍ଥ ନରଗଣ ବା ମନୁଷ୍ୟ ସମ୍ବନ୍ଧୀୟ ଅର୍ଥର ବିଶ୍ଳେଷଣ କରିବା। ଆମର ମହାନ ଗ୍ରନ୍ଥ ମହାଭାରତ…