Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ହିନ୍ଦୁ ଧର୍ମରେ ମାର୍ଗଶିର ମାସର ବୈଶିଷ୍ଟ୍ୟ…

ଭୁବନେଶ୍ୱର: ହିନ୍ଦୁ ଧର୍ମ ଅନୁସାରେ ବର୍ଷର ନବମ ମାସ ହେଲା ମାର୍ଗଶିର ମାସ । ପୁରାଣ ଅନୁଯାୟୀ, ମାର୍ଗଶିର ମାସରେ ବ୍ରତ ଆଦି କଲେ ଭଗବାନଙ୍କ କୃପା ଲାଭ ହୋଇଥାଏ ।ଏହି ମାସରେ ବ୍ରତ, ପୂଜା ଆଦି କଲେ ଭଗବାନ ଶ୍ରୀ କୃଷ୍ଣଙ୍କ କୃପା ପ୍ରାପ୍ତି ହୋଇଥାଏ ।କାର୍ତ୍ତିକ ପରି ଏହି ମାସର ମଧ୍ୟ ରହିଛି…

ଆଜି କାର୍ତ୍ତିକ ପୂର୍ଣ୍ଣିମା…

ଭୁବନେଶ୍ୱର: ଆଜି କାର୍ତ୍ତିକ ପୂର୍ଣ୍ଣିମା, ରାସ ବା ରାସ ପୂର୍ଣ୍ଣିମା ନାମରେ ମଧ୍ୟ ଏହା ପରିଚିତ ‌। ଓଡ଼ିଶାର ଆଚାର ବିଚାର, ଚାଲିଚଳଣି ତଥା ଧର୍ମୀୟ ଭାବନା ସହିତ ଏହି ପର୍ବ ଜଡ଼ିତ । ଉତ୍କଳର ପ୍ରାଚୀନ ଇତିହାସ ଓ ଖ୍ରୀଷ୍ଟପୂର୍ବୀୟ କାଳରେ ଓଡ଼ିଶାରେ ନୌବାଣିଜ୍ୟ ଦୃଷ୍ଟିକୋଣରୁ ଏହି ପର୍ବର…

ଆଜି ଶ୍ରୀମନ୍ଦିରରେ ତିନିଠାକୁରଙ୍କ ରାଜରାଜେଶ୍ୱର ବେଶ; ସ୍ବର୍ଣ୍ଣ ଅଳଙ୍କାରରେ ସଜେଇ ହେବେ ଦାରୁଦିଅଁ

ଭୁବନେଶ୍ୱର: କାର୍ତ୍ତିକ ମାସର ପଞ୍ଚୁକ ୫ଦିନ ଶ୍ରୀମନ୍ଦିରରେ ମହାପ୍ରଭୁ ପାଞ୍ଚଟି ସ୍ବତନ୍ତ୍ର ବେଶରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି। ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ମହାପ୍ରଭୁ ରାଜରାଜେଶ୍ୱର ବା ସୁନା ବେଶରେ ସଜେଇ ହୋଇଛନ୍ତି। କାର୍ତ୍ତିକମାସ ପୂର୍ଣ୍ଣିମାରେ ପାରମ୍ପରିକ…

ଓଡ଼ିଆ ସଂସ୍କୃତିରେ ବୋଇତ ବନ୍ଦାଣ…

ଭୁବନେଶ୍ୱର: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଓଡିଶାର ପ୍ରାୟତଃ ସ୍ଥାନରେ ଡଙ୍ଗାଭସା ବା  ବୋଇତ ବନ୍ଦାଣ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଥାଏ । ଏହି ଉତ୍ସବ କାହିଁ କେଉଁ ଅନାଦି କାଳରୁ ଉତ୍କଳୀୟ ପରମ୍ପରାରେ ସହ ଜଡିତ । ଏହି ଦିନ ବ୍ରହ୍ମମୂହୁର୍ତ୍ତରୁ ଉଠି ଲୋକେ ବିଭିନ୍ନ ପ୍ରକାରର ବୋଇତ…

ବାବା ଧବଳେଶ୍ୱରଙ୍କୁ ରାତି ୩ଟାରେ ଲାଗି ହେଲା ଗଜଭୋଗ

ଆଠଗଡ଼(କଟକ): କଟକ ଜିଲ୍ଲା ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ପାଳିତ ହୋଇଛି ବଡ଼ଓଷା । ଏହି ଅବସରରେ ଗତକାଲି ରାତି ୩ଟାରେ ଗଜଭୋଗ ଲାଗି ହୋଇଥିଲା । ରାତି ଗୋଟାଏରେ ପହଡ଼ ଖୋଲାଯାଇ ମଙ୍ଗଳ ଆଳତି, ବାଳଭୋଗ ସହ ଅନ୍ୟାନ୍ୟ ନୀତିକାନ୍ତି ହୋଇଥିଲା । ଏହାପରେ ରାତି ୩ଟାରେ ବାବା…

ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କ ଲକ୍ଷ୍ମୀନୃସିଂହ ବେଶ

ଭୁବନେଶ୍ୱର: ପଞ୍ଚୁକ ପାଞ୍ଚ ଦିନ ଶ୍ରୀଜୀଉଙ୍କର ସ୍ୱତନ୍ତ୍ର ବେଶ ହେବା ସହ ସ୍ୱତନ୍ତ୍ର ନୀତି ହୋଇଥାଏ। ତେବେ ଏହି ଦୁର୍ଲଭ ବେଶ ଦେଖିବାକୁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଲାଗି ରହିଛି। ତେବେ ଭିଡ଼କୁ ନିୟନ୍ତ୍ରଣ କରିବାକୁ ଶ୍ରୀମନ୍ଦିର ଚାରିପଟେ ପୋଲିସ୍‌ ଫୋର୍ସ ମୁତୟନ ରହିଛନ୍ତି। ଆସନ୍ତାକାଲି…

ବିନା ଭକ୍ତରେ ଧବଳେଶ୍ୱର ପୀଠରେ ବଡଓଷା, ରାତିରେ ଗଜଭୋଗ

କଟକ: ଆଜି ଧବଳେଶ୍ୱରଙ୍କ ପୀଠରେ ବଡ଼ଓଷା । କିରାତ ଅର୍ଜୁନ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ବାବା ଧବଳେଶ୍ୱର ବଡ଼ସିଂହାର ଓ ପରେ ନାଗା ବେଶ ଧାରଣ କରିବେ । ମଧ୍ୟରାତ୍ରିରେ ବାବାଙ୍କ ଠାରେ ଲାଗି ହେବ ଗଜଭୋଗ । ଏଥର କରୋନା ଯୋଗୁ ବିନା ଭକ୍ତରେ ପାଳିତ ହେଉଛି ମନ୍ଦିର ବଡ଼ଓଷା ।…

ରତ୍ନସିଂହାସନରେ ଶ୍ରୀଜିଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ସଂପନ୍ନ

ପୁରୀ: ଶ୍ରୀକ୍ଷେତ୍ରରେ ସମ୍ପନ୍ନ ହୋଇଛି ଶ୍ରୀଜିଉମଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ଏହି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ । ନାଗାର୍ଜୁନ ବେଶ ନେଇ ବିଳମ୍ୱ ହୋଇଥିଲା । ପ୍ରାୟ ୩ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା ବେଶ କାର୍ୟ୍ୟ । ଭୋର ୪ଟା ପରିବର୍ତ୍ତେ ସକାଳ ୭ଟାରେ ଆରମ୍ଭ ହୋଇଥିଲା ବେଶ…

ନାଗାର୍ଜୁନ ବେଶରେ ଦିବ୍ୟ ଦୃଶ୍ୟ: ଶ୍ରୀମନ୍ଦିର ଚାରିପଟେ ଇନ୍ଦ୍ରଧନୁ ବଳୟ

ପୁରୀ: ଦୀର୍ଘ ୨୫ ବର୍ଷର ଅପେକ୍ଷା ପରେ ଆଜି ଆସିଛି ସେଇ ଦିବ୍ୟ ସଂଯୋଗ। ମହାବହୁଙ୍କର ଆଜି ସେହି ଅପୂର୍ବ ଓ ଅଲୌକିକ ବେଶର ଦିନ। ଦୁର୍ଲ୍ଲଭ ନାଗାର୍ଜୁନ ବେଶରେ ଚତୁର୍ଦ୍ଧା ମୂର୍ତ୍ତି। ଆଜିର ଏହି ଦିବ୍ୟ ଅବସରରେ ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ବିରଳ ଦୃଶ୍ୟ। ଦେଉଳ…

ବଡ଼ ଠାକୁରଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ; ଯୋଦ୍ଧା ବେଶରେ ଚତୁର୍ଦ୍ଧା ମୂର୍ତ୍ତି

ଭୁବନେଶ୍ୱର: ଦୀର୍ଘ ୨୫ ବର୍ଷ ପରେ ଘଟିଛି ମହା ସଂଯୋଗ। ଅପୂର୍ବ ରୂପ, ଅସାଧାରଣ ଲୀଳା। ଆଜି ହେବ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ବୀର ବେଶରେ ସଜେଇ ହେବେ ବଡ଼ ଠାକୁର। ଯୋଦ୍ଧା ସାଜିବେ କଳାଠାକୁର। ଅସ୍ତ୍ରଶସ୍ତ୍ର ଧରିବେ ଚତୁର୍ଦ୍ଧା ମୂର୍ତ୍ତି। ପର୍ଶୁରାମଙ୍କ ସହସ୍ରାର୍ଜ୍ଜୁନ ବଧ…