Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ନବରାତ୍ରୀ ଅବସରରେ ଆସନ୍ତୁ ଜାଣିବା କେଉଁ ଦିନ କଣ ଭୋଗ କଲେ ମାଆ ପ୍ରସନ୍ନ ହେବେ

ପୁରୀ: ଦୁର୍ଗାପୂଜା ଅବସରରେ ମାଆଙ୍କ ପ୍ରତି ସମସ୍ତଙ୍କ ଭକ୍ତି ଭାବ ରହିଥାଏ । ହର୍ଷ ଉଲ୍ଲାସରେ ସମସ୍ତେ ଏହି ପର୍ବକୁ ପାଳନ କରିଥାନ୍ତିି । ତେବେ ଆସନ୍ତୁ ଜାଣିବା କେଉଁ ଦିନ ମାଆଙ୍କୁ କେଉଁ ଭୋଗ କଲେ ସବୁ ଦୁଃଖ ଦୂର ହୋଇଥାଏ । ପ୍ରଥମ ଦିନ : ନବରାତ୍ରୀର ପ୍ରଥମ ଦିନ ମାଆ ଶୈଳପୁତ୍ରୀଙ୍କୁ…

ଆସନ୍ତୁ ଜାଣିବା ସଂସ୍କୃତି ଓ ପରିବେଶ ସହ କିପରି ଭାବେ ଦୁର୍ଗାପୂଜା ଜଡିତ

ପୁରୀ: ଆମ ପୁରାତନ ସଂସ୍କୃତି ଅନୁଯାୟୀ ପଂଚଭୂତକୁ ଆଧାର କରି ଦୁର୍ଗାପୂଜା ଆୟୋଜିତ ହୋଇଥାଏ । ଶରତକାଳୀନ ଦୁର୍ଗା ହେଉ ଅଥବା ବାସନ୍ତି ଦୁର୍ଗାପୂଜା, ଏଥିରେ ମୂର୍ତ୍ତି ସ୍ଥାପନ କରାଯାଇ ଜୀବନ୍ୟାସ କର୍ମ ସହ ପୂଜା ନିୟମ ପ୍ରଣୟନ ହେଉଥିଲେ ମଧ୍ୟ ଘଟସ୍ଥାପନ ଜନିତ ପୂଜା ଆବହମାନ କାଳରୁ ପ୍ରଚଳିତ ।…

ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା, ସଂକ୍ଷେପରେ…

ଭୁବେନଶ୍ୱର: ଦୁର୍ଗା ପୂଜା । ଭାରତରେ ସବୁଠୁ ଅଧିକ ଦିନ ଧରି ଏହି ପୂଜା ଉତ୍ସବକୁ ପାଳନ କରାଯାଇଥାଏ । ତେବେ ଦେଶର ବିଭିନ୍ନ ପ୍ରାନ୍ତରେ ପୂଜାର ନାମକରଣ ବି ଭିନ୍ନ ରହିଥାଏ । ୯ଟି ରୂପରେ ୯ଦିନ ପର୍ଯ୍ୟନ୍ତ ପୂଜା ପାଇଥାନ୍ତି ମା' ଦୁର୍ଗା । ଉତ୍ତର ଦିଗରେ ଥିବା ରାଜ୍ୟଗୁଡିକ ଯେଉଁଠି ନବରାତ୍ରୀ…

ଆସୁଛି ଦୁର୍ଗାପୂଜା; କେଉଁ ଦିନ କେଉଁ ଦୀପ ଜାଳି କରିବେ ମାଆଙ୍କ ଆରାଧନା, ଜାଣନ୍ତୁ

ଭୁବନେଶ୍ୱର: ଆସୁଛି ମାଆ ଜଗତଜନିନୀ ଦୁର୍ଗାଙ୍କ ଶାରଦୀୟ ଦୁର୍ଗାପୂଜା। ତେବେ ମାଆଙ୍କର ଏହି ପୂଜାର ଶେଷ ତିନିଦିନ ମାଆଙ୍କୁ ଉପାସନା କରିବାର ଉତ୍କୃଷ୍ଟ ସମୟ ବୋଲି କୁହାଯାଏ। ନବରାତ୍ରର ଉପବାସ ଯେଉଁମାନେ କରିପାରନ୍ତି ନାହିଁ , ସେମାନେ ଏହି ତିନି ଦିନ( ଅଷ୍ଟମୀ, ନବମୀ, ଦଶମୀ) ଉପବାସ ରହି…

ଆପଣ ଜାଣନ୍ତି କି ବର୍ଷକୁ ଦୁଇ ଥର ହୁଏ ଦୁର୍ଗା ପୂଜା !

ଭୁବନେଶ୍ୱର: ଭାରତରେ ପ୍ରତିବର୍ଷ ଦୁଇଥର ଦେବୀ ଦୁର୍ଗାଙ୍କର ପୂଜା ଅନୁଷ୍ଠିତ ହୁଏ । ଶରତ ଋତୁରେ ଆଶ୍ୱିନ ମାସ ଶୁକ୍ଳ ପକ୍ଷର ପୂଜାକୁ ‘ଦେବୀ ପୂଜା’ ଏବଂ ବସନ୍ତ ଋତୁରେ ଚୈତ୍ରମାସ ଶୁକ୍ଳ ପକ୍ଷର ପୂଜାକୁ ‘ବାସନ୍ତୀ ପୂଜା’ କୁହାଯାଏ । ଯେଉଁ ମା’ର ଶସ୍ୟ ଆହାର କରି ମାନବ ଜୀବିକା ନିର୍ବାହ କରେ,…

ଦେବୀ ଦୁର୍ଗାକୁ ନେଇ କ’ଣ ରହିଛି କିମ୍ବଦନ୍ତୀ!

ଭୁବନେଶ୍ୱର: ମା ଦୁର୍ଗା ଆଦି ଶକ୍ତି, ଭବାନୀ ଭଳି ବିଭିନ୍ନ ନାମରେ ପରିଚିତ । ପୁରାଣ ଅନୁଯାୟୀ ଅସୁର ମାନଙ୍କ ସଂହାର ପାଇଁ ମାତା ଜନ୍ମ ଗ୍ରହଣ କରିଥିଲେ। ଯଦିଓ ବର୍ଷସାରା ମାତାଙ୍କୁ ପୂଜା କରାଯାଏ କିନ୍ତୁ ନବରାତ୍ର ସମୟରେ ସ୍ୱତନ୍ତ୍ର ଭାବେ ଦେବୀଙ୍କର ପୂଜାର୍ଚ୍ଚନା କରାଯାଏ । କୁହାଯାଏ ଯେ…

ଅନାଲୋଚିତ କୀର୍ତ୍ତିରାଜି ବାଲିନଅରର ମୂକସାକ୍ଷୀ ସାଜିଛନ୍ତି ବାବା ଅଷ୍ଟଶମ୍ଭୁ ଓ ମା’ଶ୍ୟାମାକାଳୀଙ୍କ ମନ୍ଦିର

ପୁରୀ : ପୁରୀର ଗଜପତି ମହାରାଜାଙ୍କ ‘ବାଲିନଅର’ ତଥା ‘ପୁରୁଣା ନଅର’ଏକ ଅନାଲୋଚିତ କୀର୍ତ୍ତିରାଜି ।  ପୋତାପୋତି ଓ ରାସ୍ତ ନିର୍ମାଣରେ ସବୁ କିଛି ଲୁଚି ଯାଉଛି ଆସନ୍ତୁ ଜାଣିବା ଏହାର ଐତିହ୍ୟ ସମ୍ପର୍କରେ । ବାବା ଅଷ୍ଟଶମ୍ଭୁ ଓ ମା’ଶ୍ୟାମାକାଳୀଙ୍କ ମନ୍ଦିର ଏହି ନହରର ମୂକସାକ୍ଷୀ ।…

ଭାଇରସ୍ ନୁହେଁ, ଭୈରବୀର ଡାକ ଇୟେ!

ପୃଥବୀର ୨୦୦ଟି ଦେଶରେ ବର୍ତମାନ ‘କରୋନା’ର କୋକୁଆ ଭୟ । କେବଳ, ହଁ କେବଳ ମଣିଷ ଶରୀର ହିଁ ତା’ର ମୁଖ୍ୟ ଟାର୍ଗେଟ୍ । ମଣିଷ ଉପରେ କରୋନା ଏତେ କ୍ରୋଧାନ୍ୱିତ ଯେ, ସେ ଖୋଜିଖୋଜି ମଣିଷକୁ ହିଁ ଧରୁଛି । କରୋନାର ଏହି କ୍ରୁର ରୂପ ଦେଖି ସାଧାରଣରେ ଏବେ ଆଲୋଚନା-ମାଳିକା ବର୍ଣ୍ଣିତ ଭୈରବୀ ଏହି…

ଓଡ଼ିଶାର ଲୋକ ନୃତ୍ୟ ‘ଛଉ ନାଚ’ ସମ୍ପର୍କରେ ଜାଣନ୍ତୁ କିଛି ଅଜଣା କଥା…

ଭୁବନେଶ୍ୱର: ଓଡ଼ିଶାର ଲୋକନୃତ୍ୟ ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା ସହିତ ଏହି ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଓଡ଼ିଶାର ଲୋକ ନୃତ୍ୟ ଜନମାନସର ପରିବର୍ତ୍ତନ ସହ ତାଳ ଦେଇ ଏହାର ରୂପରେ ବହୁବିଧ ପରିବର୍ତ୍ତନ ଆଣିପାରିଛି । ମୁଖ୍ୟତଃ ଧର୍ମଚାର,…

ପ୍ରାଚୀନ କାଳରେ ଅର୍ଥ ରୂପେ ବ୍ୟବହାର ହେଉଥିବା କଉଡ଼ି ସମ୍ପର୍କରେ, ଜାଣନ୍ତୁ

ଭୁବନେଶ୍ୱର: କଉଡ଼ି ବା କପର୍ଦ୍ଦକ ହେଉଛି ସାମୁଦ୍ରିକ ଜୀବର ଶକ୍ତ କୋଷ ବିଶେଷ। ଏହା 'ଧନ' ଓ 'ମୂଲ୍ୟ' କୁ ମଧ୍ୟ ସୂଚାଇଥାଏ । ପ୍ରାଚୀନ କାଳରେ ଅର୍ଥନୀତି ରୂପେ ବ୍ୟବହାର ହେଉଥିଲା କଉଡ଼ି ପ୍ରାଚୀନ କାଳରେ ଏହା ଦେଶ ବିଦେଶରେ ମୁଦ୍ରା ରୂପେ ବ୍ୟବହୃତ ହେଉଥିଲା। ଓଡ଼ିଶାର କେଶରୀ ବଂଶର…