Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ଏହି ମୁସଲିମ ଦେଶରେ ରହିଛି ବିଷ୍ଣୁଦେବଙ୍କ ଉଚ୍ଚତମ ମୂର୍ତ୍ତି

ଭୁବନେଶ୍ୱର: ହିନ୍ଦୁଧର୍ମର ଆରାଧ୍ୟ ଦେବତା ଭଗବାନ ବିଷ୍ଣୁ । ତାଙ୍କୁ ପୃଥିବୀର ପାଳନକର୍ତ୍ତା ଭାବେ ବିବେଚନା କରାଯାଏ। ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ଭରି ରହିଛି ଭଗବାନ ବିଷ୍ଣୁଙ୍କ ମନ୍ଦିର । ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ବିଶ୍ୱର ଉଚ୍ଚତମ ବିଷ୍ଣୁ ମନ୍ଦିର ସମ୍ପର୍କରେ । ଆପଣ…

ଆଜି ପବିତ୍ର ହରିଶୟନ ଏକାଦଶୀରେ ମହାପ୍ରଭୁଙ୍କ ଶୟନ ନୀତି

ଚଳିତ ବର୍ଷ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ହରିଶୟନ ଏକାଦଶୀ (ବଡ ଏକାଦଶୀ) ପାଳନ ହୋଇ ନାହିଁ । ଆଜି ଶ୍ରାବଣ ମାସ ଶୁକ୍ଳପକ୍ଷ ଏକାଦଶୀ ଦିନ ପବିତ୍ର ହରିଶୟନ ଏକାଦଶୀ ନୀତି ପାଳନ ହେବ । “ ନୀଳାଦ୍ରି ମହୋଦୟ ” ର ସଂଗୃହିତ ... ଚାତୁର୍ମାସ୍ୟାନ୍ତରେ ରାଜନ୍ ମାସବୃଦ୍ଧିର‌୍ୟଥାଭବେତ୍…

ଏହି ମନ୍ଦିରରେ ପ୍ରସାଦ ଭାବେ ଠାକୁରଙ୍କୁ ଅର୍ପଣ ହେଉଛି ମାସ୍କ !

ବାରାଣସୀ: ଦେଶରେ ଭୟଙ୍କର ରୂପ ନେବାରେ ଲାଗିଛି ମହାମାରୀ କରୋନା । ପ୍ରତିଦିନ ପାଖାପାଖି ୫୦ ହଜାର ନୂଆ ଆକ୍ରାନ୍ତ ଦେଶରେ ଚିହ୍ନଟ ହେଉଛନ୍ତି। କରୋନା ଯୋଗୁଁ ଅନେକ ସ୍ଥାନରେ ଲାଗିଛି ଅନେକ ପ୍ରକାରର କଟକଣା । ଏହି ସଙ୍କଟ ସମୟରେ ସବୁ ଧାର୍ମିକ ସ୍ଥାନରେ ମଧ୍ୟ ରୀତିନୀତି ସବୁକୁ ବନ୍ଦ…

ଧନ ବୃଦ୍ଧି କରାଇବ ଚାଣକ୍ୟଙ୍କ ଏହି ଉପାୟ !

ଭୁବନେଶ୍ୱର: ଜୀବନର ଅନେକ ଗୂଢ ରହସ୍ୟର ସମାଧାନର ବାଟ ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିଶାସ୍ତ୍ରରେ ବତାଇ ଦେଇଛନ୍ତି । ସେଥି ମଧ୍ୟରୁ ଧନ ବୃଦ୍ଧି ଅନ୍ୟତମ। ଏହାର ଅନୁସରଣ କରିବା ଦ୍ୱାରା ଜୀବନ ସମୃଦ୍ଧ ଏବଂ ଉଲ୍ଲାସପୂର୍ଣ୍ଣ ହୋଇଥାଏ। ଚାଣକ୍ୟ ବାଣୀ ଅନୁଯାୟୀ, ପଇସା ରୋଜଗାର କରିବା ଏବଂ ସଞ୍ଚୟ…

ଏହିସବୁ କାର୍ଯ୍ୟ କଲେ ରୋଷ ହୁଅନ୍ତି ମାଆ ଲକ୍ଷ୍ମୀ, ଜାଣନ୍ତୁ

ଭୁବନେଶ୍ୱର: ହିନ୍ଦୁଶାସ୍ତ୍ର ଅନୁସାରେ ଧନର ଦେବୀ ହେଉଛନ୍ତି ମା ଲକ୍ଷ୍ମୀ ପ୍ରତ୍ୟେକ ଦିନ ସ୍ୱଚ୍ଛ ଓ ଶୁଦ୍ଧ ଭାବେ ଧନଦାତ୍ରୀ ମାଆ ଲକ୍ଷ୍ମୀଙ୍କ ଆରାଧନା କଲେ ଘରେ ଧନର ବୃଦ୍ଧି ହେବା ସହ ସୁଖ ସମୃଦ୍ଧି ମଧ୍ୟ ପ୍ରାପ୍ତ ହୁଏ । ମାତ୍ର ବେଳେବେଳେ ଦେଖାଯାଏ ଯେ ଆମ ପରିଶ୍ରମ ଅନୁଯାୟୀ ତାହାର…

ଆଜିଠୁ ଶ୍ରୀଜିଉଙ୍କ ୩ ରଥ ଖୋଲାକାମ ଆରମ୍ଭ

ପୁରୀ: ଆଜିଠାରୁ ୩ ରଥ ଖୋଲାକାମ ଆରମ୍ଭ ହୋଇଛି । ରଥ ନିର୍ମାଣ ସେବକ, ପରିଚାଳନା କମିଟି ସଦସ୍ୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଭୋଇ ସେବକ ମାନେ ପରମ୍ପରା ଅନୁଯାୟୀ ରଥ ଖୋଲା କାମ ଆରମ୍ଭ କରିଛନ୍ତି । କିନ୍ତୁ ରଥକୁ ନଭାଙ୍ଗି ସୁରକ୍ଷିତ ଭାବେ ଖୋଲାଯାଉଛି । ଏହି କାର୍ଯ୍ୟ ଏକ ମାସ ଧରି ଚାଲିବ…

ବ୍ରହ୍ମଚାରୀ ପକ୍ଷୀର ଆଖ୍ୟା ପାଇଥିବା ମୟୁର ସମ୍ପର୍କରେ ଜାଣନ୍ତୁ କିଛି ଅଜଣା କଥା

ଭୁବନେଶ୍ୱର: ଭାରତର ଜାତୀୟ ପକ୍ଷୀ ମୟୁର ଦେଖିବାକୁ ବି ଖୁବ୍ ସୁନ୍ଦର। ମୟୁର ସମ୍ପର୍କରେ ପ୍ରାୟ ସମସ୍ତଙ୍କୁ ଉଣା ଅଧିକେ ଜଣାଥିବ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ମୟୁର ସମ୍ପର୍କରେ କିଛି ଅଜଣା କଥା... ହିନ୍ଦୁ ଶାସ୍ତ୍ରରେ ମୟୁରକୁ ଏକ ବ୍ରହ୍ମଚାରୀ ପକ୍ଷୀ ବୋଲି କୁହାଯାଇଛି । ଏହାର…

ଆଜି ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା, ସାତ ଦିନ ଧରି ହେବ ପାଳନ

ଝୁଲଣ ଯାତ୍ରା ଅବସରରେ କୁମାର ଭୀମସେନଙ୍କ ସ୍ୱତନ୍ତ୍ର ଉପସ୍ଥାପନା ଶ୍ରୀମନ୍ଦିରରେ ପାଳିତ ତ୍ରୟୋଦଶ ଯାତ୍ରା, ଉପଯାତ୍ରା ତଥା ଉତ୍ସବାଦି ମଧ୍ୟରେ ଝୁଲଣ ଯାତ୍ରା ଏକ ପ୍ରମୁଖ ଯାତ୍ରା ଅଟେ । ଏହି ଯାତ୍ରା ସାତ ଦିନ ବ୍ୟାପୀ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ବିଭିନ୍ନ ମଠ ଓ ଆଶ୍ରମରେ ଅନୁଷ୍ଠିତ…

ମହାପ୍ରଭୁଙ୍କର ପ୍ରାବୃତ୍ତ ରାସ ଝୁଲଣ ଯାତ୍ରା

ମହାପ୍ରଭୁଙ୍କର ପ୍ରତି ଋତୁରେ,ପ୍ରତି ମାସରେ କିଛି ନା କିଛି ମାନବୀୟ ଲୀଳା, କେତେ ପ୍ରକାରର ରାସ ଦେଖିବାକୁ ମିଳିଥାଏ । ସେଥି ମଧ୍ୟରୁ ଗୋଟିଏ ହେଉଛି ଝୁଲଣ ଯାତ୍ରା । ଚିତଉ ଅମାବାସ୍ୟା ପରେ ପରେ ଆରମ୍ଭ ହୁଏ ସପ୍ତାହ ବ୍ୟାପୀ ଝୁଲଣ ଯାତ୍ରା । ଝୁଲଣ ଯାତ୍ରାର ମୁଖ୍ୟ ଆକର୍ଷଣ ଝୁଲଣ…

ଗୋସ୍ୱାମୀ ସନ୍ଥ ତୁଳସୀ ଦାସଙ୍କ ଜୟନ୍ତୀ ଉପଲକ୍ଷେ ..

ମହାନ୍ ସାରସ୍ଵତ ସାଧକ, କାଳଜୟୀ ସୃଷ୍ଟି ରାମ ଚରିତ ମାନସ ସ୍ରଷ୍ଟା ଗୋସ୍ୱାମୀ ସନ୍ଥ ତୁଳସୀ ଦାସଙ୍କ ଜୟନ୍ତୀରେ ତାଙ୍କର ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି । ଗୋସ୍ୱାମୀ ତୁଳସୀ ଦାସଙ୍କର ସବୁଠାରୁ ବଡ଼ କୃତି ହେଉଛି ହନୁମାନ ଚାଳିସା । ଷୋଡ଼ଶ ଶତାବ୍ଦୀରେ ଜନ୍ମଗ୍ରହଣ…