Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ପବିତ୍ର ବନ୍ଧନ ରାକ୍ଷୀ ବନ୍ଧନ

ଓଡିଶା ହେଉଛି ଏକ କୃଷିଭିତ୍ତିକ ରାଜ୍ୟ । ଯାହା ବି କିଛି ସଂସ୍କୃତି ଓ ପରମ୍ପରା ପାଳିତ ହୁଏ ତାହାର ସମ୍ପର୍କ କେବଳ କୃଷିସହିତ ରହିଛି ଧାନ ବୁଣାଠାରୁ ଆରମ୍ଭ କରି ଫସଲ ଅମଳ,ନୂଆ ଅନ୍ନ ଖାଇବା ପର୍ଯ୍ୟନ୍ତ ବିଭିନ୍ନ ଅବସ୍ଥାରେ କୃଷିଭିତ୍ତିକ ପର୍ବଗୁଡିକ ଜନସାଧାରଣଙ୍କ ଦ୍ଵାରା ଅତ୍ୟନ୍ତ ଉତ୍ସାହର…

ବଡ଼ଦେଉଳରେ କିପରି ପାଳନ ହୁଏ ରାକ୍ଷୀ ପୂର୍ଣ୍ଣିମା ?

ପୁରୀ: ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାରତର କୋଣ ଅନୁକୋଣରେ ବେଶ୍ ଧୂମଧାମରେ ଏହାକୁ ପାଳନ କରଯାଏ। ଶ୍ରୀମନ୍ଦିରରେ ମଧ୍ୟ ଯଥା ବିଦି ପାଳନ ହୁଏ ଏହି ପର୍ବ । ଭଉଣୀ ହାତରୁ ରାକ୍ଷୀ ପିନ୍ଧନ୍ତି ଲୀଳାମୟ ଠାକୁର । ଆଜି ଓଡ଼ିଶାର ପୁରପଲ୍ଲୀରେ ଏହି ପବିତ୍ର ଦିନରେ ଓଡ଼ିଆ ଝିଅମାନେ…

ଶ୍ରୀମନ୍ଦିରରେ ବଳଭଦ୍ର ଜନ୍ମ ନୀତି..

''ସୁଦ୍ଧ ସ୍ପଟିକ ପ୍ରାୟେକ ତନୁ ବର୍ଣ୍ଣ ଶଙ୍ଖ ଆକାର କୁଣ୍ଡଳ ବେନି କର୍ଣ୍ଣ ।। ଶିରେଶ ସପତ ଅହରି ମୁକୁଟ ମୁକୁତା କଦମ୍ବ ହାର ଶୋହେ କଣ୍ଠତଟ ।।'' ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମାପୂର୍ଣ୍ଣିମା ଦିନ ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ଜନ୍ମୋତ୍ସଵ ପାଳନ କରା ଯାଇଥାଏ । ଏହି ପବିତ୍ର ଜନ୍ମୋତ୍ସଵ…

ଭାଇ-ଭଉଣୀର ସ୍ନେହର ପ୍ରତୀକ ରାକ୍ଷୀକୁ ନେଇ କ’ଣ ରହିଛି ପୌରାଣିକ କଥାବସ୍ତୁ; ଜାଣନ୍ତୁ

ଭୁବନେଶ୍ୱର: ଆଜି ହେଉଛି ରାକ୍ଷୀ ପୂର୍ଣ୍ଣମୀ । ଭାଇ ଭଉଣୀଙ୍କର ଅତୁଟ ପ୍ରେମ ଓ ଭରସା ର ପ୍ରତୀକକୁ ବହନ କରିଥାଏ ଏହା । ଏହିଦିନ ଭଉଣୀଟିଏ ଭାଇର ଶୁଭ ମାନସୀ,ମନରେ ମଙ୍ଗଳ କାମନା କରି ଭାଇ ହାତରେ ବାନ୍ଧି ଦିଏ ସେନେହର ଡୋର । ଭାଇ ବି ଭଉଣୀର ସମ୍ମାନ ଓ ସ୍ୱାଭିମାନର ରକ୍ଷା କରିବାର ଶପଥ ନେଇଥାଏ…

ଆଜି ରାକ୍ଷୀ ପୂର୍ଣ୍ଣମୀ: ଜାଣନ୍ତୁ ଏହା ସମ୍ପର୍କରେ

ଭୁବନେଶ୍ୱର: ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ।  ମୁଖ୍ୟତଃ ଏକ ହିନ୍ଦୁ ପର୍ବ ଯାହା ଭାରତରେ ପାଳନ କରାଯାଏ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ଥିବା ପବିତ୍ର ବନ୍ଧନର ପ୍ରତୀକ । ଏହି ଦିନ ଭଉଣୀ, ଭାଇ ହାତରେ ବାନ୍ଧେ ସେନେହର ରାକ୍ଷୀ । ଭାଇର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ…

ବଡ଼ ଠାକୁରଙ୍କୁ ରାକ୍ଷୀ ପିନ୍ଧାଇବେ ମା’ ସୁଭଦ୍ରା: ଦେଖନ୍ତୁ ଭିଡ଼ିଓ କିପରି ପ୍ରସ୍ତୁତ ହେଉଛି…

ପୁରୀ: ଆସନ୍ତାକାଲି ଶ୍ରୀମନ୍ଦିରରେ ପାଳିତ ହେବ ରକ୍ଷା ବନ୍ଧନ ଉତ୍ସବ ଓ ବଳଭଦ୍ର ଜନ୍ମ। ଏଥିପାଇଁ ଚାଲିଛି ପ୍ରସ୍ତୁତି। ପ୍ରଭୁ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ପାଇଁ ରାକ୍ଷୀ ପ୍ରସ୍ତୁତିରେ ଲାଗିଛନ୍ତି ପାଟରା ବିଷୋୟୀ ସେବାୟତ। ରଙ୍ଗ ବେରଙ୍ଗ ବାସୁଙ୍ଗୀ ପାଟରେ ତିଆରି ହେଉଛି ୪ଟି ବଡ଼…

୧୯୯୨ରୁ ଉର୍ମିଳାଙ୍କ ସଂକଳ୍ପ: ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ନ ହେଲା ପର୍ଯ୍ୟନ୍ତ ଅନ୍ନ ଗ୍ରହଣ କରିବେନି

ଅଯୋଧ୍ୟା:ଅଯୋଧ୍ୟାରେ ଖୁବ୍ ଶୀଘ୍ର ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ତେବେ ଏହି ନିର୍ମାଣ କାର୍ଯ୍ୟ ଦେଖିବା ପାଇଁ ଜବଲପୁର ଉର୍ମିଳା ଚର୍ତୁବେଦୀ ଅପେକ୍ଷା କରି ରହିଛନ୍ତି । ୧୯୯୨ରୁ ସେ ରାମ ମନ୍ଦିର ନିର୍ମାଣ ନ ହେଲା ପର୍ଯ୍ୟନ୍ତ ଅନ୍ନ ଗ୍ରହଣ କରିବେ ନାହିଁ ବୋଲି ସଂକଳ୍ପ…

ଏହି ମୁସଲିମ ଦେଶରେ ରହିଛି ବିଷ୍ଣୁଦେବଙ୍କ ଉଚ୍ଚତମ ମୂର୍ତ୍ତି

ଭୁବନେଶ୍ୱର: ହିନ୍ଦୁଧର୍ମର ଆରାଧ୍ୟ ଦେବତା ଭଗବାନ ବିଷ୍ଣୁ । ତାଙ୍କୁ ପୃଥିବୀର ପାଳନକର୍ତ୍ତା ଭାବେ ବିବେଚନା କରାଯାଏ। ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ଭରି ରହିଛି ଭଗବାନ ବିଷ୍ଣୁଙ୍କ ମନ୍ଦିର । ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ବିଶ୍ୱର ଉଚ୍ଚତମ ବିଷ୍ଣୁ ମନ୍ଦିର ସମ୍ପର୍କରେ । ଆପଣ…

ଆଜି ପବିତ୍ର ହରିଶୟନ ଏକାଦଶୀରେ ମହାପ୍ରଭୁଙ୍କ ଶୟନ ନୀତି

ଚଳିତ ବର୍ଷ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ହରିଶୟନ ଏକାଦଶୀ (ବଡ ଏକାଦଶୀ) ପାଳନ ହୋଇ ନାହିଁ । ଆଜି ଶ୍ରାବଣ ମାସ ଶୁକ୍ଳପକ୍ଷ ଏକାଦଶୀ ଦିନ ପବିତ୍ର ହରିଶୟନ ଏକାଦଶୀ ନୀତି ପାଳନ ହେବ । “ ନୀଳାଦ୍ରି ମହୋଦୟ ” ର ସଂଗୃହିତ ... ଚାତୁର୍ମାସ୍ୟାନ୍ତରେ ରାଜନ୍ ମାସବୃଦ୍ଧିର‌୍ୟଥାଭବେତ୍…

ଏହି ମନ୍ଦିରରେ ପ୍ରସାଦ ଭାବେ ଠାକୁରଙ୍କୁ ଅର୍ପଣ ହେଉଛି ମାସ୍କ !

ବାରାଣସୀ: ଦେଶରେ ଭୟଙ୍କର ରୂପ ନେବାରେ ଲାଗିଛି ମହାମାରୀ କରୋନା । ପ୍ରତିଦିନ ପାଖାପାଖି ୫୦ ହଜାର ନୂଆ ଆକ୍ରାନ୍ତ ଦେଶରେ ଚିହ୍ନଟ ହେଉଛନ୍ତି। କରୋନା ଯୋଗୁଁ ଅନେକ ସ୍ଥାନରେ ଲାଗିଛି ଅନେକ ପ୍ରକାରର କଟକଣା । ଏହି ସଙ୍କଟ ସମୟରେ ସବୁ ଧାର୍ମିକ ସ୍ଥାନରେ ମଧ୍ୟ ରୀତିନୀତି ସବୁକୁ ବନ୍ଦ…