Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ମନକୁ ଶାନ୍ତ ରଖିବାକୁ ଆପଣାନ୍ତୁ ଏହିସବୁ ଆଧ୍ୟାତ୍ମିକ ଉପାୟ

ଭୁବନେଶ୍ୱର: ଆଜିର ସମୟରେ ପ୍ରାୟ ସବୁ ବର୍ଗର ଲୋକ ମାନେ ଚିନ୍ତାରେ ବୁଡି ରହୁଥିବା ଦେଖିବାକୁ ମିଳୁଛି । ମାନସିକ ଚାପ ବଢିବା ଦ୍ୱାରା ଅନେକ କୁଚିନ୍ତା ମନକୁ ଛୁଇଥାଏ। ତେବେ ଆପଣ ମଧ୍ୟ ଯଦି ଏହିଭଳି ମାନସିକ ଚାପରେ ଅଛନ୍ତି ଓ ଏଥିରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଆମେ କହିବୁ ଏହାର…

ଆସନ୍ତୁ ଜାଣିବା ପଦ୍ମନାଭସ୍ୱାମୀ ମନ୍ଦିରର ୭ମ ଦୁଆର ରହସ୍ୟ ସମ୍ପର୍କରେ

ତ୍ରିଭେନ୍ଦ୍ରମ: କେରଳର ପଦ୍ମନାଭସ୍ୱାମୀ ମନ୍ଦିରକୁ ନେଇ ଚାଲିଥିବା ପ୍ରଶାସନ ଓ ପ୍ରବନ୍ଧନ ମଧ୍ୟରେ ବିବାଦ ଇତି ମଧ୍ୟରେ ସମାଧାନ ହୋଇଯାଇଛି । ମାନ୍ୟବର ସୁପ୍ରିମକୋର୍ଟ ତ୍ରାବଣକୋର ପୂର୍ବତନ ରାଜ ପରିବାରକୁ ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି । ପଦ୍ମନାଭସ୍ୱାମୀ ମନ୍ଦିରକୁ ଦେଶର ସବୁଠାରୁ ଧନୀ…

ଶ୍ରୀଜଗନ୍ନାଥ ଚେତନା …

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ଶ୍ରୀଜଗନ୍ନାଥ ଏକ ଚେତନାର, ଚିନ୍ତାସାଗର, ସଂସ୍କୃତିର ସଂକେତ । ବିଶ୍ୱପ୍ରେମ, ଶାନ୍ତି, ସାମ୍ୟ, ମୁକ୍ତି ଓ ଅନନ୍ତ ବ୍ୟାପ୍ତିର ପ୍ରତୀକ । ସେ ଜଗତର ନାଥ ଅର୍ଥାତ୍, ଅସୀମ…

ଆସନ୍ତୁ ଜାଣିବା ରୁଦ୍ରାକ୍ଷ ପିନ୍ଧିବା ନେଇ କେଉଁ ସତର୍କତା ଅବଲମ୍ବନ କରିବା ଉଚିତ

ପୁରୀ: ଶ୍ରାବଣମାସରେ ଶିବଙ୍କ ନିକଟତର ହେବା ପାଇଁ ସମସ୍ତେ ଚାହାନ୍ତି । ଏହାର ଏକ ମାଧ୍ୟମ ହେଲା ରୁଦ୍ରାକ୍ଷ ମାଳ ପରିଧାନ । ତେବେ ଏହାକୁ ପରିଧାନ କରିବା ନେଇ କେତେକ ନିୟମ ମାନିବା ଉଚିତ । ଶିବଙ୍କ ଲୁହ ବୁନ୍ଦାରୁ ରୁଦ୍ରାକ୍ଷର ଉତ୍ପତି ହୋଇଥିଲା । ଏହା ଏକମୁଖୀରୁ ୧୪ମୁଖୀ ପର୍ଯ୍ୟନ୍ତ ଅଛି ।…

ସୂର୍ଯ୍ୟ ଦେବଙ୍କୁ କାହିଁକି କରାଯାଏ ଜଳ ଅର୍ପଣ, ଜାଣନ୍ତୁ

ଭୁବନେଶ୍ୱର: ହିନ୍ଦୁଶାସ୍ତ୍ର ଅନୁଯାୟୀ ପୂଜା ପାଉଥିବା ଦେବଦେବୀଙ୍କ ମଧ୍ୟରୁ ସୂର୍ଯ୍ୟଙ୍କୁ ପ୍ରତ୍ୟକ୍ଷ ଦେବତା ବୋଲି କୁହାଯାଏ । କାରଣ ସୂର୍ଯ୍ୟ ଏମିତି ଜଣେ ଦେବତା ଯାହାଙ୍କୁ ପ୍ରତ୍ୟେକ ଦିନ ପ୍ରତ୍ୟେକ ଲୋକ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରୁଛନ୍ତି । ଆହୁରି ମଧ୍ୟ କୁହାଯାଏ ସମସ୍ତ…

ଆସନ୍ତୁ ଜାଣିବା କାହିଁକି ଆଜି ପର୍ଯ୍ୟନ୍ତ କୈଳାସ ପର୍ବତ ଉପରକୁ କେହି ଯାଇ ପାରି ନାହାନ୍ତି

ପୁରୀ: ଭଗବାନ ଶିବଙ୍କୁ କୈଳାସ ପର୍ବତର ସ୍ୱାମୀ କୁହାଯାଏ । ଏଠାରେ ମହାଦେବ ପରିବାର ସହ ବାସ କରନ୍ତି । ଏହା ପୌରାଣିକ କଥାବସ୍ତୁ ହେଲେ ମଧ୍ୟ ଏବେ ବି ଏହାର ମହତ୍ୱ ରହିଛି । ସବୁଠାରୁ ଆଶ୍ଚର୍ଯ୍ୟ କଥା ଆଜି ପର୍ଯ୍ୟନ୍ତ ଆଧୁନିକ ମଣିଷ ସମସ୍ତ ଜ୍ଞାନ କୌଶଳ ଆହରଣ କଲେ ମଧ୍ୟ କୈଳାସ ପର୍ବତ ଉପରକୁ…

ପରମବ୍ରହ୍ମ ଶ୍ରୀଜଗନ୍ନାଥ…

''ନୀଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରାଭ୍ୟାଂ ଜଗନ୍ନାଥାୟତେ ନମଃ'' ନୀଳାଚଳ ନିବାସୀ, ନିତି ଆନନ୍ଦ ଲୀଳାରେ ମଗ୍ନ ଥିବା ଜୀବ ପରମ ତତ୍ତ୍ୱର ସାକାର ନିରାକାର ପୂର୍ଣ୍ଣବ୍ରହ୍ମ ଏହି ଦିବ୍ୟ ବ୍ରହ୍ମଦାରୁ ବିଷୟରେ ସମ୍ୟକ ଶାସ୍ତ୍ରୀୟ ମତ । ଶ୍ରୀଜୀଉଙ୍କର ପୂଜାର୍ଚ୍ଚନାରେ…

ଦରିଆପାରିରେ ରଥଯାତ୍ରା, କରୋନା କଟକଣା ଭିତରେ ସମ୍ପନ୍ନ

ଆମେରିକାର କାଲିଫର୍ଣ୍ଣିଆରେ ଅନୁଷ୍ଠିତ ହୋଇଯାଇଛି ଶ୍ରୀଜିଙ୍କ ଘୋଷଯାତ୍ରା । ଫ୍ରେମଣ୍ଟ ହିନ୍ଦୁ ମନ୍ଦିରରେ କରୋନା କଟକଣା ଭିତରେ ନିରାଡମ୍ବର ଭାବରେ ମହାପ୍ରଭୁଙ୍ଗ ରଥଯାତ୍ରା ଆୟୋଜିତ ହୋଇଥିଲା । ଜୁନ୍ ୨୭ ତାରିଖରେ ରଥଯାତ୍ରା ଓ ଜୁଲାଇ ୪ ତାରିଖରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଥିଲା ।…

ଲୁହ ଯେଉଁଠି କଥା କୁହେ…

ସବୁବେଳେ ପଚାରିଥିଲି କେବେ ଡାକୁଚ, ଆଉ ଇଚ୍ଛା ଥିଲା ଯୋଉ ତୁଳସୀ ପତ୍ର ଜୟଦେବ ଭବନ ସମ୍ମୁଖରେ ଥିବା ଜଗନ୍ନାଥ ସୂଚନା କେନ୍ଦ୍ରରେ ଦେଇ ଆସେ ଶ୍ରୀ ମନ୍ଦିରରେ ଲାଗିବା ପାଇଁ ତାକୁ ସିଧା ସାଇକେଲରେ ନେଇ ମନ୍ଦିରରେ ଦେବି ବୋଲି। ହେଲେ ବହୁଦିନ ବିତିଗଲେ ମଧ୍ୟ ସେ ମୁହୁର୍ତ୍ତ ଆସିଲାନି।…

ସାମାଜିକ ଦୂରତା ଭିତରେ ମହାଦେବଙ୍କୁ ଜଳଲାଗି

କରୋନା କାଳ ଭିତରେ ଆଜି ଶ୍ରାବଣର ପ୍ରଥମ ସୋମବାର । ଶୈବପୀଠରେ ଭକ୍ତଙ୍କ ଭିଡ । ହର ହର ମହାଦେବ ଧ୍ୱନିରେ କମ୍ପୁଛି ଗଗନ ପବନ । ଓମ୍ କାରା ଶବ୍ଦରେ ଝଙ୍କୃତ ହେଉଛି ସାରା ପରିବେଶ । ଭୋଳାବାବାଙ୍କ ଆରତି କରୁଛନ୍ତି ଭକ୍ତ । ଜଳଲାଗି କରୁଛନ୍ତି । କିନ୍ତୁ ପୂର୍ବ ବର୍ଷ ଭଳି ଏବର୍ଷ ମନ୍ଦିରରେ…