Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ଜାଣନ୍ତୁ, ଓଡ଼ିଶାରେ କିପରି ପାଳିତ ହୁଏ ପଣା ସଂକ୍ରାନ୍ତି…

ଭୁବନେଶ୍ୱର: ଓଡ଼ିଆ ପଞ୍ଜିକା ଅନୁସାରେ ବର୍ଷର ପ୍ରଥମ ସଂକ୍ରାନ୍ତିକୁ ମହାବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଇଥାଏ । ଏପରିକି ଏହି ଦିନଟିକୁ ଓଡ଼ିଆ ନବବର୍ଷ ଭାବରେ ମଧ୍ୟ ପାଳନ କରାଯାଏ । ଏହି ଦିନଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆରମ୍ଭ ହୋଇଥାଏ ।…

ଏଥର ଶ୍ରୀକ୍ଷେତ୍ରରେ ନୀରବ ସାହିଯାତ

ପୁରୀ: ପୁରୀରେ ସାହିଯାତକୁ ସର୍ବଦା ଗୁରୁତ୍ୱ ଦିଆ ଯାଇଥାଏ । ଶ୍ରୀଜଗନ୍ନାଥ ଓ ରାମଚନ୍ଦ୍ରଙ୍କ ସମାନତା ଏଥିରେ ଦେଖିବାକୁ ମିଳିଥାଏ । ସବୁଠାରୁ ବଡ କଥା ପୁରୀ ବାସୀଙ୍କ ପାଇଁ ସାହିଯାତ ସର୍ବଦା ସମ୍ମାନର ପ୍ରଶ୍ନ ହୋଇଥାଏ । ଏଥର କରୋନା ସବୁ କିଛି ଏପଟ ସେପଟ କରିଦେଲା । ସାହିଯତ୍ର ଶୋର ଶବ୍ଦ…

ପୁରୀ ସାହିଯାତ: ଶ୍ରୀ ଜଗନ୍ନାଥ ବଲ୍ଲଭ ମଠରେ ସମ୍ପନ୍ନ ହେଲା ରାବଣ ବଧ ନୀତି

ପୁରୀ: ପୁରୀ ସାହିଯାତ ପ୍ରସିଦ୍ଧି ଲାଭ କରିଥିବା ବେଳେ ଲକ୍‌ଡାଉନରେ ଏହି ସାହିଯାତର ମଜ୍ଜା ଦେଖିବାକୁ ମିଳିନାହିଁ । ଔପଚାରିକ ଭାବେ ଆଜି ଅନୁଷ୍ଠିତ ହୋଇଯାଇଛି ରାବଣ ବଧ ନୀତି । ପୁରୀ ଶ୍ରୀମନ୍ଦିରରୁ ଶ୍ରୀରାମ ଲକ୍ଷ୍ମଣଙ୍କ ଚଳନ୍ତି ପ୍ରତିମା ଶ୍ରୀ ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିବା ପରେ…

ପୁରୀରେ ପହଞ୍ଚିଲା ୫ମ ପର୍ଯ୍ୟାୟ ରଥକାଠ

ପୁରୀ: ଆସନ୍ତା ଏପ୍ରିଲ୍ ୨୬ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ତିଥି । ଏହି ପବିତ୍ର ତିଥିରେ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ପାଳିତ ହେବା ସହିତ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ । ନରେନ୍ଦ୍ର ପୁଷ୍କରିଣୀରେ ଏହି ଦିନ ଚାପ ଖେଳ ଅନୁଷ୍ଠିତ ହେବା ସହିତ ଚନ୍ଦନ ଯାତ୍ରା ଆରମ୍ଭ…

ସାନିଟାଇଜ୍‌ ହେଲା ପୁରୀ ବଡ଼ଦାଣ୍ଡ ସହ ଶ୍ରୀମନ୍ଦିର ଚାରିପାଖ

ପୁରୀ: କରୋନା ମହାମାରୀ କବଳରୁ ବର୍ତ୍ତିବା ଲାଗି ଏବେ ସାରା ଓଡ଼ିଶାରେ ଜାରି ରହିଛି ଲକ୍‌ଡାଉନ୍ । ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଭକ୍ତମାନଙ୍କ ଲାଗି ବନ୍ଦ ରହିଥିଲେ ମଧ୍ୟ ସେବାୟତମାନଙ୍କ ଦ୍ୱାରା ଶ୍ରୀଜୀଉମାନଙ୍କ ଦୈନିକ ନୀତିକାନ୍ତି ଚାଲୁ ରହିଛି । କରୋନା ଭୂତାଣୁ…

ଗୁଡ୍ ଫ୍ରାଇଡେ୍’ ଅବସରରେ ଜନତାଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦୀ ଓ ନବୀନ

ଭୁବନେଶ୍ୱର: ଆଜି ‘ଗୁଡ୍ ଫ୍ରାଇଡେ୍’ ତଥା ‘ଶୁଭ ଶୁକ୍ରବାର’ ଅବସରରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । https://twitter.com/Naveen_Odisha/status/1248460127780257794?s=08 ଏନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।…

ଗୁଡ୍ ଫ୍ରାଇଡେ ସମ୍ପର୍କରେ ଜାଣନ୍ତୁ କିଛି…

ଭୁବନେଶ୍ୱର: ଚଳିତ ଥର ଗୁଡ ଫ୍ରାଇଡେ ଏପ୍ରିଲ୍ ୧୦ ତାରିଖରେ ପଡୁଛି। କେତେକ ସ୍ଥାନରେ ଏହାକୁ ବ୍ଲାକ ଫ୍ରାଇଡେ ଓ ଆଉ କେତେକ ସ୍ଥାନରେ ଗୁଡ ଫ୍ରାଇଡେ ବୋଲି କୁହାଯାଇଥାଏ। ଇଷ୍ଟର୍ ର ଗୋଟିଏ ଦିନ ପୂର୍ବରୁ ଏହା ପାଳନ କରାଯାଇଥାଏ। ଏହି ଦିନରେ ଶ୍ରଦ୍ଧାଳୁମାନେ ପ୍ରଭୁ ଯୀଶୁଙ୍କ ବଳିଦାନକୁ ମନେ…

ଗୁଡ୍ ଫ୍ରାଇଡେରେ କାହିଁକି ଦିଆଯାଏ ନାହିଁ ଶୁଭେଚ୍ଛା ବାର୍ତ୍ତା ?

ଭୁବନେଶ୍ୱର: ଜାତୀୟ ଛୁଟିଦିନ ହୋଇଥିବାରୁ ଆପଣ ଭାବୁଥିବେ ଗୁଡ୍ ଫ୍ରାଇଡେ ଅନ୍ୟ ଉତ୍ସବ ଭଳି ଏକ ଆନନ୍ଦର ପର୍ବ । ଜଣାଅଜଣାରେ ଆପଣ ଖ୍ରୀଷ୍ଟଧର୍ମୀ ବନ୍ଧୁଙ୍କୁ ହାପି ଗୁଡ୍ ଫ୍ରାଇଡେ ଲେଖି ୱିସ୍ ବି କରିଥିବେ । କିନ୍ତୁ ବୋଧ ହୁଏ ଆପଣ ଜାଣିନଥିବେ ଏଭଳି ବାର୍ତ୍ତା ସେମାନଙ୍କ ଧାର୍ମିକ ମନୋଭାବକୁ…

ଭକ୍ତଙ୍କୁ ବାଧକ ହେଉନି ଲକ୍‌ଡାଉନ୍‌; ୬୦ କିଲୋମିଟର ଆସି ମହାପ୍ରଭୁଙ୍କୁ ଦେଉଛନ୍ତି ତୁଳସୀ !

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନାରେ ତୁଳସୀ ଏକ ଅପରିହାର୍ଯ୍ୟ ଦ୍ରବ୍ୟ । ସମସ୍ତ ପୁଷ୍ପ ଅପେକ୍ଷା ତୁଳସୀ ପ୍ରତି ଶ୍ରୀଜଗନ୍ନାଥଙ୍କର ଶ୍ରଦ୍ଧା ଅଧିକ ମାତ୍ରାରେ ରହିଥାଏ । ଦୈନିକ ଭକ୍ତମାନେ ବିଭିନ୍ନ ସ୍ଥାନରୁ ତୁଳସୀ ଆଣି ଶ୍ରୀମନ୍ଦିରରେ ଯୋଗାଇଦେଇ ଥାଆନ୍ତି । ଏବେ ଲକ୍‌ଡାଉନ୍…

କାହିଁକି ଓ କିପରି ପାଳନ କରାଯାଏ ଗୁଡ଼ ଫ୍ରାଇଡେ, ଜାଣନ୍ତୁ

ଭୁବନେଶ୍ୱର: ଗୁଡ଼ ଫ୍ରାଇଡେ, ଅର୍ଥାତ୍ ଜୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁ ଦିବସ । ଗୁଡ଼ ଫ୍ରାଇଡେ ହେଉଛି ସେହି ଦିନ, ଯେଉଁଦିନ ପ୍ରଭୁ ଜୀଶୁଙ୍କୁ କୁଶବିଦ୍ଧ ବା ହତ୍ୟା କରାଯାଇଥିଲା । ତେବେ ଏଭଳି ଏକ ଦିନକୁ ଗୁଡ଼ ଫ୍ରାଇଡେ କାହିଁକି କୁହାଯାଏ? ଏପରି ନାମକରଣ ସମ୍ପର୍କରେ କୌଣସି ଦୃଢ ମତ ନ ଥିଲେ…