Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ରୋଗ ଉପଶମ ଲାଗି ପାଠ କରନ୍ତୁ ଶ୍ରୀ ହନୁମାନଙ୍କ ଚାଳିଶା…

ଭୁବନେଶ୍ୱର: ରାମାୟଣରେ ବର୍ଣ୍ଣନା ଅନୁଯାୟୀ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପରମ ଭକ୍ତ ସର୍ବ ଶକ୍ତିମାନ ହନୁମାନଜୀଙ୍କ ଅସାଧ୍ୟ ସାଧନ କଥା ସମସ୍ତେ ଜାଣିଛନ୍ତି । ଯେଉଁ ସ୍ଥାନକୁ ଯିବା ଅସମ୍ଭବ ସେହି ସ୍ଥାନକୁ ଯାଇ ଶ୍ରୀ ହନୁମାନଜୀ ଅନେକଙ୍କ ପ୍ରାଣରକ୍ଷା କରିଛନ୍ତି । ମର୍ଯ୍ୟାଦା ପୁରୁଷୋତ୍ତମ …

ରାଷ୍ଟ୍ରୀୟ ନବବର୍ଷର ଅଭିନନ୍ଦନ…

ଭୁବନେଶ୍ୱର: ପାଶ୍ଚାତ୍ୟ ସଭ୍ୟତାକୁ ଆପଣାଇ ପ୍ରାୟ ଅନେକ ରାଷ୍ଟ୍ର ସହ ଆମେ ମଧ୍ୟ ଜାନୁଆରୁ ୧ କୁ ନବ ବର୍ଷ ରୂପେ ପାଳନ କରିଥାଉ । କିନ୍ତୁ ଜାନୁଆରୀ ୧ର ମଧ୍ୟରାତ୍ରର ଘନ ଅନ୍ଧାର ଭିତରେ ନବବର୍ଷର ସ୍ବାଗତ ଅପେକ୍ଷା ବର୍ଷ ପ୍ରତିପଦାର ନବ ପ୍ରଭାତର ମଙ୍ଗଳମୟ ମୂହୂର୍ତ୍ତ ଅଧିକ ବାସ୍ତବ ଧର୍ମି…

ପ୍ରାଣାୟାମ କରନ୍ତୁ, ରୋଗ ପ୍ରତିରୋଧକ ଶକ୍ତି ବଢାଇ ଭୂତାଣୁଠୁଁ ବଞ୍ଚନ୍ତୁ…

ଭୁବନେଶ୍ୱର: ସମଗ୍ର ବିଶ୍ୱରେ ଆତଙ୍କର କାରଣ ପାଲଟିଥିବା ମରଣାନ୍ତକ ନଭେଲ୍ କରୋନା ଭୂତାଣୁ ମହାମାରୀ ଦିନକୁ ଦିନ ଜଟିଳ ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛି । ଭାରତରେ କେନ୍ଦ୍ର ସରକାରଙ୍କ ସମେତ ବିଭିନ୍ନ ରାଜ୍ୟରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗଗୁଡ଼ିକ ବିଭିନ୍ନ ପଦକ୍ଷେପ ଗ୍ରହଣ…

ଆସନ୍ତୁ ଜାଣିବା ଚକ୍ରତୀର୍ଥରେ ଥିବା ମହାଲକ୍ଷ୍ମୀଙ୍କ ବାପଘର ବିଷୟରେ

ଶ୍ରୀକ୍ଷେତ୍ର ପୁରୀ...ଏଠାରେ ପ୍ରତ୍ୟେକ ସ୍ଥାନର ଗୁରୁତ୍ୱ ରହିଛି । ମହାପ୍ରଭୁ ଜଗନ୍ନାଥଙ୍କ ଧାମ ଏହାର ମହିମାକୁ ବଢ଼ାଇ ଦେଇଛି । ଏଥିରୁ କିପରି ମହାଲକ୍ଷ୍ମୀ ବାଦ୍ ପଡିବେ । ଆସନ୍ତୁ ଜାଣିବା ଶ୍ରୀକ୍ଷେତ୍ର ପୁରୀର କେଉଁ ସ୍ଥାନକୁ ମହାଲକ୍ଷ୍ମୀଙ୍କ ବାପଘର ଭାବେ କଳ୍ପନା କରାଯାଇଛି । ଚକ୍ରତୀର୍ଥ…

ଶ୍ରୀଜୀଉଙ୍କ ‘ବନକଲାଗି’ ନୀତି: ୪ ଘଣ୍ଟା ଯାଏଁ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରରେ ବୁଧବାର ହେବାକୁ ଥିବା ମହାପ୍ରଭୁଙ୍କ ଗୁପ୍ତନୀତି ପାଇଁ ପାଖାପାଖି ୪ ଘଣ୍ଟା ଧରି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ମିଳିଥିବା ସୂଚନା ଅନୁଯାୟୀ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ…

ଚୈତ୍ର ପର୍ବ ଲାଗି ଗଞ୍ଜାମର ତାରା ତାରିଣୀ ପୀଠ ଆଲୋକ ମାଳାରେ ସଜ୍ଜିତ ହେଲା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ଓଡ଼ିଶାର ପ୍ରସିଦ୍ଧ ତାରା ତାରିଣୀ ଶକ୍ତିପୀଠ ଚୈତ୍ର ପର୍ବ ଲାଗି ଚଳଚଞ୍ଚଳ ହୋଇ ଉଠିଛି । ଆଜିଠାରୁ ମାଆ ତାରା ତାରିଣୀ ପୀଠରେ ଏହି ପର୍ବ ଆରମ୍ଭ ହୋଇଛି । ଏହି ଅବସରରେ ତାରା ତାରିଣୀ ମନ୍ଦିର ସୁନ୍ଦର ରଙ୍ଗୀନ ଆଲୋକ ମାଳାରେ ସଜ୍ଜିତ ହୋଇଛି ।…

ହୋଲିକୁ ନେଇ କ’ଣ ରହିଛି ପୌରାଣିକ କଥାବସ୍ତୁ, ଜାଣନ୍ତୁ…

ଭୁବନେଶ୍ୱର: ଭାଇଚାରାର ପର୍ବ ହୋଲି । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସାରାଦେଶ ଆଜି ପାଳନ କରୁଛି ରଙ୍ଗର ଏହି ଉତ୍ସବ । ହଜାର ହଜାର ବର୍ଷ ତଳର ଏହି ପରମ୍ପରାକୁ ବେଶ ଧୁମଧାମରେ ଲୋକେ ପାଳନ କରୁଛନ୍ତି । ଏହା ହିନ୍ଦୁ ମାନଙ୍କ ପର୍ବ ହୋଇଥିବା ବେଳେ ଅଣ ହିନ୍ଦୁ ମାନେ ମଧ୍ୟ ଏହାକୁ ପାଳନ…

ଦୋଳପୂର୍ଣ୍ଣିମାରେ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ

ପୁରୀ: ସୋମବାର ଦୋଳ ପୂର୍ଣ୍ଣିମା ଅବସରରେ ଚତୁର୍ଦ୍ଧାମୂର୍ତିଙ୍କ ଦର୍ଶନ ପାଇଁ ପୁରୀରେ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଛି । ଭୋର ୩ଟା ବେଳୁ ଶ୍ରୀମନ୍ଦିର ଖୋଲାଯିବା ପରଠାରୁ ଏହି ଭିଡ ଲାଗିରହିଥିଲା । ମହାପ୍ରଭୁଙ୍କ ସୁନାବେଶ ଥିବାରୁ ଭକ୍ତଙ୍କ ଆଗ୍ରହ ଏଥିନେଇ ବିଶେଷ ଭାବେ ରହିଥିଲା । ୩୨…

ଆସନ୍ତୁ ଜାଣିବା ଦୋଳ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ ସମ୍ପର୍କରେ

ପୁରୀ: ଦୋଳ ପୂର୍ଣ୍ଣିମାରେ କୋଟି କୋଟି ଓଡିଶାବାସୀଙ୍କ ଆରାଧ୍ୟଦେବତା ମହାପ୍ରଭୁଙ୍କ ଶ୍ରୀଜଗନ୍ନାଥଙ୍କ ସୁନାବେଶ ଆୟୋଜିତ ହୋଇଥାଏ । ଏହି ମନଲୋଭା ଅନୁଭୂତି ସାଉଁଟିବା ପାଇଁ ଶ୍ରୀକ୍ଷେତ୍ରକୁ ଛୁଟି ଆସନ୍ତି ଭକ୍ତଗଣ । ପୁରୀ ପାଲଟି ଯାଏ ଉତ୍ସବମୁଖରିତ । ବାତ୍ୟା, ବନ୍ୟା କିମ୍ବା ମହାମାରୀ କେହି…

ପବିତ୍ର ଦୋଳ ପୂର୍ଣ୍ଣିମା: ପ୍ରକାଶିତ ହୁଏ ନୂଆ ଓଡ଼ିଆ ପାଞ୍ଜି…

ଫାଲଗୁନ ମାସ ଶୁକ୍ଳ ଦଶମିରୁ ଓଡିଶା ରେ ଦୋଳ ପାର୍ବଣ ଆରମ୍ଭ ହୋଇଥାଏ । ଏହା ଓଡ଼ିଶାର ଉପକୂଳବର୍ତ୍ତୀ ଅଂଚଳର ଏକ ମୁଖ୍ୟ ପର୍ବ । ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କୁ ଦୋଳଗୋବିନ୍ଦ ନାମ ରେ ପୂଜା କରାଯାଇଥାଏ । ପ୍ରକାଶିତ ନଵପାଞ୍ଜିକା ପାଠ ସହ ବିଭିନ୍ନ ସଂକୀର୍ତନ ମଣ୍ଡଳୀ ମାବେ ଦୋଳଗୋବିନ୍ଦଙ୍କୁ…