Latest Odisha News
Browsing Category

ଧର୍ମ ଓ ପରମ୍ପରା

ଶ୍ରୀଜଗନ୍ନାଥଙ୍କ ଦାରୁପ୍ରାପ୍ତି ସ୍ଥାନ ଦଧିମାଛ ଗାଡିଆରେ ରଥଯାତ୍ରା

ଖୋର୍ଦ୍ଧା: ଶ୍ରୀଜଗନ୍ନାଥଙ୍କ ଦାରୁ ପ୍ରାପ୍ତି ହୋଇଥିବା ସ୍ଥାନ ଖୋର୍ଦ୍ଧା ଜିଲ୍ଲାସ୍ଥିତ ଦଧିମାଛ ଗାଡ଼ିଆଠାରେ ଶ୍ରୀଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶ୍ରୀଜଗନ୍ନାଥ ମନ୍ଦିରରୁ ରଥ ବାହାରି ହନୁମାନ ମନ୍ଦିର ନିକଟକୁ ଯାଇଥିଲା । ରଥରେ ଶ୍ରୀଜିଉଙ୍କ…

ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ତିନି ରଥ

ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅତ୍ୟନ୍ତ ଶୃଙ୍ଖଳାର ସହିତ ପୁରୀରେ ପାଳିତ ହୋଇଯାଇଛି । ଚଳିତ ଥର ଲାଗି ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ସେବାୟତ ମାନଙ୍କ ଦ୍ୱାରା ସମସ୍ତ ପ୍ରକାର ପାରମ୍ପରିକ ନୀତି ଅନୁଷ୍ଠିତ ହୋଇ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥର ରଥଟଣା ଦିନ ୪ଟା ରେ…

ଅନୁଭୂତିରେ ଜଗନ୍ନାଥ

ଅନୁଭୂତିରେ ଜଗନ୍ନାଥ ପାର୍ଥସାରଥୀ ସାମଲ ୨୦୧୩ ମସିହା। ବାଣୀବିହାରରେ ସ୍ନାତକୋତ୍ତର ପ୍ରଥମ ବର୍ଷ ସରିଥାଏ। ଗୋପବନ୍ଧୁ ଛାତ୍ରାବାସରେ ଥିଲୁ। ରଥଯାତ୍ରା ପୂର୍ବଦିନ ଛାତ୍ରାବାସର କିଛି ସାଙ୍ଗ ନିଷ୍ପତି ନେଲୁ ଯେ ଶ୍ରୀଗୁଣ୍ଡିଚାରେ ପୁରୀ ଯିବା। ପୁରୀରୁ ଜଣେ ସାଙ୍ଗ ଥିଲା। ତାକୁ ଆମର ଲିଡର…

ଘୁ’ ଘୁ’ ଗର୍ଜନରେ ଗଡ଼ିଲା ନନ୍ଦିଘୋଷ ରଥ, ନିର୍ଦ୍ଧାରିତ ନିର୍ଘଣ୍ଟ ପୂର୍ବରୁ ଚାଲିଲା ତିନିରଥ

ପୁରୀ : ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଛେରାପହଁରା ନୀତିକାନ୍ତି ପରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ିଛି ତିନିରଥ । ଘଣ୍ଟ ଘଣ୍ଟା ବାଦ୍ୟରେ ଶହ ଶହ ଶ୍ରଦ୍ଧାଳୁଙ୍କ ଜୟ ଜଗନ୍ନାଥ ଜୟ ଜୟକାରରେ ବଡଦାଣ୍ଡ ପ୍ରାଙ୍ଗଣ ପ୍ରକମ୍ପିତ ହେଲା । ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ…

ମହାପ୍ରଭୁଙ୍କ ସେବାରେ ପୁରୀ ଗଜପତି ମହାରାଜା

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା, ଠାକୁର ରାଜା ତଥା ଦାରୁବ୍ରହ୍ମଙ୍କର ପ୍ରଥମ ସେବକ ହେଲେ ପୁରୀ ଗଜପତି ମହାରାଜା । ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପରିପ୍ରେକ୍ଷୀରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ସୁନାବେଣ୍ଟ ଖଚିତ ସମାର୍ଜନୀରେ ରଥାରୂଢ ଶ୍ରୀବିଗ୍ରହମାନଙ୍କର ତିନି…

ରଥଯାତ୍ରାରୁ ବାହୁଡା: ଜାଣନ୍ତୁ, ପୁରୀର ଟ୍ରାଫିକ୍ ବ୍ୟବସ୍ଥା

ପୁରୀ : ଆଜି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ‘ରଥଯାତ୍ରା’ । ଏହି ଅବସରରେ ଶ୍ରଦ୍ଧାଳୁଙ୍କ ଭିଡକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡକଡା କରାଯାଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ଧିରେଧିରେ ବଢୁଥିବା ଜନସମାଗମକୁ ଦେଖି ବ୍ୟାପକ ଟ୍ରାଫିକ ବନ୍ଦୋବସ୍ତ ମଧ୍ୟ…

ସରିଲା ପହଣ୍ଡି, ରଥାରୂଢ ହେଲେ ତିନି ଠାକୁର

ପୁରୀ : ଆଜି ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା । ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜ ଭଉଣୀ ସୁଭଦ୍ରା ଓ ବଡଭାଇ ବଳଭଦ୍ରଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ମନ୍ଦିର ଅଭିମେୁଖେ ଯିବା ଲାଗି ବାହାରିଛନ୍ତି । ସମସ୍ତ ପାରମ୍ପରିକ ନୀତିକାନ୍ତି ସମାପ୍ତ ପରେ ଚତୁର୍ଦ୍ଦା ମୂରତୀ ପହଣ୍ଡି ବିଜେ ଶେଷ କରି ରଥାରୂଢ…

‘ରଥଯାତ୍ରା’ ଅବସରରେ ଶୁଭେଚ୍ଛା ଜଣାଇଲେ ନବୀନ, ମୋଦୀ ଓ ରାଷ୍ଟ୍ରପତି କୋବିନ୍ଦ

ଭୁବନେଶ୍ୱର : ଆଜି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ‘ରଥଯାତ୍ରା’ । ଏହି ଅବସରରେ ସାରା ରାଜ୍ୟରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିବାବେଳେ ଚଳଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର ପୁରୀ । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ଵପ୍ରସିଦ୍ଧ ଘୋଷଯାତ୍ରା ଅବସରରେ ସାରା ବିଶ୍ଵର ସମସ୍ତ ଜଗନ୍ନାଥ ଭକ୍ତ ଓ…

ବଡ଼ଦାଣ୍ଡ ଦୁଲୁକୁଛି ଭକ୍ତଙ୍କ ଭିଡ଼ରେ: ଝୁଲି ଝୁଲି ପହଣ୍ଡି ବିଜେ କରୁଛନ୍ତି ଚତୁର୍ଦ୍ଧା ମୂରତି…

ପୁରୀ : ଆଜି ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା । ସମସ୍ତ ରତ୍ନବେଦୀ ନିକଟରେ ସମସ୍ତ ପାରମ୍ପରିକ ନୀତିକାନ୍ତି ସମାପ୍ତ ପରେ ଚତୁର୍ଦ୍ଦା ମୂରତୀ ପହଣ୍ଡି ବିଜେ କରୁଛନ୍ତି । ବଡ଼ଠାକୁର ଶ୍ରୀବଳଭଦ୍ର ନାଚି ନାଚି ଦ୍ରୁତ ଗତିରେ ରଥପାଖକୁ ଝପଟି ଆସୁଥିବାର ଦେଖାଗଲା । ଚକ୍ରରାଜ ସୁଦର୍ଶନଙ୍କୁ…

ବଡ଼ଦାଣ୍ଡରେ ଝଟକୁଛି ତିନିରଥ, ସୁବାସିତ ଫଳଫୁଲରେ ଶ୍ରୀମନ୍ଦିର ସଜ୍ଜିତ…

ପୁରୀ: "ଶ୍ରୀକ୍ଷେତ୍ର ମଣିଙ୍କ ଯାତ ସର୍ବ ଦେବାଦେବୀ ସଂଗତରେ ଧରି ଆସିବେ ଜଗତନାଥ" । ଆଜି ବିଷ୍ଣୁକ୍ରାନ୍ତା ହେବ ବସୁନ୍ଧରା ରଥାରୁଢ଼ ହେବେ ନାରାୟଣ। ଆଜି ପବିତ୍ର ରଥଯାତ୍ରା । କୃତାର୍ଥ ହେବେ ଆବ୍ରହ୍ମ କୀଟ ପତଙ୍ଗ ଚରାଚର ସୃଷ୍ଟି । ଯେ ସ୍ୱୟ୍ଂ ଅଗତୀର ଗତି ସେ ଆଜି ଗତିଶୀଳ ହେବେ । ସେବକ…