Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ରହସ୍ୟମୟ ଜ୍ୱାଳାମୁଖୀ ମନ୍ଦିର, ଏବେବି ଜଳୁଛି ସତୀଙ୍କ ଜିହ୍ୱା !

ଭୁବନେଶ୍ୱର: ଦୁନିଆରେ ଏମିତି କିଛି ରହସ୍ୟମୟ ସ୍ଥାନ ରହିଛି ଯାହାକୁ କେହି ନିଜ ଆଖିରେ ନ’ଦେଖିଲେ ବିଶ୍ୱାସ କରିପାରିବେ ନାହିଁ । କୁହାଯାଏ ଭାରତ ହେଉଛି ଏକ ରହସ୍ୟମୟ ଦେଶ । କିମ୍ବଦନ୍ତୀ ସମ୍ବଳିତ ଏହାର ଏହାର ପ୍ରାଚୀନ ପରମ୍ପରା ତଥା ସଂସ୍କୃତିରେ ଭରି ରହିଛି ଅସଂଖ୍ୟ ପୌରାଣିକ କଥାବସ୍ତୁ ।…

ସେବାୟତଙ୍କ କାରଣ ଦର୍ଶାଅ ନୋଟିସର ଉତ୍ତର ସାର୍ବଜନୀନ ହେବ ନାହିଁ: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ୨୦୧୬ ନବକଳେବର ସମୟରେ ଶ୍ରୀବିଗ୍ରହମାନଙ୍କ ବ୍ରହ୍ମ ପରିବର୍ତ୍ତନ ସମୟରେ ହୋଇଥିବା ବିଭ୍ରାଟ ନେଇ ୪ଜଣ ସେବାୟତମାନଙ୍କୁ ଦିଆଯାଇଥିôବା କାରଣ ଦର୍ଶାଅ ନୋଟିସର ଉତ୍ତର ସାର୍ବଜନୀନ କରାଯିବ ନାହିଁ ବୋଲି ଶୁକ୍ରବାର ଦିନ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ…

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ

ଭୁବନେଶ୍ୱର : ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ବା ରାହାସ ପୂର୍ଣ୍ଣିମା ।ଏହି ଅବସରରେ ବଡି ଭୋରରୁ ଉଠି ଶ୍ରଦ୍ଧାଳୁମାନେ ବିଭନ୍ନ ଜଳାଶୟ ଓ ନଦୀରେ ଡଙ୍ଗା ଭସାଇ ପୂଜାର୍ଚ୍ଚନା କରିଛନ୍ତି । ଜଳାଶୟଗୁଡିକରେ ବୁଡ ପକାଇବା ସହ କଦଳୀ ପଟୁଆ ନିର୍ମିତ ଡଙ୍ଗାରେ ପାନଗୁଆ, ଭୋଗ, ଧୁପ, ଦୀପ ଆଦି…

ଆଜି ‘ବଡ ଓଷା’, ଚଳଚଞ୍ଚଳ ଧବଳେଶ୍ୱର ପୀଠ

ଭୁବନେଶ୍ୱର : କାର୍ତ୍ତି କ ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥି ରେ ବଡ ଓଷା ପାଳନ ହେବା ଅବସରରେ ପ୍ରସିଦ୍ଧ ଧବଳେଶ୍ୱର ପୀଠ ଚଳଚଞ୍ଚଳ ହୋଇଉଠିଛି । ଭକ୍ତମାନେ ଏହି ଦିନ ବ୍ରତଧାରଣ ପୂର୍ବକୁ ଉପବାସ ରହି ପୂଜାର୍ଚ୍ଚନା କରିଥାନ୍ତି । ଏହି ଦିନ ଭୋଳା ଶଙ୍କରଙ୍କ ପାଖରେ ଏକ ସ୍ୱତନ୍ତ୍ର ପୀଠା ଭୋଗ…

ପାତାଳୀ ଶ୍ରୀକ୍ଷେତ୍ର ଗୁମ୍ପାକୁ ରୋପ୍ ୱେ: ଯେଉଁଠି ୧୪୪ ବର୍ଷ ଧରି ଲୁଚି ରହିଥିଲେ ଶ୍ରୀଜଗନ୍ନାଥଙ୍କ ବିଗ୍ରହ

ସମ୍ବଲପୁର: ସୋନପୁର ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ପାତାଳୀ ଶ୍ରୀକ୍ଷେତ୍ରରେ ଓଡ଼ିଶା କନଷ୍ଟ୍ରକସନ କର୍ପୋରେସନ (ଓସିସି) ପକ୍ଷରୁ ରୋପ୍ ୱେ ଯୋଜନା କାର୍ଯ୍ୟକାରୀ କରିବାକୁ ଏକ ଟେଣ୍ଡର ବିଜ୍ଞପ୍ତି ଜାରି କରାଯିବାର ସୂଚନା ମିଳିଛି । ଏହି ଚାରିଟିକିଆ ଟ୍ରଲି ରୋପ୍ ୱେ ଯୋଜନାରେ…

ଆଜିଠୁ ପଞ୍ଚୁକ, ଶ୍ରୀଜଗନ୍ନାଥଙ୍କ ଦର୍ଶନ ଲାଗି ଚଳଚଞ୍ଚଳ ଶ୍ରୀକ୍ଷେତ୍ର ପୁରୀ

ଭୁବନେଶ୍ୱର: ଆଜି ପବିତ୍ର କାର୍ତିକ ମାସର ଶେଷ ସୋମବାର ଏବଂ ଆଜି ଠାରୁ ଆରମ୍ଭ ହୋଇଛି ପଞ୍ଚୁକ ବ୍ରତ। ମହାପଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳାୁଙ୍କ ଆଗମନରେ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇଉଠିଛି । ଶ୍ରୀମନ୍ଦିରରେ ମହାପ୍ରଭୁ ଏହି ଦିନରୁ ପାଂଚ ଦିନ ଧରି ବିଭିନ୍ନ ସ୍ୱତନ୍ତ୍ର ବେଶରେ…

ଆଜି ପବିତ୍ର ଅଁଳା ନବମୀ, ଶ୍ରୀରାଧା ପାଦ ଦର୍ଶନ ଲାଗି ସାକ୍ଷୀଗୋପାଳ ଚଳଚଞ୍ଚଳ

ସାକ୍ଷୀଗୋପାଳ: ଆଜି ହେଉଛି ପବିତ୍ର ଅଁଳା ନବମୀ, ଏହି ପବିତ୍ର ଦିନରେ ଶ୍ରୀରାଧାରାଣୀଙ୍କ ଓଡ଼ିଆଣୀ ବେଶ ଦେଖିବାକୁ ପୁରୀ ଜିଲ୍ଲା ସାକ୍ଷୀଗୋପାଳସ୍ଥିତ ସାକ୍ଷୀଗୋପାଳ ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଜନସମାଗମ ହୋଇଛି । ଆଜି ଶ୍ରୀରାଧାଙ୍କର ପବିତ୍ର ପାଦ ଦର୍ଶନ କରିବେ ଭକ୍ତମାନେ ।…

ବ୍ରହ୍ମ ବିଭ୍ରାଟ: ସେବାୟତ ଖୋଲିଲେ ପେଡ଼ି

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବର ସମୟରେ ହୋଇଥିବା ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗର ପେଡ଼ି ଧିରେ ଧିରେ ଖୋଲିବାରେ ଲାଗିଛି । ମଙ୍ଗଳବାର ଦିନ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ୧୧ଜଣ ସେବାୟତଙ୍କ ନିକଟକୁ କାରଣ ଦର୍ଶାଅ ନୋଟିସ ପଠାଇଯିବାର ଗୋଟିଏ ଦିନ ପରେ ଅର୍ଥାତ ଆଜି ଏହି…

ପାଲାର ‘ପାଠାଗାର’ – ଗାୟକ ମାର୍କଣ୍ଡେୟ ବାହିନୀପତି

ଭୁବନେଶ୍ୱର: ୧୯୬୪ ମସିହାର ଘଟଣା । ଶ୍ରୀଗଣେଶ ପୂଜା ଉପଲ୍ଲକ୍ଷେ ଜଟଣୀ ନିକଟସ୍ଥ ରାମଚନ୍ଦ୍ରପୁରରେ ବାଦୀପାଲାର ଆୟୋଜନ ହୋଇଥାଏ । ତକ୍ରାଳୀନ ସ୍ୱନାମଧନ୍ୟ ଗାୟକ ମାର୍କଣ୍ଡେୟ ବାହିନୀପତି ଆସିଥାନ୍ତି ପାଲା ଗାଇବାକୁ । ସେ ବର୍ଷ ମରୁଡି ପଡିଥିବାରୁ ମଂଚରେ ବିଶେଷ ଜନସମାଗମ ହେଉନଥାଏ । ଏହାର…

ରହସ୍ୟମୟ ନାଗରାଜ ମନ୍ଦିର, ଯେଉଁଠି ପୂଜା ପାଆନ୍ତି ସହସ୍ରାଧିକ ସର୍ପ !

ଭୁବନେଶ୍ୱର: ଭାରତୀୟ ପରମ୍ପରାରେ ଅନେକ ଦେବା ଦେବୀଙ୍କ ସମେତ ସେମାନଙ୍କ ବାହନକୁ ମଧ୍ୟ ସମ୍ମାନର ସହିତ ପୂଜାର୍ଚ୍ଚନା କରାଯାଇଥାଏ । ଭାରତୀୟ ଦେବାଦେବୀଙ୍କ ସମେତ ଅନେକ ପଶୁ, ପକ୍ଷୀ, ବୃକ୍ଷରାଜି ତଥା ସରୀସୃପଙ୍କୁ ମଧ୍ୟ ଭାରତର କେତେକ ସ୍ଥାନରେ ଉପାସନା କରାଯିବାର ପୂରାତନ ବିଧି ରହିଛି ।…