Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ଆଜି ପବିତ୍ର ବଡଦିନ: ସମସ୍ତ ଚର୍ଚ୍ଚରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଶ୍ରଦ୍ଧାଳୁଙ୍କ ପ୍ରାର୍ଥନା

ଭୁବନେଶ୍ୱର : ପ୍ରତିବର୍ଷ ଡିସେମ୍ବର ୨୫ ତାରିଖକୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଦିବସ ରୂପେ ପାଳନ କରାଯାଏ । ଆଜିର ଦିନରେ ଧରାବରଣ କରିଥିଲେ ପ୍ରଭୁ ଯୀଶୁ । ଏହି ଦିନରେ ପ୍ରଭୁଙ୍କ ଆଗମନ ହୋଇଥିବା ଯୋଗୁଁ ସାରା ବିଶ୍ୱରେ ବେଶ ଧୁମଧାମରେ ପାଳନ କରାଯାଇଥାଏ । ରାଜ୍ୟର ବିଭିନ୍ନ…

କେରଳର ରହସ୍ୟମୟ ମନ୍ଦିର: ଯେଉଁଠି ଦୁର୍ଯ୍ୟୋଧନଙ୍କ ନାମରେ ରହିଛି ଜମି, ସରକାର ନିୟନ୍ତି ଟ୍ୟାକ୍ସ !

ଭୁବନେଶ୍ୱର: ପୁରାଣରେ ବର୍ଣ୍ଣିତ ସମସ୍ତ ଦେବତାଙ୍କୁ ମନ୍ଦିରରେ ପୂଜା କରାଯାଏ ନାହିଁ । ପୁରାଣ ଶାସ୍ତ୍ରାନୁଯାୟୀ ଗଣେଶ, ସରସ୍ୱତୀ, ଦୁର୍ଗା, କାଳୀ, ମହାଦେବ, ଶ୍ରୀବିଷ୍ଣୁ, ଶ୍ରୀକୃଷ୍ଣ, ଶ୍ରୀଜଗନ୍ନାଥ, କାର୍ତ୍ତିକ, ଶ୍ରୀହନୁମାନଙ୍କୁ ମନ୍ଦିର ମଧ୍ୟରେ ପୂଜା କରାଯାଉଥିଲେ ମଧ୍ୟ ବ୍ରହ୍ମା…

ପବିତ୍ର ଧନୁସଂକ୍ରାନ୍ତିରୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଆରମ୍ଭ ହେଲା ‘ପହିଲି ଭୋଗ’ ନୀତି

ପୁରୀ: ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆଜି ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ଆରମ୍ଭ ହୋଇଛି ‘ପହିଲି ଭୋଗ’ ନୀତି । ଆଜି ମୁଆଁ ସଂକନ୍ତି ବା ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀମନ୍ଦିରରେ ପହିଲି ଭୋଗ ପ୍ରସାଦ ସେବନ କରି…

ଆସାମର ରହସ୍ୟମୟ ଗାଁ ମେୟଙ୍ଗ, ଯେଉଁ ଗାଁ’ରେ ତନ୍ତ୍ର ବଳରେ ମଣିଷ ହୋଇଯାଏ ପଶୁ !

ଭୁବନେଶ୍ୱର: ବିଜ୍ଞାନର ଜୟଯାତ୍ରା ଯେତେ ଯେତେ ଶୀର୍ଷସ୍ଥାନକୁ ଯାଉଛି, ଅନ୍ଧବିଶ୍ୱାସ ତଥା ପାରମ୍ପରିକ କଳା କୌଶଳ ବା କଳାଯାଦୁ ଉପରେ ବିଶ୍ୱାସ ମଧ୍ୟ ସେତିକି ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି । ଏହା ଆଶ୍ଚର୍ଯ୍ୟ ଲାଗିଲେ ବି ଆସାମର ମେୟଙ୍ଗ ନାମକ ଏକ ଗାଁ’ର ମନ୍ତ୍ରତନ୍ତ୍ର ତଥା କଳାଯାଦୁ…

ରହସ୍ୟମୟ ଗୋଲୁମନ୍ଦିର, ଯେଉଁଠି ଦେବତା ଗ୍ରହଣ କରନ୍ତି ଦରଖାସ୍ତ !

ଭୁବନେଶ୍ୱର: ଭାରତ ଏକ ରହସ୍ୟମୟ ଦେଶ ବୋଲି ଏହା କାହାକୁ ଅଛପା ନୁହେଁ । ଏଠାରେ ପୁରାତନ ସଂସ୍କୃତି ତଥା ପ୍ରାଚୀନ ପରମ୍ପରାକୁ ଗୁରୁତ୍ୱବହନ କରି ଅନେକ କଥାବସ୍ତୁ ତଥା କିମ୍ବଦନ୍ତୀ ରହିଛି । ବିଭିନ୍ନତା ମଧ୍ୟରେ ଏକତା ବହନ କରୁଥିବା ଏହି ପ୍ରାଚୀନ ପରମ୍ପରାର ଦେଶ ଭାରତରେ ଅନେକ ପ୍ରମୁଖ…

ଶ୍ରୀଜଗନ୍ନାଥଙ୍କ ଗୁପ୍ତ ନୀତି: ନଭେମ୍ବର ୨୬ ଓ ୨୭ ତାରିଖରେ ୪ ଘଣ୍ଟା ଲାଗି ଶ୍ରୀମନ୍ଦିର ବନ୍ଦ ରହିବ

ପୁରୀ: ଶ୍ରୀକ୍ଷେତ୍ରସ୍ଥିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପାରମ୍ପରିକ ଗୁପ୍ତନୀତି ଲାଗି ନଭେମ୍ବର ୨୬ ଓ ୨୭ ତାରିଖରେ ୪ ଘଣ୍ଟା ଲାଗି ସମ୍ପୂର୍ଣ୍ଣ ବନ୍ଦ ରହିବ । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ସୂଚନାନୁଯାୟୀ, ସୋମବାର ଦିନ ସିଂହାରୀ ସେବାୟତଙ୍କ ଦ୍ୱାରା…

ରହସ୍ୟମୟ ଜ୍ୱାଳାମୁଖୀ ମନ୍ଦିର, ଏବେବି ଜଳୁଛି ସତୀଙ୍କ ଜିହ୍ୱା !

ଭୁବନେଶ୍ୱର: ଦୁନିଆରେ ଏମିତି କିଛି ରହସ୍ୟମୟ ସ୍ଥାନ ରହିଛି ଯାହାକୁ କେହି ନିଜ ଆଖିରେ ନ’ଦେଖିଲେ ବିଶ୍ୱାସ କରିପାରିବେ ନାହିଁ । କୁହାଯାଏ ଭାରତ ହେଉଛି ଏକ ରହସ୍ୟମୟ ଦେଶ । କିମ୍ବଦନ୍ତୀ ସମ୍ବଳିତ ଏହାର ଏହାର ପ୍ରାଚୀନ ପରମ୍ପରା ତଥା ସଂସ୍କୃତିରେ ଭରି ରହିଛି ଅସଂଖ୍ୟ ପୌରାଣିକ କଥାବସ୍ତୁ ।…

ସେବାୟତଙ୍କ କାରଣ ଦର୍ଶାଅ ନୋଟିସର ଉତ୍ତର ସାର୍ବଜନୀନ ହେବ ନାହିଁ: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ୨୦୧୬ ନବକଳେବର ସମୟରେ ଶ୍ରୀବିଗ୍ରହମାନଙ୍କ ବ୍ରହ୍ମ ପରିବର୍ତ୍ତନ ସମୟରେ ହୋଇଥିବା ବିଭ୍ରାଟ ନେଇ ୪ଜଣ ସେବାୟତମାନଙ୍କୁ ଦିଆଯାଇଥିôବା କାରଣ ଦର୍ଶାଅ ନୋଟିସର ଉତ୍ତର ସାର୍ବଜନୀନ କରାଯିବ ନାହିଁ ବୋଲି ଶୁକ୍ରବାର ଦିନ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ…

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ

ଭୁବନେଶ୍ୱର : ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ବା ରାହାସ ପୂର୍ଣ୍ଣିମା ।ଏହି ଅବସରରେ ବଡି ଭୋରରୁ ଉଠି ଶ୍ରଦ୍ଧାଳୁମାନେ ବିଭନ୍ନ ଜଳାଶୟ ଓ ନଦୀରେ ଡଙ୍ଗା ଭସାଇ ପୂଜାର୍ଚ୍ଚନା କରିଛନ୍ତି । ଜଳାଶୟଗୁଡିକରେ ବୁଡ ପକାଇବା ସହ କଦଳୀ ପଟୁଆ ନିର୍ମିତ ଡଙ୍ଗାରେ ପାନଗୁଆ, ଭୋଗ, ଧୁପ, ଦୀପ ଆଦି…

ଆଜି ‘ବଡ ଓଷା’, ଚଳଚଞ୍ଚଳ ଧବଳେଶ୍ୱର ପୀଠ

ଭୁବନେଶ୍ୱର : କାର୍ତ୍ତି କ ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥି ରେ ବଡ ଓଷା ପାଳନ ହେବା ଅବସରରେ ପ୍ରସିଦ୍ଧ ଧବଳେଶ୍ୱର ପୀଠ ଚଳଚଞ୍ଚଳ ହୋଇଉଠିଛି । ଭକ୍ତମାନେ ଏହି ଦିନ ବ୍ରତଧାରଣ ପୂର୍ବକୁ ଉପବାସ ରହି ପୂଜାର୍ଚ୍ଚନା କରିଥାନ୍ତି । ଏହି ଦିନ ଭୋଳା ଶଙ୍କରଙ୍କ ପାଖରେ ଏକ ସ୍ୱତନ୍ତ୍ର ପୀଠା ଭୋଗ…