Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ଆଜି ଜୁନ ୨୧ ‘ଆନ୍ତର୍ଜାତିକ ଯୋଗ ଦିବସ’ : ସମଗ୍ର ବିଶ୍ୱ ଯୋଗମୟ

ସମଗ୍ର ବିଶ୍ୱକୁ ଯୋଗ ହିଁ ଆଜି ଏକତାବଦ୍ଧ କରିପାରିଛି । ଚାଲନ୍ତୁ ଫେରିଯିବା ସେଇ ନୂଆ ପୃଥିବୀର ଆନନ୍ଦମୟ ମୁହୂର୍ତ୍ତ ଆଡ଼କୁ । ସମଗ୍ର ବିଶ୍ୱବାସୀ ଛାଡ଼ି ଆସିଥିବା ସେଇ ଯୋଗାସନର ସୁବର୍ଣ୍ଣ ଖଚିତ ପ୍ରାତଃକାଳକୁ । ସମଗ୍ର ବିଶ୍ୱକୁ ପୁନର୍ବାର ଖୋଜିବାକୁ ପଡ଼ିବ ମହର୍ଷି ପତଞ୍ଜଳିଙ୍କ ସେହି…

ଛତିଶା ନିଯୋଗର ନିଷ୍ପତ୍ତିରେ ରଥଯାତ୍ରାର ଚୂଡ଼ାନ୍ତ କାର୍ଯ୍ୟସୂଚୀ ଧାର୍ଯ୍ୟ ହେଲା

ପୁରୀ : ଆସନ୍ତା ଜୁଲାଇ ୧୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଚୂଡ଼ାନ୍ତ କାର୍ଯ୍ୟସୂଚୀ ଶ୍ରୀମନ୍ଦିର ଛତିଶା ନିଯୋଗ ସ୍ଥିର କରିଛି । ଏନେଇ ଛତିଶା ନିଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ କାର୍ଯ୍ୟସୂଚୀ ସ୍ଥିରୀକୃତ ହୋଇଥିଲା । ଛତିଶା ନିଯୋଗର ଏହି…

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ: ଡ଼ିଜିପିଙ୍କୁ ଭେଟି ମୋକଦ୍ଦମା ରୁଜୁ କରିବା ଲାଗି ଦାବି କଲା ବିଜେପି

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଏବଂ ରତ୍ନଭଣ୍ଡାର ସୁରକ୍ଷା ନେଇ ଏବେ ଶାସକ ଓ ବିରୋଧି ଦଳ ମଧ୍ୟରେ ରାଜନୈତିକ ଛକାପଞ୍ଝା ବୃଦ୍ଧି ପାଇବାରେ ଲାଗିଛି । ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ମୋକଦ୍ଦମା ରୁଜୁ କରିବା ଲାଗି ଦାବି…

ରଥଯାତ୍ରା ଉପଲକ୍ଷେ ‘ଓଟିଡ଼ିସି’ ର ସ୍ପେସାଲ୍ ଟୁର୍ ପ୍ୟାକେଜ୍

ଭୁବନେଶ୍ୱର: ଆସନ୍ତା ଜୁଲାଇ ୧୪ ତାରିଖରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଓଡ଼ିଶା ଟୁରିଜିମ୍ ଡ଼େଭଲପମେଣ୍ଟ କର୍ପୋରେସନ (ଓଟିଡ଼ିସି) ପକ୍ଷରୁ ଏକ ସ୍ପେସାଲ୍ ଟୁର୍ ପ୍ୟାକେଜ ଘୋଷିତ ହୋଇଛି । ଗ୍ରାଣ୍ଡ ସେଣ୍ଟ୍ରାଲ୍ ହୋଟେଲ୍ ରୁଫଟପ୍ ପ୍ୟାକେଜ ନିମନ୍ତେ ଦାମ ରହିଛି ଜଣକ ପିଛା ୪,୧୯୯…

ବନସ୍ତେ ଡ଼ାକିଲା ଗଜ, ବରଷକେ ଥରେ ଆସିଛି ରଜ…

ଭୁବନେଶ୍ୱର : ଆଜି ପ୍ରଥମ ରଜ । ସମଗ୍ର ଓଡ଼ିଶା ଆଜି ପାଳନ କରୁଛି ମହାନ ପାରମ୍ପରିକ ଉତ୍ସବ ‘ରଜ’ର ପ୍ରଥମ ଦିନ । ଘରେ ଘରେ ପିଠାର ସୁସ୍ୱାଦୁ ବାସ୍ନା ସହିତ ରଜପାନର ମଜ୍ଜା ନେଉଛନ୍ତି ସହର ଓ ଗାଁ’ର ଓଡ଼ିଆ ଝିଅମାନେ । ବଉଳଲୋ...ବନସ୍ତେ ଡ଼ାକିଲା ଗଜ, ବରଷକେ ଥରେ ଆସିଛି ରଜ... । ଲାଗେ ଯେମିତି…