Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ଦେବ ଦୀପାବଳୀ: ଚଳିତବର୍ଷ ୫ ଲକ୍ଷ ଟେରାକୋଟା ଦୀପରେ ଝଲସିବ କାଶୀ

ଲକ୍ଷ୍ନୌ: ଗୋରଖପୁରରେ ଟେରାକୋଟା ହାତରେ ନିର୍ମିତ ଦୀପ ଏବଂ ଛୋଟମୋଟ ଶିଳ୍ପକଳା ତିଆରି କରାଯାଇଥାଏ । କିନ୍ତୁ ଅତୀତରେ ଏହା ଏତେ ପ୍ରସିଦ୍ଧ ଲାଭ କରିଛି ଯେ ଏହା ସମଗ୍ର ବିଶ୍ବରେ ଏକ ଅଲଗା ପରିଚୟ ସୃଷ୍ଟି କରିପାରିଛି । ଭାରତ ଏବଂ ବିଦେଶର ଲୋକମାନେ ଏଠାରେ ନିର୍ମିତ ହସ୍ତଶିଳ୍ପ କିଣନ୍ତି । ଦେଶ…

ରହସ୍ୟମୟୀ ସ୍ଥାନ , ଯେଉଁଠି ନଦୀ କରୁଛି ମହାଦେବଙ୍କ ଜଳାଭିଷେକ…

ନୂଆଦିଲ୍ଲୀ : ଦୁନିଆରେ ଅନେକ ରହସ୍ୟମୟୀ ସ୍ଥାନ ରହିଛି  । ଯାହା ବିଷୟରେ ଖୁବ୍ କମ୍ ଲୋକ ଜାଣିଥାନ୍ତି  । ଏପରି ଏକ ନଦୀ ରହିଛି କର୍ଣ୍ଣାଟକରେ  ।  ଯେଉଁଠାରେ ଆପଣ ମାନଙ୍କୁ ଶହ ଶହ ଶିବ ଲିଙ୍ଗ ଦେଖିବାକୁ ମିଳିବ  । ଆମେ ଜାଣୁ ଯେ ଲୋକମାନେ ବିଭିନ୍ନ ମାନସିକ ରଖି ଜଳାଭିଷେକ କରିଥାନ୍ତି  ।…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ଶ୍ରୀମନ୍ଦିରର ନିଷେଧ ସାମଗ୍ରୀ (୨)

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ନୀତି ନିୟମ ମଧ୍ୟରେ ଗୋଟିଏ ସାଧାରଣ ଭକ୍ତ କଣ କଣ କରିବା ଉଚିତ ନୁହେଁ ସେ ବିଷୟରେ ଅଳ୍ପ କିଛି ଆଲୋଚନା କରିଥିଲେ। କିନ୍ତୁ ଆଜିର ଆଲୋଚନାରେ ଜାଣିବା…

ଭଦ୍ରକରେ ସିନ୍ଦୁର ଖେଳି ମା’ଙ୍କୁ ବିଦାୟ ଦେଲେ ଭକ୍ତ

ଭଦ୍ରକ: ଆଜି ଧରାପୃଷ୍ଠରୁ ବିଦାୟ ନେବେ ଜଗତଜନନୀ ମା' ଦୁର୍ଗା । ସେନେଇ ବିଭିନ୍ନ ପୂଜା ମଣ୍ଡପ ଗୁଡିକରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ପୁଣି ଆର ବର୍ଷକୁ ଅପେକ୍ଷା । ତେବେ ଭଦ୍ରକ ସନ୍ଥିଆ ସ୍ଥିତ ନୀଳକଣ୍ଠପୁରରେ ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ଆରମ୍ଭ ହୋଇଇଛି ମା'ଙ୍କ ଭଷାଣୀ…

ମା’ ମାଣିକେଶ୍ବରୀଙ୍କ ଲାଖମରା ପର୍ବ ଅନୁଷ୍ଠିତ

ଭବାନୀପାଟଣା: କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ବରୀଙ୍କ ଲାଖବିନ୍ଧା ବା ବା ଲାଖମରା ପର୍ବ ମହାସମାରହରେ ଅନୁଷ୍ଠିତ ହୋଇଯାଛି । ଏହି ପର୍ବର ଏକ ଭିନ୍ନ ସ୍ବତନ୍ତ୍ରତା ରହିଛି । ଏହି ପର୍ବ ମାଧ୍ୟମରେ ଏକ ଲାଖମରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ ଓ ବିଜୟୀ କୁ ରାଜପରିବାର ପକ୍ଷରୁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ଶ୍ରୀମନ୍ଦିରର ନିଷେଧ ସାମଗ୍ରୀ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ କିଛି ସାମଗ୍ରୀ ମନ୍ଦିର ଭିତରକୁ ନେବା ବାରଣ ହୋଇଛି। ସାଧାରଣତଃ କେବଳ ଶ୍ରୀମନ୍ଦିର ନୁହେଁ ସବୁ ପ୍ରକାର ଧାର୍ମିକ ସ୍ଥଳ ଓ ଆଶ୍ରମ,…

ପଶ୍ଚିମ ଓଡିଶାର ଅନ୍ୟତମ ପର୍ବ ଭାଇ ଜୀଉନ୍ତିଆ ଓ ଡାଲଖାଇ ପର୍ବ, ଜାଣନ୍ତୁ ଏହି ବ୍ରତ ବିଷୟରେ

ନୂଆପଡା: ଭାଇ ଜିଉନ୍ତିଆ ଓଷା। ପଶ୍ଚିମ ଓଡ଼ିଶାର ଏକ ମହାନ ପର୍ବ। ଏହି ପର୍ବ ମାଧ୍ୟମରେ ଭାଇର ମଙ୍ଗଳ ପାଇଁ ଭଉଣୀ ମାନେ ଉପବାସ କରି ମା’ ଦୁର୍ଗାଙ୍କ ଠାରେ ପୂଜାର୍ଚ୍ଚନା କରି ଗୁହାରୀ କରିଥାନ୍ତି। ଭାଇ ଭଉଣୀର ସଂପର୍କ ପବିତ୍ର। ଭାଇ ହେଉଛି ଭଉଣୀର ରକ୍ଷା କବଚ। ବିପଦ ଆପଦରେ ସବୁବେଳେ ଭଉଣୀକୁ…

ସାରା ଦେଶରେ ଉତ୍ସବର ମାହୋଲ, ସିନ୍ଦୁର ଖେଳି ମା’ଙ୍କୁ ଦିଆଯିବ ମେଲାଣି

ଭୁବନେଶ୍ଵର: ଆଜି ହେଉଛି ପବିତ୍ର ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର, ଅଧର୍ମ ଉପରେ ଧର୍ମର ହୋଇଥିବା ବିଜୟ ପାଇଁ ସାରା ଦେଶରେ ଏବେ ଉତ୍ସବର ମାହୋଲ । ଶେଷ ପର୍ଯ୍ୟାୟରେ ପହଞ୍ଚିଛି ମାଆଙ୍କ ଶାରଦୀୟ ଦୁର୍ଗାପୂଜା । ଆସନ୍ତାକାଲି ମେଲାଣି ନେବେ ମାଆ ଦଶଭୁଜା । ଏବେ ପୁଣି ଅପେକ୍ଷା ଆସନ୍ତାବର୍ଷକୁ…

ଆଜି ହେଉଛି ପବିତ୍ର ବିଜୟାଦଶମୀ; ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ସୁନାବେଶ

ପୁରୀ: ଆଜି ହେଉଛି ପବିତ୍ର ବିଜୟାଦଶମୀ ଅର୍ଥାତ ଦଶହରା ପର୍ବ । ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ହେଉଛି ପବିତ୍ର ବିଜୟାଦଶମୀ । ଆଜିର ଦିନରେ ଶ୍ରୀମନ୍ଦିରରେ ଅବକାଶ ନିତି ପରେ ଶ୍ରୀଜୀଉଙ୍କର ସୁନାବେଶ ଅନୁଷ୍ଠିତ ହେବାର ବିଧି ରହିଛି । ଏହି ପବିତ୍ର ତିଥିରେ ମହାପ୍ରଭୁ ଶ୍ରୀରାମ ରାବଣକୁ…

ଆଜି ପବିତ୍ର ବିଜୟା ଦଶମୀ: ଅଧର୍ମ ଉପରେ ହେବ ଧର୍ମର ବିଜୟ, ମହିଷାସୁରକୁ ବଦ୍ଧ କରିବେ ମହାମାୟା

ଭୁବନେଶ୍ଵର: ଆଜି ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର, ଅଧର୍ମ ଉପରେ ଧର୍ମର ବିଜୟ ଉତ୍ସବ। ମଣ୍ତପରେ କରାଯାଉଛି ମହିଷା ମର୍ଦ୍ଦିନୀଙ୍କ ସ୍ୱତନ୍ତ୍ର ନୀତିକାନ୍ତି । ସ୍ୱତନ୍ତ୍ର ତନ୍ତ୍ର, ମନ୍ତ୍ର, ଚଣ୍ତିପାଠରେ ଫାଟି ପଡୁଛି ପୁରପଲ୍ଲୀ । ପୂଜା ମଣ୍ତପରୁ ଆରମ୍ଭ କରି ଘରେ ଘରେ ରୀତିନୀତି ଅନୁସାରେ…