Latest Odisha News

BREAKING NEWS

Browsing Category

ପର୍ବପର୍ବାଣୀ

ଶକ୍ତିପୀଠର କାହାଣୀ: ନରମୁଣ୍ଡମାଳ ଧାରିଣୀ ଅଷ୍ଟଭୁଜା ମା’ ଚର୍ଚ୍ଚିକା

ଭୁବନେଶ୍ଵର: ଶକ୍ତି ପୂଜାର ପରମ୍ପରା ଆମ ଦେଶରେ ଯୁଗଯୁଗ ଧରି ଚଳିଆସୁଅଛି । ଏହାର କାଳ ନିର୍ଣ୍ଣୟ କରିବା କଦାପି ସହଜସାଧ୍ୟ ନୁହେଁ । କିନ୍ତୁ ଦୁର୍ଗା ପୂଜାର ପରମ୍ପରା ସବୁଠାରୁ ଭିନ୍ନ । ମା'ଙ୍କ ଆଗମନରେ ଉତ୍ସବମୁଖର ହୋଇଉଠିଛି ପୁରପଲ୍ଲୀ । ପୀଠରେ ଚାଲିଛି ମାଆଙ୍କ ଷୋଡଶ ପୂଜା । ଚଳଚଞ୍ଚଳ…

ପ୍ରତିଶ୍ରୁତି ପାଳନ କରିବେ ମହାପ୍ରଭୁ, ଆଜିଠୁ ଶ୍ରୀମନ୍ଦିରରେ ଦୁର୍ଗାମାଧବଙ୍କ ଗୁପ୍ତଗୁଣ୍ଡିଚା ଯାତ୍ରା

ପୁରୀ: ଶାରଦୀୟ ଦୂର୍ଗା ଉତ୍ସବ ଅବସରରେ ଶ୍ରୀକ୍ଷେତ୍ରରେ ଆଜିଠୁ ମହାପ୍ରଭୁଙ୍କ ଗୁପ୍ତଗୁଣ୍ଡିଚା ଆରମ୍ଭ ହୋଇଛି । ଦୁର୍ଗାମାଧବ ଉପାସନାର ପ୍ରତୀକ ସ୍ୱରୂପ ଶ୍ରୀଜଗନ୍ନାଥ ଗୁପ୍ତଗୁଣ୍ଡିଚାରେ ମା ମହାଲକ୍ଷ୍ମୀ ସ୍ଵରୁପା ମା ଦୁର୍ଗାଙ୍କୁ ନେଇ ଦୋଳମଣ୍ଡପ ସାହି ସ୍ଥିତ ନାରାୟଣୀ ମନ୍ଦିରକୁ ବିଜେ…

ପବିତ୍ର ମହାଳୟା, ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମାଆ ସୁରେଶ୍ଵରୀ

ସୋନପୁର: ଆଜି ପବିତ୍ର ମହାଳୟା । ଆଶ୍ବିନ କୃଷ୍ଣ ଅମାବାସ୍ୟା ତିଥିରେ ସୋନପୁର ଗଡଜାତର ଇଷ୍ଟଦେବୀ ମାଆ ସୁରେଶ୍ବରୀ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି । ଗଡ଼ଜାତର ମହାବଳୀ ପରମ୍ପରା ଅତି ପ୍ରାଚୀନ ହୋଇଥିବାବେଳେ ବଳୀଯାତ୍ରାରେ ଇଷ୍ଟଦେବୀ ବିଭିନ୍ନ ବେଶ ଧାରଣ କରି ମହାଳୟାରୁ ଦଶମୀ ତିଥି ଯାଏଁ…

ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମା ସମଲେଶ୍ୱରୀ, ଭୋର ୪ଟାରୁ ଲାଗିଛି ଭକ୍ତଙ୍କ ଭିଡ

ସମ୍ବଲପୁର: ଆଜି ପବିତ୍ର ମହାଳୟା ଅମାବାସ୍ୟା । ଏହି ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବା ମା ସମଲେଶ୍ୱରୀଙ୍କୁ ଧବଳମୁଖୀ ବେଶ କରାଯାଇଛି । ମହାଳୟାରେ ମା ସମଲେଶ୍ୱରୀ ଭକ୍ତଙ୍କୁ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି । ବର୍ଷର ଅନ୍ୟଦିନରେ ମା ସମଲେଇ ସିନ୍ଦୁର ବର୍ଣ୍ଣରେ ଦର୍ଶନ ଦେଉଥିବା ବେଳେ…

ଶକ୍ତିପୀଠର କାହାଣୀ: ମହିଷାମର୍ଦ୍ଦିନୀ ଦ୍ଵିଭୁଜା ଦୁର୍ଗା ମା’ ବିରଜା

ଭୁବନେଶ୍ଵର: ଆରମ୍ଭ ହୋଇଛି ଜଗତଜନନୀ ମା'ଙ୍କ ଷୋଡ଼ଶ ପୂଜା ଉପଚାର । ମୂଳାଷ୍ଟମୀଠାରୁ ଶରତ କାଳୀନ ଦୂର୍ଗାପୂଜା ଆରମ୍ଭ ହେବା ସହ ପାରମ୍ପରିକ ଷୋଡ଼ଶ ଦିନାତ୍ମକ ପୂଜା ଜାରି ରହିଛି । ଦଶହରା ଯାଏ ୧୬ ଦିନ ଧରି ସମସ୍ତ ଶକ୍ତିପୀଠରେ ଭିନ୍ନଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା । ନଦୀରୁ…

ଇନ୍ଦିରା ଏକାଦଶୀ: ଏହି ଦିନ ଶାଳଗ୍ରାମ ପୂଜା ଓ ବ୍ରତ କଲେ ସନ୍ତୁଷ୍ଟ ହୁଅନ୍ତି ପିତୃପୁରୁଷ

ଭୁବନେଶ୍ଵର: ଚଳିତ ବର୍ଷ ଅକ୍ଟୋବର ୧୦ତାରିଖରେ ପଡୁଛି ଆଶ୍ୱିନ ମାସ କୃଷ୍ଣପକ୍ଷ ଏକାଦାଶି | ପିତୃପକ୍ଷ ହେତୁ ଏହି ଦିନଟି ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ | ଏହି ଦିନ ଭଗବାନ ବିଷ୍ଣୁଙ୍କୁ ଶାଳଗ୍ରାମ ରୂପରେ ପୂଜା କରିବା ସହ ଦିନସାରା ଉପବାସ କରିବାର ବିଧି ରହିଛି । ଏହି ଉପାୟରେ…

ଶକ୍ତିପୀଠର କାହାଣୀ: ମା’ଙ୍କ ଏହି ମନ୍ଦିରରେ ପୂଜା ପାଏ ମାଛ କଣ୍ଟା

ଭୁବନେଶ୍ଵର: ମା’ ଦୂର୍ଗାଙ୍କ ଶାରଦୀୟ ସ୍ୱତନ୍ତ୍ର ପୂଜା ପାଇଁ ସବୁ ଶକ୍ତିପୀଠ ହୋଇ ଉଠିଛି ପାର୍ବଣ ମୁଖରିତ । ଧରାପୃଷ୍ଠକୁ ମା’ଙ୍କ ଆଗମନ ଅବସରରେ ଆରମ୍ଭ ହୋଇଛି ଦେବୀ ପୀଠମାନଙ୍କରେ ଷୋଳପୂଜା । ଦେବଗଣ ଓ ଚଣ୍ଡିଚାମୁଣ୍ଡାଙ୍କ ସହ ମର୍ତ୍ତକୁ ଆସି ପାପିଙ୍କ ପାପକୁ ନାଶ କରି ସଂସାରକୁ ସୁଖରେ…

ମା’ ଦୁର୍ଗାଙ୍କ ମୂର୍ତ୍ତି ତିଆରିରେ କାହିଁକି ବେଶ୍ୟାଳୟର ମାଟି ବ୍ୟବହାର କରାଯାଇଥାଏ, କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ଭୁବନେଶ୍ଵର: ଆମ ସଭ୍ୟ ସମାଜରେ ଆଜି ବି ବେଶ୍ୟା କୁ ଘୃଣ୍ୟ ଦୃଷ୍ଟିରେ ଦେଖାଯାଉଛି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଯାହାକୁ ଆମ ସମାଜ ଘୃଣ୍ୟ ଦୃଷ୍ଟିରେ ଦେଖୁଛି ସେହି ବେଶ୍ୟାଳୟର ମାଟିରେ ହିଁ ମା ଦୁର୍ଗାଙ୍କ ମୂର୍ତ୍ତି ତିଆରି କରାଯାଇଥାଏ । ମାତ୍ର ଆପଣଙ୍କ ମନରେ ଏନେଇ ନିଶ୍ଚୟେ…

ଶକ୍ତିପୀଠର କାହାଣୀ: ନଦୀ ଗର୍ଭରେ ଦିଗହରା ହୋଇ ବୁଲୁଥିବା ନାବଟି ହଠାତ୍ ଅଟକି ଥିଲା ମା’ଙ୍କ ପାଖରେ

ଭୁବନେଶ୍ଵର: ଧରାଧାମକୁ ଅବତରଣ କରିଛି ପାର୍ବଣର ଋତୁ । ପାର୍ବଣ ଋତୁରେ ଜଗତଜନନୀଙ୍କ ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହୋଇଛି ଶାରଦୀୟ ପୂଜା । ଶକ୍ତିପୀଠମାନଙ୍କରେ ଚାଲିଛି ମାଆଙ୍କ ଷୋଡଶ ଉପଚାର ବିଧି। ୧୬ ଦିନ ପର୍ଯ୍ୟନ୍ତ ବିଭିନ୍ନ ବେଶରେ ଭକ୍ତଙ୍କ ଦର୍ଶନ ଦେବେ ମାଆ ଜଗତଜନନୀ । ଆମ ଦେଶରେ…

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ନୂଆଖାଇ ଭେଟ୍‌ଘାଟ୍‌

ଭୁବନେଶ୍ୱର : ନୂଆଖାଇ ପର୍ବ ପାଳନର ସ୍ୱତନ୍ତ୍ରତା ତଥା ପ୍ରାଚୀନ ପରମ୍ପରାକୁ ଉଜ୍ଜୀବିତ କରିବା ପରିପ୍ରେକ୍ଷୀରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଆନୁକୂଲ୍ୟରେ ସ୍ଥାନୀୟ ରବିନ୍ଦ୍ରମଣ୍ଡପଠାରେ ନୂଆଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର…