Latest Odisha News

BREAKING NEWS

Browsing Category

ରଥ ପଥ ଜଗନ୍ନାଥ

ଶ୍ରୀମନ୍ଦିରରେ ଭଗବାନ ନୃସିଂହଙ୍କ ଉପାସନା; ଜାଣନ୍ତୁ, କ’ଣ ରହିଛି ରହସ୍ୟ !

ପୁରୀ: ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ପ୍ରତିଷ୍ଠାର ଆଦ୍ୟରୂପ ଓ ଅବତାର ହେଉଛନ୍ତି ଭଗବାନ ନୃସିଂହ । ତତ୍ତ୍ୱ ଓ ନୀତି ଦୃଷ୍ଟିରୁ ଶ୍ରୀଜଗନ୍ନାଥଙ୍କ ସହ ନୃସିଂହ ମୂର୍ତ୍ତି ହିଁ ପ୍ରଥମରୁ ଜଡ଼ିତ ରହିଛି ଏଥିରେ ତିଳେ ହେଲେ ସନ୍ଦେହ ନାହିଁ । ତେବେ ଶ୍ରୀମନ୍ଦିରରେ ଦୈନିକ ରୀତି…

ଜାଣନ୍ତୁ, ଏହି ୩ ଭାରତୀୟ ସନ୍ଥଙ୍କ ଚମତ୍କାରିତା: ଦେହାନ୍ତ ପରେ ମିଳି ନ’ଥିଲା ଶରୀର !

ମହାନ ଭାରତୀୟ ସଂସ୍କୃତି ଆଜି ସମଗ୍ର ବିଶ୍ୱକୁ ଦିଗଦର୍ଶନ ଦେଇପାରିଛି । ଭାରତୀୟ ଧର୍ମ, ପରମ୍ପରା, ଐତିହ୍ୟ ତଥା ସାଂସ୍କୃତିକ ବୈଚିତ୍ର‌୍ୟତା ମଧ୍ୟରେ ରହିଛି ଚମତ୍କାରିତା । ହଜାର ହଜାର ବର୍ଷ ପୂର୍ବରୁ ତଥା ଆଜି ପର୍ଯ୍ୟନ୍ତ ଏହି ଦେଦଭୂମି ଭାରତବର୍ଷରେ ଆଧ୍ୟାତ୍ମିକ ଅନୁଭୂତି ତଥା ଅଲୌକକିତାରେ…

ଆସନ୍ତୁ ଜାଣିବା କାହିଁକି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କୁହାଯାଏ ନକ୍ଷତ୍ରମାନଙ୍କ ରାଜା !

ଶ୍ରୀଜଗନ୍ନାଥଙ୍କୁ କାହିଁକି ନକ୍ଷତ୍ରରାଜା କୁହାଯାଏ ଆସନ୍ତୁ ଜାଣିବା । ପ୍ରାୟ ସମସ୍ତ ମନ୍ଦିରରେ ଗ୍ରହର ପ୍ରଭାବ ଥାଏ । ପୁରୀ ଶ୍ରୀମନ୍ଦିରରେ କିନ୍ତୁ ଏହାର କମ୍ ପ୍ରଭାବ ପରିଲକ୍ଷିତ ହୁଏ । କାରଣ ନବଗ୍ରହର ରାଜା ଭାବେ ଶ୍ରୀଜଗନ୍ନାଥଙ୍କୁ ବିବେଚନା କରାଯାଏ । ପରାଗ କିମ୍ବା ଚନ୍ଦ୍ର ଗ୍ରହଣ…

ଆସନ୍ତୁ ଜାଣିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଗଜଉଦ୍ଧାରଣ ବେଶ ସମ୍ପର୍କରେ

ମାଘ ପୂର୍ଣ୍ଣିମା ଦିନ ଶ୍ରୀମନ୍ଦିରରେ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଥାଏ । ପୌରାଣିକ ତଥ୍ୟ ଅନୁଯାୟୀ ଏକଦା ବରୁଣ ହ୍ରଦରେ ଗଜରାଜ ସ୍ନାନ କରୁଥିବା ବେଳେ ସେହି ହ୍ରଦରେ ଥିବା ଗୋଟିଏ ବିରାଟକାୟ କୁମ୍ଭୀର ଆକ୍ରମଣ କଲା । କୁମ୍ଭୀର ଆକ୍ରମଣରୁ ଉଦ୍ଧାର ପାଇବା ପାଇଁ ବିକଳରେ ମହାପ୍ରଭୁଙ୍କୁ…

ଅଦିନିଆ ରଥଯାତ୍ରା ପ୍ରସଙ୍ଗ: ଇସ୍କନକୁ ଚିଠି ଲେଖିବେ ଗଜପତି ମହାରାଜା

ପୁରୀ: ବୁଧବାର ବସିଥିବା ଶ୍ରୀମନ୍ଦିର ପରିଚାଳନା ବୈଠକରେ ଅଦିନିଆ ରଥଯାତ୍ରା ପ୍ରସଙ୍ଗ ଉଠିଥିଲା । ଏହାକୁ ନେଇ ଉଦ୍‌ବେଗ ମଧ୍ୟ ପ୍ରକାଶ ପାଇଥିଲା । ଆଗାମୀ ଦିନରେ ଏପରି ରଥଯାତ୍ରା ନକରିବାକୁ ଇସ୍କନ ମୁଖ୍ୟଙ୍କୁ ଚିଠି ଲେଖି ଅବଗତ କରାଇବେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଏଥିସହ ଇସ୍କନ…

ଜାତୀୟକରଣ ବ୍ୟାଙ୍କରେ ରହିବ ଶ୍ରୀମନ୍ଦିର ପାଣ୍ଠି

ପୁରୀ:ଜାତୀୟକରଣ ବ୍ୟାଙ୍କରେ ରହିବ ଶ୍ରୀମନ୍ଦିର ପାଣ୍ଠି । ଟଙ୍କା ରଖିବା ପାଇଁ ବ୍ୟାଙ୍କମାନଙ୍କ ଠାରୁ ଆବେଦନ ଆହ୍ୱାନ କରାଯିବ । ଯେଉଁ ବ୍ୟାଙ୍କ ସର୍ବାଧିକ ସୁଧ ଦେବେ ସେଠି ଟଙ୍କା ଜମା କରାଯିବ । ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତି ହୋଇଥିବା ନେଇ ସୂଚନା ଦେଇଛନ୍ତି…

ଜଗନ୍ନାଥଙ୍କ ମହିମାର ମୂକସାକ୍ଷୀ ବିଟୋଙ୍କ ଘଣ୍ଟି

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମା ବିଷୟରେ ସମସ୍ତେ ଜାଣନ୍ତି । ତେବେ ବର୍ତମାନ ଆଧୁନିକତା ଛାପରେ ଯୁବ ପିଢ଼ୀ ସହଜରେ ସବୁ ଜିନିଷକୁ ବିଶ୍ୱାସ କରୁ ନାହାନ୍ତି । ସେମାନଙ୍କୁ ପ୍ରମାଣ ଦରକାର । ଆସନ୍ତୁ ଜାଣିବା କିପରି ଜଣେ ପର୍ତୁଗାଲର ନାବିକ ଶ୍ରୀଜଗନ୍ନାଥଙ୍କ କରୁଣା ଅନୁଭବ କରବା ପରେ ତାଙ୍କରି…

ମୁମ୍ବାଇରେ ଅଦିନିଆ ରଥଯାତ୍ରାକୁ ମହେଶ୍ୱରଙ୍କ ବିରୋଧ

ଭୁବନେଶ୍ୱର: ମୁମ୍ବାଇରେ ଅଦିନିଆ ରଥଯାତ୍ରା ନେଇ ବଢ଼ୁଛି ଅସନ୍ତୋଷ । ପୁରୀର ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତି ଏହାକୁ ବିରୋଧ କରିଛନ୍ତି । ସେ କହିଛନ୍ତ ଯେ, ଇସ୍କନକୁ ତାଗିଦ କରିବାର ସମୟ ଆସିଛି । ଏହି ଅଦିନିଆ ରଥଯାତ୍ରାକୁ ଆମେ ଏବଂ ସବୁ ଜଗନ୍ନାଥ ପ୍ରେମୀ ବିରୋଧ କରିବା ଉଚିତ ।…

ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନାରେ ତୁଳସୀ…

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନାରେ ତୁଳସୀ ଏକ ଅପରିହାର୍ଯ୍ୟ ଦ୍ରବ୍ୟ । ସମସ୍ତ ପତ୍ର ପୁଷ୍ପ ଅପେକ୍ଷା ତୁଳସୀ ପ୍ରତି ଶ୍ରୀଜଗନ୍ନାଥଙ୍କର ଶ୍ରଦ୍ଧା ଅଧିକ ରହିଥାଏ । ମାଳତୀ ଫୁଲ, ମୁକ୍ତାଫୁଲ ଓ ପଦ୍ମକୁ ଛାଡ଼ି ତୁଳସୀ ଶୁଷ୍କ ହେଲେ ସୁଦ୍ଧା ମହାପ୍ରଭୁଙ୍କଠାରେ ଅର୍ପଣ…

ପଦ୍ମବେଶରେ ତିନି ଠାକୁର, ଦର୍ଶନ ପାଇଁ ଭକ୍ତଙ୍କ ଭିଡ

ପୁରୀ:ଶ୍ରୀମନ୍ଦିରରେ ପଦ୍ମବେଶରେ ଦର୍ଶନ ଦେବେ ତିନି ଠାକୁର । ପଦ୍ମଫୁଲରେ ସଜେଇ ହେବେ ଶ୍ରୀଜିଉ । ମାଘମାସ ଶୁକ୍ଲପକ୍ଷ ପ୍ରତିପଦାରୁ ପଂଚମୀ ମଧ୍ୟରେ ଯେଉଁ ବୁଧବାର ବା ଶନିବାର ପଡେ ସେହି ଦିନ ପଦ୍ମବେଶରେ ସଜେଇ ହୋଇଥାନ୍ତି ଶ୍ରୀଜିଉ । ଆଜି ମଧ୍ୟରାତ୍ରିରେ ଚନ୍ଦନଲାଗି ନୀତି ପରେ ବଡସିଂହାର…