Latest Odisha News

BREAKING NEWS

Browsing Category

ରଥ ପଥ ଜଗନ୍ନାଥ

ଅନୁଭୂତିରେ ଜଗନ୍ନାଥ

ଅନୁଭୂତିରେ ଜଗନ୍ନାଥ ପାର୍ଥସାରଥୀ ସାମଲ ୨୦୧୩ ମସିହା। ବାଣୀବିହାରରେ ସ୍ନାତକୋତ୍ତର ପ୍ରଥମ ବର୍ଷ ସରିଥାଏ। ଗୋପବନ୍ଧୁ ଛାତ୍ରାବାସରେ ଥିଲୁ। ରଥଯାତ୍ରା ପୂର୍ବଦିନ ଛାତ୍ରାବାସର କିଛି ସାଙ୍ଗ ନିଷ୍ପତି ନେଲୁ ଯେ ଶ୍ରୀଗୁଣ୍ଡିଚାରେ ପୁରୀ ଯିବା। ପୁରୀରୁ ଜଣେ ସାଙ୍ଗ ଥିଲା। ତାକୁ ଆମର ଲିଡର…

ଘୁ’ ଘୁ’ ଗର୍ଜନରେ ଗଡ଼ିଲା ନନ୍ଦିଘୋଷ ରଥ, ନିର୍ଦ୍ଧାରିତ ନିର୍ଘଣ୍ଟ ପୂର୍ବରୁ ଚାଲିଲା ତିନିରଥ

ପୁରୀ : ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଛେରାପହଁରା ନୀତିକାନ୍ତି ପରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ିଛି ତିନିରଥ । ଘଣ୍ଟ ଘଣ୍ଟା ବାଦ୍ୟରେ ଶହ ଶହ ଶ୍ରଦ୍ଧାଳୁଙ୍କ ଜୟ ଜଗନ୍ନାଥ ଜୟ ଜୟକାରରେ ବଡଦାଣ୍ଡ ପ୍ରାଙ୍ଗଣ ପ୍ରକମ୍ପିତ ହେଲା । ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ…

ମହାପ୍ରଭୁଙ୍କ ସେବାରେ ପୁରୀ ଗଜପତି ମହାରାଜା

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା, ଠାକୁର ରାଜା ତଥା ଦାରୁବ୍ରହ୍ମଙ୍କର ପ୍ରଥମ ସେବକ ହେଲେ ପୁରୀ ଗଜପତି ମହାରାଜା । ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପରିପ୍ରେକ୍ଷୀରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ସୁନାବେଣ୍ଟ ଖଚିତ ସମାର୍ଜନୀରେ ରଥାରୂଢ ଶ୍ରୀବିଗ୍ରହମାନଙ୍କର ତିନି…

ରଥଯାତ୍ରାରୁ ବାହୁଡା: ଜାଣନ୍ତୁ, ପୁରୀର ଟ୍ରାଫିକ୍ ବ୍ୟବସ୍ଥା

ପୁରୀ : ଆଜି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ‘ରଥଯାତ୍ରା’ । ଏହି ଅବସରରେ ଶ୍ରଦ୍ଧାଳୁଙ୍କ ଭିଡକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡକଡା କରାଯାଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ଧିରେଧିରେ ବଢୁଥିବା ଜନସମାଗମକୁ ଦେଖି ବ୍ୟାପକ ଟ୍ରାଫିକ ବନ୍ଦୋବସ୍ତ ମଧ୍ୟ…

ବଡ଼ଦାଣ୍ଡ ଦୁଲୁକୁଛି ଭକ୍ତଙ୍କ ଭିଡ଼ରେ: ଝୁଲି ଝୁଲି ପହଣ୍ଡି ବିଜେ କରୁଛନ୍ତି ଚତୁର୍ଦ୍ଧା ମୂରତି…

ପୁରୀ : ଆଜି ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା । ସମସ୍ତ ରତ୍ନବେଦୀ ନିକଟରେ ସମସ୍ତ ପାରମ୍ପରିକ ନୀତିକାନ୍ତି ସମାପ୍ତ ପରେ ଚତୁର୍ଦ୍ଦା ମୂରତୀ ପହଣ୍ଡି ବିଜେ କରୁଛନ୍ତି । ବଡ଼ଠାକୁର ଶ୍ରୀବଳଭଦ୍ର ନାଚି ନାଚି ଦ୍ରୁତ ଗତିରେ ରଥପାଖକୁ ଝପଟି ଆସୁଥିବାର ଦେଖାଗଲା । ଚକ୍ରରାଜ ସୁଦର୍ଶନଙ୍କୁ…

ବଡ଼ଦାଣ୍ଡରେ ଝଟକୁଛି ତିନିରଥ, ସୁବାସିତ ଫଳଫୁଲରେ ଶ୍ରୀମନ୍ଦିର ସଜ୍ଜିତ…

ପୁରୀ: "ଶ୍ରୀକ୍ଷେତ୍ର ମଣିଙ୍କ ଯାତ ସର୍ବ ଦେବାଦେବୀ ସଂଗତରେ ଧରି ଆସିବେ ଜଗତନାଥ" । ଆଜି ବିଷ୍ଣୁକ୍ରାନ୍ତା ହେବ ବସୁନ୍ଧରା ରଥାରୁଢ଼ ହେବେ ନାରାୟଣ। ଆଜି ପବିତ୍ର ରଥଯାତ୍ରା । କୃତାର୍ଥ ହେବେ ଆବ୍ରହ୍ମ କୀଟ ପତଙ୍ଗ ଚରାଚର ସୃଷ୍ଟି । ଯେ ସ୍ୱୟ୍ଂ ଅଗତୀର ଗତି ସେ ଆଜି ଗତିଶୀଳ ହେବେ । ସେବକ…

ଫୁଲରେ ସଜ୍ଜା ହେଉଛି ବଡଦେଉଳ, ଦିଲ୍ଲୀରୁ ଆସିଛନ୍ତି ୨ଶହ କାରିଗର

ପୁରୀ: ରାତି ପହିଲେ ମହାପ୍ରଭୁଙ୍କ ରଥଯାତ୍ରା । ସଜେଇ ହେଲାଣି ସାରା ଶ୍ରୀକ୍ଷେତ୍ର । ଏଥିରୁ ଶ୍ରୀମନ୍ଦିର ବା ବାଦ ପଡ଼ିଥାନ୍ତା କେମିତି ! ଏଥର ରଥଯାତ୍ରା ଅବସରରେ ଦେଖିବାକୁ ମିଳିବ ଏକ ନୂଆ କଥା । ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ପୂର୍ଣ୍ଣ ଫୁଲରେ ସଜା ହେବ। ଘୋଷଯାତ୍ରାର ଗୋଟିଏ…

ଗୁଆ ଖୋଳପା ମାଡ଼ ହେଲା ଆଶୀର୍ବାଦ !

ପୁରୀ: ଘଟଣାଟି ଘଟିଛି ପୁରୀ ଶ୍ରୀମନ୍ଦିରରେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନେତ୍ରୋତ୍ସବ ଦିନ । ନେତ୍ରୋତ୍ସବରେ ମହାପ୍ରଭୁଙ୍କ ଆଖି ଖୋଲିଲା । ମହାପ୍ରଭୁଙ୍କ ଦର୍ଶନ ପାଇଁ ହଜାର ହଜାର ମହିଳା ପୁରୁଷ ଧାଡ଼ି ବାନ୍ଧି ଯାଉଥିଲେ । ଭିଡ଼ ନିୟନ୍ତ୍ରଣ କରୁଥିଲେ ପୁଲିସ । ହାତରେ ଲାଠି ନଥିଲା, ଥିଲା ଗୁଆ…

ନୀଳମାଧବଙ୍କ ରୂପରେ ଶ୍ରୀଜଗନ୍ନାଥ…

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜନ୍ମବୃତ୍ତାନ୍ତ ପ୍ରକୃତରେ ରହସ୍ୟମୟ । ଭଗବାନଙ୍କ ନିଜର ଜନ୍ମକୁ ନିଜେ ହିଁ ଅପୂର୍ବ ଲୀଳା ମାଧ୍ୟମରେ ଜନମାନସରେ ପ୍ରକଟ କରିଛନ୍ତି । ଶ୍ରୀକୃଷ୍ଣଙ୍କ ଶରୀରରେ ଜାରା ଶବର ଦ୍ୱାରା କ୍ଷତ ସୃଷ୍ଟି ହେବା ଫଳରେ ଭଗବାନଙ୍କ ମାନବୀୟ ଅବତାରର ସମାପ୍ତ ଘଟିଥିଲା ।…

ଶ୍ରୀଜଗନ୍ନାଥଙ୍କ ସମ୍ପର୍କୀତ ନୂଆ ପୋର୍ଟାଲ୍ ଉନ୍ମୋଚନ କଲେ ଗଜପତି ମହାରାଜା

ପୁରୀ: ପୁରୀ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ମଙ୍ଗଳବାର ଦିନ ଶ୍ରୀଜଗନ୍ନାଥଙ୍କୁ ନେଇ ଏକ ନୂଆ ୱେବସାଇଟ୍ ଉନ୍ମୋଚିତ କରିଛନ୍ତି । ନୂତନ ଭାବେ ଉନ୍ମୋଚିତ ହୋଇଥିବା ଏହି ୱେବ ସାଇଟ ହେଉଛି www.shreeJagannath.in । ଏହି ୱେବସାଇଟରେ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରର ସଂସ୍କୃତି…