Latest Odisha News

BREAKING NEWS

Browsing Category

ଅନ୍ତର୍ଜାତୀୟ ମହିଳା ଦିବସ

ସ୍କୁଲ୍ ମାଡ଼ିନଥିବା କମ୍ପୋଷ୍ଟ ଗାର୍ଲ ଇନ୍ଦିରା; ଏବେ ଅନେକଙ୍କ ପ୍ରେରଣାର ଉତ୍ସ

ରାୟଗଡା କୋଲନରା ବ୍ଲକ ଅମ୍ବାଗୁଡା ଗାଁର ଇନ୍ଦିରା ହୋଇକା, ବୟସ ୩୦ । ଘରେ ପାଂଚ ଭଉଣୀ ଓ ଗୋଟିଏ ଭାଇଙ୍କ ମଧ୍ୟରେ ସବୁଠୁ ସାନ । ସ୍କୁଲ ମାଡିନାହାନ୍ତି ସେ । କିନ୍ତୁ ସ୍ଥାନୀୟ ଅଂଚଳରେ ଇନ୍ଦିରା ଜଣେ ସଫଳ ଚାଷୀ । ନିଜର ପ୍ରାୟ ପାଂଚ ଏକର ଜମିରେ ସେ ଚାଷ କରୁଛନ୍ତି । ଧାନ ସହ ଆଳୁ, କଲରା,…

ପ୍ରଧାନମନ୍ତ୍ରୀଙ୍କ #SheInspiresUs ରେ ଓଡିଆ ଲେଖିକା ସୁଲଗ୍ନା ମହାନ୍ତି

ଭୁବନେଶ୍ୱର/ନୂଆଦିଲ୍ଲୀ: ପ୍ରେରଣାଦାୟୀ ମହିଳାମାନଙ୍କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଥିବା  କ୍ୟାମ୍ପେନ #SheInspiresUs ରେ ସ୍ଥାନ ପାଇଛନ୍ତି ଓଡିଆ ଲେଖିକା ସୁଲଗ୍ନା ମହାନ୍ତି । ଭାରତ ସରକାରଙ୍କ ପକ୍ଷରୁ ‘ସି ଇନସ୍ପାଇରସ ଅସ୍‌’ରେ ସୁଲଗ୍ନାଙ୍କ ସମ୍ପର୍କରେ ଟ୍ୱିଟ୍…

ଭାରତୀୟ ମହିଳା ଦୁନିଆର ସବୁଠାରୁ ଅଧିକ ଉଚ୍ଚାଭିଳାଷୀ: ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: ଭାରତର ଉଚ୍ଚ ଶିକ୍ଷିତା ମହିଳାମାନେ ଦୁନିଆର ସବୁଠାରୁ ଅଧିକ ଉଚ୍ଚାଭିଳାଷୀ । ୮୯% ଭାରତୀୟ ମହିଳାଙ୍କ ଭାବନା ଯେ, ଜୀବନରେ ସଫଳ ହେବା ଅତ୍ୟନ୍ତ ଜରୁରୀ । ଏନେଇ ଆମେରିକନ୍ ଏକ୍ସପ୍ରେସ ଓ ନ୍ୟୁୟର୍କ ୱିମେନ୍ସ ଫାଉଣ୍ଡେସନର ସଂଯୁକ୍ତ ସର୍ଭେରୁ ଜଣାପଡିଛି । ‘ଏମ୍ବିସିୟସ ଇନ୍ସାୟଟ୍ସ’…

ଅସହାୟା ନାବାଳିକାଙ୍କ ସାହାରା କନ୍ଧମାଳର ବିଷ୍ଣୁପ୍ରିୟା; ବାଲ୍ୟବିବାହ ରୋକି ସଫଳ ହେଲେ

ଭୁବନେଶ୍ୱର: ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଗ୍ରେସିଙ୍ଗିଆ ଗାଁର ଝିଅ ବିଷ୍ଣୁପ୍ରିୟା ପ୍ରଧାନ । ବୟସ କମ୍ କିନ୍ତୁ ସମାଜ ପ୍ରତି ବେଶ୍ ଦାୟିତ୍ୱବାନ । ସ୍ଥାନୀୟ ଅଂଚଳରେ ବାଲ୍ୟବିବାହ ରୋକିବା ତଥା ଲୋକଙ୍କୁ ସଚେତନ କରିବା ନେଇ ସେ ଉଦ୍ୟମ କରିଆସୁଛନ୍ତି । ବାଲ୍ୟବିବାହ ରୋକିବା ଦିଗରେ କାମ…

ଉପାନ୍ତରୁ ଆକାଶ: ଏକ ଯାତ୍ରାର ନାଁ ଅନୁପ୍ରିୟା

ଆଦିବାସୀ ଅଧ୍ୟୁଷିତ ଏବଂ ମାଓ ପ୍ରବଣ ମାଲକାନଗିରି ଜିଲ୍ଲାର ଆଦିବାସୀ ପରିବାରର ଝିଅ ଅନୁପ୍ରିୟା ମଧୁମିତା ଲାକ୍ରା । ପିଲାଟି ଦିନରୁ ପାଇଲଟ ହୋଇ ଉଡାଯାହାଜ ଉଡାଇବାର ସ୍ୱପ୍ନ ଦେଖିଥିଲେ ସେ । ସ୍ୱପ୍ନ କଣ ସେବେଠାରୁ ହିଁ ଏହାକୁ ଜୀବନର ଲକ୍ଷ୍ୟ କରି ଆଗକୁ ବଢିବାର ଦୃଢ଼ସଂକଳ୍ପ ନେଇଥିଲେ…

ମାର୍ଚ୍ଚ ୮କୁ କାହିଁକି ଅନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କରାଯାଏ ?

ନୂଆଦିଲ୍ଲୀ: ମାର୍ଚ୍ଚ ୮ ତାରିଖକୁ ସାରା ଦୁନିଆରେ ଅନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କରାଯାଏ । ମହିଳାଙ୍କ ପାଇଁ ସେହି ଦିନ ବିଶେଷ ହୋଇଥାଏ ଯେଉଁ ଦିନ ସେମାନେ ତାଙ୍କ ସ୍ୱାଧୀନତାର ଉତ୍ସବ ପାଳନ କରିଥାନ୍ତି । ଆସନ୍ତୁ ଜାଣିବା ମାର୍ଚ୍ଚରେ ହିଁ କାହିଁକି ପାଳନ କରାଯାଏ ଅର୍ନ୍ତର୍ଜାତୀୟ…

ଦୁର୍ଗମ ଗାଆଁ’ର ଦୃଢମନା ଝିଅ ମୁନି ଟିଗା; ଓଡ଼ିଶାର ପ୍ରଥମ ମହିଳା ଲୋକୋ ପାଇଲଟ୍‌

ସୁନ୍ଦରଗଡ ଜିଲ୍ଲାର ବଣଜଙ୍ଗଲ ଘେରା ରୁତକୁକୁଡି ଗାଁ । ଗରିବ କୃଷକ ପରିବାରର ଝିଅ ମୁନି ଟିଗା । ସାତ ଭାଇ ଭଉଣୀ ଓ ବାପା ମାଆଙ୍କୁ ନେଇ ପରିବାର । ଘରେ ପାଠ ପଢିବା ତ ଦୂରେ ଥାଉ ଓଳିଏ ପେଟ ଭରି ଖାଇବା ମିଳିବା ବି ଥିଲା କଷ୍ଟକର । ପିଲାଟି ବେଳରୁ ମୁନିଙ୍କର କିନ୍ତୁ ପାଠ ପଢା ପ୍ରତି ପ୍ରବଳ…