Latest Odisha News

BREAKING NEWS

Browsing Category

କଳା ସଂସ୍କୃତି

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ନୂଆଖାଇ ଭେଟ୍‌ଘାଟ୍‌

ଭୁବନେଶ୍ୱର : ନୂଆଖାଇ ପର୍ବ ପାଳନର ସ୍ୱତନ୍ତ୍ରତା ତଥା ପ୍ରାଚୀନ ପରମ୍ପରାକୁ ଉଜ୍ଜୀବିତ କରିବା ପରିପ୍ରେକ୍ଷୀରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଆନୁକୂଲ୍ୟରେ ସ୍ଥାନୀୟ ରବିନ୍ଦ୍ରମଣ୍ଡପଠାରେ ନୂଆଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର…

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀକୃଷ୍ଣଙ୍କ ବାମନ ଜନ୍ମ ନୀତି, ସେପଟେ ରାଜନଅରରେ ପାଳନ ହେବ ସୁନିଆଁ ପର୍ବ

ପୁରୀ: ଭାଦ୍ରବ ମାସ ଶୁକ୍କପକ୍ଷ ଦ୍ୱାଦଶୀ ତିଥିରେ ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ । ସେପଟେ ରାଜନଅରରେ ଆଜି ରାତିରେ ସୁନିଆଁ ପର୍ବ ପାଳିତ ହେବ । ଗଜପତି ମହାରାଜାଙ୍କ ଶାସନର ନୂଆ ଅଙ୍କ ଓ ନୂଆ ବର୍ଷ ଆଜି ଠାରୁ ଆରମ୍ଭ ହୋଇଛି । ମହାରାଜଙ୍କ ଶାସନର ୬୬ ଅଙ୍କ ଓ ୧୪୩୧…

ଆରମ୍ଭ ହେବ ଗଜପତି ମହାରାଜାଙ୍କ ଶାସନର ନୂଆ ଅଙ୍କ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ହେବ ପାର୍ଶ୍ୱ ପରିବର୍ତ୍ତନ

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଆଜି ସକାଳୁ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ଆରମ୍ଭ ହୋଇଯାଇଛି । ସକାଳ ଧୂପ ଓ ଭୋଗମଣ୍ଡପ ପରେ ଶ୍ରୀବିଗ୍ରହଙ୍କୁ ମହାସ୍ନାନ କରାଯିବ । ଏହା ପରେ ଶ୍ରୀବିଗ୍ରହ ମାନଙ୍କୁ ନୂଆ ଲୁଗା…

ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: ଅନ୍ତିମ ଦିବସରେ କଂସ ମହାରାଜଙ୍କୁ ବଦ୍ଧ କରିବେ ଶ୍ରୀକୃଷ୍ଣ

ପୁରୀ: କୃଷ୍ଣ ଜନ୍ମଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିବା ଶ୍ରୀକୃଷ୍ଣ ଲୀଳାର ଆଜି ହେଉଛି ଅନ୍ତିମ ଦିବସ । ଭାଦ୍ରବ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ କୃଷ୍ଣ ଲୀଳାର ଶେଷ ଦିବସରେ କଂସ ବଦ୍ଧ ବିଧି ସମ୍ପନ୍ନ ହେବ । ଆଜି ମହାରାଜ କଂସଙ୍କୁ ବଦ୍ଧ କରିବେ ଶ୍ରୀକୃଷ୍ଣ । ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ଏହି…

ଶେଷ ପାଳି ଖୁଦୁରୁକୁଣୀ ଓଷା: ଜାଣନ୍ତୁ ଖୁଦୁରୁକୁଣୀଙ୍କ ସବୁଠୁ ପ୍ରିୟ ଭୋଗ…

ଭୁବନେଶ୍ଵର: ଓଡି଼ଶା ସମଗ୍ର ବିଶ୍ବରେ ତାହାର ସଂସ୍କୃତି ପରମ୍ପରାକୁ ନେଇ ପରିଚିତ। ପ୍ରତ୍ୟେକ ଘରେ ସବୁ ମାସରେ କିଛି ନା କିଛି ପୂଜା ଉପାସନା ଚାଲି ରହିଥାଏ। ଏହି କ୍ରମରେ ଖୁଦରକୁଣୀ ହେଉଛି ଏକ ଓଷା ଯାହାକୁ କୁମାରୀମାନେ ଭାଦ୍ରବର ପ୍ରତି ରବିବାରେ ଜଗତ ଜନନୀ ମା’, ମଙ୍ଗଳାଙ୍କୁ ଆରାଧାନା…

ଶ୍ରୀମନ୍ଦିରରେ ରାଧାଷ୍ଟମୀ, ନଗର ପରିକ୍ରମା କରିବେ ଚକ୍ରରାଜ ସୁଦର୍ଶନ

ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାଧାଷ୍ଟମୀ । ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିକୁ ରାଧାଷ୍ଟମୀ ଭାବେ ପାଳନ କରାଯାଇଥାଏ । ଏହି ତିଥି ଶ୍ରୀକୃଷ୍ଣଙ୍କ ଜନ୍ମ ବା ଜନ୍ମାଷ୍ଟମୀର ୧୫ ଦିନ ପରେ ଆସିଥାଏ । ଶ୍ରୀକୃଷ୍ଣଙ୍କର ଜନ୍ମତିଥିକୁ ଯେପରି “ଜନ୍ମାଷ୍ଟମୀ” ଭାବେ ପାଳନ…

ପବିତ୍ର ରାଧାଷ୍ଟମୀ: ସନ୍ତାନ ପାଇବାକୁ ଚାହୁଁଥିଲେ ରାଧାଷ୍ଟମୀରେ କରନ୍ତୁ ରାଧା କୁଣ୍ଡରେ ସ୍ନାନ

ବାରଣାସୀ: ଆଜି ପବିତ୍ର ରାଧାଷ୍ଟମୀ, ଶ୍ରୀରାଧାଙ୍କ ଜନ୍ମ। ଭଗବାନ୍ ଶ୍ରୀକୃଷ୍ଣଙ୍କର ଦକ୍ଷିଣ ଅଂଶରୁ ଶ୍ରୀରାଧାଙ୍କର ଉତ୍ପତ୍ତି ବୋଲି କୁହାଯାଏ । ଶ୍ରୀକୃଷ୍ଣଙ୍କର ଜନ୍ମତିଥିକୁ ଯେପରି “ଜନ୍ମାଷ୍ଟମୀ” ଭାବରେ ପାଳନ କରାଯାଏ, ବୈଷ୍ଣବମାନେ ଶ୍ରୀରାଧାଙ୍କର ଜନ୍ମତିଥିକୁ ସେହିପରି “ରାଧାଷ୍ଟମୀ”…

ଆଜି ପବିତ୍ର ରାଧାଷ୍ଟମୀ: ଜାଣନ୍ତୁ ରାଧାଙ୍କ ଜନ୍ମ ବିଷୟରେ

ଭୁବନେଶ୍ଵର: ଆଜି ପବିତ୍ର ରାଧାଷ୍ଟମୀ, ଶ୍ରୀରାଧାଙ୍କ ଜନ୍ମ। ଭଗବାନ୍ ଶ୍ରୀକୃଷ୍ଣଙ୍କର ଦକ୍ଷିଣ ଅଂଶରୁ ଶ୍ରୀରାଧାଙ୍କର ଉତ୍ପତ୍ତି ବୋଲି କୁହାଯାଏ। ଶ୍ରୀକୃଷ୍ଣଙ୍କର ଜନ୍ମତିଥିକୁ ଯେପରି “ଜନ୍ମାଷ୍ଟମୀ” ଭାବରେ ପାଳନ କରାଯାଏ, ବୈଷ୍ଣବମାନେ ଶ୍ରୀରାଧାଙ୍କର ଜନ୍ମତିଥିକୁ ସେହିପରି “ରାଧାଷ୍ଟମୀ”…

ଏହି ତାରିଖରେ ପଡୁଛି ପୁଅଜିଉନ୍ତିଆ ବ୍ରତ, ଜାଣନ୍ତୁ ଏହି ବ୍ରତ ପାଳନ କଥା

ଭୁବନେଶ୍ଵର: ହିନ୍ଦୁ ଧର୍ମର ଏକ ପ୍ରମୁଖ ଉପବାସ ଓ ପର୍ବ ମଧ୍ୟରେ ପୁଅଜିଉନ୍ତିଆ ବ୍ରତ ଅନ୍ୟତମ ଅଟେ | ସାଧାରଣତଃ ମହିଳାମାନେ ନିଜ ପିଲାମାନଙ୍କ ପାଇଁ ଏହି ଉପବାସ ରଖନ୍ତି | ଅଶ୍ୱିନ ମାସର କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଉଥିବା ଏହି ଉପବାସରେ ମହିଳାମାନେ ଦିନସାରା ନିର୍ଜଠା ଉପବାସ…

ଧରାବତରଣ କଲେ ପ୍ରଥମପୂଜ୍ୟ ଶ୍ରୀଗଣେଶ, ଜାଣନ୍ତୁ କେଉଁ ଆକୃତିର ମୂର୍ତ୍ତି ପୂଜା କଲେ କେଉଁ ବର ମିଳେ

ଭୁବନେଶ୍ଵର: ଆଜି ପବିତ୍ର ଗଣେଶ ଚତୁର୍ଥୀ । ଅଗ୍ରପୂଜ୍ୟ, ବିଘ୍ନରାଜ ଶ୍ରୀ ବିନାୟକଙ୍କ ପୂଜା । ଏଥିପାଇଁ ପୁରପଲ୍ଲୀ ହୋଇଉଠିଛି ଚଳଚଞ୍ଚଳ । ବଡ ବଡ ତୋରଣ ସାଙ୍ଗକୁ ଆକର୍ଷଣୀୟ ସାଜସଜା ସହ ପୂଜା ପେଣ୍ଡାଲରେ ଚାଲିଛି ଗଜାନନଙ୍କ ହୋମ ଯଜ୍ଞ । ମନ୍ଦିର ଏବଂ ଶିକ୍ଷାନୁଷ୍ଠାନରେରେ ବି ଗଣେଶଙ୍କ…