Latest Odisha News

BREAKING NEWS

Browsing Category

କଳା ସଂସ୍କୃତି

ରସହ୍ୟମୟ ଶଙ୍କର ମନ୍ଦିର; ଯେଉଁଠି ୧୨ ବର୍ଷରେ ଥରେ ହୁଏ ଭୀଷଣ ବଜ୍ରପାତ!

ଭୁବନେଶ୍ୱର: ଦେବ ଭୂମି ଭାରତ । ଅନେକ ରହସ୍ୟରେ ଭରି ରହିଛି ଏଠାକାର ଦେବୀଦେବତାଙ୍କ ମନ୍ଦିର। ଅନ୍ୟ ସମସ୍ତ ସ୍ଥାନ ମାନଙ୍କ ଭଳି ହିମାଚଳ ପ୍ରଦେଶରେ ରହିଛି ମନ୍ଦିରର ସମାହାର । ଏହାକୁ ଦେବଭୂମି ବୋଲ ମଧ୍ୟ କୁହାଯାଏ।ଏଠାକାର ଅନେକ ମନ୍ଦିର ରହିଛି ଯାହା ନିଜର ବିଶେଷତ୍ୱ ପାଇଁ ବେଶ…

କେଉଁ ରୀତିନୀତି ଓ ବିଧି ସହ ପାଳନ ହୁଏ ନୂଆଁଖାଇ ପର୍ବ, ଜାଣନ୍ତୁ

ଭୁବନେଶ୍ୱର: ସମଗ୍ର ଓଡ଼ିଶାରେ ବିଶେଷ କରି ଓଡ଼ିଶାର ପଶ୍ଚିମାଞ୍ଚଳ ଜିଲ୍ଲାସମୂହରେ ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ । କିପରି ହୁଏ ପାଳନ: ଏହି ଦିନଟିର ଅମୃତବେଳା ବା ଶୁଭବେଳା ଜ୍ୟୋତିଷମାନଙ୍କ ଦ୍ଵାରା ନିର୍ଣ୍ଣୟ କରାଯାଇ ସେହି ମୁହୂର୍ତ୍ତରେ ନୂଆଭାବରେ ଅମଳ କରାଯାଇଥିବା ଷାଠିଆଧାନରୁ…

କରୋନା ପାଇଁ ଫିକା ପଡିଲା ସୁବର୍ଣ୍ଣପୁରର ପ୍ରସିଦ୍ଧ ହନୁମାନ ଉତ୍ସବ

ସୁବର୍ଣ୍ଣପୁର: ସପ୍ତପୁରୀ ଅମାବାସ୍ୟା ବା ପୁରାଉଆଁସ । ଏହାକୁ ହନୁମାନ ଉତ୍ସବ ଐତିହାସିକ ଲଙ୍କାପୋଡି ପର୍ବ ବୋଲି ମଧ୍ୟ କୁହାଯାଇଥାଏ । ଆଜି ସୁବର୍ଣ୍ଣପୁର ସହର ରେ ପାଳିତ ହେବ ଏହି ବିଶ୍ୱପ୍ରସିଦ୍ଧ ପର୍ବ । ଆଜି ସଂଧ୍ୟାରେ ମାଟି ତିଆରି ଟେରାକୋଟା ହନୁମାନ କୁ ନେଇ ପାଳନ କରାଯାଇଥାଏ ଏହି ପର୍ବ…

ରହସ୍ୟମୟ ଶିବ ମନ୍ଦିର; ଯେଉଁଠି ୧୨ ବର୍ଷକୁ ଥରେ ଶିବଲିଙ୍ଗ ଉପରେ ହୁଏ ବଜ୍ରପାତ!

ଭୁବନେଶ୍ୱର: ଦେବ ଭୂମି ଭାରତ । ଅନେକ ରହସ୍ୟରେ ଭରି ରହିଛି ଏଠାକାର ଦେବୀଦେବତାଙ୍କ ମନ୍ଦିର। ଅନ୍ୟ ସମସ୍ତ ସ୍ଥାନ ମାନଙ୍କ ଭଳି ହିମାଚଳ ପ୍ରଦେଶରେ ରହିଛି ମନ୍ଦିରର ସମାହାର । ଏହାକୁ ଦେବଭୂମି ବୋଲ ମଧ୍ୟ କୁହାଯାଏ।ଏଠାକାର ଅନେକ ମନ୍ଦିର ରହିଛି ଯାହା ନିଜର ବିଶେଷତ୍ୱ ପାଇଁ ବେଶ…

ବଡ଼ଦେଉଳକୁ ସପ୍ତପୁରୀ ତାଡ଼ ବିଜେ

ପୁରୀ: ଭାଦ୍ରବ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି ଅବସରରେ ମଙ୍ଗଳବାର ଶ୍ରୀମନ୍ଦିରର ସ୍ଵତ୍ତ୍ୱଲିପି ଅନୁଯାୟୀ ଅଠରନଳା ସ୍ଥିତ ମା ଆଲାମଚଣ୍ଡୀ ମନ୍ଦିରରୁ ଶ୍ରୀମନ୍ଦିରକୁ ସପ୍ତପୁରୀ ଅମାବାସ୍ୟା ତାଡ଼ ବିଜେ ହୋଇଯାଇଛି । ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ମଧ୍ୟାହ୍ନ ଧୂପ ସରିବା ପରେ ଶ୍ରୀମନ୍ଦିରରୁ…

ପାଲା ଆକାଶର ଉଜ୍ୱଳ ନକ୍ଷତ୍ର: ଗାୟକ ସରୋଜ ଅନନ୍ତ ଚରଣ ମହାପାତ୍ର

ପାଲା ଆକାଶର ଉଜ୍ୱଳ ନକ୍ଷତ୍ର ଗାୟକ ସରୋଜ ଶ୍ରୀଯୁକ୍ତ ଅନନ୍ତ ଚରଣ ମହାପାତ୍ର । ମାଆ ସାରଳାଙ୍କ ବରପୁତ୍ର ଶ୍ରୀଯୁକ୍ତ ମହାପାତ୍ର ରାଜ୍ୟର ପୁରପଲ୍ଲୀରେ ପ୍ରତିଷ୍ଠା ଅର୍ଜନ କରିବା ସହ ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ, ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ…

ପୁନର୍ଜୀବନ ପାଇଲା ସମ୍ବଲପୁରର ରାଣୀ ବଖରୀ, ହେଲେ ରାସ୍ତା ନିର୍ମାଣରେ ଅଟକିଛି କଣ୍ଟା

ସମ୍ବଲପୁର: ସମ୍ବଲପୁର ରାଜଶାସନ ମୂକ ସାକ୍ଷୀ ରାଣୀ ବଖରୀ ବା ରାଣୀ ମହଲ । ୧୬୬୦ ମସିହାରେ ରାଜା ବଳିଆରସିଂହ ନିଜ ରାଣୀଙ୍କ ପାଇଁ ତିଆରି କରିଥିଲେ ଏହି ମହଲ । ତିନି ମହଲା ବିଶିଷ୍ଟ ଏହି ମହଲରେ ରହିଛି ୧୬ଟି ବଖରା । ଦିନେ ରାଣୀ ଓ ତାଙ୍କ ସହଯୋଗୀମାନଙ୍କ କୋଳାହଳରେ ପୁରି ଉଠୁଥିବା ଏହି ମହଲ…

ଭାଇ-ଭଉଣୀର ସ୍ନେହର ପ୍ରତୀକ ରାକ୍ଷୀକୁ ନେଇ କ’ଣ ରହିଛି ପୌରାଣିକ କଥାବସ୍ତୁ; ଜାଣନ୍ତୁ

ଭୁବନେଶ୍ୱର: ଆଜି ହେଉଛି ରାକ୍ଷୀ ପୂର୍ଣ୍ଣମୀ । ଭାଇ ଭଉଣୀଙ୍କର ଅତୁଟ ପ୍ରେମ ଓ ଭରସା ର ପ୍ରତୀକକୁ ବହନ କରିଥାଏ ଏହା । ଏହିଦିନ ଭଉଣୀଟିଏ ଭାଇର ଶୁଭ ମାନସୀ,ମନରେ ମଙ୍ଗଳ କାମନା କରି ଭାଇ ହାତରେ ବାନ୍ଧି ଦିଏ ସେନେହର ଡୋର । ଭାଇ ବି ଭଉଣୀର ସମ୍ମାନ ଓ ସ୍ୱାଭିମାନର ରକ୍ଷା କରିବାର ଶପଥ ନେଇଥାଏ…

ଆଜି ରାକ୍ଷୀ ପୂର୍ଣ୍ଣମୀ: ଜାଣନ୍ତୁ ଏହା ସମ୍ପର୍କରେ

ଭୁବନେଶ୍ୱର: ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ।  ମୁଖ୍ୟତଃ ଏକ ହିନ୍ଦୁ ପର୍ବ ଯାହା ଭାରତରେ ପାଳନ କରାଯାଏ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ଥିବା ପବିତ୍ର ବନ୍ଧନର ପ୍ରତୀକ । ଏହି ଦିନ ଭଉଣୀ, ଭାଇ ହାତରେ ବାନ୍ଧେ ସେନେହର ରାକ୍ଷୀ । ଭାଇର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ…

ଗାୟକ ବାଣୀଭୂଷଣ ଗୋପାଳକୃଷ୍ଣ ଜେନା

ଯେଉଁ କେତେଜଣ ଯୁବ ଗାୟକଙ୍କ ମଧ୍ୟରେ ପାଲାର ବଳିଷ୍ଠତା, ଉଚ୍ଚମାନର ପରିବେଷଣ, ସାହିତ୍ୟର ମୁର୍ଚ୍ଛନା ଦେଖିବାକୁ ମିଳେ ସେମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଗୋପାଳକୃଷ୍ଣ ଜେନା । ସବୁ ବର୍ଗର ଦର୍ଶକଙ୍କୁ ଆକୃଷ୍ଟ କରିବା ସହ ପାଲାର ଗରିମା ଏବଂ ଗାରିମାକୁ ବଜାୟ ରଖି ସେ ଯୁଗୋପଯୋଗୀ ପାଲା ପରିବେଷଣ…