Latest Odisha News

BREAKING NEWS

Browsing Category

କଳା ସଂସ୍କୃତି

ଗୁରୁ ଗୋପାଳ ପ୍ରସାଦ ଦୁବେ ପାଇଲେ ‘ଗୁରୁଶ୍ରୀ’ ସମ୍ମାନ

ଭୁବନେଶ୍ୱର : ବିଶିଷ୍ଟ ନୃତ୍ୟ ଅନୁଷ୍ଠାନ ପ୍ରଜ୍ଞାନୃତ୍ୟାୟନ ପକ୍ଷରୁ ୧୦ମ 'ଗୁରୁଶ୍ରୀ' ସମ୍ମାନ ନୃତ୍ୟ ଉତ୍ସବ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଆରମ୍ଭ ହୋଇଯାଇଛି। ଏହି ଅବସରରେ ପଦ୍ମଶ୍ରୀ ଗୁରୁ ଗୋପାଳ ପ୍ରସାଦ ଦୁବେଙ୍କୁ ୧୦ମ 'ଗୁରୁଶ୍ରୀ ସମ୍ମାନ' ପ୍ରଦାନ କରାଯାଇଛି। ଏହାସହ ଗୁରୁ ଡ.…

ଧଉଳି ଚାରୁକଳା ମହାବିଦ୍ୟାଳୟରେ ଚିତ୍ରକଳା ଶିବିର

ଭୁବନେଶ୍ୱର : ଧଉଳି ଚାରୁକଳା ମହାବିଦ୍ୟାଳୟ ଓ ଭାରତ ପର୍ଯ୍ୟଟନର ଆନୁକୂଲ୍ୟରେ ସହିଦ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟର ୧୧ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଚିତ୍ରକଳା ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ଵାରା ସୁଭାଷ ବୋଷଙ୍କ ଜୀବନୀ…

୨୭ ମାର୍ଚ୍ଚରେ ସୋମା ଏମ ବାଗଚିଙ୍କ ଏକକ ଚିତ୍ରକଳା ପ୍ରଦର୍ଶନୀ

କଟକ : ଆର୍ ଆର୍ ସେଣ୍ଟର ଅଫ ଆର୍ଟ, ସତୀ ନଗର ପରିସରରେ ସୋମା ଏମ ବାଗଚିଙ୍କ ଏକକ ଚିତ୍ରକଳା ପ୍ରଦର୍ଶନୀ ୨୭ ମାର୍ଚ୍ଚରେ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି। ଏହି ଅବସରରେ ଓଡ଼ିଶା ଲୋକସେବା ଆୟୋଗର ମୁଖ୍ୟ ଡକ୍ଟର ସତ୍ୟଜିତ ମହାନ୍ତି, ମୁଖ୍ୟ ଅତିଥି , ସିଏମସି କମିଶନର ଅନନ୍ୟା ଦାସ ,…

ଆଜି ଆୟୋଜିତ ହେବ ‘ଗୁଞ୍ଜନ ସନ୍ଧ୍ୟା’ କାର୍ଯ୍ୟକ୍ରମ

ଭୁବନେଶ୍ୱର : ପ୍ରମୁଖ ଓଡିଶୀ ନୃତ୍ୟ କେନ୍ଦ୍ର ଗୁଞ୍ଜନ ନୃତ୍ୟ ଏକାଡେମୀ ତରଫରୁ ଭାରତର ବିଭିନ୍ନ ରାଜ୍ୟରେ 'ଗୁଞ୍ଜନ ସନ୍ଧ୍ୟା ' ଆୟୋଜିତ ହୋଇଥାଏ। ଏହି ବର୍ଷ ଏହା  ଆଜି (୨୫ ମାର୍ଚ୍ଚ) ଭୁବନେଶ୍ୱରର ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ ହେବ ବୋଲି ଏକାଡେମୀ ପକ୍ଷରୁ…

୨୫ ମାର୍ଚ୍ଚରୁ ରାଜ୍ୟସ୍ତରୀୟ ଚିତ୍ରଶିଳ୍ପୀ ଶିବିରର ପ୍ରଦର୍ଶନୀ

ଭୁବନେଶ୍ୱର : ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆସିବାର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ୱାରା ଏକ ରାଜ୍ୟସ୍ତରୀୟ ଚିତ୍ରଶିଳ୍ପୀ ଶିବିରର ପ୍ରଦର୍ଶନୀ ୨୫ ମାର୍ଚ୍ଚରୁ ୨୮ ମାର୍ଚ୍ଚ ପର୍ଯ୍ୟନ୍ତ ସ୍ଥାନୀୟ…

କନ୍ଦରପୁରରେ ମା ଧବଳେଶ୍ଵରୀ ବିଶ୍ଵ ଶାନ୍ତି ଯଜ୍ଞ ଅନୁଷ୍ଠିତ

କନ୍ଦରପୁର : କନ୍ଦରପୁର ନିକଟସ୍ଥ ପାରାବିଲ ଗ୍ରାମରେ ମା ଧବଳେଶ୍ଵରୀ ବିଶ୍ଵ ଶାନ୍ତି ଯଜ୍ଞ ଅବସରରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ, ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ଓଡ଼ିଶା ଭୁବନେଶ୍ୱର ପକ୍ଷରୁ ମହାପ୍ରଭୁଙ୍କ ଜାମାଲାଗି ବେଶ କରାଯିବା ସହିତ, ଭଜନ ଜଣାଣ ଓ ପ୍ରବଚନ…

ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତିରେ ଚିତ୍ରଶିଳ୍ପୀ ଶିବିର

ଭୁବନେଶ୍ୱର : ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆସିବାର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ୱାରା ଏକ ଚିତ୍ରଶିଳ୍ପୀ ଶିବିର ପାନ୍ଥ ନିବାସରେ ଉଦଘାଟିତ ହୋଇଯାଇଛି। ଏହି ଶିବିରରେ ୪୦ ଜଣ ଚିତ୍ରଶିଳ୍ପୀ ଅଂଶଗ୍ରହଣ…

ସୁଫିୟାନା ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ‘ସମର୍ପଣ’ ଉଦଯାପିତ

ଭୁବନେଶ୍ୱର : ଓଡ଼ିଶା ପର୍ଯ୍ୟଟନ ବିଭାଗର ସହଭାଗିତାରେ ଭୁବନେଶ୍ୱର ମ୍ୟୁଜିକ ସର୍କଲ ଦ୍ୱାରା ଅନୁଷ୍ଠିତ ସୁଫିୟାନା ଓ ଆଧ୍ୟାତ୍ମିକ ସଙ୍ଗୀତ କାର୍ଯ୍ୟକ୍ରମ 'ସମର୍ପଣ' ଉଦଯାପିତ ହୋଇଯାଇଛି । ଅନ୍ତିମ ସନ୍ଧ୍ୟାରେ ସଂଗୀତା ଚାମୁହୁ ବରଗୀତ ଓ ଆସାମର ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ। ରାଗ…

୨୩ରେ ଅନୁଷ୍ଠିତ ହେବ ଓଡ଼ିଶୀ ଆସର

ଭୁବନେଶ୍ୱର : ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଓଡ଼ିଶୀ ଆସର ୨୩ ମାର୍ଚ୍ଚରେ କେନ୍ଦ୍ର ପରିସରରେ ଥିବା ଉତ୍କଳ ରଙ୍ଗମଞ୍ଚରେ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଅବସରରେ ଗାୟନ, ବାଦନ ସହିତ ସାତଜଣ ବିଶିଷ୍ଟ ଗୁରୁ ମାନଙ୍କ…

ଶ୍ରୋତାଙ୍କୁ ବାନ୍ଧି ରଖିଲା ସୋହିନୀ ବସୁଙ୍କ ନଜରୁଲ ଗୀତି

ଭୁବନେଶ୍ୱର : ଭୁବନେଶ୍ୱର ମ୍ୟୁଜିକ ସର୍କଲ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ସୁଫିୟାନା ଓ ଆଧ୍ୟାତ୍ମିକ ସଙ୍ଗୀତ କାର୍ଯ୍ୟକ୍ରମ 'ସମର୍ପଣ'ର ଦ୍ଵିତୀୟ ସନ୍ଧ୍ୟାରେ ପାରମ୍ପରିକ ସୁଫି କଲାମ ଓ କାଜି ନଜୁରୂଲ ଇସଲାମଙ୍କ ଦ୍ୱାରା ରଚିତ ନଜରୁଲ ଗୀତି ଶ୍ରୋତାଙ୍କୁ ବାନ୍ଧି ରଖିଥିଲା। ସନ୍ଧ୍ୟାର…