Latest Odisha News

BREAKING NEWS

Browsing Category

କଳା ସଂସ୍କୃତି

ପାଲା ଜଗତର ଖ୍ୟାତାନାମା ଗାୟକ: ବୈରାଗୀ ବେହେରା

ଭୁବନେଶ୍ୱର: ପାଲାରେ ନବ ରସ ପରିବେଷଣ କରି ସବୁ ବର୍ଗର ଦର୍ଶକଙ୍କ ମନକୁ ବାନ୍ଧିରଖି ପାରୁଥିବା ସଫଳ ଗାୟକ ହେଉଛନ୍ତି ବୈରାଗୀ ବେହେରା । ପୁରାତନ ପାଲାକୁ ସେହି ପୁରୁଣା ଢଙ୍ଗରେ ସେ ଏଭଳି ରସସିକ୍ତ କରିଥାନ୍ତି ଯେ, ତାଙ୍କ ପାଲା ଯାହା କାନରେ ଥରେ ବାଜିଯାଏ ଶେଷ ପର୍ଯ୍ୟନ୍ତ ସେ ଉଠି…

ଧଉଳି ଶାନ୍ତିସ୍ତୁପରେ ଶିଳ୍ପୀଙ୍କ ସମାଗମ

ଭୁବନେଶ୍ୱର: କଳାକୁ ଜୀବନ ଓ ଜୀବିକା କରି ଆଗକୁ ବଢିବା ପାଇଁ କେତେଜଣ ଶିଳ୍ପୀ ହିଁ ବ୍ରତ ବୋଲି ଭାବିଥାନ୍ତି । ସେହିପରି ଦିଲ୍ଲୀର ଜଣେ ଶିଳ୍ପୀଙ୍କ ସହିତ ଆଲୋଚନା କରିଥିଲେ ଶାନ୍ତିସ୍ତୁପ ନିକଟସ୍ଥ ଧଉଳି ଚାରୁକଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାମାନେ । କୋଲକତା ସରକାରୀ…

ଭାରତୀୟ ଐତିହ, କଳା ଓ ସଂସ୍କୃତିର ଏକ ଝଲକ ‘ଅଯନ୍ତା ଏଲୋରା ଗୁମ୍ଫା’

ଭୁବନେଶ୍ୱର: ସଂସ୍କୃତି ଓ ଇତିହାସରେ ଭରିରହିଛି ଭାରତର କଳାକାରିଗରି । ଏହାର ପ୍ରତ୍ୟେକଟି ଐତିହ୍ୟ ପଛରେ ଲୁଚି ରହିଛି ସେଠାକାର ଗାରିମାର ଗାଥା । ସେହିପରି ଏକ ସ୍ଥାନ ହେଉଛି 'ଅଯନ୍ତା ଏଲୋରା ଗୁମ୍ଫା' । ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାରେ ରହିଛି ଏହି ଅଯନ୍ତା ଏଲୋରା ଗୁମ୍ଫା । ଭାରତର…

ପାଲା ଜଗତର ଖ୍ୟାତନାମା ଗାୟକ: ଘନଶ୍ୟାମ ନାୟକ

ଭୁବନେଶ୍ୱର: ପାଲା ଜଗତରେ ଜଣେ ପ୍ରସିଦ୍ଧ ନର୍ତକ ଗାୟକ ଭାବେ ପରିଚିତ ଘନଶ୍ୟାମ ନାୟକ । ପାଲାରେ ଦକ୍ଷିଣୀ, ପଡି, ଆଠତାଳି, ନଦିଆ କୀର୍ତନ, ମନ୍ଦିରା ବାଦନ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିବାରେ ବେଶ ସିଦ୍ଧହସ୍ତ ଥିଲେ ଗାୟକ ଭୂଷଣ ଘନଶ୍ୟାମ ନାୟକ । ଏହି ପ୍ରଖ୍ୟାତ ପାଲା ଗାୟକ ୧୯୧୧…

ବରିଷ୍ଠ ପାଲା ଗାୟକ ନରୋତ୍ତମ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ପାଲାକାର ଗାୟକ ରତ୍ନ ନରୋତମ ମହପାତ୍ରଙ୍କର ଶୁକ୍ରବାର ଅପରାହ୍ଣରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା । ଗତ କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତାରେ ପୀଡ଼ିତ ଶ୍ରୀ ମହାପାତ୍ରଙ୍କ ଖୋର୍ଦ୍ଧା ନିକଟବର୍ତୀ କଂଟାବାଡ଼ ଗ୍ରାମସ୍ଥିତ ପୈତୃକ…

ରାଜ୍ୟସ୍ତରୀୟ ପାଲା ମହୋତ୍ସବ: ପାଲାର ଅଭିବୃଦ୍ଧି ଓ ସଂରକ୍ଷଣ ନେଇ ଆଲୋଚନା

ଢେଙ୍କାନାଳ: ‘ଶ୍ରୀଜଗନ୍ନାଥ ପାଲା ଗବେଷଣା ପ୍ରତିଷ୍ଠାନ’ ପକ୍ଷରୁ ଢେଙ୍କାନାଳ ବାଲିମୀସ୍ଥିତ ଫାର୍ କାର୍ଯ୍ୟାଳୟ ପରିସରରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ପାଲା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିନବ୍ୟାପୀ ଶନିବାର ଓ ରବିବାରରେ ଅନୁଷ୍ଠିତ ଏହି ପାଲା-ମହୋତ୍ସବରେ ରାଜ୍ୟର ବରିଷ୍ଠ ପାଲା…

ପାଲା ଗାୟନର ପ୍ରଚଣ୍ଡ ପ୍ରତିଭାଧର: ଗାୟକ ପର୍ଶୁରାମ ପଣ୍ଡା

ଭୁବନେଶ୍ୱର:ଜଣେ ଉଚ୍ଚ ଶିକ୍ଷିତ, ସଂସ୍କୃତ ବିଦ୍ୱାନ ପାଲା ଗାୟକ ଭାବେ ସାରା ରାଜ୍ୟରେ ପରିଚିତ ଗାୟକ ସୂର‌୍ୟ୍ୟ ପର୍ଶୁରାମ ପଣ୍ଡା । କେନ୍ଦ୍ରାପଡା ଜିଲ୍ଲା ସାନମାଣତିଆ ଗ୍ରାମରେ ୧୯୫୪ ମସିହା ମାର୍ଚ୍ଚ ୩ ତାରିଖରେ ଏକ କୁଳୀଣ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ପର୍ଶୁରାମ । ବାପା…

ନୂଆ ସକାଳର କଥା ନେଇ ଆସିଛି ଓଡ଼ିଆ ଫିଲ୍ମ ‘ମାଟିମୁହଁ’

ଭୁବନେଶ୍ୱର: ଦଶନ୍ଧି ଦଶନ୍ଧି ଧରି ଓଡ଼ିଶାରେ ଚାଲିଛି 'ଚାଲୁ ସିନେମା'ର ଯୁଗ । ପୁଣି ଏସବୁ ସିନେମା ମୌଳିକ ବି ନୁହେଁ, କାହାର ନ କାହାର ନକଲ। ଫଳରେ ଓଡ଼ିଆ ସିନେମା ହରେଇ ଚାଲିଛି ତାର ପୂର୍ବ ଗୌରବ । ଅନ୍ୟପଟେ ଓଡିଆ ଫିଚର ଫିଲ୍ମକୁ ବର୍ଷବର୍ଷ ଧରି ମିଳୁନାହିଁ କୌଣସି ଜାତୀୟ ପୁରସ୍କାର ।…

ଦ୍ୱିଭାଷୀ ପାଲା ଗାୟନର ପ୍ରଚଣ୍ଡ ପ୍ରତିଭା: ଗାୟକ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ

ଭୁବନେଶ୍ୱର: ଯେଉଁ କେତେଜଣ ଗାୟକ ପାଲାକୁ ରାଜ୍ୟରୁ ନେଇ ଜାତୀୟ ସ୍ତରରେ ପହଞ୍ଚାଇଛନ୍ତି, ସେମାନଙ୍କ ମଧ୍ୟରେ ଅନ୍ୟତମ ଗାୟକ ବାଗୀଶ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ । ଉଭୟ ଓଡିଆ ଏବଂ ହିନ୍ଦୀ ଭାଷାରେ ପାଲା ପରିବେଷଣ କରି ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । କେନ୍ଦୁଝର ଜିଲ୍ଲା…

ଏମିତି ଏକ ମନ୍ଦିର ଯେଉଁଠି ବର୍ଷକୁ ୨ଥର ମାଆଙ୍କ ପ୍ରତିମାକୁ ସ୍ପର୍ଶ କରେ ସୂର୍ଯ୍ୟ କିରଣ

ମହାରାଷ୍ଟ୍ର: ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲାରେ ରହିଛି ମହାଲକ୍ଷ୍ମୀଙ୍କ ମନ୍ଦିର । ଯାହା ବିଷୟରେ ବହୁ ଧର୍ମଗ୍ରନ୍ଥରେ ଉଲ୍ଲେଖ ରହିଛି। ପ୍ରତିବର୍ଷ ଲକ୍ଷାଧିକ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ପାଇଁ ଆସିଥାଆନ୍ତି। ମନ୍ଦିରରେ ଏତେ ଉଚ୍ଚ କୋଟରୀର କାରୁକାର୍ଯ୍ୟ ଦେଖିଲେ ଆଶ୍ଚର୍ଯ୍ୟ…