Latest Odisha News

BREAKING NEWS

Browsing Category

କଳା ସଂସ୍କୃତି

ଫିଲ୍ମ ‘ଧଡ଼କ’ ରିଲିଜ୍ ପୂର୍ବରୁ ନର୍ଭସ ହୋଇପଡ଼ିଛନ୍ତି ଶ୍ରୀଦେବୀ ତନୟା ଜାହ୍ନବୀ !

ମୁମ୍ବାଇ : ଜୁଲାଇ ୨୦ ତାରିଖରେ ରିଲିଜ୍ ହେବାକୁ ଯାଉଛି ଶ୍ରୀଦେବୀଙ୍କ କନ୍ୟା ଜାହ୍ନବୀଙ୍କ ଡ଼େବ୍ୟୁ ଫିଲ୍ମ ‘ଧଡ଼କ୍’ । ଏହି ରୋମାଣ୍ଟିକ ମୁଭିରେ ବୋନୀକପୁର-ଶ୍ରୀଦେବୀଙ୍କ କିଶୋରୀ କନ୍ୟା ଜାହ୍ନବୀଙ୍କ ସହିତ ଅଛନ୍ତି ଇଶାନ୍ ଖଟ୍ଟର୍ । ଶଶାଙ୍କ ଖୈତାନଙ୍କ ନିର୍ଦ୍ଦେଶିତ ଏହି ରୋମାଣ୍ଟିକ…

ପପୁ ପମ୍ ପମ୍ ସୁସ୍ଥ ହୋଇ ଓଡ଼ିଶା ଫେରିଲେ

ଭୁବନେଶ୍ୱର : ଓଲିଉଡ଼ର କମେଡ଼ି କିଙ୍ଗ୍ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେବା ପରେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଓଡ଼ିଶା ଫେରିଛନ୍ତି । ଦୀର୍ଘ ଦୁଇ ମାସ ଧରି ଦିଲ୍ଲୀ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ସ ଅଫ ମେଡ଼ିକାଲ ସାଇନ୍ସରେ ଚିକିତ୍ସିତ ହେଉଥିଲେ ପପୁ । ଆଜି ସକାଳେ ପରିବାର ସହିତ ପପୁ…

ଥାଇଲାଣ୍ଡ ଗୁମ୍ଫାରେ ଫୁଟବଲ ଖେଳାଳି ଫସିବା ପ୍ରସଙ୍ଗ: ବାଲୁକାକଳାରେ ଉଦ୍ଧାରକାରୀ ସମନ କୁନାନଙ୍କୁ ଅଶ୍ରୁଳ…

ପୁରୀ : ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଥାଇଲାଣ୍ଡ ବୁଡ଼ାଳୀ ତଥା ଗୁମ୍ପାରେ ଫସିଥିବା ଫୁଟବଲ ଖେଳାଳିଙ୍କ ଉଦ୍ଧାରକାରୀ ସମନ କୁନାନଙ୍କୁ ତାଙ୍କର ବାଲୁକା କଳା ମଧ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଥାଇଲାଣ୍ଡର ଏକ ଜୁନିୟର ଫୁଟବଲ ଦଳ ଗୁମ୍ଫା…

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ: ସିବିଆଇ ତଦନ୍ତ ଦାବିରେ ବିଜେପି ହାଇକୋର୍ଟର ଦ୍ୱାରସ୍ଥ

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଛି ଭାରତୀୟ ଜନତା ପାର୍ଟି । ଏହି ଚାବି ହଜିବା ଘଟଣା ନେଇ ସିବିଆଇ ତଦନ୍ତ ଦାବି କରିଛି ବିଜେପି । ଓଡ଼ିଶା ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ହାଇକୋର୍ଟରେ ଏହି ମାମଲା ଦାୟର…

ପ୍ରତିଷ୍ଠା ହେବ ଭୁବନେଶ୍ୱର-ପ୍ୟାରିସ ସାଂସ୍କୃତିକ ଡ଼େସ୍କ, ବଢିବ ଓଡ଼ିଶା-ଫ୍ରାନ୍ସ ସାଂସ୍କୃତିକ ବିନିମୟ

ଭୁବନେଶ୍ୱର : ଭୁବନେଶ୍ୱର-ପ୍ୟାରିସ ସାଂସ୍କୃତିକ ଡ଼େସ୍କ ପ୍ରତିଷ୍ଠା ହେବ । ଓଡ଼ିଶା ଓ ସୁଦୂର ଫ୍ରାନ୍ସ ମଧ୍ୟରେ ସୁନ୍ଦର ସାଂସ୍କୃତିକ ବିନିମୟ ଘଟିବ । ଫ୍ରାନ୍ସ ଦୂତାବାସର ସହଯୋଗ ଓ ସାଂସ୍କୃତିକ ବ୍ୟାପାର ଉପଦେଷ୍ଟା ତଥା ଫ୍ରେଞ୍ଚ ଇନଷ୍ଟିଚ୍ୟୁଟ୍ ଇନ୍ ଇଣ୍ଡିଆର ନିର୍ଦ୍ଦେଶକ ଡ଼ଃ ବର୍ଟାଣ୍ଡ ଡି…

‘ବନ୍ଦେ ଉତ୍କଳ ଜନନୀ’ ପ୍ରସଙ୍ଗ: ‘ଓଡ଼ିଶା-ଉତ୍କଳ’କୁ ନେଇ ବିବାଦ ତେଜିଲା

ଭୁବନେଶ୍ୱର : ‘ବନ୍ଦେ ଉତ୍କଳ ଜନନୀ’କୁ ନେଇ ଏବେ ବିବାଦ ତେଜିବାରେ ଲାଗିଛି । ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ରାଜ୍ୟର ଜାତୀୟ ଗାନ କରିବାକୁ ଦାବୀ ହୋଇଥିଲା । ରାଜ୍ୟ ସରକାର ମଧ୍ୟ ଏହାକୁ ନେଇ ବିଚାର ବିମର୍ଶ କରୁଛନ୍ତି ବୋଲି କହିଥିଲେ । କିନ୍ତୁ ଏହାକୁ ନେଇ ବିବାଦ ଆରମ୍ଭ ହେଲା ଯେତେବେଳେ…

ନୀଳାମ୍ବୁ ଚିଲିକାରେ ପ୍ରତିଷ୍ଠା ହେବ ବିମାନ ବନ୍ଦର !

ଭୁବନେଶ୍ୱର : ମରାଳ ମାଳିନୀ ନିଳାମ୍ବୁ ଚିଲିକାରେ ଖୁବ ଶିଘ୍ର ଉଡ଼ିବାକୁ ଯାଉଛି ବିମାନ । ପର୍ଯ୍ୟଟକ ଏବେ ବିପଦଶଙ୍କୁଳ ଦେଶୀ ଡ଼ଙ୍ଗାରେ ଚିଲିକା ପରିଭ୍ରମଣ କରିବେନି ବରଂ ଚିଲିକାର ନୈସର୍ଗିକ ଦୃଶ୍ୟାବଳୀକୁ ବିମାନରେ ପରିଭ୍ରମଣ କରିବେ । ହଁ...ଏହା ସତ୍ୟ...କାନକୁ ବିଶ୍ୱାସ ହେଉନଥିଲେ ବି ସତ…

ଭୁବନେଶ୍ୱରରେ ଜନଜାତିଙ୍କ ଶିକ୍ଷା, ସାଂସ୍କୃତିକ ଓ ସାମାଜିକ ବିକାଶ ଲାଗି ଓଡ଼ିଶା ସରକାରଙ୍କ ୧ ଏକର ଜମି ପ୍ରଦାନ

ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ମୌଜାରେ ଆଦିବାସୀଙ୍କ ଶିକ୍ଷା, ସାଂସ୍କୃତିକ ଓ ସାମାଜିକ ବିକାଶ ନିମନ୍ତେ କାର୍ଯ୍ୟ କରୁଥିବା ‘ଆଦିମ ଓଆର ଜରପା’ (ଏଓଜେ) ଅନୁଷ୍ଠାନକୁ ସରକାର ୧ ଏକର ଜମି ଦେବାକୁ ଚଳିତମାସ ୨୧ ତାରିଖ ଦିନ କ୍ୟାବିନେଟରେ ନିଷ୍ପତ୍ତି ନେଇଥିଲେ । ସରକାର ଏହି ଅନୁଷ୍ଠାନ ଉପରୁ ଜମିର…

ଓଡ଼ିଶୀ ନୃତ୍ୟାଙ୍ଗନା ସୁଜାତା ମହାପାତ୍ର ପାଇବେ ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର

ଭୁବନେଶ୍ୱର : ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ର ୨୦୧୭ ମସିହା ଲାଗି ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ଏହି ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ଲାଗି ଭାରତର ବଛା ବଛା ଶିଳ୍ପୀଙ୍କୁ ନେଇ ନୃତ୍ୟ, ଅଭିନୟ ଓ ସଙ୍ଗୀତ କ୍ଷେତ୍ରରେ ଏକାଡ଼େମୀ…

ବାଲୁକା କଳାକୃତିରେ ସୁଦର୍ଶନ ପଟ୍ଟନାୟକ ‘ଫାଦର୍ସ ଡ଼େ’ ପାଳନ କଲେ

ଭୁବନେଶ୍ୱର : ପୁରୀ ବେଳାଭୂମୀରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ପ୍ରଦର୍ଶନ କରି ‘ଫାଦର୍ସ ଡ଼େ’ ପାଳନ କରିଛନ୍ତି । ସେ ଏନେଇ ଟ୍ୱିଟ୍ ମାଧ୍ୟମରେ ତାଙ୍କ ପ୍ରଶଂସକମାନଙ୍କୁ ଶୁଭେଛା ଜ୍ଞାପନ କରିଛନ୍ତି । “ହାପି ଫାଦର୍ସ ଡ଼େ, ମୋ…