ପ୍ରଥମ ଭୁବନେଶ୍ୱର ମିଡ଼ିଆ ବ୍ୟାଡ଼ମିଂଟନ କପ: ଲେନିନ-ଲିଙ୍ଗରାଜଙ୍କ ଯୋଡ଼ି ଚାମ୍ପିଅନ

ଭୁବନେଶ୍ୱର : ଭୁବନେଶ୍ୱର ଜିଲ୍ଲା ବ୍ୟାଡ଼ମିଂଟନ ସଂଘ ପକ୍ଷରୁ ଆୟୋଜିତ ପ୍ରଥମ ଭୁବନେଶ୍ୱର ମିଡ଼ିଆ ବ୍ୟାଡ଼ମିଂଟନ କପରେ ଲେନିନ ମଲ୍ଲିକ ଓ ଲିଙ୍ଗରାଜ ଲେଙ୍କାଙ୍କ ଯୋଡ଼ି ଚାମ୍ପିଅନ ହୋଇଛନ୍ତି । ଫାଇନାଲ ମ୍ୟାଚରେ ସେମାନେ ୨-୦ ସେଟରେ ସିଏସ ବାବୁ ଓ ପିକେ...

ଓଡ଼ିଆ ଗଣମାଧ୍ୟମ: ସ୍ଥିତି, ଧାରା, ଭବିଷ୍ୟତ

ଓଡ଼ିଆ ଗଣମାଧ୍ୟମର ସାମ୍ପ୍ରତିକ ସ୍ଥିତିକୁ ଗୋଟେ ଶବ୍ଦରେ କହିହେବ- ଦ୍ୱନ୍ଦାତ୍ମକ । ଏ ସମ୍ପର୍କରେ ଚାର୍ଲସ ଡ଼ିକେନ୍ସଙ୍କ ଗୋଟିଏ ବାକ୍ୟକୁ ଧାର କରି ଆହୁରି ସୁନ୍ଦର ଉଦାହରଣଟେ ଦେଇହେବ : ଏହା ହେଉଛି ସବୁଠାରୁ ଭଲ ସମୟ, ଏହା ହେଉଛି ସବୁଠାରୁ ଖରାପ...

ଆଇଆଇଏମ୍‍ସିରେ ଲୋକସମ୍ପର୍କ ରାଉଣ୍ଡ ଟେବୁଲ

ଢେଙ୍କାନାଳ: ପ୍ରଯୁକ୍ତି ବିଦ୍ୟା ବା ଟେକ୍ନଲୋଜି କେବେ ବି ସୃଜନଶୀଳତାର ସ୍ଥାନ ନେଇପାରିବନି । ମଣିଷର ଆଭ୍ୟନ୍ତରୀଣ ସୃଜନାତ୍ମକ କଳାର କୌଣସି ବିକଳ୍ପ ନାହିଁ । ଏଣୁ ଜଣେ ଉତ୍ତମ ଲୋକସମ୍ପର୍କ ଅଧିକାରୀଙ୍କ ସ୍ଥାନ କଦାପି ଟେକ୍ନଲୋଜି ପୂରଣ କରିପାରିବନି ବୋଲି କହିଛନ୍ତି...

ଜାନୁଆରୀ ୧୪ରୁ ଆଇଆଇଏମ୍‍ସିରେ ‘ଫିଲ୍ମି ଚକ୍କର-୩’

ଢେଙ୍କାନାଳ: ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚା । ଚଳଚ୍ଚିତ୍ର ଉପରେ ଆଲୋଚନା । ପୁଣି ଚଳଚ୍ଚିତ୍ରର ବିଭିନ୍ନ ବିଭବକୁ ନେଇ କର୍ମଶାଳା । ଏସବୁର ସୁଯୋଗ ଆଣିଦେଇଛି ଭାରତୀୟ ଜନ ସଞ୍ଚାର ସଂସ୍ଥାନ, ଢେଙ୍କାନାଳ ପକ୍ଷରୁ ଆୟୋଜିତ ହେବାକୁ ଥିବା ଚଳଚ୍ଚିତ୍ର ସମ୍ପର୍କିତ କାର୍ଯ୍ୟକ୍ରମ...

ଦୈନିକ ଉର୍ଦ୍ଦୁ ଖବରକାଗଜ ‘ଅଖବାରନାମା’ର ୮ମ ସ୍ୱନକ୍ଷତ୍ର ଉତ୍ସବ ପାଳିତ

ଭୁବନେଶ୍ୱର: ଏକ ସଶକ୍ତ ଓ ବିକଶିତ ସମାଜ ଗଠନରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି । ଗଣମାଧ୍ୟମ ହେଉଛି ସାଧାରଣ ଲୋକଙ୍କ ସ୍ୱର । ସେମାନଙ୍କର ସମସ୍ୟା ସରକାରଙ୍କ ନିକଟରେ ପହଞ୍ଚାଇବା ଗଣମାଧ୍ୟମର ମୁଖ୍ୟ ଦାୟିତ୍ୱ । ସମାଜରେ ଘଟୁଥିବା ଅନେକ ସକାରତ୍ମକ...

ସରସ୍ୱତୀ କଳା ପରିଷଦର ବାର୍ଷିକ ଉତ୍ସବରେ ୪ଜଣ ସାମ୍ବାଦିକ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ଆରମ୍ଭ ହୋଇଛି ସରସ୍ୱତୀ କଳା ପରିଷଦର ବାର୍ଷିକ ଉତ୍ସବ । ଏହି ଉତ୍ସବର ଉଦଘାଟନୀ ଉତ୍ସବରେ ୪ ଜଣ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ସମେତ ସମୁଦାୟ ୭ ଜଣ ପ୍ରତିଭାଙ୍କୁ ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଛି । କନ୍ଦରପୁରସ୍ଥିତ ସରସ୍ୱତୀ କଳା ପରିଷଦ ର...

ବରିଷ୍ଠ ସାମ୍ବାଦିକ ପ୍ରଭାତ ଦାଶଙ୍କ ବିୟୋଗ; ମୟୂରଭଞ୍ଜରେ ଶୋକସଭା

ବାରିପଦା: ବରିଷ୍ଠ ସାମ୍ବାଦିକ ପ୍ରଭାତ ଦାଶଙ୍କ ଗତ ଗୁରୁବାର ସଂଧ୍ୟାରେ ହୃଦଘାତ ଜନିତ ଅକାଳ ବିୟୋଗ ଘଟିଛି । ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ବାରିପଦା ପୌର ପରିଷଦ ଅତିଥି ଭବନ ଠାରେ ଶୁକ୍ରବାର ମୟୂରଭଞ୍ଜ ଜିଲ୍ଲାର ସାମ୍ବାଦିକଙ୍କ ତରଫରୁ ଏକ...

ସୋସିଆଲ ମିଡ଼ିଆ ବ୍ୟବହାରକାରୀଙ୍କୁ କରିବାକୁ ପଡିବ ଭେରୀଫିକେସନ, ସରକାର ଆଣୁଛନ୍ତି ନିୟମ !

ସୋସିଆଲ ମିଡ଼ିଆ ବ୍ୟବହାରକାରୀଙ୍କୁ କରିବାକୁ ପଡିବ ଭେରୀଫିକେସନ, ସରକାର ଆଣୁଛନ୍ତି ନିୟମ | ଭୁବନେଶ୍ୱର: ସୋସିଆଲ ମିଡ଼ିଆ ଆପ୍ସ ବ୍ୟବହାରକାରୀଙ୍କ ପାଇଁ ଗୁରୁତ୍ୱ ପୂର୍ଣ୍ଣ ଖବର, କୋଟି କୋଟି ସୋସିଆଲ ମିଡ଼ିଆ ବ୍ୟବହାରକାରୀଙ୍କୁ ଏଥର କରିବାକୁ ପଡିବ ନିଜର ଭେରୀଫିକେସନ | ସରକାର ଏଥିପାଇଁ...

ଭଲ ଖବର ହିଁ ସମାଜକୁ ପ୍ରେରଣା ଯୋଗାଇବ; ‘ପ୍ରମେୟ’ର ଜନ୍ମ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ପରାମର୍ଶ

ଭୁବନେଶ୍ୱର: ସମାଜ ଉପରେ ଗଣମାଧ୍ୟମର ପ୍ରଭାବ ବହୁତ ବେଶି । ଆମ ସମାଜରେ ବହୁତ ଭଲ ଘଟଣା ଘଟୁଛି । ଗଣମାଧ୍ୟମ ଏସବୁ ଖବରକୁ ଭଲ ଭାବେ ପରିବେଷଣ କରିବା ଦରକାର । ଭଲ ଖବର ଲୋକଙ୍କ ପାଖରେ ପହଞ୍ଚିବା ଆବଶ୍ୟକ ।...

ସାହିତ୍ୟ