Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଥମୁନି କରୋନା; ବିଶ୍ୱବ୍ୟାପୀ ୬ ଲକ୍ଷ ଟପିଲା ମୃତକଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ବିଶ୍ୱବ୍ୟାପୀ ପ୍ରାୟ ୧୪,୨୪୭,୭୦୬ରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି । ଜନ ହପକିନ୍ସ ଯୁନିଭର୍ସିଟିର ରିପୋର୍ଟ ଅନୁଯାୟୀ କରୋନାଭାଇରସରେ ସଂକ୍ରମିତ ୨୦୦ରୁ ଅଧିକ ଦେଶରେ ଏଯାବତ୍…

ଓଡିଶାରେ ଆଉ ୭୩୬ କରୋନା ଆକ୍ରାନ୍ତ ଚିହ୍ନଟ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୭୩୬ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ୪୩୭ରେ ପହଞ୍ଚିଛି। ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

କାୟା ମେଲାଉଛି କରୋନା: ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହେଲେ ୩୮ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ, ୫୪୩ ମୃତ

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ଗମ୍ଭୀର ହେବାରେ ଲାଗିଛି କରୋନା ସ୍ଥିତି । ହୁ ହୁ ହୋଇ ଦେଶର ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ଭାରତରେ ସର୍ବାଧିକ ୩୮୯୦୨ ଜଣ ସଂକ୍ରମିତ ହୋଇଥିବା ବେଳେ ୫୪୩ ଜଣ ପ୍ରାଣ ହରାଇଛନ୍ତି । ଦେଖୁ ଦେଖୁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା…

ଆଧୁନିକତା ମଧ୍ୟରେ ହଜିଯାଉଛି ପାରମ୍ପରିକ ବାଦ୍ୟର ଚାହିଦା !

ଭୁବନେଶ୍ୱର: ପୂଜା, ବାହାଘର, ବ୍ରତ ସହ ଅନ୍ୟାନ୍ୟ ମାଙ୍ଗଳିକ କାର୍ଯ୍ୟକ୍ରମ ମାନଙ୍କରେ ବାଜା, ତୁରୀ, ମହୁରୀ, ତାସା ଓ ନିଶାନ ବାଜୁନଥିଲେ ଶୁଭ କାର୍ଯ୍ୟ ଆଗେଇ ପାରୁନଥିଲା । ଏସବୁ ବଜାଇବା ପାଇଁ କାହାର ଅନୁମତୀ ନେବାକୁ ପଡ଼ୁନଥିଲା । ଯେତେବେଳେ ଯିଏ ଇଚ୍ଛା କଲା ଏହି ପାରମ୍ପରିକ ବାଦ୍ୟତାଳରେ…

ଭାଗବତ ଗୀତାର ଏହି କିଛି କଥା ଯାହା ଆଣିବ ଆପଣଙ୍କ ଜୀବନରେ ପରିବର୍ତ୍ତନ !

ଭୁବନେଶ୍ୱର: ଜୀବନର ସାର ଭାଗବତ ଗୀତରେ ଲୁଚି ରହିଥାଏ । ଜୀବନର ସବୁ ସମସ୍ୟାର ସମାଧାନ ଗୀତା ଅଧ୍ୟାୟନ ଦ୍ୱାରା ସମାପ୍ତ ହୋଇଥାଏ ବୋଲି କୁହାଯାଏ । ଏହାର ପ୍ରତ୍ୟେକଟି ବାଣୀରେ ରହିଛି ମଣିଷ ଜୀବନକୁ ସରଳ ଓ ସୁଖମୟ କରିବାର ଉପାୟ । ଆଜି ଆମେ ଆପଣଙ୍କୁ ଜଣାଇବୁ ଭଗବାନ କୃଷ୍ଣଙ୍କ କିଛି ବାଣୀ ଯାହା…

ଭୁବନେଶ୍ୱରରେ ମହିଳା ଏସଆଇଙ୍କୁ କରୋନା

ଭୁବନେଶ୍ୱର: ଖୋର୍ଦ୍ଧା ଅବକାରୀ ଅଧୀକ୍ଷକଙ୍କ ଅଫିସରେ କାର୍ଯ୍ୟରେ ଯୋଗ ଦେବାକୁ ଆସିଥିବା ମହିଳା ସବ୍-ଇନିସପେକ୍ଟର କରୋନା ସଂକ୍ରମିତ । ତାଙ୍କର କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ଏହି ସୂଚନା ଦେଇଛନ୍ତି ଖୋର୍ଦ୍ଧା ଅବକାରୀ ଏସପି ପ୍ରସନ୍ନ ଆଚାର୍ଯ୍ୟ । ଦୁଇ ଦିନ ତଳେ ଖୋର୍ଦ୍ଧା…

AIIMS କରିବ କରୋନାର ସ୍ୱଦେଶୀ ଟିକା କୋଭାକସିନର ମାନବ ପରୀକ୍ଷଣ

ନୂଆଦିଲ୍ଲୀ: କରୋନାର ସ୍ୱଦେଶୀ ଟିକା କୋଭାକ୍ସିନକୁ ନେଇ ଆଶା ବଢୁଛି । ଖୁବଶୀଘ୍ର ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍ ବା ଏମସ ଏହାର ହ୍ୟୁମାନ ଟ୍ରାଏଲ ଆରମ୍ଭ କରିବ । ଗତକାଲି ଏମସର ଏଥିକାଲ କମିଟି ଏହାକୁ ଅନୁମତି ଦେଇଛି । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୦୦ ଜଣଙ୍କ ଦେହରେ…

ଭାରତରେ ଆରମ୍ଭ ହେଲାଣି ଗୋଷ୍ଠୀ ସଂକ୍ରମଣ: ଇଣ୍ଡିଆନ ମେଡିକାଲ ଆସୋସିଏସନ

ନୂଆଦିଲ୍ଲୀ: ଭାରତରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଦିନକୁ ପ୍ରାୟ ୩୦ ହଜାରରୁ ଉର୍ଦ୍ଧ୍ବ ଲୋକ ଏଥିରେ ସଂକ୍ରମିତ ହେଉଛନ୍ତି । ଦେଖୁଦେଖୁ ଦେଶରେ ମୋଟ କରୋନା ମାମଲା ୧୦ ଲକ୍ଷ ଟପିଲାଣି । ତେବେ ଭାରତରେ ସଂକ୍ରମଣର ତୃତୀୟ ପର୍ଯ୍ୟାୟ ଅର୍ଥାତ ଗୋଷ୍ଠୀ ସଂକ୍ରମଣ…

ଜାଣନ୍ତୁ ଏହି ରହସ୍ୟ: ବର୍ଷା ପରେ କାହିଁକି ଦେଖାଯାଏ ଇନ୍ଦ୍ରଧନୁ

ଭୁବନେଶ୍ୱର: ସାତ ରଙ୍ଗର ସମାହାର ଇନ୍ଦ୍ରଧନୁ । ପ୍ରାୟେ ଆମେ ସମସ୍ତେ ଏହାକୁ ଆକାଶରେ କିଛି ସମୟ ପାଇଁ ଦେଖିଥିବେ। ମୁଖ୍ୟତଃ ବର୍ଷା ଦିନରେ ଏହା ଦେଖିବାକୁ ମିଳିଥାଏ । ଏକାସାଙ୍ଗରେ ସାତଟି ରଙ୍ଗ ଧନୁ ଆକାରର ହୋଇ ନୀଳ ଆକାଶର ଶୋଭା ମଣ୍ଡନ କରିଥାନ୍ତି । ଏହାକୁ ଇନ୍ଦ୍ରଧନନୁ କୁହାଯାଏ। ତେବେ କଣ…

ମହାରାଷ୍ଟ୍ରରେ ୩ ଲକ୍ଷ ଟପିଲା କରୋନ୍ କେସ୍, ମୁମ୍ୱାଇରେ ଲକ୍ଷେ

ମୁମ୍ୱାଇ: ଦେଶରେ କରୋନାର ହଟସ୍ପଟ ପାଲଟିଛି ମହାରାଷ୍ଟ୍ର । ସବୁଠୁ ଅଧିକ ସଂକ୍ରମିତ ରାଜ୍ୟ । ୩ ଲକ୍ଷ ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ମହାରାଷ୍ଟ୍ରରୁ ୮ ହଜାର ୩୪୮ ଭୂତାଣୁ ସଂକ୍ରମିତ ବାହାରିଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୯୩୭କୁ…