Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଗୃହମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ପ୍ରତିବାଦରୁ ହଟିଲେ ଆଇଏମ୍ଏ ଡାକ୍ତର

ନୂଆଦିଲ୍ଲୀ: ସୁରକ୍ଷା ପ୍ରତିଶ୍ରୁତି ମିଳିବା ପରେ ପ୍ରତ୍ୟହାର ହେଲା ଆଇଏମଏ ଡାକ୍ତରଙ୍କ ପ୍ରତିବାଦ । ଗୃହମନ୍ତ୍ରୀ ଅମିତ ଶାହା ଏବଂ ସ୍ବାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନଙ୍କ ସହ ଭିଡିଓ କନ୍‌ଫରେନ୍ସ କରିବା ପରେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍‌ର ଡାକ୍ତରମାନେ ଦୁଇ ଦିନ ହେବ…

ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ, ୮୩ରେ ପହଂଚିଲା ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ୱର: ଯାଜପୁରରୁ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କ ବୟସ ୩୮ ବର୍ଷ । ସଂକ୍ରମିତ ବ୍ୟକ୍ତିି ଜଣଙ୍କର ପଶ୍ଚିମବଙ୍ଗ ଲିଙ୍କ ରହିଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ୮୩ରେ…

ବିନା ଭକ୍ତରେ ରିତିନୀତି ସହ ପାଳନ ହେବ ଶ୍ରୀ ଶ୍ରୀ ନୃସିଂହନାଥଙ୍କ ଜନ୍ମୋତ୍ସବ

ପଦ୍ମପୁର: ଲକଡାଉନ ସତ୍ତ୍ୱେ ପଶ୍ଚିମ ଓଡିଶାର ପବିତ୍ର ତୀର୍ଥ କ୍ଷେତ୍ରରେ ରୀତିନୀତି ସହ ପାଳନ ହେବାକୁ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁ ଙ୍କ ଜନ୍ମୋତ୍ସବ। ନୃସିଂହନାଥ ଚତୁର୍ଦ୍ଦଶୀ ଦିନ କେବଳ ରୀତିନୀତି ଅନୁସାରେ ସାମାଜିକ ଦୂରତାକୁ ବଜାୟ ରଖି ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ପାଳନ…

୬୧ ନମ୍ବର ଆକ୍ରାନ୍ତଙ୍କ ଲିଙ୍କରେ ଆସିଛନ୍ତିି ୭୫, ୭୬, ଓ ୭୭ନଂ ସଂକ୍ରମିତ

ଭୁବନେଶ୍ୱର: ସାମ୍ନାକୁ ଆସିଲା ରାଜ୍ୟରେ ଚିହ୍ନଟ ହୋଇଥିବା ୪ ଜଣଙ୍କ ଗସ୍ତ ବିବରଣୀ । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ୭୪, ୭୫, ୭୬ ଓ ୭୭ ନମ୍ବର ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି । Travel History of #Covid19 Patients Case No: 74,…

କରୋନା ଯୁଦ୍ଧ: ଯୋଦ୍ଧା ସାଜିଛନ୍ତି ୮ ମାସର ଗର୍ଭବତୀ ଆଶା କର୍ମୀ

ଯାଜପୁର: ସାରାବିଶ୍ୱରେ କାୟା ମେଲାଉଛି କରୋନା । ଧୀରେ ଧୀରେ ଏହା ସମଗ୍ର ମନୁଷ୍ୟ ଜାତିକୁ ପ୍ରଭାବିତ କରିବାରେ ଲାଗିଛି । ଏହି ମହାମାରି ଏବେ ଆମ ଦେଶ ଓ ରାଜ୍ୟର ସ୍ଥିତିକୁ ଏକ ରକମର ଦୋହଲାଇ ଦେଇଛି ବୋଲି କହିଲେ ଭୁଲ ହେବନି । ଦୈନିକ କରୋନା ଆକ୍ରାନ୍ତଙ୍କ ନୂଆ ନୂଆ ମାମଲା ସାମ୍ନାକୁ…

ବିନା ରେଜିଷ୍ଟ୍ରେସନରେ ଓଡ଼ିଶା ମନା, ୨୪ରୁ ପଞ୍ଜୀକରଣ କରିପାରିବେ ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର: ବିନା ପଂଜୀକରଣରେ ଓଡ଼ିଶାକୁ ଆସି ପାରିବେନି ପ୍ରବାସୀ ଓଡ଼ିଆ । ରାଜ୍ୟକୁ ଫେରିବାକୁ ହେଲେ ପଂଜୀକରଣ ବାଧ୍ୟତାମୂଳକ କରାଯାଇଛି । ଅନଲାଇନ୍ ହେଉ କି ଅଫଲାଇନ୍‌, ସେମାନଙ୍କ ପାଇଁ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ । ଏଥିପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ପୋର୍ଟାଲ ଖୋଲିବାକୁ ଯାଉଛନ୍ତି…

ଝଡ଼ର ଇଗଲ୍‌: ଗୋପବନ୍ଧୁଙ୍କ ଛତା

(ଝଡ଼ର ଇଗଲ୍ – ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ଏହି ଆଲେଖର ସୃଷ୍ଟି । ଓଡ଼ିଶା ସାହିତ୍ୟ ଜଗତର ପ୍ରତିଷ୍ଠିତ ଲେଖକ ତଥା ବରିଷ୍ଠ ସ୍ତମ୍ଭକାର ଦାଶ ବେନହୁରଙ୍କ ଦ୍ୱାରା ଲିଖିତ ଏହି ଆଲେଖ ସମୁଦାୟ ଏଗାରଟି କଡ଼ିରେ ବିଭକ୍ତ । ‘ଓଡ଼ିଶା ସମ୍ବାଦ’ ପକ୍ଷରୁ  ପ୍ରତିଦିନ ଧାରାବାହିକ ଭାବେ…

ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟରେ କରୋନା, ଜଣେ ପଜିଟିଭ

ନୂଆଦିଲ୍ଲୀ: ସାରା ଦେଶରେ ଜାରି ରହିଛି କରୋନା ବିରୋଧୀ ଲଢ଼େଇ । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ବେସାମରିକ ବିମାନ ଚଳାଚଳ ମୁଖ୍ୟାଳୟକୁ ସିଲ୍ କରାଯିବ ବୋଲି ଜଣାପଡିଛି । ଆକ୍ରାନ୍ତ ବ୍ୟକ୍ତି ଜଣକ ଏପ୍ରିଲ୍ ୧୫ରେ ଅଫିସ…

କରୋନା ଯୋଦ୍ଧାଙ୍କୁ ଆକ୍ରମଣ କଲେ ହେବ ୭ ବର୍ଷ ଜେଲ୍‌

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ହେବ ୭ ବର୍ଷ ଜେଲ୍ । କେବଳ ସେତିକି ନୁହେଁ କରୋନା ଯୋଦ୍ଧାଙ୍କୁ ଭେଦଭାବ କରିବେ ସେମାନଙ୍କୁ ୩ ମାସରୁ ୫ ବର୍ଷ ପର୍ଯ୍ୟନ୍ତ ଭୋଗିବାକୁ ପଡିବ ଜେଲ୍ ଦଣ୍ଡ । ଏଥିସହ ୫୦ ହଜାରରୁ ୨ଲକ୍ଷ ପର୍ଯ୍ୟନ୍ତ ମଧ୍ୟ ଜରିମାନା ଦେବାକୁ ପଡିବ ବୋଲି ଆଜି…

ରାଜ୍ୟରେ ସୁସ୍ଥ ହେଲେ ଆଉ ୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ ୨ କରୋନା ଆକ୍ରାନ୍ତି । ସୁସ୍ଥ ହୋଇଥିବା ଦୁଇ ଜଣ ଭୁବନେଶ୍ୱରର ବୋଲି ଜଣାପଡିଛି । ଏହାକୁ ମିଶାଇ ରାଜ୍ୟରେ ୩୨ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । Happy…