Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

୧୬ କର୍ମଚାରୀ କରୋନା ସଂକ୍ରମିତ ହେବା ପରେ ନୋଏଡା କମ୍ପାନୀ ହେଲା ସିଲ, ମାମଲା ରୁଜୁ

ନୋଏଡା: କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ସରକାର ଏବେ କଡା ପଦକ୍ଷେପ ନେଉଛନ୍ତି । ନୋଏଡା ସ୍ଥିତ ସିଜଫାୟାର କମ୍ପାନୀକୁ ନୋଏଡା ଜିଲ୍ଲା ପ୍ରଶାସନ ସିଲ କରିଦେଇଛନ୍ତି । ଏହି କମ୍ପାନୀ ସେକ୍ଟର ୧୩୫ରେ ଅଛି । ସିଜଫାୟାର କମ୍ପାନୀ ସହିତ ଜଡିତ ୧୬ ଜଣ କରୋନାଭାଇରସ ଦ୍ୱାରା ସଂକ୍ରମିତ…

କରୋନାଭାଇରସ: ଗୋଟିଏ ଦିନରେ ଇଟାଲିରେ ୮୧୨ ମୃତ

ଇଟାଲି: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଇଟାଲିରେ ମୃତ୍ୟୁ ସଂଖ୍ୟା ୧୧,୫୯୦ରୁ ଅଧିକ ଟପିଲାଣି । ଏହାବ୍ୟତିତ ୧୦୦,୦୦୦ରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ କରୋନା ଭାଇରସ୍…

ଦିଲ୍ଲୀ ନିଜାମୁଦ୍ଦିନ କାର୍ଯ୍ୟକ୍ରମରେ ସାମିଲ ୨୪ ଜଣଙ୍କ କରୋନା ରିପୋର୍ଟ ପଜିଟିଭ

ନୂଆଦିଲ୍ଲୀ: ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳର ଧାର୍ମିକ ସମାବେଶରେ ସାମିଲ ହୋଇଥିବା ୨୪ ଜଣଙ୍କ କରୋନାଭାଇରସ ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି । ଏନେଇ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସୂଚନା ଦେଇଛନ୍ତି । 24 people who were present at the Markaz building,…

କୋଭିଡ-୧୯ ଲକଡାଉନ; କଟକରେ ଔଷଧର ହୋମ ଡେଲିଭରି ଆରମ୍ଭ

କଟକ: କୋଭିଡ-୧୯ର ମୁକାବିଲା ଲାଗି ଦେଶବ୍ୟାପୀ ଲକଡାଉନ୍ ଜାରି ରହିଥିବା ବେଳେ କଟକ ମ୍ୟୁନସିପାଲିଟି କର୍ପୋରେସନ୍ (ସିଏମସି) ପକ୍ଷରୁ ଔଷଧ ଗୁଡିକର ହୋମ୍ ଡେଲିଭରି ସେବା ଆରମ୍ଭ କରାଯାଉଛି । ନିମ୍ନରେ ମେଡିସିନ୍ ଷ୍ଟୋର ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି, ଜାଣନ୍ତୁ...…

କରୋନାଭାଇରସ ସଂକ୍ରମଣରୁ ସୁସ୍ଥ ହେଲେ ବ୍ରିଟେନ ପ୍ରିନ୍ସ ଚାର୍ଲସ

ଲଣ୍ଡନ: ନିକଟ ଅତୀତରେ ୭୧ ବର୍ଷୀୟ ବ୍ରିଟେନ ପ୍ରିନ୍ସ ଚାର୍ଲସ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ସେ ଏବେ (କୋଭିଡ-୧୯) ସଂକ୍ରମଣରୁ ଆରୋଗ୍ୟ ହୋଇଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ପ୍ରିନ୍ସ ଚାର୍ଲସ କରୋନାରେ ଆକ୍ରାନ୍ତ ହୋଇ ଆଇସୋଲେସନରେ…

କରୋନା ଲକଡାଉନ: ୨ ସପ୍ତାହ ପାଇଁ ବୁଲା କୁକୁରଙ୍କୁ ମିଳିବ ଖାଦ୍ୟ

ଭୁୁବନେଶ୍ୱର: କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ଘୋଷଣା ହୋଇଥିବା ଳକଡାଉନ ଫଳରେ ସହରାଞ୍ଚଳରେ ଥିବା ବୁଲା କୁକୁରମାନେ ଖାଇବାକୁ ପାଉ ନାହାଁନ୍ତି । ସେଥିପାଇଁ ଓଡିଶା ସରକାର କୁକୁରଙ୍କୁ ଖାଦ୍ୟ ଯୋଗାଇବାକୁ ଘୋଷଣା କରିଛନ୍ତି । ପ୍ରାଣୀ ସମ୍ପଦ ବିକାଶ ବିଭାଗ ଏନେଇ ନଗର ଉନ୍ନୟନ ବିଭାଗକୁ…

ଲକ୍ ଡାଉନ ବେଳେ ପିଲାମାନଙ୍କର ନିଅନ୍ତୁ ବିଶେଷ ଯତ୍ନ

କରୋନା ଭୂତାଣୁ ସଂକ୍ରମଣ ଭୟରେ ଏବେ ସାରା ଦେଶରେ ଲକ୍ ଡାଉନ ଘୋଷଣା ହୋଇଛି । ପିଲାଠୁ ବଡ ଏବେ ସମସ୍ତେ ଘରେ । ବାହାରକୁ, ସ୍କୁଲ କଲେଜ ଯିବା ମନା । ଲକ୍ ଡାଉନର ସପ୍ତାହେ ବିତିବାକୁ ଯାଉଥିବା ବେଳେ ପିଲାଏ ଏବେ ଭାରି ବ୍ୟସ୍ତ । ସକାଳ ହେଲେ ତାଙ୍କର ଗୋଟିଏ ପ୍ରଶ୍ନ ଆଉ କେତେ ଦିନ ଏମିତି ଘରେ…

କରୋନା ବିରୁଦ୍ଧରେ ଲଢ଼େଇ: ସୁସ୍ଥ ହୋଇ ଘରକୁ ଫେରିଲେ ଦେଶର ସବୁଠାରୁ ବୃଦ୍ଧ ଦମ୍ପତି

ଥିରୁବନନ୍ତପୁରମ: ଦେଶରେ କରୋନାଭାଇରସର ପ୍ରକୋପ ଜାରୀ ରହିଛି । ପ୍ରତିଦିନ କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଛି । ଏହି ମହାମାରୀ ଦ୍ୱାରା ଦେଶରେ ଏପର୍ଯ୍ୟନ୍ତ ୧୨୫୧ଜଣ ସଂକ୍ରମିତ ଅଛନ୍ତି ଏବଂ ୩୨ଜଣଙ୍କ ଜୀବନ ଯାଇଛି । ୧୦୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିରେ ସାମିଲ…

କରୋନାଭାଇରସ ଆତଙ୍କ; ଇଟାଲୀରେ ବଢିଲା ଲକଡାଉନ ଅବଧି

ରୋମ୍‌: ଇଟାଲୀରେ କରୋନାଭାଇରସ ପ୍ରକୋପ ଦିନକୁ ଦିନ ବଢୁଥିବା ବେଳେ ବିଶ୍ୱରେ ଏହି ଭାଇରସ ସଂକ୍ରମଣରେ ଏଠାରେ ସର୍ବାଧିକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏଠାରେ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି । ତେବେ ଲକଡାଉନ ସରିବା ନେଇ ନୂଆ ତାରିଖ…

କରୋନା ଅପଡେଟ୍‌: ଭାରତରୁ ଘରକୁ ଫେରିବେ ୧୬ଶହ ବିଦେଶୀ ପର୍ଯ୍ୟଟକ !

ଗୋଆ: ୨୧ଦିନିଆ ଲକ୍‌-ଡାଉନ୍ ଘୋଷଣା ପରେ ଗୋଆରେ ଫସି ରହିଛନ୍ତି ପ୍ରାୟ ୧୬ ଶହ ବିଦେଶୀ ପର୍ଯ୍ୟଟକ । ଖୁବଶୀଘ୍ର ସେମାନଙ୍କୁ ଘରକୁ ପଠାଇବାକୁ ଯୋଜନା ହୋଇଥିବା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ । '1,600 foreign tourists in Goa to be airlifted by April 3,4': CM…