Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କରୋନା ମୁକାବିଲା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସାହାଯ୍ୟ କଲେ ଓଲିଉଡ କଳାକାର

ଭୁବନେଶ୍ୱର : କରୋନା ଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ବିଭିନ୍ନ ବର୍ଗର ଲେକୋ ଆର୍ଥିକ ସହାୟତା କରୁଛନ୍ତି । ତେବେ ଏଥିରୁ ବାଦ ପଡିନାହାନ୍ତି ଓଲିଉଡ କଳାକାର, ନିର୍ଦ୍ଦେଶକ ଓ ପ୍ରଯୋଜକ । ଓଲିଉଡରେ ପ୍ରଥମ ବ୍ୟକ୍ତି ଭାବେ ପ୍ରଯୋଜକ ଅକ୍ଷୟ ପରିଜା ଏକ ଲକ୍ଷ…

କୋଭିଡ୍‌-୧୯: ଜାଣନ୍ତୁ କେଉଁ ଅଭିନେତ୍ରୀ ସାଜିଲେ ହସ୍ପିଟାଲ୍ ନର୍ସ ?

ମୁମ୍ବାଇ: ସାରା ଦେଶରେ କରୋନା ମହାମାରୀ । ଏତିକିବେଳେ ଦେଶ ପାଇଁ ଆଗେଇ ଆସିଛନ୍ତି ଶିଖା ମଲହୋତ୍ରା । ରିଲ୍ ନୁହେଁ ବରଂ ରିଏଲ୍ ଲାଇଫ୍‌ରେ ଅଭିନେତ୍ରୀରୁ ସାଜିଲେ ହସ୍ପିଟାଲ୍‌ ନର୍ସ । Apart from being an #Actress need all of your support to #serve the #nation once…

ସନ୍ଧ୍ୟାରେ ମଦ ଦୋକାନ ଖୋଲିବାକୁ ସରକାରଙ୍କୁ ରିଷିଙ୍କ ଅପିଲ

ମୁମ୍ବାଇ: କରୋନା ଭାଇରସର ଭୟାବହତାକୁ ଦେଖି ଚାରିଆଡେ ଜାରି ରହିଛି ଲକ ଡାଉନ । ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡି ଦେଲେ ଆଉ ସବୁ କିଛି ବନ୍ଦ ରହିଛି । ଏଭଳି ସ୍ଥିତିରେ ସନ୍ଧ୍ୟାରେ ମଦ ଦୋକାନ ଖୋଲା ରଖିବା ପାଇଁ ସରକାରଙ୍କୁ ଭେଟେରାନ ଅଭିନେତା ରିଷି କପୁର ଅପିଲ କରିଛନ୍ତି । Think.…

କରୋନା ସଂକ୍ରମଣ: ଶାଳ ପତ୍ରରେ ମାସ୍କ ତିଆରି କଲେ ଗ୍ରାମବାସୀ

କନ୍ଧମାଳ: ଦେଶରେ କରୋନା ସଙ୍କଟ ଦେଖା ଦେବା ପରେ ଔଷଧ ଦୋକାନରୁ ମାସ୍କ ଅଦୃଶ୍ୟ ହୋଇଗଲା । ଏଭଳି କ୍ଷେତ୍ରରେ ଅନେକ ଲୋକ ସଂକ୍ରମଣ ଦାଉରୁ ରକ୍ଷା ପାଇବା ପାଇଁ ନିଜେ ମାସ୍କ ତିଆରି କରୁଛନ୍ତି । ମିଳିଥିବା ସୂଚନା ମୁତାବକ, କନ୍ଧମାଳ ଜିଲ୍ଲାର ଏକ ଗାଁର ଅଧିବାସୀ ଶାଳ ପତ୍ର ବ୍ୟବହାର କରି ମାସ୍କ…

କରୋନା ଦିନ ସରି ଆସୁଛି !

ନୂଆଦିଲ୍ଲୀ: କେବେ ଶେଷ ହେବ କରୋନା ଆତଙ୍କ ? ବିଶ୍ବରେ ଆଉ କେତେ ମୁଣ୍ଡ ନେବ ଏହି ଭାଇରସ୍ ? କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଔଷଧ ବାହାରି ନଥିବା ବେଳେ ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ । ଏହାର ଉତ୍ତର ଦେଇଛନ୍ତି ନୋବେଲ ବିଜେତା ଆମେରିକୀୟ-ବ୍ରିଟିଶ-ଏସ୍ରାଏଲି ବାୟୋଫିଜିସିଷ୍ଟ…

କୋଭିଡ-୧୯ ଲକଡାଉନ : ସାନିଟାଇଜର, ଗ୍ରୋସରୀ, ଔଷଧ ବିକ୍ରି ଆରମ୍ଭ କଲା ସପକ୍ଲ୍ୟୁଜ

ନୂଆଦିଲ୍ଲୀ: ଦେଶରେ ଲକଡାଉନ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ପାଇବା ବହୁତ ମୁସ୍କିଲ । କରୋନାଭାଇରସ ସଙ୍କଟ ମଧ୍ୟରେ ଇ-କମର୍ସ କମ୍ପାନୀ ‘ସପକ୍ଲୁ୍ୟଜ’ ସାନିଟାଇଜର, ମାସ୍କ, ପ୍ୟାକେଟ ଖାଦ୍ୟ, ଗ୍ରୋସରୀ, ଔଷଧ ଏବଂ ବ୍ୟକ୍ତିଗତ ସ୍ୱଚ୍ଛତା ସାମଗ୍ରୀର ବିକ୍ରି ଆରମ୍ଭ କରିଛି । ସପକ୍ଲ୍ୟୁଜ ସିଇଓ…

କିଲର କରୋନା ନେଲାଣି ୫୧ ଇଟାଲୀ ଡାକ୍ତରଙ୍କ ଜୀବନ

ରୋମ: ଇଟାଲୀରେ କିଲର କରୋନା ନେଲାଣି ୫୧ ଜଣ ଡାକ୍ତରଙ୍କ ଜୀବନ । ଏହି ସମସ୍ତ ଡାକ୍ତରମାନେ କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିଲେ । ସିଏନଏନ ରିପୋର୍ଟ ଅନୁସାରେ ଏହି ତଥ୍ୟ ସମ୍ମୁଖକୁ ଆସିଛି । ଇଟାଲି ଡାକ୍ତରସଂଘର ମୁଖ୍ୟ ଫିଲିଫ ଅନେଲି ଏଥିପାଇଁ ଅଧ୍ଚଳ ଆବଶ୍ୟକୀୟ ସୁରକ୍ଷା ବନ୍ଦୋବସ୍ତ…

କରୋନା ମୁକାବିଲା: ଟ୍ରେନ୍ ବଗିରେ ଆଇସୋଲେସନ ୱାର୍ଡ

ନୂଆଦିଲ୍ଲୀ: କରୋନା ଭୂତାଣୁ ମୁକାବିଲା ପାଇଁ ଭାରତୀୟ ରେଲୱେ ଆଗକୁ ଆସିଛି । ଟ୍ରେନ୍ ବଗି ଭିତରେ ତିଆରି ହୋଇଛି ଆଇସୋଲେସନ ୱାର୍ଡ । ସାରା ଦେଶରେ ଏବେ ଲକ୍ ଡାଉନ୍ ଚାଲିଥିବା ବେଳେ ଟ୍ରେନ୍ ବଗିକୁ ସରକାର ଆଇସୋଲେସନ୍ ୱାର୍ଡରେ ପରିଣତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ…

ତାଲା ବନ୍ଦ ବେଳେ ଫସଲ ଅମଳ କରିପାରିବେ ଚାଷୀ: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ମହାମାରୀ କରୋନା ଭୂତାଣୁ ଯୋଗୁଁ ସାରା ଦେଶକୁ ୨୧ ଦିନ ଯାଏଁ କେନ୍ଦ୍ର ସରକାର ଲକ ଡାଉନ ଘୋଷଣା କରିଛନ୍ତି । ଏହାଦ୍ୱାରା ଲୋକେ ଘରୁ ବାହାରି ପାରୁନାହାନ୍ତି । ଫଳରେ ଚାଷୀର ଫସଲ କାମ ମଧ୍ୟ ବାଧା ପାଉଛି । ଚାଷୀମାନ ଫସଲ କାମ କରିପାରୁ ନାହାନ୍ତି । ଏଥିଯୋଗୁଁ ଫଲ ନଷ୍ଟ ହେବାରେ…

ବିଶ୍ୱବ୍ୟାପୀ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ଲକ୍ଷ ଟପିଲା, ୨୨% ଆରୋଗ୍ୟ

ୱାଶିଂଟନ: ସାରା ବିଶ୍ୱରେ କରୋନାଭାଇରସ ମହାମାରୀ ଜଟିଳ ପରିସ୍ଥିତି ସୃଷ୍ଟି କରିଥିବାବେଳେ ଦିନକୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବିଶ୍ୱବ୍ୟାପୀ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ଲକ୍ଷ ଟପିଛି । ପାଖାପାଖି ୨୨% ଅର୍ଥାତ ୧୩୧,୦୦୦ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏନେଇ ଜୋନ୍ସ…