Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଆଇରନର କଳା ଦାଗ ଏପରି ସଫା କରନ୍ତୁ..

ଭୁବନେଶ୍ବର:ଘରେ ଆଇରନ ଦ୍ବାରା କପଡା ପ୍ରେସ କରିଥାଉ । କିନ୍ତୁ ଦେଖିଥିବେ ଆଇରନ ଗରମ ହୋଇ ଯଦି କପଡାରେ ଲାଗିଯାଏ ଆଇରନରେ ଦାଗ ଲାଗିଯାଇଥାଏ । ସେହି ଆଇରନ କଳାଦାଗକୁ ଧାରୁଆ ବ୍ଲେଡ ଅବା ଅସ୍ତ୍ରରେ ସଫା କରିଲେ ପ୍ରେସ ପଲିସି ଖରାପ ହୋଇଥାଏ । ଫଳରେ ସଫ୍ଟ କପଡାରେ ଆଇରନ କଲେ ତାହା ଖରାପ ହେବାର…

ବିଳମ୍ବିତ ରାତି ଯାଏଁ ପାଠ ପଢୁଛନ୍ତି କି, ହୋଇଯାଆନ୍ତୁ ସାବଧାନ..

ଭୁବନେଶ୍ବର: ଏବେ ପିଲାଙ୍କ ପରୀକ୍ଷା ସମୟ ଆସିଯାଇଛି । ପରୀକ୍ଷାକୁ ନଜରରେ ରଖି ଛାତ୍ରଛାତ୍ରୀମାନେ ରାତିରେ ବିଳମ୍ବିତ ରାତି ଯାଏଁ ପାଠ ପଢିଥାନ୍ତି । ଏଥିସହ ନିଦ ନଆସିବା ପାଇଁ ଚା କଫିର ସାହାଯ୍ୟ ନେଇଥାନ୍ତି । ଜାଣନ୍ତି କି ବିଳମ୍ବିତ ରାତି ଯାଏଁ ଅନିଦ୍ରା ରହିବା ଏବଂ କଫିନଯୁକ୍ତ ଚା', କଫି…

ମହାନଯୋଦ୍ଧା ନାଗା ସାଧୁ ; ମହାରଣା ପ୍ରତାପଙ୍କ ସହ ମିଶି ମୋଗଲସେନା ବିରୁଦ୍ଧରେ କରିଥିଲେ ଯୁଦ୍ଧ

ଭୁବନେଶ୍ବର: ହଜାର ହଜାର ବର୍ଷ ଧରି ଭାରତ ମାଟିରେ ସନାତନ ଧର୍ମ ଅକ୍ଷୁର୍ଣ୍ଣ ରହିଛି। ଏଥିପାଇଁ ଅନେକ ବଳିଦାନ ଦିଆଯାଇଛି। ଯେଉଁଥିରେ ନାଗା ସାଧୁ ଏବଂ ସନ୍ୟାସୀ ମଧ୍ୟ ରହିଛନ୍ତି । ନାଗା ସାଧୁମାନେ ତପସ୍ବୀ କିନ୍ତୁ ଯେତେବେଳେ ଆବଶ୍ୟକ ହୁଏ, ସେମାନେ ଦେଶ ତଥା ଧର୍ମର ସୁରକ୍ଷା ପାଇଁ ଅସ୍ତ୍ର…

ବାୟୁର ଅମ୍ଳଜାନକୁ ସିଧାସଳଖ ସିଲିଣ୍ଡରେ ଭର୍ତ୍ତି କରାଯାଏ ନାହିଁ କାହିଁକି?

ମାନବ ଜୀବନ ପାଇଁ ଅମ୍ଳଜାନର ଉପଲବ୍ଧତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅମ୍ଳଜାନ ଗ୍ୟାସ୍ ବିନା ଆମେ କୌଣସି ମଣିଷ କିମ୍ବା ପ୍ରାଣୀର ଜୀବନ କଳ୍ପନା କରିବା ଆସମ୍ଭବ। ମଣିଷ ବଞ୍ଚିବା ପାଇଁ ଅମ୍ଳଜାନସ୍ତର ଉପଯୁକ୍ତ ହେବା ଆବଶ୍ୟକ। କିନ୍ତୁ ପ୍ରଶ୍ନ ହେଉଛି ଯେତେବେଳେ ବାୟୁମଣ୍ଡଳରେ ଅମ୍ଳଜାନ ଗ୍ୟାସ୍…

ପିଙ୍କ୍ ଲିକ୍ୱିଡ୍ କ’ଣ? ଲସ୍ ଏଞ୍ଜେଲସ୍‌ରେ ନିଆଁ ନିୟନ୍ତ୍ରଣ କରିବା ପାଇଁ ହେଉଛି ବ୍ୟବହାର

ଆମେରିକାର ଲସ୍ ଏଞ୍ଜେଲସ ଜଙ୍ଗଲରେ ନିଆଁ ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ଆମେରିକା ସରକାର ଏହି ନିଆଁ ଲିଭାଇବାକୁ ନିରନ୍ତର ଚେଷ୍ଟା କରୁଛି। ଏଥିପାଇଁ ଆମେରିକୀୟ ବାୟୁସେନା ପାଣି ସହିତ ଗୋଲାପୀ ରଙ୍ଗର ତରଳ ପଦାର୍ଥ ବା ପିଙ୍କ୍ ଲିକ୍ୱିଡ୍ ମଧ୍ୟ ସ୍ପ୍ରେ କରୁଛି। କିନ୍ତୁ ଆପଣ କ’ଣ ଜାଣନ୍ତି…

ବିଶ୍ୱର କେବଳ ୬ଟି ଦେଶ ପାଖରେ ଅଛି ପରମାଣୁ ବୁଡ଼ାଜାହାଜ, ସର୍ବପ୍ରଥମେ କିଏ କରିଥିଲା ନିର୍ମାଣ?

ଭାରତ ନୌସେନାର ଆବଶ୍ୟକତା ଏବଂ ଏହାର ସାମୁଦ୍ରିକ ସୀମାକୁ ସୁରକ୍ଷିତ ରଖିବା ପାଇଁ ଏହାକୁ ହାଇଟେକ୍ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ପ୍ରକୃତରେ ଚୀନ୍ ଯୋଗୁଁ ଭାରତର ସାମୁଦ୍ରିକ ସୀମା ସୁରକ୍ଷିତ କରିବାର ଚ୍ୟାଲେଞ୍ଜ ବୃଦ୍ଧି ପାଉଛି। ଭାରତ ନୂତନ ଅସ୍ତ୍ରଶସ୍ତ୍ର ସହିତ ନୌସେନାକୁ ନିରନ୍ତର…

କୁକୁରର ଜନ୍ମଦିନରେ ଖର୍ଚ୍ଚ ହେଲା ୫ଲକ୍ଷ, ଖାଲି କେକ୍ ଦାମ୍ ୪୦ହଜାର

ନୂଆଦିଲ୍ଲୀ: ଆପଣମାନେ ଅନେକ ଲୋକଙ୍କୁ ଘରେ ପଶୁ ପକ୍ଷୀ ରଖୁଥିବାର ଏବଂ ସେମାନଙ୍କର ଯତ୍ନ ନେଉଥିବାର ଦେଖିଥିବେ । କିନ୍ତୁ ଜଣେ ମହିଳା ନିଜ ପୋଷା କୁକୁରର ଜନ୍ମଦିନରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଖବର ସୋସିଆଲମିଡିଆରେ ଭାଇରାଲ ହେଉଛି । କୁହାଯାଉଛି ଯେ କେବଳ ୪୦ ହଜାର ଟଙ୍କା ମୂଲ୍ୟର…

ଏପରି ଜାଣନ୍ତୁ କ୍ୟୁଆର କୋଡ୍ ଅସଲି ନା ନକଲି..

ଭୁବନେଶ୍ବର:  କୋରୋନା ପର ଠାରୁ ଡିଜିଟାଲ ମାଧ୍ୟମରେ ପେମେଣ୍ଟ ପ୍ରକ୍ରିୟା ଭାରତରେ ବଢିଚାଲିଛି। ପ୍ରତ୍ୟେକ ଛୋଟ ଏବଂ ବଡ ଦୋକାନରେ ପେମେଣ୍ଟ ପାଇଁ କ୍ୟୁଆର (QR) କୋଡ୍ ବ୍ୟବହାର କରାଯାଉଛି । ଏହା ଏକ ଅତି ସହଜ ପ୍ରକ୍ରିୟା । ଯେଉଁଥିରେ ଫୋନ୍ ପେ, ଗୁଗଲ୍ ପେ ଏବଂ ପେଟିଏମ୍ ପରି କୌଣସି…

ବ୍ୟାଙ୍କ ଅଫ୍ ବାରୋଦାର ନୂଆ ଏଫଡି ଯୋଜନା; ଖାତା ବନ୍ଦ ନକରି ଆଂଶିକ ଧନ ଉଠେଇପାରିବେ

ନୂଆଦିଲ୍ଲୀ: ପବ୍ଲିକ ସେକ୍ଟର ବ୍ୟାଙ୍କ ଅଫ୍ ବରୋଦା ଏକ ସ୍ୱତନ୍ତ୍ର ଏଫଡି ଯୋଜନା ଆରମ୍ଭ କରିଛି। ଏହି ଯୋଜନାର ନାମ ହେଉଛି ବବ୍ ଲିକ୍ୱିଡ୍ ଏଫଡି । ଏହା ଗ୍ରାହକମାନଙ୍କୁ ପୂରା ଏଫଡି ବନ୍ଦ ନକରି ଆଂଶିକ ଟଙ୍କା ଉଠେଇବାର ଅନୁମତି ଦିଏ, ଯାହା ନିଶ୍ଚିତ କରେ ଯେ, ଗ୍ରାହକ ତୁରନ୍ତ ଆର୍ଥିକ…

ଘରର ଏହି କୋଣରେ ଶୌଚାଳୟ କରନ୍ତୁ..

ଭୁବନେଶ୍ବର: ବାସ୍ତୁ ଅନୁସାରେ ଘରେ ଶୌଚାଳୟ ସଠିକ୍ କୋଣରେ ନକଲେ ଘରେ ସବୁ ସମସ୍ୟା ଦେଖାଯାଇଥାଏ । ଘରର ଦକ୍ଷିଣ କିମ୍ବା ଦକ୍ଷିଣ-ପଶ୍ଚିମ କୋଣରେ ଶୌଚାଳୟ କରିବା ଶୁଭ ବୋଲି ବାସ୍ତୁ ଶାସ୍ତ୍ରରେ କୁହାଯାଏ । - ବାସ୍ତୁ ଅନୁସାରେ ଶୌଚାଳୟକୁ ରୋଷେଇ ଘରର ସମ୍ମୁଖରେ କରନ୍ତୁ ନାହିଁ । ଘରେ ଅଭାବ…