Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଭାରତରେ ବଢୁଛି କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଗୁରୁବାର ଦିନ ଏହି ସଂଖ୍ୟା ୧୬୯ରେ ପହଞ୍ଚିଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଆହୁରି ମଧ୍ୟ ସମସ୍ତ ୧୬୯ ଜଣ ଆକ୍ରାନ୍ତଙ୍କ ମଧ୍ୟରେ…

କରୋନାଭାଇରସ: ଗୋଟିଏ ଦିନରେ ଇଟାଲିରେ ୪୭୫ ମୃତ

ଇଟାଲି: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଇଟାଲିରେ ମୃତ୍ୟୁ ସଂଖ୍ୟା ୩୦୦୦ରୁ ଅଧିକ ଟପିଲାଣି । ଏହାବ୍ୟତିତ ୩୫ ହଜାରରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଇଟାଲୀର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ କରୋନା…

ଭୁବନେଶ୍ୱରର ତିନୋଟି ଷ୍ଟାର ହୋଟେଲରେ ଖୋଲିଲା ଦେୟଯୁକ୍ତ ସଂଗରୋଧ କେନ୍ଦ୍ର

ଭୁବନେଶ୍ୱର: ମାରାତ୍ମକ କରୋନା ଭୁତାଣୁ ସଂକ୍ରମଣର ସମ୍ଭାବିତ ଭୟାବହତାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ରାଜଧାନୀର ତିନୋଟି ଷ୍ଟାର ହୋଟେଲରେ ଦେୟଯୁକ୍ତ ସଂଗରୋଧ କେନ୍ଦ୍ର ବା କ୍ୱାରାଣ୍ଟାଇନ ସେଣ୍ଟର ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଛି । ଏହି ତିନୋଟି…

ସନ୍ଧ୍ୟା ୮ଟା, ମାର୍ଚ୍ଚ ୧୯ ଗୁରୁବାର ରାଷ୍ଟ୍ରକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୧୯ ତାରିଖ ଗୁରୁବାର ଦିନ ସନ୍ଧ୍ୟା ୮ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । 19 ମାର୍ଚ୍ଚ ସନ୍ଧ୍ୟା 8 ଟାରେ ରାଷ୍ଟ୍ରକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କୋଭିଡ-19…

କରୋନା ସତର୍କତା: ମୋଦୀଙ୍କ ପ୍ରଶଂସାକୁ ଟ୍ୱିଟ୍ କରି ଧନ୍ୟବାଦ ଜଣାଇଲେ ନବୀନ

ଭୁବନେଶ୍ୱର: ଓଡ଼ିଶାରେ କରୋନା ସଂକ୍ରମଣ ରୋକିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଥିବା ବିଭିନ୍ନ ପଦକ୍ଷେପର ଉଚ୍ଚ ପ୍ରଶଂସା କରିଛନ୍ତି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେହିପରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ପ୍ରଶଂସାକୁ ଟ୍ୱିଟ୍ ମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି ନବୀନ ।…

ଖାମଖିଆଲର ଚରମ ସୀମାରେ ଲଣ୍ଡନ, ନ୍ୟୁୟର୍କର ଯୁବପିଢ଼ୀ

ଲଣ୍ଡନ: କରୋନା ଭାଇରସ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଲାଣି । ଅଧିକାଂଶ ଦେଶ ଏହା ଯେପରି ନ ବ୍ୟାପିବ ସେ ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରୁଛନ୍ତି । ତେବେ ଲଣ୍ଡନ, ନ୍ୟୁୟର୍କ ପରି ବଡ ବଡ ସହରରେ ରହୁଥିବା ଯୁବପିଢ଼ୀ ଏ ନେଇ ଖାମଖିଆଲରେ ରହୁଛନ୍ତି । ସରକାରଙ୍କ ନିଦେ୍ର୍ଧଶ ଏବଂ କଟକଣା…

ଦକ୍ଷିଣ ଆଫ୍ରିକା ଟିମକୁ କ୍ୱାରେଣ୍ଟାଇନରେ ରଖାଗଲା

ଜୋହାନସବର୍ଗ: ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମ୍ ସ୍ୱଦେଶ ପ୍ରତ୍ୟାବର୍ତନ କରିବା ପରେ ସେମାନଙ୍କୁ କ୍ୱାରେଣ୍ଟାଇନ(ଏକାନ୍ତବାସ)ରେ ରଖାଯାଇଛି । ଭାରତରେ ଦିନିକିଆ ସିରିଜ୍ ଖେଳିବାକୁ ଆସିଥିବା ଦକ୍ଷିଣ ଆଫ୍ରିକା ଟିମ୍ ସିରିଜ୍ ବାତିଲ ହେବା ପରେ ସ୍ୱଦେଶ ଫେରିଯାଇଛି । ସବୁ ଖେଳାଳିମାନଙ୍କୁ ୧୪…

ନବୀନଙ୍କ କରୋନା ସଂକ୍ରମଣ ପଦକ୍ଷେପକୁ ମୋଦିଙ୍କ ପ୍ରଶଂସା

ଭୁବନେଶ୍ୱର: ବିଦେଶରୁ ଫେରିଥିବା ଭଉଣୀ ଗୀତା ମେହେଟ୍ଟାଙ୍କ ନାମ ରାଜ୍ୟ ସରକାରଙ୍କ କୋଭିଡ-୧୯ ପୋର୍ଟାଲରେ ପଂଜୀକୃତ କରିବା ସୂଚନା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ୱିଟକୁ ପ୍ରଧାନମନ୍ତ୍ରୀ ମୋଦି ବେଶ୍ ପ୍ରଶଂସା କରିଛନ୍ତି । ଏ ସମ୍ପର୍କରେ ନବୀନଙ୍କ ଟ୍ୱିଟକୁ ରିଟ୍ୱିଟ୍ କରି…

ବିଦେଶରୁ ଫେରିଥିବା ସର୍ବାଧିକ ଲୋକ ଖୋର୍ଦ୍ଧା ଆସିଛନ୍ତିି : ସୁବ୍ରତ ବାଗଚୀ

ଭୁବନେଶ୍ୱର: ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ କରୋନାଭାଇରସକୁ ନେଇ ତାଜା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସାରା ବିଶ୍ୱରେ କାୟା ବିସ୍ତାର କରିଥିବା କରୋନାଭାଇରସ ଗତକାଲି(ମଙ୍ଗଳବାର) ସୁଦ୍ଧା ୧୬୨ଟି ଦେଶକୁ…

କରୋନାକୁ ଚାଇନିଜ ଭାଇରସ କହିଲେ ଟ୍ରମ୍ପ, ଚୀନର ବିରୋଧ

ନୂଆଦିଲ୍ଲୀ :ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନାକୁ ଚାଇନିଜ ଭାଇରସ କହବା ପରେ ବିବାଦ ଉପୁଜିଛି । ଚୀନ ତାଙ୍କର ଏହି ମନ୍ତବ୍ୟକୁ ତୀବ୍ର ବିରୋଧ କରିଛି । ଚୀନ୍‌ର ବିରୋଧ ସତ୍ତ୍ବେ ଟ୍ରମ୍ପ ଏହାକୁ ଚାଇନାର ଭୂତାଣୁ ବୋଲି କହୁଛନ୍ତି। ଯାହାକୁ ନେଇ ଚୀନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…