Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କୋଭିଡ-୧୯: ଯାଜପୁର ରୋଡ଼ ପ୍ରେସ୍ କ୍ଲବ୍ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ବ୍ୟାସନଗର: ସାରା ବିଶ୍ୱରେ କରୋନା ଭରାଇସ ନିଜ କାୟା ବିସ୍ତାର କରୁଛି । ଏହାର ପ୍ରଭାବରେ ବିଶ୍ୱରେ ମୃତ୍ୟୁ ସଂଖ୍ୟା ୮୦୦୦ ଟପିଥିବା ବେଳେ ଭାରତରେ ଏହାର ଆକ୍ରାନ୍ତଙ୍କ ସଂଖ୍ୟା ଦେଢଶହ ଟପିଲାଣି । ତେବେ ଏଥିପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ବିଭିନ୍ନ ସତର୍କତା ମୂଳ କଟକଣା ମାନ ମଧ୍ୟ ଜାରି…

କରୋନା ଭୟରେ ଗୃହପାଳିତ ପଶୁଙ୍କୁ ପରିତ୍ୟାଗ କରନ୍ତୁ ନାହିଁ: ରାଜ୍ୟ ସରକାର

ଭୁବନେଶ୍ୱର: କରୋନାଭାଇରସରେ ଦିନକୁ ଦିନ ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ସାଧାରଣ ଜନତାଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି । ପଶୁଙ୍କ ଠାରୁ କରୋନା ବ୍ୟାପୁଥିବା ଗୁଜବରେ ଆତଙ୍କିତ ହୋଇ ଅନେକ ଲୋକ ନିଜ ଗୃହ ପାଳିତ ପଶୁଙ୍କୁ ପରିତ୍ୟାଗ କରୁଛନ୍ତି। ତେବେ କୌଣସି ପଶୁ କରୋନା ସଂକ୍ରମଣର କାରଣ…

କରୋନା ପାଇଁ ଜିମ୍ ବନ୍ଦ; ରାସ୍ତାରେ ବ୍ୟାୟାମ କରୁଛନ୍ତି ଲୋକେ

ନାଗପୁର: ସାରା ବିଶ୍ୱରେ ଆତଙ୍କର କାରଣ ପାଲଟିଥିବା କରୋନାଭାଇରସ ମହାମାରୀ ଦିନକୁ ଦିନ ଜଟିଳ ସ୍ଥିତି ସୃଷ୍ଟି କରୁଛି । ଏଭଳି ସ୍ଥିତିରେ ମହାରାଷ୍ଟ୍ରର ନାଗପୁର ଅଞ୍ଚଳରେ ଲେକେ ଏକାଠି ମିଶି ରାସ୍ତାରେ ବ୍ୟାୟାମ କରୁଛନ୍ତି । ଆମେ ବ୍ୟାୟାମ ଦ୍ୱାରା ଆମର ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଛୁ ବୋଲି…

କୋଭିଡ-୧୯ ସତର୍କତା: ସାନିଟାଇଜ ହେବେ ମଦ ଗ୍ରାହକ

ଭୁବନେଶ୍ୱର: ଏଣିକି ସାନିଟାଇଜ ହେବେ ମଦ ଗ୍ରାହକ । ମଦ ଗ୍ରାହକଙ୍କୁ ସାନିଟାଇଜେସନ୍ କରିବାକୁ ଦୋକାନ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କରୋନା ମୁକାବିଲା ପାଇଁ ସାମାଜିକ ଦୂରତା ନେଇ ଜାରି ହୋଇଛି ମାର୍ଗଦର୍ଶିକା । ଏନେଇ ଏପିସି ପ୍ରଦୀପ୍ତ ମହାପାତ୍ରଙ୍କ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି ।…

କରୋନା ସତର୍କତା: ସାଧାରଣ ଲୋକଙ୍କୁ ଲୋକସେବା ଭବନ ମନା

ଭୁବନେଶ୍ୱର: ଲୋକସେବା ଭବନ କର୍ମଚାରୀ ଉପରେ ଲାଗିଛି କରୋନା କଟକଣା । ସଧାରଣ ଲୋକଙ୍କୁ ଲୋକସେବା ଭବନ ମନା ହୋଇଛି । ଏନେଇ ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି । ଲୋକସେବା ଭବନକୁ କେବଳ କର୍ମଚାରୀମାନେ ହିଁ ଯାଇପାରିବେ । କେବଳ ସେତିକି ନୁହେଁ ଭିଜିଟର ପାସ୍ ମଧ୍ୟ ବାତିଲ କରାଯାଇଛି ।…

କରୋନା ଗାଇଡ଼ଲାଇନ ସହ ଚାଲିଛି ମ୍ୟାଟ୍ରିକ ଖାତା ମୂଲ୍ୟାଙ୍କନ

ଭୁବନେଶ୍ୱର: କରୋନା ଗାଇଡ ଲାଇନ ସହ ଗୁରୁବାର ଦିନ ଓଡିଶାର ୬୧ ଟି କେନ୍ଦ୍ରରେ ଚାଲିଛିମ୍ୟାଟ୍ରିକ ଖାତା ମୂଲ୍ୟାଙ୍କନ । ଏହି ସମୟରେ କରୋନାଭାଇରସ୍ ପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳୀକୁ କଡାକଡି ଭାବରେ ପାଳନ କରାଯାଇଥିବା ଜଣାପଡିଛି । ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତି…

କରୋନା ସତର୍କତା: ସରକାରୀ କର୍ମଚାରୀଙ୍କୁ ଥଣ୍ଡା, କାଶ ହେଲେ ମିଳିବ ୧୪ ଦିନ ଛୁଟି

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ଉପରେ ଲାଗିଲା କରୋନା କଟକଣା । ଥଣ୍ଡା, କାଶ, ଜ୍ୱର ହେଉଥିଲେ ମିଳିବ ୧୪ ଦିନର ଛୁୂଟି । ଏନେଇ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ସଂଜୀବ ଚୋପ୍ରା ସୂଚନା ଦେଇଛନ୍ତି । କୌଣସି ସରକାରୀ କର୍ମଚାରୀଙ୍କୁ ଯଦି ଥଣ୍ଡା, କିମ୍ବା କାଶ, ଜ୍ୱର ହୁଏ ସେମାନେ ୧୪…

କରୋନାଭାଇରସ: ମାର୍ଚ୍ଚ ୩୧ ଯାଏଁ ମୁମ୍ବାଇରେ ଡବାବାଲା ସର୍ଭିସ ବନ୍ଦ

ମୁମ୍ବାଇ: କରୋନାଭାଇରସକୁ ନେଇ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ମୁମ୍ବାଇର ଡବାବାଲାମାନେ ସର୍ଭିସକୁ ଆସନ୍ତା ୨୦ ତାରିଖରୁ ମାର୍ଚ୍ଚ ୩୧ ଯାଏଁ ବନ୍ଦ କରିଛନ୍ତି । ସେହିଭଳି ମୁମ୍ବାଇର ହାଜି ଅଲି ଦରଗାହ ମଧ୍ୟ ବନ୍ଦ କରାଯାଇଛି । ଦେଶରେ କରୋନାଭାଇରସ ଦ୍ୱାରା ୧୬୬ଜଣ ସଂକ୍ରମିତ ହୋଇଥିବା…

ଶ୍ରୀମନ୍ଦିରରେ କରୋନା କଟକଣା: କାଲିଠୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ: ଶ୍ରୀମନ୍ଦିରରେ ଲାଗିଲା କରୋନା କଟକଣା । କାଲିଠୁ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ । ହେଲେ ପୂର୍ବ ଭଳି ଶ୍ରୀଜିଉଙ୍କ ନୀତିକାନ୍ତି ଜାରି ରହିବ । ସେବାୟତମାନେ ବଡ ଦେଉଳରେ ତିନି ଠାକୁରଙ୍କ ସେବା କରିବେ । କରୋନା ଭୂତାଣୁ ଠାରୁ ଦୂରେଇ ରହିବା ଉଦ୍ଦେଶ୍ୟରେ ଶ୍ରୀମନ୍ଦିରରେ…

କରୋନାଭାଇରସ ଆତଙ୍କ; ଓଡିଶା ଦେଇ ଚଳାଚଳ କରୁଥିବା ଏହିସବୁ ଟ୍ରେନ ବାତିଲ, ଜାଣନ୍ତୁ

ଭୁବନେଶ୍ୱର: କରୋନାଭାଇରସ୍ (କୋଭିଡ-୧୯) ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଥିବା ବେଳେ ପୂର୍ବତଟ ରେଳବାଇ (ଇସିଓଆର) ଓଡିଶା ଦେଇ ଚାଲୁଥିବା ୧୦ଟି ଟ୍ରେନ୍ (୫ ଯୋଡା)କୁ ବାତିଲ କରିଦେଇଛି। ଆଗାମୀ ଦିନରେ ଯାତ୍ରୀ ଟିକେଟ୍ ବୁକିଂ କୁ ନଜରରେ ରଖି ଆବଶ୍ୟକସ୍ଥଳେ ଟ୍ରେନ ବାତିଲ କରାଯାଇପାରେ ବୋଲି…