Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କରୋନାଭାଇରସ: ସୋସିଆଲ୍ ମିଡିଆରେ ଗୁଜବ ପ୍ରଚାର କରି ଜଣେ ଗିରଫ

ରାୟଗଡା: ରାୟଗଡାରେ କରୋନାଭାଇରସ୍ (କୋଭିଡ-୧୯) ବିସ୍ତାର ସମ୍ପର୍କରେ ଫେସବୁକରେ ମିଥ୍ୟା ଖବର ପ୍ରସାରଣ ଅଭିଯୋଗରେ ଜଣେ ୩୨ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସମ୍ପୃକ୍ତ ବ୍ୟକ୍ତି ଜଣକ ଅମ୍ବାଡୋଲା ନିବାସୀ ସତ୍ୟନାରାୟଣ ସାମଲ ଓରଫ ଦିପୁ (୩୨) ଜଣାପଡିଛି। “କେରଳରୁ କୋଭିଡ…

କରୋନାଭାଇରସ ଆତଙ୍କ; ମାର୍ଚ୍ଚ ୩୧ ଯାଏଁ ବନ୍ଦ ରହିବ ଏହି ୨ ପ୍ଲାନେଟୋରିୟମ୍‌, ଜାଣନ୍ତୁ

ଭୁବନେଶ୍ୱର: କରୋନାଭାଇରସ୍ ଦିନକୁ ଦିନ ମାରାତ୍ମକ ରୂପ ନେଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଦୁଇଟି ପ୍ଲାନେଟୋରିୟମ୍ ଏବଂ ସଂଗ୍ରହାଳୟ ବନ୍ଦ କରିବାକୁ ଓଡିଶା ସରକାର ନିର୍ଦ୍ଦେଶ ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଶନିବାର ଦିନ ପଠାଣୀ ସାମନ୍ତ ପ୍ଲାନେଟୋରିୟମର…

କରୋନାଭାଇରସ ଭୟ: ଅନ୍ତର୍ଜାତୀୟ ବିମାନ ଉଡାଣକୁ ବାତିଲ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: କରୋନାଭାଇରସ ଦିନକୁ ଦିନ ମାରାତ୍ମକ ହୋଉଥିବା ବେଳେ ଆସନ୍ତା ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ପକ୍ଷରୁ ଅନେକ ପ୍ରମୁଖ ଅନ୍ତର୍ଜାତୀୟ ବିମାନ ଉଡାଣକୁ ବାତିଲ କରିବାକୁ ନିଷ୍ପତ୍ତି ହୋଇଛି। ଜାତୀୟ ପରିବହନକାରୀ ବିମାନ ଉଡ଼ାଣ କାର୍ଯ୍ୟକୁ ଫ୍ରାଙ୍କଫୋର୍ଟ୍, ପ୍ୟାରିସ୍,…

ଭାରତରେ କରୋନା ଭାଇରସ ନେଲା ଦ୍ଵିତୀୟ ଜୀବନ

ନୂଆଦିଲ୍ଲୀ: ମହାମାରୀ ଘୋଷିତ ହୋଇଥିବା ନଭେଲ କରୋନା ଭାଇରସ ସଂକ୍ରମିତ ଦିଲ୍ଲୀର ଜଣେ ୬୮ ବର୍ଷୀୟା ମହିଳା ଶୁକ୍ରବାର ରାତିରେ ମୃତ୍ୟୁବରଣ କରିଥିବା ବେଳେ ଭାରତରେ କରୋନା ଭୁତାଣୁ ସଂକ୍ରମିତ ମୃତ୍ୟୁ ସଂଖ୍ୟା ଦୁଇ ରେ ପହଞ୍ଚିଛି । ଏହି ମହିଳା ଜଣଙ୍କୁ ବିଦେଶଯାତ୍ରାରୁ ଫେରିଥିବା ତାଙ୍କ ପୁଅ…

କରୋନା ଭାଇରସ୍: ସ୍ମାର୍ଟଫୋନ୍ ଗ୍ୟାଜେଟରୁ ମଧ୍ୟ ବିସ୍ତାର ହୁଏ; ଆସନ୍ତୁ ଜାଣିବା ସୁରକ୍ଷିତ ରହିବା ଉପାୟ…

ନୂଆଦିଲ୍ଲୀ: COVID-19 (Coronavirus Disease 2019) ର ମାମଲା ଧୀରେ ଧୀରେ ବୃଦ୍ଧି ପାଉଛି | ଯଦି କିଛି ସତର୍କତା ଅବଲମ୍ବନ କରାଯାଏ, ଏହା ବହୁ ପରିମାଣରେ ସୁରକ୍ଷିତ ହୋଇପାରେ | ଲୋକମାନେ ଏହି କରୋନା ଜୀବାଣୁରୁ ନିଜକୁ ରକ୍ଷା କରିବା ପାଇଁ ହ୍ୟାଣ୍ଡ ସାନିଟାଇଜର, ମାଷ୍ଟର ଇତ୍ୟାଦି ମଧ୍ୟ…

ଆସନ୍ତୁ ଜାଣିବା ଦକ୍ଷିଣ କୋରିଆର କରୋନା ରୋଗୀ ନଂ ୩୧ ବିଷୟରେ

ସିଓଲ:କରୋନା ଭାଇରସ ଏବେ ସମଗ୍ର ବିଶ୍ୱକୁ ଡରାଉଛି । ତେବେ ଦକ୍ଷିଣ କୋରିଆର ରୋଗୀ ନଂ ୩୧ଙ୍କ ଖାମଖିଆଲ ନୀତି ଯୋଗୁ ୪୮୦୦ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହି ବ୍ୟକ୍ତିଜଣକ ସ୍ଥାନୀୟ ଏକ ଚର୍ଚ୍ଚର ସଦସ୍ୟ ।  ଉକ୍ତ ବ୍ୟକ୍ତିଜଣଙ୍କ କରୋନାରେ ସଂକ୍ରମିତ ହୋଇଥିଲେ । ପ୍ରାରମ୍ଭିକ ସମୟରେ…

‘କରୋନା ଭାଇରସ୍‌’ ନେଇ ଏହି ବ୍ୟକ୍ତି ୭ବର୍ଷ ପୂର୍ବରୁ କରିଥିଲେ ଭବିଷ୍ୟତବାଣୀ !

ମୁମ୍ବାଇ: କରୋନା ଆତଙ୍କରେ ସମଗ୍ର ବିଶ୍ୱ ଏବେ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ଏହି ରୋଗର ଭୂତାଣୁ ପ୍ରତିଦିନ ଦେଶକୁ ଦେଶ ସ୍ଥାନକୁ ସ୍ଥାନ ସଂକ୍ରମିତ ହେବାରେ ଲାଗିଛି । ତେବେ ଏହି କରୋନା ଭୂତାଣୁ ଆସିବା ନେଇ ଜଣେ ବ୍ୟକ୍ତି ୭ ବର୍ଷ ପୂର୍ବରୁ ଭବିଷ୍ୟତବାଣୀ କରିଥିଲେ, ଯାହାକି ସମସ୍ତଙ୍କୁ…

କରୋନା ଯୋଗୁ ବଳି ପଡିଲା ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ

ନୂଆଦିଲ୍ଲୀ: କରୋନା ଯୋଗୁ ବଳି ପଡିଲା ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ । ଆଇପିଏଲ୍ ପରେ ଏବେ ଭାରତ ଓ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜକୁ ମଧ୍ୟ ବାତିଲ୍ କରିଦିଆଯାଇଛି । ମହାମାରୀ କରୋନା ଭାଇରସର ବଢ଼ୁଥିବା ବିପଦକୁ ଦୃଷ୍ଟିରେ ରଖି ଶୁକ୍ରବାର ବିସିସିଆଇ ଏହି ଘୋଷଣା କରିଛି। ଭାରତ ଓ…

ରାଜ୍ୟ ସରକାର ଜାରି କଲେ ‘ଓଡ଼ିଶା କୋଭିଡ୍ ୧୯ ଅଧିନିୟମ – ୨୦୨୦’; ନିର୍ଦ୍ଦେଶ ନ’ମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ !

ଭୁବନେଶ୍ୱର: ଓଡ଼ିଶାରେ କରୋନା ଭୂତାଣୁ ନ ବ୍ୟାପିବା ଲାଗି ରାଜ୍ୟ ସରକାର ଦୃଢ ପଦକ୍ଷେପ ଗ୍ରହଣ କରିଚାଲିଛନ୍ତି । ଭାରତର ବିଭିନ୍ନ ରାଜ୍ୟରେ କରୋନା – ୧୯ ନଭେଲ୍ କୋଭିଡ୍ ଭୂତାଣୁ ସଂକ୍ରମଣ ହେବାରେ ଲାଗିଛି । ଏହି ଭୂତାଣୁର ସଂକ୍ରମଣ ରାଜ୍ୟରେ କିପରି ରୋକାଯାଇପାରିବ ସେଥିଲାଗି ରାଜ୍ୟ ସରକାରଙ୍କ…

କରୋନା ଆତଙ୍କ: ହୋଲି ଅବକାଶ ପରେ କେବଳ ଜରୁରୀ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନାଭାଇରସ୍ (କୋଭିଡ଼-୧୯) ର ବଢୁଥିବା ଭୟାବହତାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଶୁକ୍ରବାର କହିଛନ୍ତି ଯେ ସୋମବାର (ମାର୍ଚ୍ଚ ୧୬) ରୁ କୋର୍ଟର କାର୍ଯ୍ୟ କେବଳ ଜରୁରୀ ମାମଲାରେ ସୀମିତ ରହିବ। ଓକିଲଙ୍କ ବ୍ୟତୀତ କୌଣସି ବ୍ୟକ୍ତିଙ୍କୁ ଯୁକ୍ତି ବା ମୌଖିକ ଦାଖଲ କିମ୍ବା କେବଳ…