Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ପ୍ରେମ ସପ୍ତାହରେ କ’ଣ ରହିଛି ହଗ୍ ଡେ’ ର ଗୁରୁତ୍ୱ, ଜାଣନ୍ତୁ…

ଭୁବନେଶ୍ୱର: ପ୍ରେମ ସପ୍ତାହ ଭାବେ ପାଳନ ହୁଏ ଫେବ୍ରୁଆରୀ ମାସର ୨ୟ ସପ୍ତାହ । ପ୍ରେମୀ ମାନଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ଏହି ସପ୍ତାହ । ନିଜ ସାଥୀଙ୍କ ସହ ଭିନ୍ନ ଭିନ୍ନ ଡେ ସେଲିବ୍ରେସନ କରି ମନରେ ଲୁଚି ରହିଥିବା ଭାବନାକୁ ପରସ୍ପର ସହ ଆଦାନପ୍ରଦାନ କରିଥାନ୍ତି । ଏହି ପ୍ରେମ…

ଧଉଳି-କଳିଙ୍ଗ ମହୋତ୍ସବର ଦ୍ୱିତୀୟ ସଂଧ୍ୟା: ଓଡ଼ିଶୀ ଓ ସମରକଳା ନୃତ୍ୟରେ ଦର୍ଶକ ବିଭୋର

ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଓ ଆର୍ଟ ଭିଜନରର ମିଳିତ ଉଦ୍ୟମରେ ଆୟୋଜିତ ୧୬ତମ ଧଉଳି କଳିଙ୍ଗ ମହୋତ୍ସବର ମଙ୍ଗଳବାର ଥିଲା ଦ୍ୱିତୀୟ ସଂଧ୍ୟା । ଐତିହାସିକ ଧଉଳି ପାହାଡ଼ର ପାଦଦେଶ ଓଡ଼ିଶୀ ଓ ସମରକଳା ନୃତ୍ୟ ସଙ୍ଗୀତରେ ଥିଲା ଚଳଚଞ୍ଚଳ । ସଂଧ୍ୟାର ପ୍ରଥମ…

ଜାଣନ୍ତୁ, ଓଡ଼ିଶା ସଂସ୍କୃତି ଏବଂ ପରମ୍ପରାର ପରିଭାଷା ‘ବୟନ ଶିଳ୍ପ’ ସମ୍ପର୍କରେ..

ଭୁବନେଶ୍ୱର: ଓଡ଼ିଶାର ସଂସ୍କୃତି ଏବଂ ପରମ୍ପରାର ଏକ ମୁଖ୍ୟ ଅଙ୍ଗ ହେଉଛି ବୟନ ଶିଳ୍ପ । ଏହାର ବାନ୍ଧ କଳା ବିଶ୍ଵ ପ୍ରସିଦ୍ଧ । ସମ୍ବଲପୁରୀ ଶାଢୀ,ବରହମପୁରୀ ପାଟ , ସକତାପର ଶାଢୀ, ଖଣ୍ଡୁଆ ପାଟ, କୋଟପାଡ ବସ୍ତ୍ର ଆଦି କେବଳ ଦେଶ ରେ ନୁହେଁ ବିଦେଶରେ ମଧ୍ୟ ଜନାଦୃତ । ଆମ ରାଜ୍ୟରେ ବୟନ…

ଆପଣାନ୍ତୁ ଏହି ମନସ୍ତାତ୍ତ୍ବିକ କୌଶଳ: ବଞ୍ଚାନ୍ତୁ ଭାଙ୍ଗି ଯାଉଥିବା ସମ୍ପର୍କ !

ଭୁବନେଶ୍ୱର: ଭୁବନେଶ୍ୱର: ସାରା ବିଶ୍ୱରେ ପାଳନ ହେଉଛି ପ୍ରେମ ସପ୍ତାହ । ପ୍ରେମୀମାନେ ପ୍ରେମ ରଙ୍ଗରେ ରଙ୍ଗୀନ ହୋଇ ମନ ଆକାଶରେ ଉଡି ବୁଲୁଛନ୍ତି । ତେବେ ଏହି ସମ୍ପର୍କ ଯୋଡି ହେବା ସମୟରେ ଛୋଟ ଛୋଟ ଭୁଲ ବୁଝାମଣା ପାଇଁ ସମ୍ପର୍କରେ ତିକ୍ତତା ମଧ୍ୟ ଆସି ଯାଉଛି। ବେଳେବେଳେ ଏହି ଝଗଡ଼ା ବହୁତ…

ପ୍ରେମରେ ସାର୍ଥକତା ଆଣିଦେବ ଏହିସବୁ ବାସ୍ତୁ ନିୟମ !

ଭୁବନେଶ୍ୱର: ନିଚ୍ଛକ ପ୍ରେମ ପାଇବା କେବେ ବି ଏକ ସହଜ କାମ ନୁହେଁ । ଯେଉଁମାନେ ଏ ଯାଏଁ ପ୍ରେମରେ ପଡିନାହାନ୍ତି ବା ଏକା ଅଛନ୍ତି ସେମାନଙ୍କ ପାଇଁ ପ୍ରତ୍ୟେକ ଦିନ ଗୋଟିଏ ନୂଆ ଆଶା ଏବଂ ଅଜଣା ଭୟରେ କଟେ । ସଚ୍ଚା ପ୍ରେମ ଖୋଜି ପାଇବାର ଆଶା ଯେତିକି ଆମୋଦିତ କରେ ତାଠାରୁ ଅଧିକ ଆଶଙ୍କା…

ପାଦରେ କାହିଁକି ପିନ୍ଧା ଯାଏ ନାହିଁ ସୁନା ପାଉଁଜି, ଜାଣନ୍ତୁ…

ଭୁବନେଶ୍ୱର: ନାରୀ ଓ ଗହଣା ପରସ୍ପର ପରିପୁରକ କହିଲେ ଅତ୍ୟୁକ୍ତି ହେବ ନାହିଁ । ଗହଣାର ତିଆରି ସତେ ଯେପରି କେବଳ ନାରୀକୁ ସଜାଇବା ପାଇଁ ହୋଇଥାଏ । ମଥା ଟିକ୍କା ଠାରୁ ନେଇ ପାଦର ପାଉଁଜି ପର୍ଯ୍ୟନ୍ତ ନାରୀଟିଏ ଆଭୂଷଣରେ ସଜେଇ ହୋଇ ରହିବାକୁ ପସନ୍ଦ କରେ । ଅଳଙ୍କାର ମଧ୍ୟରେ ନରୀଙ୍କର ପ୍ରଥମ…

ପ୍ରେମ ସପ୍ତାହ: କେଉଁଭଳି ପୁଅ ହୋଇପାରନ୍ତି ଆଦର୍ଶ ପ୍ରେମିକ, ଜାଣନ୍ତୁ

ଭୁବନେଶ୍ୱର: ଚାଲିଛି ପ୍ରେମ ସପ୍ତାହ । ପ୍ରେମୀ ଯୁଗଳ ଭିନ୍ନ ଭିନ ଉପାୟରେ ନିଜ ପାର୍ଟନରଙ୍କ ସାମ୍ନାରେ ନିଜ ପ୍ରେମକୁ ପ୍ରକାଶ କରୁଛନ୍ତି । ତେବେ ଆଜିର ସମୟରେ ଯୁବକ ଯୁବତୀ ନିଜ ପାଇଁ କ'ଣ ଠିକ କ'ଣ ଭୁଲ ନବୁଝି ନ ବିଚାରି ଅନ୍ଧ ଭାବେ ପ୍ରେମରେ ପଡି ଯାଉଛନ୍ତି । ଆଜିର ଏହି ଧୋକେବାଜ…

ପ୍ରେମ ସପ୍ତାହର ଗୁରୁତ୍ୱପୂର୍ଣ୍ଣ ଦିନ ପ୍ରମିଜ ଡେ’…

ଭୁବନେଶ୍ୱର:ପ୍ରେମ ସପ୍ତାହର ଆଜି ପଞ୍ଚମ ଦିନ । ପ୍ରେମୀ ଯୁଗଳ ଏହାକୁ ପ୍ରମିଜ୍‌ ଡେ ଭାବେ ପାଳନ କରନ୍ତି। ଏହି ଦିନରେ ପ୍ରେମୀଯୁଗଳ ପରସ୍ପରକୁ ପ୍ରେମ ଓ ବିଶ୍ୱାସର ପ୍ରତିଶ୍ରୁତି ଦିଅନ୍ତି । ଏହିଦିନ ଜଣେ ଜଣଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା, ଭଲପାଇବା, ବିଶ୍ୱାସ ନେଇ ଆଗକୁ ବଢ଼ିବାର ବଜ୍ର…

ଧଉଳୀ କଳିଙ୍ଗ ମହୋତ୍ସବର ଉଦ୍‍ଘାଟନୀ ସଂଧ୍ୟା: ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଗୁରୁ କେଳୁଚରଣ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଐତିହାସିକ ଧଉଳୀର ପାଦଦେଶରେ ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଓ ଆର୍ଟ ଭିଜନ ଦ୍ୱାରା ଆୟୋଜିତ ୧୬ତମ ଧଉଳୀ କଳିଙ୍ଗ ମହୋତ୍ସବର ସୋମବାର ଥିଲା ଉଦ୍‍ଘାଟନୀ ସଂଧ୍ୟା । ଖ୍ରୀଷ୍ଟପୂର୍ବ ୩ୟ ଶତାବ୍ଦୀରେ ଯେଉଁ ସ୍ଥାନରୁ ସମ୍ରାଟ ଅଶୋକ ଶାନ୍ତିର ବାର୍ତ୍ତା ପ୍ରଚାର…

ପ୍ରେମ ସପ୍ତାହରେ ଏହିଭଳି କରନ୍ତୁ ନିଜ ପ୍ରେମର ନିବେଦନ….

ଭୁବନେଶ୍ୱର: ଚାଲିଛି ପ୍ରେମ ସପ୍ତାହ । ନିଜ ମନର ମଣିଷକୁ ମନର କଥା କହିବା ପାଇଁ ପ୍ରେମୀ ଯୁଗଳ ବାଛୁଛନ୍ତି ନୂଆ ନୂଆ ପନ୍ଥା । ତେବେ ସମସ୍ତଙ୍କ ଠାରୁ ଆପଣ ଯଦି କିଛି ଅଲଗା ଭାବେ ନିଜ ସାଥୀଙ୍କୁ ପ୍ରେମ ନିବେଦନ କରିବେ ତେବେ ସେ ନିହାତି ଖୁସି ହୋଇଯିବେ । ଲଭ ଲେଟର: ଆଜିର ଫେସ୍‌ବୁକ୍‌…