Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଗଜରା ସହ ନିଜ କେଶକୁ ଦିଅନ୍ତୁ ଏହିଭଳି ଷ୍ଟାଇଲିସ ଲୁକ…

ଭୁବନେଶ୍ୱର: ବାହାଘର ହେଉ କି କୌଣସି ପରାପର୍ବାଣୀ ସବୁଥିରେ ଗଜରାର ରହିଛି ଢେର ଚାହିଦା । ପୂର୍ବରୁ ଦକ୍ଷିଣ ଭାରତୀୟ ମହିଳାମାନେ ଗଜରାର ବହୁଳ ବ୍ୟବହାର କରୁଥିବାବେଳେ ବର୍ତ୍ତମାନ ଏହାସବୁ ବର୍ଗର ମହିଳାଙ୍କ ମଧ୍ୟରେ ବେଶ୍ ଆଦୃତ ହେଉଛି । ନାରୀଙ୍କ ୧୬ ଶୃଙ୍ଗାର ମଧ୍ୟରେ ଗଜରା ଅନ୍ୟତମ ।…

ଆପଣ ପସନ୍ଦ କରିଥିବା ମ୍ୟାଟ୍ରିମୋନିଆଲ ପ୍ରୋଫାଇଲ ଅସଲି କି ନକଲି ଏହିପରି ଜାଣନ୍ତୁ !

ଭୁବନେଶ୍ୱର: ଆଜିକାଲି ସବୁ ଅନଲାଇନ ହୋଇ ଗଲାଣି । ପାରିବ କିଣିବା ଠାରୁ ଆରମ୍ଭ କରି ବର ଖୋଜିବା ଯାଏଁ ଆଜିର ପିଢ଼ି ଅନଲାଇନ ଉପରେ ଦେଉଛନ୍ତି ବେଶ୍ ଗୁରୁତ୍ୱ । ପୂର୍ବରୁ ବିବାହ ସ୍ଥିର କରିବାରେ ସମ୍ପର୍କୀୟମାନେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ବେଳେ ବର୍ତ୍ତମାନ ଯୁଗ ବଦଳିଛି। ଏବେ…

ନିଜ ସାଥୀଙ୍କ ସହ ଏହିଭଳି ପାଳନ କରନ୍ତୁ ଟେଡି ଡେ’…

ଭୁବନେଶ୍ୱର:ପାଖେଇ ଆସୁଛି ଭଲେଣ୍ଟାଇନ ଡେ' । ରୋଜ୍ ଡେ, ପ୍ରପୋଜ୍ ଡେ ଓ ଚକୋଲେଟ ଡେ ପରେ ପ୍ରେମୀ ଯୁଗଳ ଆଜି ପାଳନ କରୁଛନ୍ତି ଟେଡି ଡେ । ପରସ୍ପରକୁ ଟେଡିବିୟର ଦେଇ ନିଜ ମନର ଭାବନା ପ୍ରକାଶ କରୁଛନ୍ତି ପ୍ରେମୀ ଯୁଗଳ । ପ୍ରେମ । ଅଢେଇ ଅକ୍ଷର ଏଇ ଶଦ୍ଦ ଜୀବନକୁ କରିଦିଏ ରଙ୍ଗୀନ୍ ।…

ଉଦଯାପିତ ହେଲା ରାଜ୍ୟସ୍ତରୀୟ ଆଦିବାସୀ ମେଳା

ଭୁବନେଶ୍ୱର: ସାଧରଣତନ୍ତ୍ର ଦିବସରୁ ଆରମ୍ଭ ହୋଇଥିବା ୧୫ଦିନିଆ ରାଜ୍ୟସ୍ତରୀୟ ଆଦିବାସୀ ମେଳା ରବିବାର ଦିନ ଉଦଯାପିତ ହୋଇଛି । ଉଦଯାପନୀ ଉତ୍ସବର ମୁଖ୍ୟ ଅତିଥିଭାବେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା ମଧ୍ୟ…

ଆସନ୍ତୁ ଜାଣିବା ସେକ୍ସିଏଷ୍ଟ ବାର୍ଡ ସମ୍ପର୍କରେ

ନୂଆଦିଲ୍ଲୀ: ଆଫ୍ରିକାର ସେକ୍ସିଏଷ୍ଟ ବାର୍ଡ ଏବେ ଇଂଟରନେଟ ସେନଶେସନ ସାଜିଛି । ସୋସିଆଲ ନେଟୱର୍କରେ ଏହି ପକ୍ଷୀର ଫଟୋ ଭାଇରାଲ ହୋଇଛି । ଟ୍ୱିଟ୍ଟରରେ ଜୋର୍ଡାନ ବ୍ଲାକ ନାମକ ବ୍ୟକ୍ତି ଏହି ପକ୍ଷୀର ଫଟୋ ଶେୟାର କରିବା ପରେ ସମସ୍ତେ ଏହାକୁ ପସନ୍ଦ କରିଛନ୍ତି । ପକ୍ଷୀଟୀର ପ୍ରକୃତ ନାମ…

ରାମ ମନ୍ଦିର ନିର୍ମାଣ ପାଇଁ ପାଟନାର ମହାବୀର ମନ୍ଦିର ୧୦ କୋଟି ଟଙ୍କା ଦେବ

ପାଟନା: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ବିଭିନ୍ନ ମହଲରୁ ଅର୍ଥର ସୁଅ ଛୁଟିବାରେ ଲାଗିଲାଣି । ପାଟନାର ମହାବୀର ମନ୍ଦିର ଏଥିପାଇଁ ୧୦ କୋଟି ଟଙ୍କା ଦେବ ବୋଲି ଘୋଷଣା କରିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ୨ କୋଟି ଟଙ୍କା ଚେକ୍ ଦେବାକୁ ଯାଉଛି ବୋଲି ମନ୍ଦିର ଟ୍ରଷ୍ଟର ସଚିବ…

ଆସନ୍ତୁ ଜାଣିବା କାହିଁକି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କୁହାଯାଏ ନକ୍ଷତ୍ରମାନଙ୍କ ରାଜା !

ଶ୍ରୀଜଗନ୍ନାଥଙ୍କୁ କାହିଁକି ନକ୍ଷତ୍ରରାଜା କୁହାଯାଏ ଆସନ୍ତୁ ଜାଣିବା । ପ୍ରାୟ ସମସ୍ତ ମନ୍ଦିରରେ ଗ୍ରହର ପ୍ରଭାବ ଥାଏ । ପୁରୀ ଶ୍ରୀମନ୍ଦିରରେ କିନ୍ତୁ ଏହାର କମ୍ ପ୍ରଭାବ ପରିଲକ୍ଷିତ ହୁଏ । କାରଣ ନବଗ୍ରହର ରାଜା ଭାବେ ଶ୍ରୀଜଗନ୍ନାଥଙ୍କୁ ବିବେଚନା କରାଯାଏ । ପରାଗ କିମ୍ବା ଚନ୍ଦ୍ର ଗ୍ରହଣ…

ଜାଣନ୍ତୁ, କେଉଁ ସଙ୍କେତ ଦେଇଥାଏ ଏହି ରୋମାଣ୍ଟିକ୍ ସ୍ୱପ୍ନ !

ଭୁବନେଶ୍ୱର: ସାଧାରଣତଃ ଅଧିକାଂଶ ସମୟରେ ଆମେ ଶୋଇବା ପରେ ସ୍ବପ୍ନ ଦେଖିଥାଉ। ହେଲେ ଖୁବକମ୍ ଲୋକ ଏ ବିଷୟରେ ଅବଗତ ଯେ ପ୍ରତ୍ୟେକ ସ୍ବପ୍ନର କିଛି ଅର୍ଥ ଥାଏ। ଅର୍ଥାତ୍ ଆମେ ଦେଖୁଥିବା ସ୍ବପ୍ନ ଆମକୁ କିଛି ନା କିଛି ସଙ୍କେତ ଦେଇଥାଏ। ତେବେ ଆପଣ ଦେଖୁଥିବା କିଛି ସ୍ବପ୍ନ କଣ ସଙ୍କେତ ଦିଏ…

ରାଜଧାନୀରେ କିପରି ହେଉଛି ଭାଲେଣ୍ଟାଇନ ସପ୍ତାହ ପାଳନ, ଜାଣନ୍ତୁ

ଭୁବନେଶ୍ବର: ଚାଲିଛି ପ୍ରେମ ସପ୍ତାହ । ଫେବ୍ରୁଆରି ମାସ ୨ୟ ସପ୍ତାହକୁ ପ୍ରେମ ଦିବସ ରୂପେ ପାଳନ କରାଯାଏ । ଏହି ଅବସରରେ ପ୍ରେମୀଯୁଗଳ ମାନେ ବିଭିନ୍ନ ଡେ' ସେଲିବ୍ରେଟ୍ କରି ପରସ୍ପର ସହ ପ୍ରେମର ଆଦାନ ପ୍ରଦାନ କରନ୍ତି। ପ୍ରେମୀ ଯୁଗଳଙ୍କ ଡିମାଣ୍ଡକୁ ଦୃଷ୍ଟିରେ ରଖି ସଜେଇ ହୋଇଛି ରାଜଧାନୀ…

ଭାଲେଣ୍ଟାଇନ ଡେ’ ପାଳନ ପଛରେ କ’ଣ ରହିଛି ରହସ୍ୟ: ଜାଣନ୍ତୁ

ଭୁବନେଶ୍ୱର: ଫେବୃଆରୀ ମାସର ଦ୍ବିତୀୟ ସପ୍ତାହ ଯାଏଁ ପ୍ରେମୀମାନେ ଖୁବ ଉତ୍ସାହର ସହ ପାଳନ କରନ୍ତି ଭାଲେଣ୍ଟାଇନ ସପ୍ତାହ ବା ପ୍ରେମ ସପ୍ତାହ । ଏହି ଅବସରରେ ପ୍ରେମୀ ଯୁଗଳ ପରସ୍ପରଙ୍କୁ ପ୍ରେମ ନିବେଦନ କରନ୍ତି। ଏହି ପ୍ରେମ ସପ୍ତାହ ରୋଜ୍‌ ଡେରୁ ଆରମ୍ଭ ହୋଇ ପ୍ରପୋଜ୍‌ ଡେ, ଚକୋଲେଟ ଡେ,…