Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଗଙ୍ଗା ଜଳରେ କାହିଁକି ଭସାଇ ଦିଆଯାଏ ମୃତ ବ୍ୟକ୍ତିର ଭସ୍ମ, ଜାଣନ୍ତୁ..

ଭୁବନେଶ୍ୱର: ହିନ୍ଦୁ ଧର୍ମରେ ଯଦି କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଏ ତେବେ ତାଙ୍କ ଶରୀରକୁ ନିଆଁରେ ପୋଡି ଦିଆଯାଏ । ଶରୀର ପୋଡି ପାଉଁଶ ହୋଇଗଲା ପରେ ଏହାର ଭସ୍ମକୁ ଗଙ୍ଗା ଜଳରେ ଭସାଇ ଦିଆଯାଏ । ତେବେ କ'ଣ ଆପଣ କେବେ ଭାବିଛନ୍ତି କାହିଁକି ଏପରି ଭସ୍ମକୁ ପାଣିରେ ଭସାଇ ଦିଆଯାଏ । କଣ…

ଭଲେଣ୍ଟାଇନ ଡେ’: ପ୍ରେମ ପାଇଁ ଦିନଟିଏ

ଭୁବନେଶ୍ୱର: ଦୁନିଆର ସବୁ ବନ୍ଧନ ପ୍ରେମରୁ ଆରମ୍ଭ। ପ୍ରେମ ଥିଲେ ଜୀବନରେ ଖୁସି ଥାଏ। ପ୍ରେମକୁ ପ୍ରତିପାଦନ କରିବାକୁ କୌଣସି ସମୟ ବା ମୁହୂର୍ତ୍ତ ଦେଖାଯାଏନି । ବିନା କହିବାରେ ପ୍ରେମ ହୋଇଯାଇ ଥାଏ। ପ୍ରେମ ଅନୁଭବର ଏମିତି ଏକ ସମୁଦ୍ର ଯେଉଁଠି ତୋଫାନ ଆସିଲେ ବି କାହାର କ୍ଷତି କରାଇ…

୧୬ ଦିନ ଅନ୍ତରାଳରେ ଅନ୍ତରୀକ୍ଷରୁ ଆସୁଛି ରହସ୍ୟମୟ ରେଡିଓ ତରଙ୍ଗ

ଫ୍ଲୋରିଡା: ବୈଜ୍ଞାନିକମାନେ ଗୁରୁବାର ଏକ ରହସ୍ୟମୟ ତଥ୍ୟର ଉଜାଗର କରିଛନ୍ତି । ସେମାନଙ୍କ ମତରେ ପ୍ରତ୍ୟେକ ୧୬ ଦିନ ବ୍ୟବଧାନରେ ଅନ୍ତରୀକ୍ଷରୁ ରହସ୍ୟମୟ ଶବ୍ଦ ଓ ଆଲୋକ ତରଙ୍ଗ ପୃଥିବୀପୃଷ୍ଠର ନିକଟତର ହେଉଛି । ଏହାର ନାମ ଏଫଆରବି ରଖାଯାଇଛି । ପୂର୍ବରୁ ଏଭଳି ରେଡିଓ ସିଗ୍ନଲ ଘଟଣା ସମ୍ମୁଖକୁ…

ଜାଣନ୍ତୁ, ଏହି ୩ ଭାରତୀୟ ସନ୍ଥଙ୍କ ଚମତ୍କାରିତା: ଦେହାନ୍ତ ପରେ ମିଳି ନ’ଥିଲା ଶରୀର !

ମହାନ ଭାରତୀୟ ସଂସ୍କୃତି ଆଜି ସମଗ୍ର ବିଶ୍ୱକୁ ଦିଗଦର୍ଶନ ଦେଇପାରିଛି । ଭାରତୀୟ ଧର୍ମ, ପରମ୍ପରା, ଐତିହ୍ୟ ତଥା ସାଂସ୍କୃତିକ ବୈଚିତ୍ର‌୍ୟତା ମଧ୍ୟରେ ରହିଛି ଚମତ୍କାରିତା । ହଜାର ହଜାର ବର୍ଷ ପୂର୍ବରୁ ତଥା ଆଜି ପର୍ଯ୍ୟନ୍ତ ଏହି ଦେଦଭୂମି ଭାରତବର୍ଷରେ ଆଧ୍ୟାତ୍ମିକ ଅନୁଭୂତି ତଥା ଅଲୌକକିତାରେ…

ବିଶ୍ୱ ରେଡ଼ିଓ ଦିବସ: ଜାଣନ୍ତୁ, ରେଡ଼ିଓ ଟ୍ରାନ୍ସମିସନ ସମ୍ପର୍କରେ କିଛି ଜଣା ଅଜଣା କଥା…

ଭୁବନେଶ୍ୱର: ଜାତି ସଂଘ ଆନୁକୂଲ୍ୟରେ ୨୦୧୨ରୁ ପ୍ରତିବର୍ଷ ଫେବ୍ରୃଆରି ମାସ ୧୩ ତାରିଖରେ ପାଳନ କରାଯାଉଛି 'ବିଶ୍ୱ ରେଡ଼ିଓ ଦିବସ' । ଏହି ଅବସରରେ ରେଡ଼ିଓ ଟ୍ରାନ୍ସମିସନ ସମ୍ପର୍କରେ କେତେକ ଜଣା ଅଜଣା କଥା । ୧୮୬୦ ରେ ରେଡ଼ିଓ ତରଙ୍ଗର ଉପସ୍ଥିତି ଓ ଏହାର ଟ୍ରାନ୍ ସିମିସନ୍ ବାବଦରେ ପ୍ରଥମେ…

କିସ ଡେ’: ପ୍ରେମରେ ପ୍ରଗାଢତା ବଢାଏ ଚୁମ୍ବନ

ଭୁବନେଶ୍ୱର: ଚାଲିଛି ପ୍ରେମ ସପ୍ତାହ । ଏହି ପ୍ରେମ ସପ୍ତାହର ଆଜି ସପ୍ତମ ଦିନ । ପ୍ରେମୀ ମାନେ ଏହାକୁ କିସ ଡେ' ବା ଚୁମ୍ବନ ଦିବସ ଭାବେ ପାଳନ କରୁଛନ୍ତି । ପ୍ରେମକୁ ନିଜ ପାର୍ଟନର ସାମ୍ନାରେ ପ୍ରକାଶ କରିବା ପାଇଁ ପାଳନ କରାଯାଏ ଭାଲେଣ୍ଟାଇନ୍ ସପ୍ତାହ । ଭାଲେଣ୍ଟାଇନ୍ ଦିବସର ସପ୍ତମ…

ଆଜି ପବିତ୍ର କୁମ୍ଭ ସଂକ୍ରାନ୍ତି; କ’ଣ ରହିଛି ଏହାର ମାହାତ୍ମ୍ୟ, ଜାଣନ୍ତୁ

ଭୁବନେଶ୍ୱର: ଆଜି ପବିତ୍ର କୁମ୍ଭ ସଂକ୍ରାନ୍ତି । ଏହା ବର୍ଷର ଏକାଦଶ ସଂକ୍ରାନ୍ତି । ଏହି ସଂକ୍ରାନ୍ତିରେ ସୂର୍ଯ୍ୟ ମକର ରାଶିରୁ କୁମ୍ଭ ରାଶିକୁ ଗମନ କରନ୍ତି । ୧୨ଟି ସଂକ୍ରାନ୍ତି ମଧ୍ୟରୁ ମକର ସଂକ୍ରାନ୍ତି ପରେ କୁମ୍ଭ ସଂକ୍ରାନ୍ତି ଶ୍ରେଷ୍ଠ ବୋଲି ପୁରାଣରେ ଉଲ୍ଲେଖ ରହିଛି । ଆଜି ଗୃହରେ…

ଧଉଳି-କଳିଙ୍ଗ ମହୋତ୍ସବର ଅନ୍ତିମ ସଂଧ୍ୟା; ମନ ମୋହିଲା ଭାରତର ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ

ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ପରିଚାଳିିତ ଏବଂ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଓ ଆର୍ଟ ଭିଜନର ମିଳିତ ଉଦ୍ୟମରେ ଆୟୋଜିତ ୧୬ତମ ଧଉଳୀ କଳିଙ୍ଗ ମହୋତ୍ସବ ଉଦ୍‍ଯାପିତ ହୋଇଯାଇଛି। ଏହି ଅବସରରେ ଅତ୍ୟନ୍ତ ମନୋଜ୍ଞ ଓ ଚିତ୍ତାକର୍ଷକ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ମଧ୍ୟ ପରିବେଶିତ…

ଆଜି ଶ୍ରୀଜୀଉଙ୍କ ‘ବନକଲାଗି’ ନୀତି; ୪ ଘଣ୍ଟା ଯାଏଁ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ…

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରରେ ବୁଧବାର ହେବାକୁ ଥିବା ମହାପ୍ରଭୁଙ୍କ ଗୁପ୍ତନୀତି ପାଇଁ ପାଖାପାଖି ୪ ଘଣ୍ଟା ଧରି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ମିଳିଥିବା ସୂଚନା ଅନୁଯାୟୀ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ଅପରାହ୍ନ ସାଢ଼େ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ…

କେତେ ଉପକାରୀ ପବିତ୍ର ଓଁକାର ଉଚ୍ଚାରଣ; ଜାଣନ୍ତୁ…

ଭୁବନେଶ୍ୱର: ଯେଉଁ ପରିବାରରେ କ୍ଳେଶ,ଅଶାନ୍ତି ସବୁବେଳେ ଲାଗି ରହୁଥିବ ସେମାନଙ୍କ ପୂଜା ସ୍ଥାନରେ କିମ୍ବା ଘରର କବାଟ ରେ ଓଁ ଲେଖାଗଲେ ଶାନ୍ତିର ବାତାବରଣ ଉତ୍ପନ ହୋଇଥାଏ । ସବୁ କାମ ଆପେ ଆପେ ଶାନ୍ତିପୂର୍ବକ ହୋଇଯାଇଥାଏ । ୧. ଓଁ ର ସ୍ଥାପନା କରିବା ସମୟରେ ଶ୍ରୀଗଣେଷ ମନ୍ତ୍ର ଉଚ୍ଚାରଣ…